Another Cyclone
ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା !
ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା ! ଓଡ଼ିଶା ଉପରେ ପଡ଼ିପାରେ ବଡ଼ ପ୍ରଭାବ । କେମିତି ରହିବ ରୂପ ରେଖ ? କେଉଁ ଆଡ଼କୁ ମୁହାଁଇବ ? ତାହା ସ୍ପଷ୍ଟ ହୋଇନଥିଲେ ବି ଏବେ ଏମିତି ଏକ ଚର୍ଚ୍ଚା ଖୁବ୍ ହେଉଛି । ବାତ୍ୟା ‘ଦାନା’ ଦୁଃଖ ନସରୁଣୁ ଏଭଳି ଏକ ଖବର ସମସ୍ତଙ୍କୁ ଚକିତ କରିଛି ।
Another Cyclone
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)