""
ଓଡିଶା Videos ବୁଲା କୁକୁରଙ୍କ ବନ୍ଧୁ ଆଜିକାଲି ଦୁନିଆରେ କାହାକୁ କିଏ ପଚାରେ । କିଏ ମଲା, କିଏ ଗଲା, କିଏ ଖାଇଲା କିଏ ନ ଖାଇଲା, କାହାର ବା କ’ଣ ପଡିଛି ଯେ ପଚାରିବ । କିନ୍ତୁ ଏ ବ୍ୟକ୍ତି ଜଣକ ପାଇଁ ଏ ସବୁ କଥା ମାଇନା ରଖେ । ମଣିଷ ତ ମଣିଷ ଭୋକିଲା ବୁଲା କୁକୁରଙ୍କ ପାଇଁ ତାଙ୍କ ପ୍ରାଣ କାନ୍ଦେ । ଖାସ୍ ସେଇଥିପାଇଁ ସେ ଏବେ ପାଲଟିଛନ୍ତି ବୁଲା କୁକୁରଙ୍କ ବନ୍ଧୁ । Pallipuspa Samal 05 Nov 2024 14:51 IST Saviour for Stray Animals Special StoryAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ