• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Nominations
ସରିଲା ନାମାଙ୍କନ, ଜୋରଦାର ହେବ ପ୍ରଚାର

ପ୍ରଥମ ୭ ଦିନରେ ଶୂନ୍, ଆଉ ଶେଷ ଦିନରେ ୧୩ ପ୍ରାର୍ଥିପତ୍ର ଦାଖଲ ପାଇଁ ପୁରା ଛକାପଞ୍ଝା ସ୍ଥିତି । ଜଣେ ପ୍ରାର୍ଥୀ ନୋମିନେସନ୍ ରୁମ୍‌ରୁ ନବାହାରୁଣୁ ପଛରେ ଆଉ ଜଣେ ହାଜର ।

Ambulance
ଜରୁରୀ କାଳୀନ ନମ୍ବରକୁ ଫୋନ୍‌ କରି ହଇରାଣ କରୁଛି କିଏ?

ଜରୁରୀକାଳୀନ ସେବାକୁ ଖେଳ ଭାବୁଛନ୍ତି ଅସାମାଜିକ । ଆମ୍ବୁଲାନ୍ସ ସେବା ଯୋଗାଉଥିବା ୧୦୮ର ଧଜ୍ଜିଆ ଉଡ଼ାଉଛନ୍ତି ଜଣଙ୍କ ପରେ ଜଣେ । ଗୋଟିଏ ପରେ ଗୋଟିଏ ଫେକ୍ କଲ୍ ଆସୁଛି ଦିନ ତମାମ୍ । ଅଭଦ୍ରାମୀର ସୀମା ଲଂଘିଚାଲିଛନ୍ତି କିଛି ବିଶୃଙ୍ଖଳିତ ବ୍ୟକ୍ତି ।

Bima issues
ପାଖେଇ ଆସୁଛି ପଦ୍ମପୁର ନିର୍ବାଚନ

ପଦ୍ମପୁର ଭୋଟ୍ ପାଇଁ ସବୁ ଦଳର ଫୋକସରେ ଚାଷୀ । ସେମାନଙ୍କ ଭୋଟ୍ ନିର୍ଣ୍ଣାୟକ ହୋଇଥିବାରୁ ଶ୍ରେୟ ନେବାକୁ ବିଜେଡି-ବିଜେପି ମଧ୍ୟରେ ଚାଲିଛି ପ୍ରତିଯୋଗିତା ।

Pet Guidelines
ରାଜଧାନୀରେ କୁକୁର କଳି କୋର୍ଟକୁ ଯିବା ପରେ ଚେତିଲା ବିଏମସି

କୁକୁର କାମୁଡା କଳିରୁ ମହାଭାରତ ପରେ ପ୍ରଶୁପ୍ରେମୀଙ୍କ ପାଇଁ ବଢିଲା ଅଡୁଆ । ଏଣିକି ରାଜଧାନୀରେ କେହି ପଶୁପ୍ରେମୀ ଘରେ କୁକୁର କିମ୍ବା ଅନ୍ୟ ଗୃହପାଳିତ ପଶୁ ରଖିଲେ, ମାନିବେ ବିଏମସିର ଗାଇଡଲାଇନ୍ସ । ବିଏମସି ଖୁବଶୀଘ୍ର ଆଣିବାକୁ ଯାଉଛି ଏ ସମ୍ପର୍କୀତ ନିୟମାବଳି ।

Balijatra
ଏଥର ବାଲିଯାତ୍ରାରେ ରେକର୍ଡ ସଂଖ୍ୟାରେ ବେପାର

ଦେଶୀ ସାମଗ୍ରୀରୁ କାଶ୍ମୀର ଶଲ୍ । ହାତ ତିଆରି ମାଣିଆବନ୍ଧ ଶାଢିରୁ ବନାରସୀ ପାଟ । ଜିରା ଠାରୁ ହୀରା, ଶୁଖୁଆ ଠାରୁ ସୁନା, ସବୁକିଛି ମିଳୁଛି ବାଲିଯାତ୍ରାରେ । ସେଥିପାଇଁ ତ ଏଥର ଜମିଛି ନାହିଁ ନଥିବା ଭିଡ । ବ୍ୟବସାୟ ହେଉ ଅବା ଗ୍ରାହକଙ୍କ ଗହଳି...

Pet Guidelines
ରାଜଧାନୀରେ କୁକୁର ପାଳିଲେ ମାନିବାକୁ ପଡ଼ିବ ଏହିସବୁ ଗାଇଡଲାଇନ୍ସ, ନ ମାନିଲେ..

ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ, କୋଚି ଭଳି ଅନେକ ସହରରେ ପେଟ୍ ଆନିମଲ ଗାଇଡଲାଇନସ କାର୍ଯ୍ୟକାରୀ ହେଉଛି । ଏସବୁ ସହରର ପ୍ରଚଳିତ ନିୟମକୁ ନେଇ ମଧ୍ୟ ସମୀକ୍ଷା କରୁଛି ବିଏମ୍‌ସି ।

Bima issues
ପଦ୍ମପୁର ଉପନିର୍ବାଚନ: ଫୋକସରେ ଚାଷୀ ଭୋଟ, ବୀମା ରାଶି ପ୍ରଦାନରେ ବିଳମ୍ବକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ବୀମା ଯୋଜନା କାର୍ଯ୍ୟକାରୀ ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀଙ୍କୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରି ପ୍ରଦାନ କରିବା, ପ୍ରିମିୟମ୍ ରେଟ୍‌ର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଦର୍ଶାଇଛନ୍ତି...

Nominations
ଛକାପଞ୍ଝା ଭିତରେ ସରିଲା ପଦ୍ମପୁର ଉପନିର୍ବାଚନ ନାମାଙ୍କନ; କାଲିଠୁ କମ୍ପିବ ପ୍ରଚାର ମଇଦାନ

ସବୁ ଦଳ ମୈଦାନକୁ ନିଜ ନିଜର ଯୋଦ୍ଧା ଓହ୍ଲାଇଛନ୍ତି । ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୨୧ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତା’ପରେ ଜୋରଦାର ହେବ ପ୍ରଚାର ।

Modi Gave Gifts in G20 Summit
G-20 ସମ୍ମିଳନୀରେ ମୋଦି ବାଣ୍ଟିଲେ ଭାରତୀୟ ଉପହାର

ଇଣ୍ତୋନେସିଆରେ ଆୟୋଜିତ G-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶର ପ୍ରଧାନମନ୍ତୀ ଓ ରାଷ୍ଟ୍ରପତିଙ୍କୁ ଭେଟି ଭାରତୀୟ ଉପହାର ଦେଇଛନ୍ତି ।

LPG
ଆଉ ରହିବନି ଚୋରି ଭୟ; ଏଣିକି ସିଲିଣ୍ତରରେ ବି ଲାଗିବ QR କୋଡ୍

ଖୁବ୍‌ଶୀଘ୍ର ଏଲ୍‌ପିଜି ସିଲିଣ୍ତରରେ ବି ଲଗାଯିବ କ୍ୟୁ ଆର୍‌ କୋଡ୍‌ । ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ।

CISF
CISF Recruitment 2022: ଖାଲି ପଡ଼ିଛି ୭୮୭ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ..

CISF ରେ ମୋଟ୍‌ ୭୮୭ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ କେବେଠୁ କରିବେ ଆବେଦନ ।

Balijatra 2022
ଜମୁଛି ଐତିହାସିକ ବାଲିଯାତ୍ରା; ମହାନଦୀରେ ବୋଟିଂ ସାଙ୍ଗକୁ କଟକ-ଇନ୍‌-କଟକରେ ସେଲ୍ଫି ନେବାକୁ ଲାଗୁଛି ଦର୍ଶକଙ୍କ ଭିଡ଼

ବାଲିଯାତ୍ରା ଦେଖିବାକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଦର୍ଶକ । ବାଲିଯାତ୍ରାର ପ୍ରତିମୁହୂର୍ତ୍ତର ମଜା ଉଠାଇବାକୁ ଲୋକଙ୍କ ଲାଗିଛି ଗହଳି । ବୁଲାବୁଲି ସହ ବିଭିନ୍ନ କିସମର ଖାଦ୍ୟ ଦର୍ଶକଙ୍କ ମନ ଜିଣିଛି । ବାଲିଯାତ୍ରାରେ କିଣାକିଣି ମଧ୍ୟ ବେଶ ଜମୁଛି । ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ମହିଳାଙ୍କ...

Dog Rescue Owner
୫୦ ଜଣ ଯାହା କରିପାରିଲେନି, ତାହା ‘ଟମି’ କରି ଦେଖାଇଲା

ବିଶ୍ୱସ୍ତ ଗୃହପାଳିତ ପଶୁ କଥା କହିଲେ କୁକୁର ସର୍ବପ୍ରଥମେ ଆସିଥାଏ । କୁକୁର କଦାପି ବେଇମାନି କରେ ନାହିଁ, ବରଂ ଜୀବନସାରା ମାଲିକର ସାଥ୍‌ ଦିଏ ।

Farmer
କେନ୍ଦ୍ର କୃଷିମନ୍ତ୍ରୀ ଟ୍ୱିଟ୍‌ କରୁ କରୁ ସହାୟତା ଘୋଷଣା କଲେ ନବୀନ

ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

Balijatra
Breaking News : ଐତିହାସିକ ବାଲିଯାତ୍ରା ଦିନଟେ ବଢ଼ିଲା

ଗୋଟିଏ ଦିନ ବୃଦ୍ଧି ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Veeswajeet Kasid
ପେଶାରେ ଇଞ୍ଜିନିୟର, ହେଲେ ନିଶା କ୍ୟାନସର୍‌ ରୋଗୀଙ୍କ ଜୀବନ ବଞ୍ଚାଇବା

ବିଶ୍ୱଜିତ ୧୮୩ ଥର ନିଜ ପ୍ଲାଟେଲେଟ୍ସ ଦାନ କରିଛନ୍ତି ।

PM Modi
G-20 ରେ ମୋଦିଙ୍କ ଆହ୍ୱାନ; ଯୁଦ୍ଧ ବନ୍ଦ କରି ଆଲୋଚନାରେ ୟୁକ୍ରେନ ସଂକଟର ସମାଧାନ ହେଉ

ମୋଦି କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀର ସଂକଟ ଦେଖାଦେଇଛି । ବିଶେଷ କରି ଖାଦ୍ୟ ଓ ଶକ୍ତି ସଂକଟ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଦେଶ ।

Coastal Exercise
ଆଜିଠୁ ପାରାଦୀପ ଉପକୂଳରେ ନୌସେନାର ସମରାଭ୍ୟାସ

ସାମୁଦ୍ରିକ ସୀମାରେ ଆତଙ୍କି ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ଏହା ଏକ ପ୍ରସ୍ତୁତି ଅଭ୍ୟାସ ।

Winter Season
ଆସିଛି ଶୀତ, ହସୁଛି ଅଳସୀ କ୍ଷେତ; କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦେଉଛନ୍ତି ପର୍ଯ୍ୟଟକ

ଶୀତ ଋତୁ ଓ କୋରାପୁଟ ସହର । ବୁଢ଼ିଆଣୀ ଜାଲ ଭିତରେ ଥୋପାଥୋପା କାକର । ନଭେମ୍ବର ଛୁଇଁଲେ ଏ ସହର ଏମିତି କୁହୁଡ଼ିରେ ଭର୍ତ୍ତି ହୋଇ ଯାଏ ଯେ, ବୁନ୍ଦା ବୁନ୍ଦା କାକର ଲାଗେ ସତେକି ମୁକ୍ତାର ଫୁଲ ପରି । ପ୍ରକୃତିର ଗନ୍ତାଘର ମୟୁରଭଞ୍ଜରେ ଶୀତ ଆସିଲେ...

cab driver
ଗାଡି ଡ୍ରାଇଭ୍ ବେଳେ ଅନର୍ଗଳ ସଂସ୍କୃତ କହୁଛନ୍ତି ଡ୍ରାଇଭର

ଗାଡି ଚଳାଉଛନ୍ତି …ଅନର୍ଗଳ ସଂସ୍କୃତ କହୁଛନ୍ତି କାର୍ ଡ୍ରାଇଭର। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ…

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।