• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Organ Donation Day
ଆଜି ବି ଅଙ୍ଗଦାନ କରି ନିଜର ଅମର କାହାଣୀ ଲେଖି ଦେଇ ଯାଇଛନ୍ତି ଅନେକ ଅଙ୍ଗଦାତା

ରାଜ୍ୟରେ ମାସକରେ ସାମ୍ନାକୁ ଆସୁଛି ୫ରୁ ୬ ଅଙ୍ଗ ପ୍ରତିରୋପଣ ମାମଲା । ହେଲେ ଆବଶ୍ୟକତା ଅନୁଯାୟୀ କମ୍ ପଡୁଛି ଅଙ୍ଗଦାତାଙ୍କ ସଂଖ୍ୟା । ଯାହାକୁ ନେଇ ଜାତୀୟ ଅଙ୍ଗଦାନ ଦିବସ ଅବସରରେ ଚିନ୍ତା ପ୍ରକାଶ ପାଇଛି । କିନ୍ତୁ ଆଜି ବି ଅଙ୍ଗଦାନ କରି ନିଜର ଅମର କାହାଣୀ ଲେଖି ଦେଇ ଯାଇଛନ୍ତି ଅନେକ ଅଙ୍ଗଦାତା ।

Seema Haider
ପ୍ରଥମେ ଫିଲ୍ମ ହିରୋଇନ୍‌ ଆଉ ଏବେ ନିର୍ବାଚନ ମଇଦାନରେ ଏଣ୍ଟ୍ରି ମାରିବେ ସୀମା !

ନିର୍ବାଚନ ମଇଦାନରେ ଏଣ୍ଟ୍ରି ମାରିବେ ସୀମା ! ପ୍ରଥମେ ଫିଲ୍ମ ସାଇନ୍‌ କରିବା ପରେ ଏବେ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଫର୍‌ ମଧ୍ୟ ମିଳିଛି ।

Special Story
ଦାଦନ ଖଟିବାକୁ ଦୁବାଇ ଯାଇଥିବା ପୁଅ ଏବେ କୋମାରେ

ଦୁବାଇରେ ବସ୍ ଦୁର୍ଘଟଣାରେ ଆହତ ଶ୍ରମିକ କୋମାରେ, ପୁଅର ଫଟୋ ଧରି ଘର ଦାଣ୍ଡ ପାହାଚରେ ବସିଛି ବୃଦ୍ଧ ବାପ, ଲାଗିଛି ଅଖଣ୍ଡ ଦୀପ, ପାଠ ହେଉଛି ଅନୁମାନ ଚାଳିଶା..

World Wide Web Day 2023 know some interesting facts about www
World Wide Web Day 2023: ଆଜି ‘ୱାର୍ଲ୍ଡ ୱାଇଡ୍ ୱେବ୍ ଦିବସ’; ଆସନ୍ତୁ ଜାଣିବା WWW ପ୍ରଥମ ଫଟୋ

ଆଜି ସାରା ବିଶ୍ୱ ପାଳୁଛି ‘ୱାର୍ଲ୍ଡ ୱାଇଡ୍ ୱେବ୍ ଦିବସ’। 'ୱାର୍ଲ୍ଡ ୱାଇଡ୍ ୱେବ୍' ଆଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହିତ ଅନେକ ଉନ୍ନତ ବୈଶିଷ୍ଟ୍ୟ ସହିତ ଆସିଛି। ତିନି ଦଶନ୍ଧିର ଅଗ୍ରଗତି ପରେ, WWW ର ଏହି ଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଆସିଛି ଯାହା ବର୍ତ୍ତମାନର ରୂପ ନେଇଛି।

renovation of market
ରାସ୍ତା ଉପରେ ହାଟ, ପିଣ୍ଡିରେ ଖର୍ଚ୍ଚ ଲକ୍ଷ ଲକ୍ଷ

କାମରେ ଆସୁନି ହାଟ ପିଣ୍ଡି, ଗୋଷ୍ଠୀ ଶୌଚାଳୟରେ ଝୁଲୁଛି ତାଲା । ହେଲେ ମରାମତି ବାବଦକୁ ବର୍ଷକୁ ବର୍ଷ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା । ସେପଟେ ରାସ୍ତା ଉପରେ ଚାଲିଛି ସାପ୍ତାହିକ ହାଟ ।

Huge Shivling
ବରଫରେ ବିରାଟ ଶିବଲିଙ୍ଗ, ଗୋଶାଳା ପାଲଟିଲା ଶୈବପୀଠ

ବରଫରେ ପ୍ରସ୍ତୁତ ହେଲା ବିରାଟ ଶିବଲିଙ୍ଗ । ଗୋଶାଳା ପାଲଟିଲା ଶୈବପୀଠ । ସ୍ଥାପନା ହେଲା ୧୨ ଜ୍ୟୋର୍ତିଲିଙ୍ଗ ।

Photo Journalist
ଶହେ ବର୍ଷରେ ବି ଚଳଚଞ୍ଚଳ ପୂର୍ଣ୍ଣଚନ୍ଦ୍ର; ଫଟୋଗ୍ରାଫି ସହ ସଉକ ଛଉ ନୃତ୍ୟ ଓ ଅଭିନୟ

ଓଡ଼ିଶାର ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ । ବୟସ ଶହେ ଛୁଇଁଲାଣି, ହେଲେ ଏବେବି ପୁରା ଫିଟ ଅଛନ୍ତି ପୂର୍ଣ୍ଣଚନ୍ଦ୍ର । ଶତାୟୁ ପୂର୍ଣ୍ଣଚନ୍ଦ୍ର ପ୍ରକୃତରେ ଜଣେ ପୂର୍ଣ୍ଣ ଚନ୍ଦ୍ର । ସେ ଏକାଧାରରେ ଜଣେ ଫଟୋଗ୍ରାଫର, ସାମ୍ବାଦିକ, ସାହିତ୍ୟିକ, ଅଭିନେତା, ରଥ କାରିଗର ଓ ବାସ୍ତୁବିତ୍ ।

Photo Journalist
ଶହେ ବର୍ଷରେ ବି ଚଳଚଞ୍ଚଳ ପୂର୍ଣ୍ଣଚନ୍ଦ୍ର; ଫଟୋଗ୍ରାଫି ସହ ଛଉ ନୃତ୍ୟ ଓ ଅଭିନୟର ସଉକ

କଥା କହୁଛି ଇତିହାସର କଳା ଧଳା ଫଟୋ । ରାଜା ମହାରାଜା ଓ ଇଂରେଜଙ୍କ ଠାରୁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଯାଏଁ । ଅମୂଲ୍ୟ ସମ୍ପଦ ହୋଇ ରହିଛି ସବୁକିଛି । କଥାକୁହା ଫଟୋର ଶିଳ୍ପୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ।

Septuagenarian makes 3 Odisha villages’ addiction free
ଆଦିବାସୀ ଇଲାକାର ଚର୍ଚ୍ଚିତ ବ୍ୟକ୍ତିତ୍ୱ ବିଚିତ୍ରାନନ୍ଦ,ବୟସର ଅପରାହ୍ନରେ ନିଶାମୁକ୍ତ ସମାଜ ଗଠନ ପଣ

ଜନ୍ମମାଟି ଠାରୁ କାହିଁ କେତେ ଦୂର କର୍ମମାଟି । ବୟସ ବାଧକ ସାଜିବା ବେଳରେ ମନ କିନ୍ତୁ ଚଳଚଞ୍ଚଳ । ସମାଜରୁ କୁସଂସ୍କାର ଦୂର ସହ ନିଶାମୁକ୍ତ ଗାଁ ଗଢ଼ିବାର ପଣ ଯେମିତି ନିଶା ପାଲଟିଛି । ଆଦିବାସୀ ଇଲାକାରେ ଅନେକ ସଂସ୍କାରବାଦୀ କୃତୀ ପାଇଁ ପୁଳା ପୁଳା ପ୍ରଶଂସା ଓ ସମ୍ମାନର ଅଧିକାରୀ ହୋଇଥିବା ଏମିତି ଜଣେ ମଣିଷ ହେଲେ ବିଚିତ୍ରାନନ୍ଦ ପଣ୍ଡା ।

special story
ଆଦିବାସୀ ଇଲାକାର ଚର୍ଚ୍ଚିତ ବ୍ୟକ୍ତିତ୍ୱ ବିଚିତ୍ରାନନ୍ଦ,ବୟସର ଅପରାହ୍ନରେ ନିଶାମୁକ୍ତ ସମାଜ ଗଠନ ପଣ

ବୟସ ୭୦ ପାର ହେଲାଣି, ହେଲେ ଭାରି ଚଳଚଞ୍ଚଳ ଉଭୟ କାମରେ ଓ କଲମରେ। ନିଇତି ରାତି ୩ଟାରୁ ଆରମ୍ଭ ହୁଏ ବିଚିତ୍ରାନନ୍ଦଙ୍କ ଦୈନ୍ୟଦିନ ଜୀବନଚର୍ଯ୍ୟା।

Bat befriends man
‘ସିଏ ବାଦୁଡ଼ି ନୁହେଁ ମୋ ବଡ଼ ପୁଅ, ସେ ନଖାଇଲେ ମୁଁ ଖାଇବିନି’

ସଂପର୍କର ମାନେ ମଣିଷ ବୁଝିନି ବାଦୁଡ଼ି ବୁଝିଛି । ୧୨ ବର୍ଷ ହେଲାଣି ଅମୂଲ୍ୟଙ୍କ ସହ ମିତ ବସିଛି । ଖୁଆଇ ଦେଲେ ଖାଉଛି...ପୁଣି ଘର ସାରା ବୁଲୁଛି । ମଣିଷ ନଦେଖିଲେ ବୋବେଇ ବାୟା କରିଦେଉଛି...ଗାଁଟା ଯାକର ଲୋକ ଅମୂଲ୍ୟଙ୍କ ଘରେ ଜମାଉଛନ୍ତି ଭିଡ଼।

World Nature Conservation Day 2023
World Nature Conservation Day 2023: କିପରି କରବା ପ୍ରକୃତିର ସଂରକ୍ଷଣ, ଜାଣନ୍ତୁ ଉପାୟ...

ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶର ଅବନତି ଦିନକୁ ଦିନ ପ୍ରମୁଖ ପ୍ରସଙ୍ଗ ପାଲଟିବାରେ ଲାଗିଛି। ସମସ୍ତେ ଏହି ସମସ୍ୟାକୁ ଗମ୍ଭୀରତାର ସହ ନେ‍ଇ ପରିବେଶର ସୁରକ୍ଷା ପାଇଁ କିଛି କରିବା ଉଚିତ।

World Hepatitis Day 2023 history importance and theme
World Hepatitis Day 2023: ୨୦୩୦ ସୁଦ୍ଧା ବିଶ୍ୱ ହେବ ହେପାଟାଇଟିସ୍ ମୁକ୍ତ !

ହେପାଟାଇଟିସ୍ ଏବଂ ଯକୃତ ସମ୍ବନ୍ଧୀୟ ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୮ ଜୁଲାଇରେ ‘ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଏ। ଆଜି ଏହି ଦିନ ଥିନାରୁ ଆସନ୍ତୁ ବିଶ୍ୱ ହେପାଟାଇଟିସ୍ ଦିବସର ଇତିହାସ, ମହତ୍ତ୍ୱ ଏବଂ ଏହି ଚଳିତ ବର୍ଷର ଥିମ୍ ବିଷୟରେ ଜାଣିନେବା।

Bat
ମଣିଷ ସାଙ୍ଗେ ବନ୍ଧୁତା; ପୋଷା ମାନିଛି ନିଶାଚର ବାଦୁଡ଼ି

ମଣିଷ ସାଙ୍ଗେ ବନ୍ଧୁତା..ହାତରେ ଛଢିଯାଉଛି, ଖୁଆଇ ଦେଲେ ଖାଉଛି..

forest
ତିନି ପିଢ଼ି ଧରି ଜଙ୍ଗଲ ଭିତରେ ରହୁଛନ୍ତି ଗୋଟିଏ ପରିବାର

ଦିନେ ମାସେ କି ବର୍ଷେ ନୁହେଁ ତିନି ପିଢ଼ି ହେବ ଜଙ୍ଗଲ ଭିତରେ ରହି ଆସୁଛନ୍ତି ଗୋଟିଏ ପରିବାର। ଘର ଖଣ୍ଡେ ନଥିବାରୁ ଜଙ୍ଗଲ ହିଁ ସାଜିଛି ସେମାନଙ୍କ ଆଶ୍ରୟ..

Tassar
ନବରଙ୍ଗପୁରରେ ବାଟବଣା ଟସର ଚାଷ ଓ ଗବେଷଣା କେନ୍ଦ୍ର

ନବରଙ୍ଗପୁର ଜିଲ୍ଲାରେ ଟସର ଚାଷଏକ ପ୍ରକାର ପ୍ରହସନ ପାଲଟି ଯାଇଛି l ଫଳରେ ବାଟବଣା ହୋଇଛି ଗବେଷଣା l ଦୀର୍ଘ ୫୦ ବର୍ଷ ଧରି କେବଳ ଗବେଷଣା ଚାଲିଛି ଯେ ଚାଲିଛି। ନା ଚାଷୀ ଉପକୃତ ହେଉଛନ୍ତି ନା ଚାଷର ଉନ୍ନତି ହୋଇ ପାରୁଛି..

Teacher retires
ମନେ ରହିବେ ସନା ସାର୍

ସାରଙ୍କୁ ନିଆରା ଢଙ୍ଗରେ ବିଦାୟ ଦେଲେ ଛାତ୍ରଛାତ୍ରୀ । ତିନି ଦଶନ୍ଧୀର ଶିକ୍ଷାଦାନ ପରେ ଅବସର ନେଉଛନ୍ତି ପ୍ରିୟ ସନାତନ ସାର୍ । ଶୋଭାଯାତ୍ରା କରି ଗାଁ ବୁଲାଇଲେ ଛାତ୍ରଛାତ୍ରୀ । ଭାବବିହ୍ୱଳ ହେଲେ ସାର୍..

Bael tree
ବିରଳ ବେଲଗଛ, ଗୋଟିଏ ବି କଣ୍ଟାନାହିଁ

ବିରଳ ବେଲଗଛ, ପତ୍ର ଫଳରେ ଭର୍ତ୍ତି । ହେଲେ ଦେହରେ ନାହିଁ ଗୋଟିଏ ବି କଣ୍ଟା । ପୂଜାର୍ଚ୍ଚନା କରୁଛନ୍ତି ଲୋକେ..

Bees
ଭିନ୍ନ ମଣିଷ : ମହୁମାଛିଙ୍କୁ ଖୁଆଇବା ପରେ ଖୋଲନ୍ତି ଦୋକାନ

ନିଆରା ମଣିଷ । ଦୋକାନ ଖୋଲିବା ପୂର୍ବରୁ ଆସି ଅପେକ୍ଷା କରନ୍ତି ମହୁମାଛି...ପ୍ରଥମେ ସେମାନଙ୍କୁ ଖାଇବାକୁ ଦେଲେ ପାନ ଭାଙ୍ଗିବା ସିଏ ଆରମ୍ଭ କରନ୍ତି । ଶହଶହ ସଂଖ୍ୟାରେ ମହୁମାଛି ଉଡୁଥିଲେ ବି କାହାର କିଛି କ୍ଷତି କରନ୍ତି ନାହିଁ

National Broadcasting Day 2023: Date, Significance and History
National Broadcasting Day 2023: କେବଳ ଭାରତରେ ନୁହେଁ ବିଶ୍ୱରେ ରେଡିଓର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି

ରେଡିଓ ପ୍ରସାରଣର ସ୍ମୃତିକୁ ମନେପକେଇବା ନେଇ ପ୍ରତିବର୍ଷ 'ଜାତୀୟ ପ୍ରସାରଣ ଦିବସ' ଭାବରେ ପାଳନ କରାଯାଏ। ଏହା ସହ ଜଡିତ ଅନେକ ପ୍ରଶ୍ନ ମଧ୍ୟ ପଚରାଯାଇଥାଏ। ତେବେ ଆଜିର ଏହି ଦିନ ଥିବାରୁ ଆସନ୍ତୁ ଏହାର ଇତିହାସ, ମହତ୍ତ୍ୱ, ଚଳିତ ବର୍ଷତ ଥିମ ଉପରେ ନଜର ପକେଇ ନେବା।

Former Odisha MLA's son sells eggs
ବାପା ଥିଲେ ବିଧାୟକ; ଏବେ ପୁଅ ବିକୁଛନ୍ତି ଅଣ୍ତା

ଏବେକା ସମୟରେ ଜଣେ ଏମଏଲଏ କି ମନ୍ତ୍ରୀ ହୋଇଗଲେ ସାତ ପୁରୁଷ ପାଇଁ ଧନ ସଂଚୟ କରୁଛନ୍ତି। ହେଲେ ଆଗେ ବିଧାୟକମାନେ ଜନସେବାକୁ ମନ୍ତ୍ର କରି ପରିବାର କଥା ଭୁଲି ଯାଉଥିଲେ। ଯାହାର ପ୍ରମାଣ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀରୁ। ୬୦ ଦଶକରେ ସୁକିନ୍ଦାର ବିଧାୟକ ଥିବା ସ୍ୱର୍ଗତ ବାଇଧର ସିଂଙ୍କ ପରିବାରର ଦୁଃସ୍ଥିତି ଆଖିରେ ନଦେଖିଲେ ବିଶ୍ୱାସ ହେବନି। ଅଟୋରେ ଅଣ୍ଡା ବିକି ଚଳୁଛନ୍ତି ତାଙ୍କ ପରିବାର।

Former Odisha MLA's son sells eggs
ବାପା ଥିଲେ ବିଧାୟକ; ଏବେ ପୁଅ ବିକୁଛନ୍ତି ଅଣ୍ତା

ଅଣ୍ଡା ବିକୁଛନ୍ତି ପୂର୍ବତନ ବିଧାୟକଙ୍କ ପୁଅ । ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଜଣେ ଲୋକପ୍ରିୟ ନେତାଙ୍କ ପରିବାର ।

Son takes abandoned mother home
ଖବର ବାଜିବା ପରେ...ବୁଢୀ ମାଆକୁ ଘରକୁ ନେଲେ..ସେବାର ପ୍ରତିଶ୍ରୁତି ଦେଲେ

ଦିନେ ରାସ୍ତା କଡରେ ଭୋକଉପାସରେ ପଡିଥିଲା ବୁଢୀ ମାଆ । ଖାଇବାକୁ ମାଗୁଥିଲା, ଭୋଭୋ କାନ୍ଦୁଥିଲା । ଓଟିଭିରେ ଖବର ବାଜିବା ପରେ ଚେତିଲେ ପୁଅ-ବୋହୂ । ରାସ୍ତାରୁ ବୁଢୀ ମାଆକୁ ଘରକୁ ନେଲେ, ସେବା ଯତ୍ନ କରିବାର ପ୍ରତିଶ୍ରୁତି ଦେଲେ।

self-reliance of two Odisha women
ପାଠ ପଢ଼ିବା ସହ କାନ୍ଧରେ ବୋହୁଛନ୍ତି ପରିବାର ବୋଝ

ଦୁଇ କନ୍ୟାରତ୍ନ..ଯିଏ ନିଜ ଜୀବନ ଶବ୍ଦକୋଷରୁ ସବୁ ପ୍ରତିକୂଳ ପରିସ୍ଥିତିକୁ ଫେଡ଼ି ଅନୁକୂଳ ପରିସ୍ଥିତି ପାଇଁ ବାଟ ତିଆରିବାକୁ ପଣ କରିଛନ୍ତି। ଅଭାବ ବୋଧରୁ ବାହାରି ନିଜ ଘର ଓ ପରିବାରର ଭାଗ୍ୟ ବଦଳାଇବାର ସ୍ୱପ୍ନ ନେଇ ଆଗକୁ ବଢୁଛନ୍ତି।

self-reliance of two Odisha women
ଦୁଇ ସ୍ୱୟଂସିଦ୍ଧାଙ୍କ କାହାଣୀ; ନିଜ ହାତରେ ଗଢ଼ୁଛନ୍ତି ନିଜର ଭାଗ୍ୟ

ଜଣଙ୍କ ହାତରେ ପାୱାର ଟିଲର..ଅନ୍ୟ ଜଣଙ୍କ ହାତରେ ପେଟ୍ରୋଲ ପଂପର ନୋଜଲ। ଦୁଇଜଣ ପଢୁଛନ୍ତି, ଘରର ଜାବତୀୟ କାମ କରୁଛନ୍ତି। ତା ସାଙ୍ଗକୁ ନିଜ ହାତରେ ଲେଖୁଛନ୍ତି ନିଜ ନିଜର ଭାଗ୍ୟ।