• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Droupadi Murmu
ରାଣୀ ଏଲିଜାବେଥ୍‌ଙ୍କ ଶେଷକୃତ୍ୟରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବ୍ରିଟେନର ଦିବଙ୍ଗତ ରାଣୀ ଏଲିଜାବେଥ‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତ କରି ସେଠାରେ ରାଣୀଙ୍କୁ ଶେଷ ଦର୍ଶନ ସହ ଶୋକବ୍ୟକ୍ତ କରିବେ।

Sans Bridge
ଶୁଣିଲାନି ପ୍ରଶାସନ; ଗାଁ ଲୋକ ଏକାଠି ହେଲେ, ଶିଆଳି ଲଟାରେ ପୋଲ ତିଆରି କଲେ

ଗୁହାରି, ଦରଖାସ୍ତ ଦେଇ ଦେଇ ଶୁଣିଲାନି ପ୍ରଶାସନ। ଏକାଠି ହେଲେ ଗାଁ ଲୋକେ, କାଠକୁ ଶିଆଳି ଲଟାରେ ବାନ୍ଧି ତିଆରି କଲେ ପୋଲ। ବିନା ସିମେଣ୍ଟ ଖୁଣ୍ଟରେ ତିଆରି ହେଲା ପୋଲ। ଲୋକେ କହିଲେ, ଏ ସରକାର ଥିବା ପର୍ଯ୍ୟନ୍ତ ପୋଲ ହେବନି।

Strike of Sweepers
ନେତା ଓ ପ୍ରଶାସକଙ୍କ ମଧ୍ୟରେ ବିବାଦ ! ଅଳିଆ ଉଠାଇଲେନି ସଫେଇ କର୍ମଚାରୀ

ନେତା ଓ ପ୍ରଶାସକଙ୍କ ମଧ୍ୟରେ ତିକ୍ତତା। ଅଳିଆ ଆବର୍ଜନାରେ ଫୁଲ୍ ହେଲା ତାଳଚେର ସହର...ସଫେଇ କର୍ମଚାରୀଙ୍କ ସାଙ୍ଘାତିକ ଅଭିଯୋଗ। କହିଲେ, ଦୁଇ ବେଳା କାମ କରୁଛୁ ଗୋଟିଏ ବେଳାର ଦରମା ପାଉଛୁ। ପୂଜା ଗଲା ହେଲେ ବୋନସ ମିଳିଲାନି..

Eknath Shinde
ଜଳି ଯାଉଥିଲା ଗାଡ଼ି; କାରକେଡ୍‌ ଅଟକାଇ ଜୀବନର ମୂଲ୍ୟ ବୁଝାଇଲେ ମୁଖ୍ୟମନ୍ତ୍ରୀ

ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଦାମୀ କାର୍‌ଠୁ ଜୀବନ ଅଧିକ ମୂଲ୍ୟବାନ ବୋଲି ଜଣେ ବ୍ୟକ୍ତିଙ୍କୁ ପରାମର୍ଶ ଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Unknown Disease
ଗୋଟିଏ ପରେ ଗୋଟିଏ ମୁଣ୍ତ ନେଉଛି ଅଜଣା ରୋଗ: ୧୨ ଦିନରେ ନେଲାଣି ୮ ଜୀବନ

ମାଲକାନଗିରିରେ ଅଜଣା ରୋଗର ଭୟ । ଅଜଣା ରୋଗରେ ୭ବର୍ଷର ଶିଶୁର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ।

IAF Suryakiran Air show
କୁଆଖାଇ ନଦୀ ଶଯ୍ୟାରେ ସୂର୍ଯ୍ୟକିରଣ ସୋ’; ଚାଲିଛି ଜୋରଦାର ପ୍ରସ୍ତୁତି

ବାୟୁସେନା ପକ୍ଷରୁ ଓଡ଼ିଶାରେ ଏହି ଚିତାକର୍ଷକ ସୂର୍ଯ୍ୟକିରଣ ସୋ’ ପ୍ରଦର୍ଶିତ ହେବ । 

CMC council meeting
CMC କାଉନ୍‌ସିଲ୍‌ ମିଟିଂରେ ମେୟରଙ୍କୁ କଳା ପତାକା ପ୍ରଦର୍ଶନ

CMC କାଉନସିଲ ବୈଠକରେ ମେୟରଙ୍କୁ ଟାର୍ଗେଟ କଲେ ବିଜେପି କର୍ପୋରେଟର୍‌ । ବୈଠକ ଚାଲିଥିବାବେଳେ କଳା ପତାକା ପ୍ରଦର୍ଶନ କରିବା ସହ ହଲ୍ ମଝିକୁ ଆସି ବିଜେପି କର୍ପୋରେଟରମାନେ ବିଭିନ୍ନ ସମସ୍ୟାକୁ ନେଇ ମେୟରଙ୍କୁ ବିରୋଧ କରିଛନ୍ତି ।

Arindam Das
‘ନା ମୁଁ ତତେ ଭୁଲିବି ନା ତୁ ମତେ ଭୁଲିବୁ’

ଚାହୁଁ ଚାହୁଁ ବର୍ଷଟେ ବିତିଗଲା । ଅଫେରା ରାଇଜକୁ ଚାଲିଯାଇଥିବା ଲୋକଟି ଆଜି ବି ମନରେ ସେମିତି ନିଜ ଜାଗାରେ ସତେଜ ସ୍ମୃତିଟିଏ ହୋଇ ରହିଛି । ଚିଫ୍‌ ରିପୋର୍ଟର ସ୍ୱର୍ଗତଃ ଅରିନ୍ଦମ ଦାସଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଉଛନ୍ତି ସାରା ଓଡ଼ିଶାବାସୀ, ପୂରା ଓଟିଭି...

BDO gives Free Coaching for Civil Service Exam
ବିଡିଓ ହେବ ତ ଏମିତି: IAS-OAS ପରୀକ୍ଷା ପାଇଁ ପିଲାଙ୍କୁ ଦେଉଛନ୍ତି ମାଗାଣା କୋଚିଂ

ବିଡିଓଙ୍କ ମହାନତା । ପିଲାଙ୍କ ଭବିଷ୍ୟତ ପାଇଁ ଯୋଗାଇ ଦେଲେ ମାଗଣା କୋଚିଂ ସେଣ୍ଟର ।

National Handloom Exhibition
ରାଜଧାନୀରେ ଜାତୀୟ ହସ୍ତତନ୍ତ ମେଳା ଆରମ୍ଭ

ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ଜାତୀୟ ହସ୍ତତନ୍ତ ମେଳା । ଆଜିଠୁ ଆରମ୍ଭ ହୋଇଥିବା ଏହି ମେଳା ଅକ୍ଟୋବର ୯ ତାରିଖ ଯାଏଁ ଚାଲିବ ।

WODC Office
କେଉଁଠି ହେବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ହେଡ୍ କ୍ୱାର୍ଟର?

ଦୀର୍ଘବର୍ଷ ପରେ ବି କାହିଁକି ହୋଇପାରୁନି ସହମତି? କିଏ ପୁରାଉଛି କେଁ? ନେତା ନା ସରକାର? WODCର ହେଡ୍‌ କ୍ୱାଟର୍‌ ସ୍ଥାପନ ନେଇ ଛିଣ୍ଡୁନି ଅଙ୍କ ।

Smart School
ଏମିତି ଆମ ସ୍ମାର୍ଟ ସ୍କୁଲ୍ ? ମନ୍ଦିର ବେଢ଼ାରେ କ୍ଲାସ୍ ରୁମ୍

ସ୍କାର୍ଟସ୍କୁଲ୍ ନାଁରେ ଭେଳିକି ଦେଖାଉଛନ୍ତି କି ରାଜ୍ୟ ସରକାର?

Puri-Konark Marine Drive
ମାଡ଼ି ଆସୁଛି ସମୁଦ୍ର, ଟାୱାର୍ ଦେହରେ ପିଟି ହେଉଛି ଢେଉ

ଘୁ ଘୁ ଗର୍ଜନ କରି ମାଡ଼ି ଆସୁଛି ସମୁଦ୍ର । ସ୍ଥଳଭାଗ ମୁହାଁ ଉଛୁଳା ଢେଉ ସହ ଭୟଙ୍କର ଶବ୍ଦ ଆଉ କ୍ଷୀପ୍ର ବେଗ । ସମୁଦ୍ରର ଏଭଳି ଉଗ୍ର ରୂପ, ଆଗରୁ କେବେ ଦେଖାଯାଇନଥିଲା । ଦୁଇ ଦିନ ହେଲାଣି ସାମୁଦ୍ରିକ ଜୁଆର କୂଳ ଖାଇବାରେ ଲାଗିଛି...

Kohinoor
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟକୁ ଫେରିବ ତ କୋହିନୂର ହୀରା ?

କୋହିନୂର ଏକଦା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପା ଯାଇଥିବା ଭାରତର ଦୂର୍ମୂଲ୍ୟ ହୀରା ଯେଉଁ କାରଣ ପାଇଁ ବ୍ରିଟିଶ୍ ରାଜବଂଶ ହାତରେ ପଡୁ ନା କାହିଁକି ପୂର୍ବର ବହୁ ନିଷ୍ଫଳ ପ୍ରୟାସ ସତ୍ତ୍ୱେ, ସ୍ୱଦେଶ ଫେରାଇ ଆଣିବାକୁ ଏବେ କିନ୍ତୁ ଜାଗିଛି ଛୋଟ ଆଶା ।

NIA
ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ ଲିଙ୍କ ମାମଲରେ ୫ ରାଜ୍ୟର ୬୦ଟି ସ୍ଥାନରେ NIA ର ଚଢ଼ାଉ

ବହୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେଶ ସମେତ ବିଦେଶ ତଥା ଭାରତୀୟ ଜେଲରେ ଥାଇ ବି ବାହାରେ ନିଜ ଅପରେସନକୁ ଜୋରଦାର କରୁଛନ୍ତି । ଏହାକୁ ଦମନ କରିବାକୁ NIA ରେଡ କରିଛି ।

WODC Office
ମିଳୁନି ସହମତି; ଝୁଲି ରହିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଭାଗ୍ୟ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟାଳୟ ଇସ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଏହା ପଶ୍ଚିମ ଓଡ଼ିିଶା ଲୋକଙ୍କ ଭାବାବେଗ ସହ ଜଡିତ ଥିବାରୁ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ।

Kohinoor
ମହାବାହୁଙ୍କ ପାଖକୁ ଫେରିବ କି କୋହିନୂର?

କୋହିନୂରକୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଆଣିବା ଲାଗି ଚାଲିଛି ଉଦ୍ୟମ ।

PCB Chief Ramiz Raja
ଭାରତୀୟ ସାମ୍ବାଦିକଙ୍କ ପ୍ରଶ୍ନବାଣରେ ଚିହିଁକି ଉଠିଲେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ସଭାପତି

ପାକିସ୍ତାନର ପରାଜୟ ବରଦାସ୍ତ ହେଲାନି। ଏସିଆ କପ୍‌ରେ ଶ୍ରୀଲଙ୍କା ଠାରୁ ପାକସ୍ତାନ ହାରିବା ପରେ ରାଗିଗଲେ ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ରମିଜ ରାଜା। ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ।

Uttarakhand
ଉତ୍ତରାଖଣ୍ଡର ସ୍ଥିତି ସଙ୍ଗୀନ: ଭାଙ୍ଗିଲା ଘର, ଭାସିଲା କାର

ଉତ୍ତରାଖଣ୍ଡର ପିଥୁରାଗଡ଼ ଜିଲ୍ଲାର ଧାରଚୁଲାରେ ସ୍ଥିତି ସଙ୍ଗୀନ। ବାଦଲ ଫଟା ବର୍ଷା ହେବାରୁ ଅଧ ରାତିରେ ଭାସିଲେ ଲୋକେ, ଭାଙ୍ଗିଲା ଘର। ପାର୍କିଂରେ ଥିବା କାର କୁଆଡେ ଗଲା ମିଳୁନି ଖବର।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।