• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Russia Ukraine Crisis

ବ୍ଲାକ୍ ସିରେ ରୁଷୀୟ ଯୁଦ୍ଧପୋତ ମୋସ୍କଭା
ମୋସ୍କଭା ବୁଡ଼ିବା ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି: ରୁଷୀୟ ସରକାରୀ ଟିଭି

ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ବ୍ୟାନ୍ ଲଗାଇଛି ଋଷ। 

Russia-Ukraine War
ଲଗାତାର ଭାବେ ଆକାଶରୁ ଅଗ୍ନି ବର୍ଷା କରୁଛି ଋଷ୍‌, ଧ୍ୱଂସ ସ୍ତୁପ ପାଲଟିଗଲାଣି ୟୁକ୍ରେନ

ଋଷିଆ-ୟୁକ୍ରେନ ଯୁଦ୍ଧକୁ ୫୦ ଦିନରୁ ଅଧିକ ବିତିଲାଣି, ତଥାପି ଥମିନି ଯୁଦ୍ଧ। ୟୁକ୍ରେନରେ ଧ୍ୱଂସଲୀଳା ଚଳାଇଛି ଋଷୀୟ ସେନା। ଆଉ ଏହାର କଡ଼ା ଜବାବ ଦେଉଛି ୟୁକ୍ରେନ ସେନା। ଏହାରି ଭିତରେ ୟୁକ୍ରେନର ଅନେକ ଐତିହ୍ୟ ପୂର୍ଣ୍ଣ ସହର ଧ୍ୱଂସ ହୋଇଯାଇଛି। ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ସହରର ପୂର୍ବ ଏବଂ ପରର  ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି।

manpads
ଘାଇଲା କଲା ମ୍ୟାନପ୍ୟାଡ୍ସ : କାନ୍ଧରେ ଲଦି ପରାକ୍ରମ ଦେଖାଉଛନ୍ତି ୟୁକ୍ରେନ୍ ସେନା, ଟାର୍ଗେଟରେ ରୁଷୀୟ ଟ୍ୟାଙ୍କ୍ ଓ ହେଲିକପ୍ଟର

MANPADS କହିଲେ ମ୍ୟାନ୍ ପୋର୍ଟେବୁଲ ଏୟାର ଡିଫେନ୍ସ ସିଷ୍ଟମ । ମ୍ୟାନପ୍ୟାଡ୍ସ ହେଉଛି କାନ୍ଧ କିମ୍ବା ଭୂପୃଷ୍ଠରେ ରଖି ନିକ୍ଷେପ କରାଯାଇପାରୁଥିବା ଏକ କ୍ଷୁଦ୍ର କ୍ଷେପଣାସ୍ତ୍ର ।

Russia Says Its Damaged Warship Moskva Sinks In Black Sea
ଅଡୁଆରେ ରୁଷ୍ ! କ୍ଷେପଣାସ୍ତ୍ରବାହୀ ଯୁଦ୍ଧପୋତରେ ବିସ୍ଫୋରଣ

ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷିଆକୁ ବଡ଼ ଧକ୍କା ଲାଗିଛି । କୃଷ୍ଣ ସାଗରରେ ମୁତୟନ ରୁଷର କ୍ଷେପଣାସ୍ତ୍ର ବାହୀ ଯୁଦ୍ଧପୋତ ମସ୍କଭାରେ ଭୟଙ୍କର ବିସ୍ଫୋରଣ ଘଟିଛି ।

Putin Close Ally Viktor Medvedchuk Deatined
ୟୁକ୍ରେନ କବ୍‌ଜାରେ ପୁଟିନଙ୍କ ଘନିଷ୍ଠ ବନ୍ଧୁ, ମୁକ୍ତି ବଦଳରେ ଏମିତି ଦାବି ରଖିଲେ ଜେଲେନସ୍କି

ୟୁକ୍ରେନ-ଋଷ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିରୋଧୀ ନେତା ଭିକ୍ଟର ମେଡ୍‌ଭେଡ୍‌ଚୁକ୍‌ (Viktor Medvedchuk)ଙ୍କୁ ୟୁକ୍ରେନ ହେପାଜତକୁ ନେଇଥିବା ଦାବି କରିଛି। ଏନେଇ ୟୁକ୍ରେନ ଗୁଇନ୍ଦା ଏଜେନ୍ସି SBU ପକ୍ଷରୁ କିଛି ଫଟୋ ଜାରି କରାଯାଇଛି।

Boris Johnson And Zelensky Visit Kyiv
ଜେଲେନସ୍କିଙ୍କ ସହ ଚାଲି ଚାଲି କିଭ୍‌ର ଗଳିକନ୍ଦି ବୁଲିଲେ ବୋରିସ ଜନ୍‌ସନ୍

ଋଷ୍- ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍‌ ଗସ୍ତ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ସେ ସହରର ଗଳିକନ୍ଦି ବୁଲି ଦେଖିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। 

S. Jaishankar
ବିନା ପରୀକ୍ଷାରେ ପାସ କରିବେ ଯୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ

ଆଜି ଏ ନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କହିଛନ୍ତି, ୟୁକ୍ରେନ୍ ସରକାର ତୃତୀୟ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପରୀକ୍ଷା KROK-ଓ୍ୱାନ୍‌କୁ ସ୍ଥଗିତ ରଖିଛନ୍ତି ।

Foreign Minister S Jaishankar
ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ଭାରତର ନିନ୍ଦା

ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

RussiaUkraineConflict
ମୃତ୍ୟୁର ବଦଳା ମୃତ୍ୟୁ : ପୁଟିନ୍‌ଙ୍କ ସୈନ୍ୟଙ୍କୁ ବିଷ ଦେଇ ମାରୁଛନ୍ତି ୟୁକ୍ରେନ୍‌ ନାଗରିକ

ୟୁକ୍ରେନୀୟମାନେ ଋଷୀୟ ସୈନ୍ୟ ମାନଙ୍କୁ କେକ୍ ଏବଂ ମଦରେ ବିଷ ଦେଇ ହତ୍ୟା କରୁଥିବା ଗୁପ୍ତଚର ରିପୋର୍ଟରୁ ସୂଚନା ମିଳିଛି । ଖାରକିଭ ନିକଟ ଇଜିୟମର ନାଗରିକମାନେ ପୁଟିନ୍‌ ସରକାର ବିରୋଧରେ ଲଢ଼େଇ ଜାରି ରଖିଛନ୍ତି

Ukraine Russia War
ବଡ଼ ଯୋଜନା କରୁଛି କି ଋଷ୍‌ ? ଗ୍ୟାସ୍ କିଣୁଥିବା ବିଦେଶୀ ରାଷ୍ଟ୍ର ସମୂହଙ୍କୁ ଦେଲା ବଡ଼ ଚେତାବନୀ

ଜାରି ରହିଛି ଆଟାକ୍ ଓ କାଉଣ୍ଟର ଆଟାକ୍। ଋଷ୍‌ର ଯୁଦ୍ଧରେ ୟୁକ୍ରେନ୍ କ୍ଷତିଗ୍ରସ୍ତ ହେଉଥିବାବେଳେ ଏବେ ୟୁକ୍ରେନ୍ ଋଷ୍‌ରେ କରିଛି ପାଲଟା ଆକ୍ରମଣ। ଋଷ୍‌ର ବେଲଗୋରୋଡ ସହରରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନ ଆକ୍ରମଣ କରିଛି।

Russia Ukraine War
ମିସ୍‌ଲିଡ୍‌ ହେଉଛନ୍ତି କି ପୁଟିନ ? ଭୟରେ ପରାମର୍ଶଦାତା ଯୁଦ୍ଧ ସମ୍ବନ୍ଧରେ ଭୁଲ୍‌ ଖବର ଦେଉଥିବା ଚର୍ଚ୍ଚା

କୁହାଯାଉଛି, ୟୁକ୍ରେନ୍‌ରେ ଯୁଦ୍ଧ ନେଇ ପୁଟିନ୍‌ଙ୍କୁ ମିସ୍‌ଲିଡ୍‌ କରାଯାଉଛି। ଭୟରେ ତାଙ୍କର ପରାମର୍ଶଦାତା ତାଙ୍କୁ ଯୁଦ୍ଧ ସମ୍ବନ୍ଧରେ ଭୁଲ୍‌ ଖବର ଦେଉଛନ୍ତି। ‌

Ukraine Russia War
ବେଲଗୋରୋଡ ତୈଳ ଡିପୋ ଉପରେ ୟୁକ୍ରେନ୍‌ର ଏୟାର ଷ୍ଟ୍ରାଇକ୍

ରୁଷର ବେଲଗୋରୋଡ ସହରରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନ୍ ଏୟାର ଷ୍ଟ୍ରାଇକ୍ କରିଛି । ୟୁକ୍ରେନର ଦୁଇଟି ଲଢୁଆ ହେଲିକପ୍ଟର ରୁଷ ବାୟୁସୀମାରେ ପଶି ରକେଟ ସାହାଯ୍ୟରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

Ukraine Russia War
ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ ବିଭୀଷିକା: ରୁଷିଆ ଚାହିଁଲା ଭାରତର ମଧ୍ୟସ୍ଥତା

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୭ ଦିନରେ ପହଞ୍ଚି ଥିବାବେଳେ ସମାଧାନର କୌଣସି ବାଟ ବାହାରି ପାରି ନାହିଁ। ତେବେ ସମାଧାନ ଲାଗି ରୁଷିଆ ଭାରତର ମଧ୍ୟସ୍ଥତା ଚାହିଁଛି। ଋଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିର ପ୍ରଶଂସା କରିଛନ୍ତି। 

Russian President Vladimir Putin, Ukrainian President Volodymyr Zelensky
ୟୁକ୍ରେନରୁ ସୈନ୍ୟ ପ୍ରତ୍ୟାହାର କରିବେ ପୁଟିନ ? ତୁର୍କୀ ନିଷ୍ପତ୍ତିର ଅନୁପାଳନ କରିବ ତ ଋଷ ?

ତୁର୍କୀରେ ହୋଇଥିବା ଶାନ୍ତି ଆଲୋଚନାରେ ବହୁ ଗୁରୁତ୍ୱପୂର୍ଣ୍ଣ ସହମତି ହୋଇଛି । ୟୁକ୍ରେନ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କଲେ ଋଷ ସୈନ୍ୟ ପ୍ରତ୍ୟାହାର କରିବ ବୋଲି କହିଛି ।

Russia-Ukraine War
୩୭ ଦିନରେ ରୁଷ-ୟୁକ୍ରେନ୍ ଯୁଦ୍ଧ : ଶାନ୍ତି ଆଲୋଚନା ସତ୍ତ୍ୱେ ଆକ୍ରମଣ ଜାରି, ପୁଟିନଙ୍କ କଥା ଉପରେ ଜେଲେନସ୍କିଙ୍କ ଭରସା ପାଉନି

ପୁଟିନଙ୍କ କଥା ଉପରେ ପାଉନି ଜେଲେନସ୍କିଙ୍କ ଭରସା । ଶାନ୍ତି ଚୁକ୍ତି ସ୍ୱାକ୍ଷର କଲେ ଋଷ ସୈନ୍ୟ ପ୍ରତ୍ୟାହାର କରିବ ବୋଲି ୟୁକ୍ରେନକୁ ପୁତିନଙ୍କ ପ୍ରତିଶ୍ରୁତି ସତ୍ତ୍ୱେ, ଭରସା କରିପାରୁନାହାନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ।

Russia-Ukraine War
ପୁଣି ପରମାଣୁ ବୋମା ଆକ୍ରମଣର ଧମକ ଦେଲା ରୁଷ୍‌

ପୁଣି ବିଶ୍ୱକୁ ପରମାଣୁ ବୋମାର ଧମକ ଦେଲା ଋଷିଆ। ମସ୍କୋ କହିଲା, ଦେଶର ସୁରକ୍ଷା ଉପରେ ପ୍ରଶ୍ନ ଆସିଲେ ପଛକୁ ହଟିବୁନି ବରଂ ଜବରଦସ୍ତ ଫାଇଟ୍‌ କରିବୁ।

Russia-Ukraine war
ଶାନ୍ତ ପଡ଼ିଲେ ରୁଷିଆ ରାଷ୍ଟ୍ରପତି ! ୟୁକ୍ରେନ ସହ ଚୁକ୍ତି ଚାହୁଁଛନ୍ତି ପୁଟିନ୍, ହେଲେ ସହଜ କି ଶାନ୍ତିର ରାସ୍ତା ?

ଥମିବ ଯୁଦ୍ଧ । ତ୍ରାହି ପାଇବେ ୟୁକ୍ରେନ୍ ଜନତା । ହେଲେ ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା କେତେ ଦୂର ସମ୍ଭବ ହେବ ?

Ukraine Crisis
ଯୁଦ୍ଧର କରାଳ ରୂପ : ୩୫ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍‌ ଛାଡ଼ିଥିବା ବେଳେ ଦାନା ମୁଠାଏ ପାଉଁ ଡହକବିକଳ ହେଉଛନ୍ତି ସାଧାରଣ ଜନତା

ବନ୍ଦରନଗରୀ ମରିଉପୁଲରେ ସ୍ଥିତି ଅତି ଉଦବେଗଜନକ ରହିଛି। ୬୦ପ୍ରତିଶତ ଲୋକ ଦେଶ ଛାଡ଼ିଲେଣି । ଦେଢ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପିଇବା ପାଣି ବି ନାହିଁ।

Sunflower Oil
ଋଷରୁ ୪୫ ହଜାର ଟନ୍‌ ସୂର୍ଯ୍ୟମୁଖୀ ତେଲ କଣିବ ଭାରତ

ଭାରତ ବଜାରରେ ଥିବା ଖାଇବା ତେଲର ଅଭାବକୁ ଦୂର କରିବାରେ ଢ଼େର ସାହାଯ୍ୟ କରିବ ଋଷରୁ ଆମଦାନୀ ତେଲ । ଏହି ଖାଇବା ତେଲ ଆସନ୍ତା ମାସ ଅର୍ଥାତ ଏପ୍ରିଲ୍‌ରେ ଭାରତ ପହଞ୍ଚିବ ।

Russia-Ukraine War
ବଡ଼ ଖବର: ଏଣିକି ଆଉ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବନି ଋଷିଆ !

ଆଜିକୁ ୩୫ ଦିନ ହେବ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ଉପରେ ଆଜି ବି ଜୋରଦାର ଆକ୍ରମଣ କରିଛି ଋଷିଆ । ଆକ୍ରମଣ ଯୋଗୁଁ ୟୁକ୍ରେନରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଗଲାଣି ।

Russia Ukraine War
ଯୁଦ୍ଧ ପାଇଁ ସଜା ଭୋଗୁଛନ୍ତି ନିରୀହ : ଋଷ ଆକ୍ରମଣରେ ଏବେ ସୁଦ୍ଧା ୟୁକ୍ରେନ୍‌ର ୧୪୩ ଶିଶୁ ମୃତ, ୨୧୬ ଗୁରୁତର

ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନ୍‌ରେ ସଜା ଭୋଗୁଛନ୍ତି କୁନି କୁନି ପିଲା । ଏବେ ସୁଦ୍ଧା ୧୪୩ ଶିଶୁଙ୍କ ଜୀବନ ଚାଲିଗଲାଣି ।

Biden target Putin
ପୁଟିନଙ୍କୁ ନରହନ୍ତା କହିଲେ ବାଇଡେନ୍‌

ରୁଷ୍ ବାହିନୀ ୟୁକ୍ରେନ୍‌ର ଦକ୍ଷିଣ ଭାଗକୁ ଛାରଖାର କରିବା ସହ ଉତ୍ତର ୟୁକ୍ରେନର ପ୍ରମୁଖ ସହର ଚେର୍ନିହିବକୁ ମାଟିରେ ମିଶାଇ ଦେଇଛନ୍ତି। 

Russia-Ukraine Crisis
ମାରିଉପୋଲରେ ହାହାକାର ସ୍ଥିତି: ଖାଦ୍ୟ ପାଲଟିଛନ୍ତି ବୁଲା କୁକୁର

ଖାଦ୍ୟ, ପାନୀୟ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।

Russia Ukraine
ଯୁଦ୍ଧକୁ ମାସେ ପୁରିଲା, ତଥାପି ଥମିନି ! ଏକାଠି ହେଲେଣି NATO-G7

ଋଷୀୟ ଆକ୍ରମଣର ମାସେ ଭିତରେ ଅମାପ କ୍ଷୟକ୍ଷତି ସହିଲାଣି ୟୁକ୍ରେନ୍ । ଅକଥନୀୟ ଯନ୍ତ୍ରଣା ସହିଲେଣି ୟୁକ୍ରେନ୍‌ର ସାଧାରଣ ନାଗରିକ । ରାଜଧାନୀ କିଭ୍ ଓ ବନ୍ଦରନଗରୀ ମାରିଉପୋଲର ଦୃଶ୍ୟ ଦେଖିଲେ ଠିକ୍‌ ଏମିତି କିଛି ମନେ ହୁଏ ।

Russia Ukraine
ୟୁକ୍ରେନ୍ ପ୍ରସଙ୍ଗରେ ବ୍ରୁସେଲ୍ସରେ ଏକାଠି ହୋଇଛନ୍ତି ନାଟୋ

ଫେବୃଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ଋଷ । ଆଉ ଆଜି ହେଉଛି ମାର୍ଚ୍ଚ ୨୪ । ମାସେ ଭିତରେ ଏହି ଯୁଦ୍ଧ ୟୁକ୍ରେନ୍‌କୁ ଯେତିକି କ୍ଷତିଗ୍ରସ୍ତ କଲାଣି, ବିଶ୍ୱକୁ ବି ସେତିକି ପ୍ରଭାବିତ କଲାଣି ।