• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

IND vs SA
ଅକ୍ଟୋବର ୬ରୁ ସାଉଥ୍ ଆଫ୍ରିକା ବିପକ୍ଷରେ ପ୍ରଥମ ୱାନ୍‌ ଡେ ମ୍ୟାଚ୍‌; ଦଳରେ ନଜର ଆସିବେ କିଛି ନୂଆ ମୁହଁ

ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ ପାଇଁ ଟିମ୍ ଇଣ୍ଡିଆର ଟିମ୍‌ ଘୋଷଣା । ଶିଖର ଧୱନଙ୍କୁ କ୍ୟାପଟେନସିପ ଦାୟିତ୍ୱ ମିଳିଛି ।

Indonesia football match
ଫୁଟବଲ୍ ମ୍ୟାଚ୍ ବେଳେ ଦଳାଚକଟା; ୧୭୪ ମୃତ

ଫୁଟବଲ ଫିଲ୍ଡରେ ହିଂସାର ମ୍ୟାଚ୍ । ଗଡ଼ିଲା ଶତାଧିକ ମୁଣ୍ଡ । ଦଳାଚକଟାରେ ଚାଲିଗଲା ୧୨୫ ଜଣଙ୍କ ଜୀବନ । 

Traffic Jam Issues
ଟ୍ୱିନ୍‌ସିଟିରେ କଲବଲ ସ୍ଥିତି; ୧ କିଲୋମିଟର ଅତିକ୍ରମ ପାଇଁ ଲାଗୁଛି ଘଣ୍ଟାଏରୁ ଅଧିକ ସମୟ

ଟ୍ୱିନସିଟିରେ ପୂଜା ବଜାର ଗରମ । ତେଣେ ରାସ୍ତାଘାଟରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ । ସ୍ଥିତି ଏଭଳି ହେଉଛି ଯେ, ରାସ୍ତାରେ ଆମ୍ବୁଲାନ୍ସକୁ ବି ବାଟ ମିଳୁନି ।

Re-Employment
ଯଦି ଅବସରପ୍ରାପ୍ତ ଚାକିରି ପାଇବେ, ତେବେ ବେକାରୀ ଯିବେ କୁଆଡ଼େ ?

ରାଜ୍ୟରେ ବଢି ଚାଲିଛି ବେକାରୀ । କର୍ମନିଯୁକ୍ତି ନପାଇଁ ହତାଶ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀ । ପରୀକ୍ଷା ପରେ ପରୀକ୍ଷା, ଇଣ୍ଟରଭ୍ୟୁ ପରେ ଇଣ୍ଟରଭ୍ୟୁ, ହେଲେ ଚାକିରି ଖଣ୍ଡେ ମିଳୁନି । ଏଭଳି ସ୍ଥିତିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣି ନିଯୁୂକ୍ତି ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା ।

Rasulgarh Puja Mandap
ସୁଉଚ୍ଚ ତୋରଣରେ ଝଲସୁଛି ରାଜଧାନୀ ଭୁବନେଶ୍ୱର

ରାତି ପାହିଲେ ମା’ଙ୍କ ଅଷ୍ଟମୀ ପୂଜା । ଦୁଇବର୍ଷ ପରେ ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ସୁଉଚ୍ଚ ତୋରଣକୁ ଦେଖିବା ଲାଗି ଲୋକଙ୍କ ପ୍ରବଳ ଭିଡ଼ । କରୋନାର କଳାବାଦଲ ଉଠିଯିବା ପରେ ଏବେ ଉତ୍ସବମୁଖର ହୋଇଉଠିଛି ସମସ୍ତ ପୂଜା ମଣ୍ତପ...

Akhsay Nayak
ଧର୍ମେନ୍ଦ୍ର ମୃତ୍ୟୁ ମାମଲା: ସାମ୍ବାଦିକ ଅକ୍ଷୟ ନାୟକଙ୍କ ମୋବାଇଲ ଜବତ

କମିଶନରେଟ ପୋଲିସର ନୋଟିସ ପରେ ଆଜି ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଥିଲେ ସାମ୍ବାଦିକ ଅକ୍ଷୟ ନାୟକ । ଭାଇରାଲ ଅଡିଓକୁ ନେଇ ତାଙ୍କୁ ପଚରାଉଚରା କରାଯାଇଛି ।

Samir Das
‘ପାହାଡ଼ରେ ମୁଣ୍ତ ବାଡ଼େଇବା ଯାହା, ବିରୋଧୀ ଦଳ କହୁଥିବା କଥା ତାହା’

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିରୋଧୀଙ୍କ ତମ୍ବିତୋଫାନ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Durga Puja
ଏଥର କଟକରେ ୨୮ ସୁନା-ଚାନ୍ଦି ମେଢ଼, ଜାଣନ୍ତୁ ଏହାର ଇତିହାସ..

ଦୁର୍ଗାପୁଜା ପାଇଁ ଦିନ ଯେତିକି ଯେତିକି ପାଖେଇ ଆସୁଛି, ସେହି ଅନୁସାରେ ପୁଜା ମଣ୍ଡପଗୁଡିକ ପ୍ରସ୍ତୁତି ମଧ୍ୟ ଚାଲିଛି । କଟକଣା ଯୋଗୁଁ ଗତ ୨ବର୍ଷ ହେବ ମାଆଙ୍କ ମୂର୍ତ୍ତିରେ ଲାଗି ହୋଇପାରି ନଥିଲା ଚାନ୍ଦି ମେଢ। ଏଥର ପୁଣି ଥରେ ଚାନ୍ଦି ମେଢ ମଣ୍ଡପରେ ଝଟକିବାର ସୁଯୋଗ...

Odisha Tourism
ମହକ ହରାଉଛି କି ରାଜ୍ୟ ପର୍ଯ୍ୟଟନ ?

ଦେଶୀ ହୁଅନ୍ତୁ କି ବିଦେଶୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି ଓଡ଼ିଶା । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେପ୍ଟେମ୍ବର ୨୭ ବିଶ୍ୱ ପର୍ଯ୍ୟଟନ ଦିବସରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ବା ଭାରତ ପର୍ଯ୍ୟଟନ ପରିସଂଖ୍ୟାନ-୨୦୨୨ରୁ...

JP NADDA
ବିଜେପିର ୨୪ ମିଶନ୍: ବିଜେଡି ମୁକ୍ତ ଓଡ଼ିଶା ପାଇଁ ନଡ୍ଡାଙ୍କ ଆହ୍ୱାନ

କାଲିର ଶକ୍ତିକେନ୍ଦ୍ର ସମ୍ମିଳନୀ ଭଳି ଆଜି ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ବି ରାଜ୍ୟ ସରକାରଙ୍କ ଉପରେ ସମାନ ଢଙ୍ଗରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ଦଳର ୭ଟି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିବା ଆଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି-...

Special story
ରାଜ୍ୟର ଗାଡ଼ି ମାଲିକ ମାନଙ୍କୁ ମିଳିଲା ଆଶ୍ୱସ୍ତି

ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ମହଲତ। ଶେଷ ନମ୍ବର ୧ରୁ ୪ ଥିଲେ ଡେଡଲାଇନ୍ ଅୋବର ୩୧। ୫ ଓ ୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ଯାଏଁ ମହଲତ। ଶେଷ ନମ୍ବର ୭ ଓ ୮ ଥିଲେ ଡିସେମ୍ବର ୩୧ ଯାଏଁ ଡେଡ୍ଲାଇନ୍। ରାଜ୍ୟ...

 Pratap Debs statement
ବାଦବୁଦିଆରେ ସଭା କଲେ, ହେଲେ କାଉଣ୍ଟରରେ ଫେଲ୍

''ଆଗରୁ ଓଡ଼ିଶାରୁ, ଏହାର ଅର୍ଥ ଜଗନ୍ନାଥ ପୁରୀରୁ। ଆଜି ଯଦି ଭାରତବର୍ଷର ଯେକୌଣସି ସ୍ଥାନକୁ ଯିବେ, ଯଦି ଓଡ଼ିଶା ବୋଲି ଅନ୍ୟ ଜାଣନ୍ତି, ତେବେ ପ୍ରଥମେ ଆସିବ ନବୀନ ପଟ୍ଟନାୟକ।'' ଏକଥା ଆମେ କହୁନୁ, କହିଛନ୍ତି ଖୋଦ୍ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ତା ପୁଣି ବିଜେଡି ପଦଯାତ୍ରା...

filmmaker Akshay Parija
ଯୁବତୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ନେଇ ଅଡୁଆରେ ଅକ୍ଷୟ ପରିଜା

ଓଲିଉଡ ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ଓ ଭିଡ଼ିଓ ଭାଇରାଲ୍। ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହେଲେ ପ୍ରଡ୍ୟୁସର ଅକ୍ଷୟ ପରିଜା। କାଷ୍ଟିଂକାଉଚ୍ ନା ବ୍ଲାକମେଲିଂ, ଫିଟୁନି ରହସ୍ୟ..

Odisha Tourism
ଆସୁନାହାନ୍ତି ଦେଶୀ କି ବିଦେଶୀ ପର୍ଯ୍ୟଟକ! ମହକ ହରାଉଛି କି ରାଜ୍ୟ ପର୍ଯ୍ୟଟନ

ବେଳାଭୂମି, ଐତିହ୍ୟ ଓ ମନୋରମ ପରିବେଶ ସବୁକିଛି ଥାଉ ଥାଉ, ଆମ ରାଜ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏତେ ପଛରେ କାହିଁକି? ପ୍ରଚାର ପ୍ରସାର ଓ ଭିତ୍ତିଭୂମିର ଅଭାବ ପାଇଁ ଫିକା ପଡ଼ୁଛି କି ଆକର୍ଷଣ? କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ଅନୁଯାୟୀ  ୨୦୨୧ରେ ଉଭୟ ଭାରତୀୟ...

IND vs SA
ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ହରାଇଲା ଭାରତ; ସିରିଜ୍‌ରେ ୧-୦ରେ ଆଗୁଆ

ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇ ବିଜୟୀ ହୋଇଛି ଭାରତ। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି।

Jayanti Patnaik
ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ପୂର୍ବତନ ସାଂସଦ ତଥା ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ।

Special story
ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓକୁ ନେଇ ତେଜିଲା ରାଜନୀତି

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ କୁହୁଳିଲା ପ୍ରତିବାଦର ନିଆଁ । ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ ।

Special story
କଟକ ଜଗତପୁର ଅଞ୍ଚଳରେ ହାତୀ-ମଣିଷ ଲଢେଇ

ଆଠଗଡ଼ ବନାଞ୍ଚଳରୁ ଗତକାଲି ରାତିରେ ଚାଲି ଆସିଥିବା ୩ଟି ହାତୀ ଜଗତପୁରର ଜନବସତି ଅଞ୍ଚଳକୁ ପଶି ଆସି ୨ ଜଣଙ୍କୁ ଦଳି ମାରିବା ସହ ଏ ଅଞ୍ଚଳରେ ଆତଙ୍କ ମଚାଇଛନ୍ତି ।

Number Plate
ଥମୁନି ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଝମେଲା

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରିବା ସମୟସୀମାକୁୁ ଚ୍ୟାଲେଞ୍ଜ୍ କରି ଦାୟର ଦୁଇଟି ମାମଲା ଉପରେ ଆଜି ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ।

bjp,bjd
ଆସନ୍ତାକାଲି ରାଜଧାନୀରେ ମୁହାଁମୁହିଁ ହେବେ ବିଜେପି-ବିଜେଡି

ଆସନ୍ତାକାଲି ଭୁବନେଶ୍ୱରରେ ହେବ ହାଇଭୋଲଟେଜ୍ ପଲିଟିକାଲ୍ ଟକ୍କର । ଦଳୀୟ କାର୍ଯ୍ୟକ୍ରମ ବାହାନାରେ ଶକ୍ତି ପ୍ରଦର୍ଶନ କରିବେ ଉଭୟ ବିଜେପି ଓ ବିଜେଡି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।