• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Flash Light
କ୍ୟାନ୍‌ସରରେ ନଷ୍ଟ ହୋଇଗଲା ଆଖି; ଡାକ୍ତର ଦେଲେ ବରଦାନ, ତା’ପରେ..

ଯଦି ସେହି ଫ୍ଲାସ୍‌ ଲାଇଟ୍‌ ଆଖିରେ ଫିଟ୍‌ କରାଯାଏ ତ । କଥାଟି ଅଡ଼ୁଆ ଲାଗୁଥିଲେ ବି ଏଭଳି ଘଟଣା କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Woman Death
ପୁଣି ଅନ୍ଧବିଶ୍ୱାସର କୁ-ପରିଣତି; ଗୁଣି ସନ୍ଦେହରେ ମହିଳାଙ୍କୁ ପିଟିପିଟି ମାରିଦେଲେ

ଗୁଣି ସନ୍ଦେହରେ ଗଂଜାମ କବିସୂର୍ଯ୍ୟନଗର ମଧୁରଝୋଳରେ ଘଟିଛି ଜଘନ୍ୟକାଣ୍ଡ ।

Habisyalis
ହବିଷ୍ୟାଳୀଙ୍କ ‘ନବୀନ ବନ୍ଦନା’; ବିରୋଧି କହିଲେ ପ୍ରଶାସନ ଲେଖିଛି, ଚାପରେ ବୋଲାଯାଇଛି

ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଯାହା ପାଇଁ ଆସିଛନ୍ତି, ସେଇ ମହାପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ହବିଷ୍ୟାଳୀଙ୍କ ତୁଣ୍ଡରେ ଭିନ୍ନ ଭିନ୍ନ ଉପମାରେ ନବୀନ ଜଣାଣ ବେଶ୍ ଚର୍ଚ୍ଚାରେ ରହିଛି ।

Protest
ବଢ଼ିଲାଣି ବିଜେଡି ନେତାଙ୍କ ଅଡ଼ୁଆ; ବିରୋଧି ଗୋଡ଼ାଇ ଗୋଡ଼ାଇ କରୁଛନ୍ତି ବିରୋଧ

ମହାକାଳପଡ଼ା, ଆଠଗଡ଼ ଆଉ ପଦ୍ମପୁର ସବୁଠି ମନ୍ତ୍ରୀମାନଙ୍କୁ ବିରୋଧ, ନାରାବାଜି ଓ କଳାପତାକା ପ୍ରଦର୍ଶନ ।

PAK vs ZIM
ପାକିସ୍ତାନ ଉପରେ ଭାରି ପଡ଼ିଲା ଜିମ୍ବାୱେ; ୧ ରନ୍‌ରେ ହାରିଲା ପାକିସ୍ତାନ

ଚଳିତ ଟି-୨୦ ବିଶ୍ୱକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ଜିମ୍ବାୱେ। ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ଜିମ୍ବାୱେ ୧ ରନରେ ହରାଇ ଇତିହାସ ସୃଷ୍ଟି କରିଛି।

SBI
SBI ରେ ଖାଲିପଡ଼ିଛି ୧୪୨୨ ପଦବୀ; ଜାଣନ୍ତୁ କେଉଁ ପଦବୀ ଓ କେମିତି କରିବେ ଆବେଦନ

SBI ରେ ଖାଲି ପଡ଼ିଛି ପଦବୀ । ନଭେମ୍ବର ୭ରେ ରହିଛି ଶେଷ ଆବେଦନ ପ୍ରକ୍ରିୟା । ତେବେ ଜାଣନ୍ତୁ କେମିତି କରିବେ ଆବେଦନ..

IND vs NED
ICC ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ନେଦରଲ୍ୟାଣ୍ଡ୍ସକୁ ୫୬ ରନ୍‌ରେ ହରାଇ ୱିନିଂ ଟ୍ରାକ୍‌ରେ ଟିମ୍‌ ଇଣ୍ତିଆ

ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ମାତ୍‌ ଦେଇଥିବା ଟିମ ଇଣ୍ଡିଆ ଆଜି ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।

Illegal sand mining
ଖରସ୍ରୋତାରୁ ସିଧା ଆଳି ପ୍ୟାଲେସ୍‌: ବାଲି ଚୋରିରେ ମନ୍ତ୍ରୀ ପ୍ରତାପ ଦେବ !

ଖରସ୍ରୋତାର ଚୋରା ବାଲିରେ ନିର୍ମାଣ ହେଉଛି ଆଳି ପ୍ୟାଲେସର ନୂଆ ବିଲ୍ଡିଂ ।

Archana Nag
ସମୟ ଆସିଲେ ସବୁ କହିବି: ଅର୍ଚ୍ଚନା

ଏଥର ଆଉ ଭିଡିଓ କନ୍‌ଫରେନ୍ସ ନୁହେଁ ବରଂ ଅର୍ଚ୍ଚନାକୁ ସିଧାସଳଖ ସମସ୍ତଙ୍କ ସାମ୍ନାରେ କୋର୍ଟରେ ହାଜର କରାଇଛି ପୋଲିସ୍ ।

Illegal sand mining
ଚୋରା ବାଲିରେ ମହଲ ତୋଳୁଛନ୍ତି ଶିଳ୍ପମନ୍ତ୍ରୀ

୨୨ ବର୍ଷର ସ୍ଥିର ସରକାର। ଚୋରା ବାଲିରେ ମହଲ ତୋଳୁଛନ୍ତି ଶିଳ୍ପମନ୍ତ୍ରୀ

Ram Mandir
ନିର୍ଦ୍ଧାରିତ ଯୋଜନା ଅନୁସାରେ ଚାଲିଛି ରାମ ମନ୍ଦିର କାମ

ପାଖେଇ ଆସୁଛି ମାହେନ୍ଦ୍ର ବେଳା । ଅଧାଅଧି ସରି ଆସିଲାଣି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର । ହଜାରେ ବର୍ଷ ତିଷ୍ଠି ରହିଲା ଭଳି ହେଉଛି ନିର୍ମାଣ କାର୍ଯ୍ୟ । ରାତିଦିନ କାମରେ ଲାଗିଛନ୍ତି ଶହ ଶହ କାରିଗର । ୨୦୨୩ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ଅଯୋଧ୍ୟାର...

Rishi Sunak
ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ ନେଇ ପ୍ରବାସୀ ଖୁସି

ଭାରତକୁ କୋହିନୂର ହୀରା ଫେରାଇଦେବାରେ ସହାୟତା କରିବେ କି ବ୍ରିଟେନ୍‌ର ଭାରତୀୟ ବଂଶୋଦ୍ଭବ ଓ ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ରିଷି ସୁନକ୍ ?

Dhamnagar By-Poll
ଧାମନଗରରେ ଟଙ୍କା ବାଣ୍ଟୁଛି କିଏ?

ଧାମନଗର ଉପନିର୍ବାଚନରେ ବିଜେଡି ପ୍ରଚୁର ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ନାନା ପ୍ରଲୋଭନ ଦେଖାଉଥିବା ଅଭିଯୋଗ ଆଣି ବିଜେପିର ତିନି ତିନିଟି ଟିମ୍ ନିର୍ବାଚନ କର୍ତ୍ତୃପକ୍ଷଙ୍କ ପାଖରେ ହୋଇଛି ଫେରାଦ ।

Archana Nag
ଅର୍ଚ୍ଚନା ପାଇଁ କଚେରୀ ଜାମ୍‌

ଅର୍ଚ୍ଚନାକୁ ନେଇ ଜାମ୍‌ ହେଲା କୋର୍ଟ ରାସ୍ତା...ମିଡିଆ ଉପରେ ବର୍ଷିଲା..କହିଲା, ମୋ ନାଁରେ ମିଛ ଖବର ପ୍ରସାରଣ କରୁଛି ଗଣମାଧ୍ୟମ

Dhamnagar By-Poll
ଧାମନଗର ଟଙ୍କା ବଣ୍ଟା: ଆଟାକିଂ ମୋଡ୍‌ରେ ବିଜେପି

ଏସ୍ଏଚଜିମାନେ ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେବା ଓ ବିଜେଡି କର୍ମୀ ସମ୍ମିଳନୀରେ କୋଟିଏ ଟଙ୍କାର ଅଫର୍ ଦିଆଯିବା ଅଭିଯୋଗକୁ ଧରି ଇସିଆଇ ପାଖରେ ଫେରାଦ ହୋଇଛି ବିଜେପି ।

HSRP
ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା: ସତ୍ୟପାଠ ମାଗିଲେ ହାଇକୋର୍ଟ

ହାଇସିକ୍ୟୁଟି ନମ୍ବର ପ୍ଲେଟ ମାମଲାରେ ଆଜି ରାଜ୍ୟ ପରିବହନ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଲୋକଙ୍କୁ ସହଜରେ ନମ୍ବର ପ୍ଲେଟ ଯୋଗାଇ ଦେବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବାବଦରେ ବିସ୍ତୃତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ କୋର୍ଟ କହିଛନ୍ତି।

Virat Kohli
ICC ଟି-ଟ୍ୱେଣ୍ଟି ରାଙ୍କିଙ୍ଗ୍‌; ଟପ୍‌ ୧୦କୁ ଫେରିଲେ ବିରାଟ

ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍‌ ୧୦କୁ ଫେରିଛନ୍ତି।

WhatsApp
ନା ଭିଡିଓ ଗଲା ନା ଟେକ୍ସଟ୍‌ ମେସେଜ୍; ଅଚଳ ହୋଇଗଲା କୋଟି କୋଟି ୟୁଜରଙ୍କ ହାତ

ଧିମେଇଲା ହ୍ୱାଟ୍ସ ଆପ୍, ବଢିଲା ଟେନ୍‌ସନ । ମାତ୍ର କିଛି ସମୟ ସର୍ଭର ଡାଉନ୍‌କୁ ନେଇ ବିଶ୍ୱବ୍ୟାପି ହଲଚଲ ।

Dhamnagar Bypoll
ଧାମନଗରରେ କାଦୁଅ ଫିଙ୍ଗା ରାଜନୀତି; ଭୋଟ୍ ଫର୍ ନୋଟ୍ ଅଭିଯୋଗକୁ ନେଇ ମୁହାିଁମୁହିଁ ବିଜେପି-ବିଜେଡି

ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଯେତିକି ଜମୁଛି, ପରସ୍ପର ଉପରକୁ କାଦୁଅ ଫିଙ୍ଗା ରାଜନୀତି ସେତିକି ବଢୁଛି ।

Solar eclipse
ମହାକାଶରେ ସରିଲା ଛାଇ ଆଲୁଅର ଖେଳ

ଆକାଶରେ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟୋପରାଗ । ଗୋଟିଏ ସରଳରେଖାରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ । ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼ିଛି, ସେଠାରେ ଦୃଶ୍ୟମାନ ହୋଇଛି ସୂର୍ଯ୍ୟୋପରାଗ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।