Published By: Pallipuspa Samal
Last updated: 08 November 2024, 10:33 AM IST
ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ଆକ୍ସନ ନେଇଛି ଦେଶ। ବାଗଲିହାର ଡ୍ୟାମ୍ ଦେଇ ଚେନାବ ନଦୀର ପାଣି ବନ୍ଦ କରିଦେଇଛି ଭାରତ।