ଆମ ଗାଁରେ ସ୍କୁଲ ହେବାର ଥିଲା, ଅନ୍ୟ ଗାଁରେ କାହିଁକି କଲ? ୧୦ କିମି ଦୂରକୁ ପଢିବାକୁ ପିଲା ଯିବେ କେମିତି? ଆଗେ ଆମ କଥା ଶୁଣ, ପରେ ସ୍କୁଲରୁ ତାଲା ଫିଟିବ...ବାସ୍ ଏମିତି କିଛି ଦାବି ନେଇ ସ୍କୁଲରେ ୨୫ ଦିନ ହେଲାଣି ତାଲା ଠୁଙ୍କିଛନ୍ତି ଗାଁ...
ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ଦିନେ ଚଲାଉଥିଲେ ଟ୍ରକ, ଆଜି ହଲିଉଡର ସବୁଠୁ ବଡ଼ ନିର୍ଦ୍ଦେଶକ। ମହାସାଗର ହେଉ ମହାକାଶ ସବୁଠି ତାଙ୍କରି ଛାପ।
ସ୍ଥିର ରହିଛି ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ସୁନା ଦର ସହ ଆଜି ମଧ୍ୟ ମୂଲ୍ୟ ସମାନ ରହିଛି ।
ଚାଲିଥିଲା ନାଟକ, ବାଜୁଥିଲା ଖୋଲ ଖୋଲ ସାଙ୍ଗ ନାଲିଆ ବୋତଲ ଖୋଲ୍…ବାସ୍ ଏଇ ଗୀତରେ ହଠାତ୍ ଡ୍ୟାନ୍ସରଙ୍କ ସହ ପ୍ରବଳ ନାଚିଲେ ହନୁମାନ ବେଶ ଧାରୀ ଯୁବକ। ଭାଇରାଲ ହେଉଛି ଭିଡିଓ
ଆଲୋ ଆଲୋ ଇଏ ନିଦ କି ବୋଲ ମାନୁଛି? ସାଧବ ପୁଅକୁ ବନ୍ଦାଇ ବନ୍ଦାଇ ଥକି ପଡିଥିଲେ ବୋଧହୁଏ...ଦେଖୁନୁରେ ନାରଣ କେମିତି ଥାଳି ଧରି ଶୋଇ ପଡିଲେ
ତରତର ହୋଇ ପାର ହେଉଥିଲେ ରେଳ ଲାଇନ୍। ବାସ୍ ଏତିକି ବେଳେ ଚଢିଗଲା ଟ୍ରେନ୍। ଦେଖନ୍ତୁ ତା’ପରେ ହେଲା କ’ଣ?
ବାପା ବିକୁଥିଲେ ବରା, କାକରା ଆଉ ସିଙ୍ଗଡା। ଏବେ ଝିଅ ହେବ ଜଜ୍…ସଫଳତା ଜାଣିବା ପରେ ଖୁସିରେ କାନ୍ଦି ପକାଇଲେ ବାପା
ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆପଣମାନେ ବୋଧ ହୁଏ ଜାଣିନଥିବେ କି ଆମ ରୋଷେଇଘରେ ଏମିତି ଅନେକ ଖାଦ୍ୟ ସାମଗ୍ରୀ ରହିଛି, ଯାହା ଆମକୁ ଅନେକ ରୋଗରେ ବଞ୍ଚାଏ, ଯେପରିକି ଜିରା ।
ମା’ର ସ୍ୱାର୍ଥର ନିଆଁରେ ଜଳିଗଲା ଝିଅ । ନିଜର ପ୍ରେମିକ ସହ ଝିଅକୁ ଜୋରଜବରଦସ୍ତି ବିବାହ କରାଇଛି ଜଣେ ପିଶାଚୀ ମା’ । ତା’ର ଅବୈଧ ପ୍ରେମରେ ନାବାଳିକା ଝିଅର ସ୍ୱପ୍ନ ଛାରଖାର ହୋଇଯାଇଛି । ଏମିତି ଜଘନ୍ୟ କାଣ୍ତ ମହାରାଷ୍ଟ୍ରର ପୁନେ ସହରରେ ଦେଖିବାକୁ ମିଳିଛି ।
ଧାମନଗରରେ ଗଡ଼ବଜାୟ ରଖିବା ପରେ ପଦ୍ମପୁରରେ ସିଟ୍ ହାତେଇବାକୁ ବିଜେପି ପ୍ରୟାସ କରୁଛି । ପ୍ରଦୀପ ପୁରୋହିତ ପଦ୍ମପୁରର ଉପନିର୍ବାଚନ ପାଇଁ ବିଜେପି ଟିକେଟ୍ରୁ ଲଢ଼ିବେ ।
ଦେଶର ପ୍ରଥମ ନାଗରିକ ତଥା ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଚ୍ଛଲ୍ୟ କରିଛି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି।
ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ରାତିର ତାପମାତ୍ରା।
କଟକ ଭିତରେ ଆଉ ଏକ କଟକ, ଯେଉଁଠି ରହିଛି ଚଣ୍ଡୀ ମନ୍ଦିର, ଧବଳେଶ୍ୱର, ହାଇକୋର୍ଟ, କଦମ-ଏ-ରସୁଲ, ବାପିଷ୍ଟ ଚର୍ଚ୍ଚ ଓ ଗୁରୁଦ୍ୱାରା ଭଳି ବିଭନ୍ନ ଐତିହ୍ୟ ସ୍ଥଳୀ ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି ମତଦାନ ।
ବ୍ଲାକମେଲିଂରୁ ବ୍ଲାକମନି ଅର୍ଜନର ମୂଳ କାଢ଼ିବାକୁ ଝାଳ ବୁହାଉଥିବା ଇଡ଼ି ଅଧିକାରୀ ହାତେଇବାରେ ଲାଗିଛନ୍ତି ଅର୍ଚ୍ଚନା ନାଗର ଧନ ଅର୍ଜନର କଳାଚିଠା ।
ସକାଳ ପ୍ରାୟ ୯ଟା ୩୦ରେ, ନିଜ ବିଦ୍ୟାଳୟ ଭିତରକୁ ରାଷ୍ଟ୍ରପତିଙ୍କ କାରକେଡ୍ ପଶିବା ଆଗରୁ ସାଜ ସଜ୍ଜାରେ ହସୁଥିଲା, ଗର୍ବରେ ଫାଟି ପଡୁଥିଲା ପରିସର । ବିଦ୍ୟାଳୟକୁ ପଶୁ ପଶୁ ଆଗ ସ୍କୁଲ ଛାତ୍ରୀଙ୍କ ହାତରେ ବାଲୁକା କଳାରେ ନିର୍ମିତ ନିଜ ପ୍ରତିକୃତିକୁ ଦେଖି ବିଭୋର ହୋଇଥିଲେ ରାଷ୍ଟ୍ରପତି...
କର୍ଣ୍ଣାଟକ ଗସ୍ତ ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁର ସ୍ଥିତ କେମ୍ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦରର ଦୁଇ ନମ୍ବର ଟର୍ମିନାଲକୁ ଉଦଘାଟନ କରିଛନ୍ତି । ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କାରେ ନିର୍ମିତ ଏହି ଟର୍ମିନାଲ ଯୋଗୁଁ ଯାତ୍ରୀ ଗମନାଗମନ ଦୁଇଗୁଣ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି...
ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବ। ବିଜେପି ବିଧାୟିକା କୁସୁମ ଟେଟେ ଆଜି ଏହି ସୂଚନା ଦେଇଛନ୍ତି।
Route 36 ହେଉଛି ଲା ପଜ୍ରେ ଅବସ୍ଥିତ ଏକ ବେଆଇନ ପପ୍-ଅପ୍ ବାର୍ । ଯେଉଁଠାରେ ସିଲଭର୍ ପ୍ଲାଟର୍ରେ କୋକେନ୍ ଦିଆଯାଏ ।