• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Russia Ukraine Crisis

War Zone Love Story
ଋଷ-ୟୁକ୍ରେନ୍‌ ରଣଭୂମିରେ ନିଆରା ଦୃଶ୍ୟ; ପ୍ରେମ ଆଗରେ ସବୁ ତୁଚ୍ଛ, ମାନେ ନାହିଁ ବନ୍ଧ ବାଡ଼ କି ସୀମା ସରହଦ୍

ପ୍ରେମ ଯୁଦ୍ଧକୁ ମାନେନି, ଦେଶ ଦେଶ ମଧ୍ୟରେ ଥିବା ତିକ୍ତତାକୁ ବୁଝେନି । ପ୍ରେମ ସାଶ୍ୱତ, ଅନନ୍ତ ଏବଂ ଚିରନ୍ତନ । ସେଥିପାଇଁ ତ ପ୍ରେମ ନିବେଦନ କରିବାକୁ ଯବାନ ଏପରି କିଛି କଲେ, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହୋଇଛି ।

Ukraine Russia War
ଆମେ ୧୨ ହଜାର ଋଷ ସୈନ୍ୟକୁ ନିପାତ କରିଛୁ: ୟୁକ୍ରେନ୍‌

ରୁଷିଆର ୧୨ ହଜାର ସୈନ୍ୟଙ୍କୁ ନିପାତ କରିଥିବା ୟୁକ୍ରେନ୍ର ଦାବି କରିଛି । ୧୨ ହଜାର ସୈନ୍ୟ ମାରିବା ସହ ୩୦୩ ଟ୍ୟାଙ୍କ୍ ଧ୍ୱଂସ କରିଥିବା ମଧ୍ୟ ଦାବି କରିଛି।

Ukraine President Zelenskyy
ଭିଡିଓ ଜାରି କରି ସାମ୍ନାକୁ ଆସିଲେ ୟୁକ୍ରେନ ରାଷ୍ଟ୍ରପତି, କହିଲେ- ‘ମୁଁ କାହାକୁ ଡରେନି କି ଲୁଚିନି’

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କି ଦେଶ ଛାଡ଼ି ପଳାଇ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଭିଡିଓ ଜାରି କରି ଜେଲେନ୍‌ସ୍କି ସବୁ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

President Volodymyr Zelensky
ଜେଲେନସ୍କିଙ୍କୁ ହତ୍ୟା କଲେ ବି ୟୁକ୍ରେନ ସରକାରର ପତ୍ତନ ହେବନି : ସରକାର ଚଳାଇବା ଲାଗି ବିକଳ୍ପ ବ୍ୟବସ୍ଥା ହୋଇଥିବା କହିଲା ଆମେରିକା

ଫେବ୍ରୁଆରୀ ୨୨ରେ ୟୁକ୍ରେନ ବିରୋଧରେ ପୁତିନଙ୍କ ଯୁଦ୍ଧ ଘୋଷଣା ପରେ ଜେଲେନସ୍କିଙ୍କୁ ହତ୍ୟା ଲାଗି ହେଲାଣି ୩ ଥର ଉଦ୍ୟମ । ଜେଲେନେସ୍କିଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଉଛି । ଚେଚେନ୍ ବିଦ୍ରୋହୀ ଓ ଓ୍ୱାଗନର ଗୋଷ୍ଠୀ ପକ୍ଷରୁ ଏହି ହତ୍ୟା ଉଦ୍ୟମ କରାଯାଉଛି । ତେବେ ୟୁକ୍ରେନ ଗୁଇନ୍ଦା ସଂସ୍ଥାର ତତ୍ପରତା କାରଣରୁ ଜେଲେନେସ୍କିଙ୍କ ଜୀବନ ବଞ୍ଚିଯାଇଛି

Special Story
ପୁଟିନ୍‌ଙ୍କ ସୁରକ୍ଷା ଘେରା ଭାଙ୍ଗିବା ଅସମ୍ଭବ : ସବୁବେଳେ ଜଗିଥାଆନ୍ତି ଦୁର୍ଦ୍ଦଷ ବଡିଗାର୍ଡ

ପୁଟିନ୍‌ଙ୍କ ଟାଇଟ୍‌ ସିକ୍ୟୁରିଟି। ଗସ୍ତ ପୂର୍ବରୁ ସାମ୍ନାରେ ଯାଏ ଅସ୍ତ୍ରଶସ୍ତ୍ରର ସ୍ୱତନ୍ତ୍ର ଗାଡ଼ି, ଲୁଚିକି ରୁହନ୍ତି ସୁରକ୍ଷାକର୍ମୀ। ରହିବା ସ୍ଥାନରେ ବନ୍ଦ ରହେ ମୋବାଇଲ ଫୋନ୍‌। ଖାଇବା ପୂର୍ବରୁ ୪ ଥର ଖାଇବା ଚାଖନ୍ତି ଖାଦ୍ୟ ବିଶେଷଜ୍ଞ.

India's Permanent Representative to the UN Ambassador T S Tirumurti
ସାଧାରଣ ନାଗରିକଙ୍କୁ ଉଦ୍ଧାର ପାଇଁ ପୁରାମାତ୍ରାରେ ସହଯୋଗ କରୁନି ଋଷିଆ ଓ ୟୁକ୍ରେନ

UN ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଟିଏସ୍. ତିରୁମୂର୍ତ୍ତି ଜାତିସଂଘରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସାଧାରଣ ନାଗରିକଙ୍କୁ ଉଦ୍ଧାର ପାଇଁ ପ୍ରସ୍ତାବ ବାସ୍ତବରେ କାର୍ଯ୍ୟକାରୀ ହେଉନଥିବା ସେ ଜଣାଇଛନ୍ତି। 

Ukraine Crisis
୫ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କଲା ରୁଷିଆ

କିଭ୍, ଚେରନିଭ୍, ସୁମି, ମାରିଉପଲ, ଖାରକିଭରେ ଯୁଦ୍ଧ ବିରତି

Ukraine Crisis
ୟୁକ୍ରେନ-ରୁଷିଆ ତୃତୀୟ ପର୍ଯ୍ୟାୟ ଆଲୋଚନା : ବାହାରିଲାନି କୌଣସି ନିଷ୍କର୍ସ

ୟୁକ୍ରେନ ଓ ଋଷ ମଧ୍ୟରେ ଗତକାଲି ବସିଥିବା ତୃତୀୟ ପର୍ଯ୍ୟାୟ ବୈଠକରୁ ମଧ୍ୟ ଆାଶାନୁରୂପ ଫଳାଫଳ ମିଳିନଥିବା ଜଣାପଡିଛି ।

doctor
ବଙ୍କର୍ ଭିତରେ ବାଘ ଓ ଭାରତୀୟ : ଦୁଇ ପୋଷା ଜନ୍ତୁକୁ ଛାଡ଼ି ଭାରତ ଆସିବାକୁ ନାରାଜ ଡାକ୍ତର କୁମାର

୧୫ ବର୍ଷ ତଳେ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ କୁମାର । ଏମବିବିଏସ୍ ପାଠ ସାରିବା ପରେ ସେଠାରେ ରହି ଡାକ୍ତର ଭାବେ ଲୋକଙ୍କ ସେବା କରି ଆସୁଛନ୍ତି ।

Russia Ukraine War
ଋଷିଆ ଜାରି କଲା ଶତ୍ରୁ ଦେଶଙ୍କ ତାଲିକା : ଆମେରିକା, ଜାପାନ, ବ୍ରିଟେନ୍‌ ସମେତ ଟାର୍ଗେଟରେ ୩୧ ଦେଶ

ଋଷିଆ ନିଜ ଶତ୍ରୁ ଦେଶ ତାଲିକା ବାହାର କରିଥିବା ନେଇ ଦାବି କରିଛି ଚୀନର ଗଣମାଧ୍ୟମ CGTN । ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘର ସଦସ୍ୟ ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ ।

Ukraine Crisis
କିଭ୍‌ ଆଡ଼କୁ ମାଡ଼ି ଚାଲିଛନ୍ତି ଋଷୀୟ ସେନା, ଋଷ୍‌ ରକ୍ଷା ମନ୍ତ୍ରଣାଳୟ ଜାରି କଲା ଭିଡିଓ

ଋଷୀୟ ପ୍ରତିରକ୍ଷା ବିଭାଗ ଏକ ଭିଡିଓ ଜାରି କରିଛି । ଯେଉଁଥିରେ ବହୁ ସଂଖ୍ୟକ ମସ୍କୋ ଟ୍ୟାଙ୍କ ଦ୍ରୁତ ଗତିରେ କିଭ୍‌ ଆଡକୁ ଗତି କରୁଥିବା ଦେଖାଯାଉଛି । ବେଲାରୁଷ ସୀମାରୁ ଉତ୍ତରପଟୁ ସ୍ଥଳଭାଗରେ ରୁଷ ସେନା କିଭ୍ ମୁହାଁ ହୋଇଛି ।

PM Modi Speaks To Ukrainian President
ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ୩୫ ମିନିଟ୍‌ ଫୋନ୍‌ରେ କଥା ହେଲେ ମୋଦି

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି। ପ୍ରାୟ ୩୫ ମିନିଟ୍ ଧରି ଫୋନ୍‌ରେ ଆଲୋଚନା ହୋଇଥିଲା।

Russia-Ukraine wa
ଯୁଦ୍ଧଭୂମିରୁ ଡାକ୍ତରୀ ଛାତ୍ରଙ୍କ ଆତଙ୍କିତ ଘରବାହୁଡା : ଶୁଭ୍ରକାନ୍ତ ବଖାଣିଲେ କାଳରାତିର କାହାଣୀ

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପଟଣା ଗାଁର ଶୁଭ୍ରକାନ୍ତ ଲେଙ୍କା । ୟୁକ୍ରେନରେ ପ୍ରଥମ ବର୍ଷର ଡାକ୍ତରୀ ପାଠ ପଢ଼ୁଥିଲେ । ଯୁଦ୍ଧଭୂମିରେ ଗୋଟିଏ ସପ୍ତାହର ଆତଙ୍କିତ ଜୀବନ କାଟିବା ପରେ ୬ ତାରିଖ ବିଳମ୍ବିତ ରାତିରେ ନିଜ ଘର ମାଳପାଟଣାରେ ପହଞ୍ଚିଛନ୍ତି ।

Sun Flower Oil
‘ପର୍ଯ୍ୟାପ୍ତ ପରିମାଣର ଅଛି ତେଲ, ଗୁଜବ ସୃଷ୍ଟି ନକରିବାକୁ ଅନୁରୋଧ’

ଓଡ଼ିଶାର ଚାହିଦା ଅନୁସାରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ତେଲ ଅଛି। ତେଣୁ କୌଣସି ଖାଉଟି ଗୁଜବ ସୃଷ୍ଟି କରନ୍ତୁ ନାହିଁ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସମ୍ପାଦକ କହିଛନ୍ତି।

Explosion in Luhansk
ଲୁହାଂସ୍କରେ ବଡ ଧରଣର ବିସ୍ଫୋରଣ, ଭୟଭୀତ ହୋଇ ଏଣେତେଣେ ଦୌଡ଼ି ପଳାଇଲେ ଲୋକେ

ଋଷିଆ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିବା ଲୁହାଂସ୍କରେ ବଡ ଧରଣର ବିସ୍ଫୋରଣ ହୋଇଛି।  ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ସହରରେ କଳା ଧୂଆଁ ଆଚ୍ଛାଦିତ ହୋଇଯାଇଥିଲା।

russia
ୟୁକ୍ରେନର ୪ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କଲା ଋଷିଆ

ଋଷିଆର ଯୁଦ୍ଧ ବିରତି ଘୋଷଣା । ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା ହୋଇଛି । 

500-kg-russian-bomb-fell-on-a-residential-building
ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି : ଚେରନିହିବ୍‌ର ଏକ ଘର ଉପରେ ପଡ଼ିଲା ୫୦୦ କିଲୋର ବୋମା

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କାଲେବା ଟ୍ୱିଟରରେ ଏକ ବିଶାଳକାୟ ବୋମାର ଫଟୋ ପୋଷ୍ଟ କରିଛନ୍ତି । ଏଭଳି ବୋମା ତାଙ୍କ ଦେଶର ଲୋକଙ୍କ ଜୀବନକୁ ହତ୍ୟା କରୁଥିବା ସେ ଲେଖିଛନ୍ତି ।

PM Modi To Speak With Ukrainian President
ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କିଙ୍କ ସହ କଥା ହେବେ। ଫୋନ୍‌ରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ସାମ୍ପ୍ରତିକ ଯୁଦ୍ଧ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Russian strikes destroyed Vinnytsia airport
ମିଜାଇଲ୍‌ ମାଡ଼ କରି ଏୟାରପୋର୍ଟ ଉଡ଼ାଇଲା ଋଷିଆ, ତଥାପି କିଭ୍‌ରେ ଏଣ୍ଟ୍ରି କରିପାରିନି

୮ଟି ମିଜାଇଲ୍ ମାଡ଼ କରି ସେଣ୍ଟ୍ରାଲ ୟୁକ୍ରେନର ଭିନିତ୍‌ସିଆ ଏୟାରପୋର୍ଟକୁ ଉଡ଼ାଇଛି ଋଷିଆ। କିନ୍ତୁ ଏପର୍ଯ୍ୟନ୍ତ ୟୁକ୍ରେନ ରାଜଧାନୀ କିଭ୍ ଭିତରେ ପଶିପାରିନି ଋଷୀୟ ସେନା।

ukraine returnee student
ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତରେ ପଢିବାକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ ବୋଲି କହିଥିଲା ଏନ୍‌ଏମ୍‌ସି।

Ukraine Crisis
ଭାରତ ସରକାରଙ୍କୁ ୟୁକ୍ରେନ୍‌ର ଅପିଲ୍ : ଋଷିଆ ସହ ଭଲ ବନ୍ଧୁତା ଥିବାରୁ ଆକ୍ରମଣ ରୋକିବାକୁ କରନ୍ତୁ ନିବେଦନ

ଯୁଦ୍ଧ ବନ୍ଦ କରିବାକୁ ନିବେଦିନ । ଭାରତର ସାହାଯ୍ୟ ଭିକ୍ଷା କଲା ୟୁକ୍ରେନ୍‌ ।

PM Modi
ୟୁକ୍ରେନ୍-ଋଷିଆ ଯୁଦ୍ଧ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ଅପରେସନ୍ ଗଙ୍ଗାକୁ ତ୍ୱରାନ୍ୱିତ କରିବା ତଥା ସୁମୀରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପ୍ରକ୍ରିୟାକୁ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।

attack
ମରିପଲ୍ ସହର ଉପରେ ଘନଘନ ବୋମାମାଡ଼ : ବିଦ୍ୟୁତ, ଜଳ, ଖାଦ୍ୟ ଯୋଗାଣ ଓ ଗମନାଗମନ ସଂପୂର୍ଣ୍ଣ ବିଚ୍ଛିନ୍ନ

ମରିପଲ ସହର ଉପରେ ରୁଷୀୟ ସେନାଙ୍କ ନଜର । ଅସ୍ତ୍ରବିରତି ଉଲ୍ଲଂଘନ ପରେ ଋଷିଆ ଆଜି ମରିପଲ ଉପରେ ଘନ ଘନ ଆକ୍ରମଣ ହେଉଛି ।

war
ୟୁକ୍ରେନ-ରୁଷିଆ ଯୁଦ୍ଧର ଏକାଦଶ ଦିନ : ୟୁକ୍ରେନର ବିଭିନ୍ନ ସହର ଉପରେ ରକେଟ୍ ଓ କ୍ଷେପଣାସ୍ତ୍ର ମାଡ଼ ଜାରି

ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ୍ ନସୁଧୁରିଲେ ତାର ଭବିଷ୍ୟତ ବିପଦରେ ବୋଲି ପୁଣିଥରେ ପୁଟିନ୍ ଚେତାବନୀ ଦେଇଛନ୍ତି ।

Russia Ukraine War
ନାଟୋର ନିଷ୍ପତ୍ତିକୁ ନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି କ୍ଷୁବ୍ଧ

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଉପରେ ଚାପ ପ୍ରୟୋଗ ଲାଗି ପୁତିନ ଗୋଟିକ ପରେ ଗୋଟିଏ କଠୋର ପଦକ୍ଷେପ ନେଇଚାଲିଛନ୍ତିି।