• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Bridge construction
୪ ବର୍ଷ ହେଲାଣି ପଡିପାରୁନି ଛାତ...ହଇରାଣ ହେଉଛନ୍ତି ଲୋକ

ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୪ ବର୍ଷ ହେଲାଣି ପଡିପାରୁନି ପୋଲ। ୪ କିଲୋମିଟର ରାସ୍ତାକୁ ୨୫ କିମି ବାଟ ବୁଲି ଯାଉଛନ୍ତି ଲୋକେ...ଗୁହାରି କରିବା ପରେ ବି ଶୁଣୁନି ପ୍ରଶାସନ

friendship
ସାଙ୍ଗ… ମୋ ଚପଲ ହଳକ ଟିକେ ସିଲେଇ ଦେ…

ବନ୍ଧତ୍ୱ ଆଗରେ ସବୁ ତୁଚ୍ଛ। ଅଭାବ ଅନଟନ ଦୁଃଖ ଦାରିଦ୍ରତା ସଦାବେଳେ ଲାଗି ରହିବ। ଆଜି ସୁଖ ଅଛି ତ କାଲି ଦୁଃଖ… ହେଲେ ବନ୍ଧୁତ୍ୱ ଏକ ସୀମାହୀନ ଅନ୍ତହୀନ ଆବେଗର ନାଁ… ବୌଦ୍ଧ ଜିଲ୍ଲାରୁ ଭେଟନ୍ତୁ ଏହି ଦୁଇ ବନ୍ଧୁଙ୍କୁ

Special Story
ମୋ ଘର ଟିକେ ଛାଣି କରିଦିଅ, ମତେ ଗୋଟେ ଟ୍ରାଇ ସାଇକେଲ ଦିଅ

ପୁଅ ଯାଇଛି ଦାଦନ ଖଟି, ସ୍ତ୍ରୀ ଯାଉଛି ମୂଲ ଲାଗି। ମୁଁ ଏଠି ଘର ପିଣ୍ଡାରେ ବସିଛି ମୋ ରୋଗକୁ ଧରି। ହେ ସରକାର ମତେ ଟିକେ ସାହାଯ୍ୟ କର। ନ ହେଲେ ମୋ ପରିବାର ଭାସିଯିବ…

Engineer
ଭଲ ଦରମା ନ ମିଳିବାରୁ ଛାଡ଼ିଦେଲେ ଚାକିରୀ, ଏବେ କୁକୁଡ଼ା ଚାଷରୁ ଲକ୍ଷପତି

ଭଲ ଚାକିରୀ ତ ଥିଲା କିନ୍ତୁ ଅଧିକ ଟେନସନ । ଦରମା ଯେତିକି ମିଳୁଥିଲା ସଞ୍ଚୟ କରିବା ମୁସକିଲ୍ ହୋଇପଡ଼ୁଥିଲା । କଣ କରିବେ ଭାବି ଶେଷରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଚାକିରୀ ଛାଡ଼ି ଗାଁକୁ ଆସିଲେ । ଗାଁରେ ନିଜ ସ୍ୱପ୍ନର ବ୍ୟବସାୟ ଆରମ୍ଭ କଲେ । କୁକୁଡ଼ା...

News Fuse
ଗୋଟେ ଭଲ ରକମ ଚାଲିଥିଲା, ତମେ କାଇଁ ଭାଙ୍ଗୁଣିଆ କଲ !

ଓଃ… ଠିକ୍ ମୌସମ ବେଳକୁ ତମେ ବିଗାଡି ଦେଲ ଆଉ। ଦର୍ଶକ ଆମର ନୋଟ୍ ଉଡେଇଲା ବେଳକୁ ତମେ ଚପଲ ମାଡ କରିଦେଲ ! ବୁଝିଲ ନାନି, ତମେ ଟିକେ ନରମି ଯାଇଥାଆନ୍ତ ନା ଆଉ, ଆମର ପା ଗୀତ ବାଜୁଥିଲା ନରମ ନରମ ନିଆଳି ଛେନା, ଗରମ...

Indian Railways
ରାତିରେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି କି ? ମାନନ୍ତୁ, ଏହି ନୂଆ ନିୟମ...ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି

ଯଦି ଆପଣ ରାତିରେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି ତେବେ ଆପଣ ମାନିନିଅନ୍ତୁ ଏହି ସବୁ ନିୟମ। ନହେଲେ ହଇରାଣରେ ପଡିବେ ଆପଣ

Special story
ଆମିଷ ଖାଇଲେ ଗୋଖର ମାରିବ ଚୋଟ

ଢେଙ୍କାନାଳ ଜିଲ୍ଲାର ଇଏ ଏମିତି ଏକ ଗାଁ, ଯେଉଁ ଗାଁରେ କେହି ଆମିଷ ଖାଆନ୍ତି ନାହିଁ। ଏମିତି କି ବାହାଘର ଭୋଜିରେ ବି ଆମିଷ ହୁଏ ନାହିଁ। ଏ ଗାଁକୁ ସେହି ଘରୁ ଝିଅ ବୋହୂ ହୋଇ ଆସନ୍ତି ଯେଉଁ ଘରେ କହେ ଆମିଷ ଖାଉ ନ ଥିବେ।...

Today Panchang
Today Panchang 3rd Nov 2022 : ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରନ୍ତୁ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Dhamnagar ByPoll
ବୁଥ୍‌ ରେଡ୍ଡି ଓ ପୁଲିଂ ପାର୍ଟି ବି ତୟାର; ଜନତା କାହାକୁ ପିନ୍ଧାଇବେ ଧାମନଗଗର ମୁକୁଟ ?

ଧାମନଗରରେ କାହାର ହେବ ଜିତ୍ ? ବିଷ୍ଣୁଙ୍କ ଗଡ଼ରେ କିଏ ମାରିବ ବାଜି ? ରାତି ପାହିଲେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଦେବେ ଜନତା ।

Dhabaleswar Temple
ପ୍ରଶାସନର ନିଷ୍ଠୁର ନିଷ୍ପତ୍ତି! ଶ୍ରଦ୍ଧାଳୁଠୁ ବ୍ୟବସାୟୀ ଯାଏଁ ସମସ୍ତେ ଖପ୍ପା

ପଞ୍ଚୁକରେ ବାବା ଧବଳେଶ୍ୱରଙ୍କୁ ଭର୍ଚୁଆଲରେ ଦର୍ଶନ । ଝୁଲାପୋଲ ପାଖରୁ ଏଲଇଡି ସ୍କ୍ରିନ୍‌ରେ ବାବଙ୍କୁ ଦେଖିବେ ଶ୍ରଦ୍ଧାଳୁ । ଶୁକ୍ରବାରରୁ ପଞ୍ଚୁକ ଯାତ୍ରା, ରବିବାର ବଡ଼ ଓଷା । ଏହା ପୂର୍ବରୁ ବାବା ଧବଳେଶ୍ୱରଙ୍କ ପୀଠରେ ଜାରି ହୋଇଛି ୧୪୪ ଧାରା ।

IND vs BAN
ବାଂଲାଦେଶ ବିପକ୍ଷରେ ଟିମ୍‌ ଇଣ୍ତିଆର ଦମଦାର ବିଜୟ; ସେମିଫାଇନାଲ ରାସ୍ତା ପକ୍କା

ଚଳିତ ବିଶ୍ୱକପରେ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ସୁପର ୧୨ର ଗୋଟିଏ ମ୍ୟାଚ୍‌ରେ ଭାରତ ୫ ରନରେ ବାଂଲାଦେଶକୁ ହରାଇ ସେମି ଫାଇନାଲରେ ନିଜର ଗୋଟିଏ ପାଦ ସୁଦୃଢ଼ କରିଛି।

Subhrakant Panda
ଶୁଭ୍ରକାନ୍ତ ପଣ୍ଡା ହେଲେ ଫିକି ଇଣ୍ଡିଆର ପରବର୍ତ୍ତୀ ସଭାପତି

ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା 'ଫିକି ଇଣ୍ଡିଆ' ର ସଭାପତି ପଦବୀ ନିମନ୍ତେ ପ୍ରଥମ ଓଡ଼ିଆ ଭାବେ ଶ୍ରୀ ପଣ୍ଡା ଦାୟିତ୍ୱ ନେବେ ।

MLA Pradeep Panigrahi
ନବୀନଙ୍କ ଉପରେ ପ୍ରଦୀପଙ୍କ ବିଷୋଦ୍‌ଗାର ! କହିଲେ ପାରୁନାହାନ୍ତି କି ଶାସନ ଗାଦିକୁ ଛାଡ଼ୁନାହାନ୍ତି

ଲୁଲୁ ସେନାର ନାଁ ତ ଆପଣମାନେ ନିଶ୍ଚିତ ଶୁଣିଥିବେ । ଇଏ କିନ୍ତୁ ଲୁଲୁ ସେନା ନୁହେଁ ବରଂ ପ୍ରଦୀପ ସେନା । ହଁ, ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକଙ୍କ ଉଦ୍ୟମରେ ଗଠନ ହୋଇଛି ପ୍ରଦୀପ ସେନା ।

Father Kill Son
ମଦୁଆ ପୁଅର ନିର୍ଯାତନା ସମ୍ଭାଳି ପାରିଲେନି ବାପାମାଆ; ଶେଷରେ ନେଲେ ଏମିତି ଚରମ ନିଷ୍ପତ୍ତି

ଅତ୍ୟାଚାରରେ ଅତିଷ୍ଠ ହୋଇ ପୁଅକୁ ସୁପାରୀ ଦେଇ ମାରିଦେବାକୁ ଯୋଜନା କରିଥିଲେ ବାପାମାଆ ।

IND vs BAN
ICC T20 World Cup 2022: ଫିଲ୍ଡରେ କୋହଲିଙ୍କ ଜଲୱା, ବାଂଲାଦେଶକୁ ୧୮୫ ରନ୍‌ର ଟାର୍ଗେଟ୍‌

ପ୍ରଥମେ ବ୍ୟାଟିଂ କରି ଭାରତ ବାଂଲାଦେଶକୁ ୧୮୫ ରନ୍‌ର ଟାର୍ଗେଟ ଦେଇଛି ।

Pathan
ରିଲିଜ୍‌ ହେଲା ‘ପଠାନ’ ଟିଜର୍‌; ଜବରଦସ୍ତ ଆକ୍ସନକୁ ଦମଦାର ଫାଇଟ୍‌, ଦେଖନ୍ତୁ ଭିଡିଓ

ଶାହାରୁଖ୍‌ଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଥିବା ‘ପଠାନ’ ଫିଲ୍ମର ଟିଜର୍‌ ଫ୍ୟାନ୍ସଙ୍କ ହୃଦୟ ଜିତିଛି । ୪ ବର୍ଷ ପରେ ଫିଲ୍ମର ମୁଖ୍ୟ ଭୂମିକାରେ ଏଣ୍ଟ୍ରି ମାରୁଛନ୍ତି କିଙ୍ଗଖାନ୍‌ ଶାହରୁଖ୍‌ ।

Shahrukh Khan
ବଲିଉଡ୍‌ରେ ଭିଲିଆନ୍‌ ଏଣ୍ଟ୍ରି ମାରିଥିଲେ, ଏବେ କିଙ୍ଗ ଅଫ୍‌ ରୋମାନ୍ସ ! ଜାଣନ୍ତୁ ପୂରା କାହାଣୀ..

ରାଜ୍, ରାହୁଲ, ବାଦ୍‌ଶାହ୍‌, ବାଜିଗର ଏମିତି ଅନେକ ନାଁ କିନ୍ତୁ ପରିଚୟ ଗୋଟିଏ ଶାହରୁଖ୍ ଖାନ୍‌ । ବଲିଉଡ୍ ସୁପରଷ୍ଟାର, ଫ୍ୟାନ୍‌ଙ୍କ ହାର୍ଟବିଟ୍ । ଆଜି ଶାହରୁଖଙ୍କ ୫୭ତମ ଜନ୍ମଦିନ ।

Lunar Eclipse
ଜାଣନ୍ତୁ ଚନ୍ଦ୍ରଗ୍ରହଣର ନୀତିକାନ୍ତି, କେତେବେଳେ କରିବେ ପାକତ୍ୟାଗ୍‌..

ଛତିଶା ନିଯୋଗ ବୈଠକରେ ନୂଆ ନୀତି ନିର୍ଘଣ୍ଟ ହୋଇଛି । ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହେବ । ତା ପରେ ପରେ ସବୁ ନୀତିକାନ୍ତି କରାଯାଇ ସକାଳ ୫ଟା ୫୦ ସୁଦ୍ଧା ସରିବ ଭୋଗ ମଣ୍ଡପ ।

Mosquito
SHG କୁ ବିଜେଡି ଦଳୀୟ କାମରେ ଲଗାଉଛି କି ?

ବିଜେଡିରେ ଏବେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପଲ୍ଲା ଭାରି ! ଦଳରେ ନେତା ଓ କର୍ମୀ ଗୌଣ, SHGଙ୍କୁ ନେଇ ଚାଲିଛି ସମାନ୍ତରାଳ ସଙ୍ଗଠନ ! ଧାମନଗର ଉପନିର୍ବାଚନରେ ବିଜେଡି ଟିକଟ୍ ପାଇଁ ଟଣାଓଟରା ଭିତରେ ବାଜି ମାରି ନେଇଥିଲେ SHG ବ୍ୟାକ୍‌ଗ୍ରାଉଣ୍ଡରୁ ଆସିଥିବା ଅବନ୍ତୀ ଦାସ ।

Shankaracharya
‘ପ୍ରଭୁ ଯିଶୁ ଖ୍ରୀଷ୍ଟ ବୈଷ୍ଣବ ଥିଲେ, ସେ ପୁରୀ ଆସିଥିଲେ’

ପୁରୀ ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ବିବାଦ। ଯୀଶୁଖ୍ରୀଷ୍ଟ ହିନ୍ଦୁ ଥିଲେ, ପୁରୀରେ ୩ ବର୍ଷ ରହିଥିଲେ। ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖ୍ରୀଷ୍ଟିଆନଙ୍କ ବିରୋଧ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।