ଗତ ସୂର୍ଯ୍ୟୋପରାଗରୁ ଆରମ୍ଭ ଚିକେନ୍ ବିରିୟାନି ଖିଆ ବିବାଦ ଥମିବାର ନାଁ ନେଉନି । ଆସନ୍ତା ୮ ତାରିଖ ଚନ୍ଦ୍ରଗ୍ରହଣ ସମୟରେ ବି ଖାଦ୍ୟ ଭକ୍ଷଣ କରିବୁ ବୋଲି ହେତୁବାଦୀ ସଂଗଠନର ଦୃଢ଼ୋକ୍ତି ପରେ ତୀବ୍ର ପ୍ରତିବାଦର ଚେତାବନୀ ଦେଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ ।
ଧାମନଗର ରାୟ କେବଳ ବିଜେଡିର ବିଜୟ ଧାରାରେ ବ୍ରେକ୍ ଲଗାଇନି, ଭବିଷ୍ୟତର ରାଜ୍ୟ ରାଜନୀତି, ବିଶେଷ କରି ୨୦୨୪ ନିର୍ବାଚନ ପାଇଁ ଦେଇଛି ବ଼ଡ ସଂକେତ
ଧାମନଗରରେ ବିଜେପିର ବୃହତ୍ ବିଜୟ ଧରାଶାୟୀ ହେଲା ବିଜେଡି। ବଡ଼ ପ୍ରଶ୍ନ, ନିର୍ବାଚନ ପରେ ନିର୍ବାଚନ ଜିତି ଆସୁଥିବା ବିଜେଡିର ଷ୍ଟ୍ରାଟେଜିରେ କେଉଁଠି ରହିଲା ଭୁଲ୍?
ଧାମନଗରରେ ଫେଲ୍ ମାରିଲା ନବୀନଙ୍କ ମ୍ୟାଜିକ୍ । ଭୁଲ୍ ହୋଇଗଲା ବିଜେଡିର ଅଙ୍କକଷା । ନିଜ ଗଡ଼ ରଖିବାକୁ ସମର୍ଥ ହୋଇଛି ବିଜେପି । ବାପାଙ୍କ ଠାରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ସୂର୍ଯ୍ୟବଂଶୀ ସୂରଜ ।
ଅନିଶ୍ଚିତତାର ଖେଳ କ୍ରିକେଟ୍ କେତେବେଳେ ବି ଘଟିପାରେ କିଛି ଚମତ୍କାର। ଯାହାର ନମୁନା ଦେଖିବାକୁ ମିଳିଛି ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସଠାରୁ ହାରିଲେ ଓ ବାଂଲାଦେଶ ବିପକ୍ଷରେ ଜିତିଲେ ହିଁ ପାକିସ୍ତାନ ସେମିଫାଇନାଲ ଖେଳିପାରିବ ବୋଲି ହିସାବ କରାଯାଇଥିଲା। ଆଉ ଆଶ୍ଚର୍ଯ୍ୟଜନକ ଭାବେ ତାହା ହିଁ...
୨୭ ବର୍ଷୀୟ ସୂର୍ଯ୍ୟବଂଶୀ ସୂରଜ । ସର୍ବକନିଷ୍ଠ ବିଧାୟକ ଭାବେ ସେ ଯିବେ ବିଧାନସଭା । ଇଂଜିନିୟରିଂରୁ ରାଜନୀତିକୁ ଆସିଥିବା ସୂରଜ, ସବୁବେଳେ ରହିଛନ୍ତି ଧାମନଗରବାସୀଙ୍କ ସହ । ଆଉ ଧାମନଗର ବାସୀ ମଧ୍ୟ ଆଶୀର୍ବାଦ ସ୍ୱରୁପ ଭୋଟ୍ ଓଜାଡି ଦେଇଛନ୍ତି ସୂରଜଙ୍କ ଉପରେ ।
ଆଉ ସହିବୁନି ସନାତନ ସଂସ୍କୃତିର ଅପମାନ । ବିଜ୍ଞାନ ନାଁରେ ଭ୍ରମ ସୃଷ୍ଟିକାରୀଙ୍କୁ ଛାଡ଼ିବୁନି । ଯେଉଁଠି ପରଂପରା ବିରୋଧୀ କାମ ହେବ, ସେଠି ପହଞ୍ଚି ଘଣ୍ଟ ପିଟିବୁ । ଭୁବନେଶ୍ୱରରେ ରାମମନ୍ଦିର ସମ୍ମୁଖରେ ଆଜି ଏମିତି ଢଙ୍ଗରେ ଚେତାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ ।
ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ବାପା ବିଷ୍ଣୁ ସେଠୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ । ଧାମନଗର ବିଜେପିର ଯୁବ ଚେହେରା । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ବି ପାଲଟିଯାଇଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ।
ବିଷ୍ଣୁଙ୍କ ଗଡ଼ରେ ଉଇଁଲେ ସୂର୍ଯ୍ୟ । ବାପାଙ୍କ ଆସନରେ ବସିଲେ ପୁଅ । ଏ ବିଜୟ ସୂର୍ଯ୍ୟବଂଶୀ ସୂରଜଙ୍କର, ଭାରତୀୟ ଜନତା ପାର୍ଟିର, ସାରା ଧାମନଗର ବାସୀଙ୍କର । ବିଜେପି ଜିତିଛି ଧାମନଗର ବାଜି । ଯୁଆଡେ ଦେଖିବ ଫରଫର ଉଡୁଛି ପଦ୍ମ ପତାକା ।
ଆଜି ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ କୋହଲି ବ୍ୟାଟିଂ କରୁଥିବା ବେଳେ ନିଶ୍ୱାସ ନେବାରେ ସଂଘର୍ଷ କରୁଥିଲେ ।
ଟି-୨୦ ବିଶ୍ୱକପ୍ରେ ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଐତିହାସିକ ମେଲ୍ବର୍ଣ୍ଣ ଷ୍ଟାଡିୟମ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଛି ।
ଫଟୋରେ ହସୁଥିବା ଏହି ବାଳକ ଜଣକ ଆଜି ଜଣେ ଜଣାଶୁଣା ତାରକା। ତାଙ୍କର ପତ୍ନୀ ଜଣେ ଲୋକପ୍ରିୟ ସିନେ ଅଭିନେତ୍ରୀ। ବିଶ୍ୱର ଲୋକେ ତାଙ୍କୁ ଭଲଭାବେ ଜାଣନ୍ତି। କହିଲେ ଦେଖିବା ଏହି ବାକଳ ଜଣକ କିଏ?
କୋହଲିଙ୍କ ପାଇଁ ରେକର୍ଡ ଭାଙ୍ଗିବା ଏବଂ ନୂଆ ରେକର୍ଡ ତିଆରି କରିବା ଏକ ହବି । ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ରେ ୭୧ ଟି ଶତକ ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ କ୍ୟାରିଅର୍ର କିଛି ଭଲ ଇନିଂସ ବିଷୟରେ।
ଭଲ ଚାକିରୀ ତ ଥିଲା କିନ୍ତୁ ଥିଲା ଅଧିକ ଟେନସନ । ଚାକିରିରୁ ଯେତିକି ମିଳୁଥିଲା ସଞ୍ଚୟ କରିବା ମୁସକିଲ୍ ହୋଇପଡ଼ୁଥିଲା ।କ’ଣ କରିବେ ଭାବି ଶେଷରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଚାକିରୀ ଛାଡ଼ି ଗାଁକୁ ଆସିଲେ ।
ଦଲାଲଙ୍କ ଉପରେ ଦମନଲୀଳା ଚଳାଇଛି ପୋଲିସ୍। ମେଡିକାଲରେ ଆଉ ଦଲାଲଗିରିକୁ ବରଦାସ୍ତ କରାଯିବନି ବୋଲି ଖୁଲମଖୁଲା ଦିଆଯାଇଛି ଚେତାବନୀ। କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଏବେ ଭୁବନେଶ୍ୱର ଏମସ୍ ପାଳି।
ବିରାଟ ନିଜର ବିସ୍ଫୋରକ ବ୍ୟାଟିଂ ଓ ଅନୁଷ୍କା ନିଜର ଚମତ୍କାର ଅଭିନୟ ଯୋଗୁଁ କୋଟି କୋଟି ଫ୍ୟାନ୍ସଙ୍କ ମନ ଜିତିପାରିଛନ୍ତି । ତେବେ ଜାଣନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଏ ସବୁଠୁ ଧନୀ?
ଆଜି ହେଉଛି ପ୍ରଥମ ପଞ୍ଚକ। ଶ୍ରଦ୍ଧାଳୁଙ୍କ ଗହଳଚହଳରେ ଯେଉଁ ଧବଳେଶ୍ୱର ପୀଠ ପ୍ରତିବର୍ଷ ପଞ୍ଚକରେ ଫାଟି ପଡ଼ୁଥାଏ, ତାହା ଆଜି ଖାଁ ଖାଁ। ବାବାଙ୍କ ନୀତି ନିୟମ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲୁଛି, ମନ୍ତ୍ର ଧ୍ୱନୀ ହେଉଛି, ହେଲେ ନାହାନ୍ତି ଭକ୍ତ।
ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ। ଏ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବା ବେଳେ, ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ହୋଇଛି।
ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ଗାନ୍ଧି ନିଜ ପିଠିକୁ ନିଜେ ଚାବୁକରେ ମାରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
କମିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୩୫୦ ଟଙ୍କା ରହିଛି ।