""
ଓଡିଶା Videos ତନ୍ମୟଙ୍କ ପାଖରେ ସାରା ବିଶ୍ବର କଏନ୍ ! ଭଳିକି ଭଳି ଡାକ ଟିକେଟ । ମହାତ୍ମା ଗାନ୍ଧୀଙ୍କ ଫୋଟୋଥିବା ଟିକେଟ୍ ହେଉ କି ଆମେରିକା, ତୁର୍କୀ, ଫିଲିପାଇନ୍ସ ଓ ବଙ୍ଗଳାଦେଶର ପୁରୁଣା ଡାକ ଟିକେଟ ସବୁ ଏଠାରେ ଆପଣ ଦେଖିବାକୁ ପାଇବେ । ଖାଲି ଦେଶ ବିଦେଶର ଡାକ ଟିକେଟ୍ କାହିଁକି ବିଭିନ୍ନ ଦେଶର ୧ ହଜାରରୁ ଊର୍ଦ୍ଧ୍ୱ କଏନ ସହ ପ୍ରାଚୀନ କାଳର ମୁଦ୍ରା ମଧ୍ୟ ଏଇଠି ରହିଛି । Pallipuspa Samal 03 Nov 2024 11:44 IST Explore Fascinating Collection Special StoryAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ