• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Russia Ukraine Crisis

cryptocurrency
ଋଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ କ୍ରିପ୍ଟୋ ମାର୍କେଟ ଧରାଶାୟୀ : ବଡ଼ ବଡ଼ ମୁଦ୍ରାର ପ୍ରଭୁତ୍ୱ ହ୍ରାସ

ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି।

Cyber Attack
ୟୁକ୍ରେନ୍‌କୁ ଚାରିଆଡ଼ୁ ଘେରିଲା ଋଷ, ଏବେ Cyber Attack କରି କରୁଛି ଡାଟା ଡିଲିଟ୍

ଗୋଟିଏ ପଟେ ବୋମା ବର୍ଷା ଚାଲିଥିବା ବେଳେ ଅନ୍ୟପଟେ ସାଇବର ଆଟାକ୍‌ ମଧ୍ୟ ଆରମ୍ଭ କରିଛି ଋଷ । ୟୁକ୍ରେନରେ ଶହ ଶହ କମ୍ପ୍ୟୁଟରକୁ ଟାର୍ଗେଟ କରୁଥିବା ଏକ ବିପଜ୍ଜନକ ସଫ୍ଟୱେୟାର ଏବେ ସାମ୍ନାକୁ ଆସିଛି ।

RussiaUkraineCrisis
ଋଷ-ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ୍ ଲଢ଼େଇ ! ଆସନ୍ତୁ ଜାଣିବା କିଏ କେତେ ଶକ୍ତିଶାଳୀ ?

ଯୁଦ୍ଧ ପାଇଁ ସାରା ବିଶ୍ୱରେ ଆତଙ୍କ। ଏବେ ତୃତୀୟ ବିଶ୍ୱ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି ପୃଥିବୀ। ଜାଣନ୍ତୁ, କାହାର କେତେ ଦମ୍

RussiaUkraineConflict
ଋଷ୍‌ ଆକ୍ରମଣରେ ୟୁକ୍ରେନରେ ୭ ମୃତ, ୯ ‌ଆହତ

ୟୁକ୍ରେନରେ ଉପରେ ଋଷିଆର ଆକ୍ରମଣ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏହି ଆକ୍ରମଣରେ ୯ଜଣ ଆହତ ହୋଇଛନ୍ତି । ଋଷର ସ୍ଥଳସେନା ମଧ୍ୟ ବର୍ତ୍ତମାନ ୟୁକ୍ରେନରେ ପ୍ରବେଶ କରିଛି ବୋଲି ସୁରକ୍ଷା କର୍ମୀ କହିଛନ୍ତି

Government's Advisory For Indians In Ukraine
‘ପ୍ରିୟ ଭାରତୀୟମାନେ, ଯିଏ ଯେଉଁଠି ଅଛ; ସେଇଠି ରୁହ’

ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ଯିଏ ଯେଉଁଠି ଅଛ, ସେଇଠି ରହିବାକୁ କୁହାଯାଇଛି।

Russia Ukraine war Ukrainian women claim Russian soldiers offer request for date on tinder
ୟୁକ୍ରେନ ମହିଳାଙ୍କୁ ଡେଟିଂ ପାଇଁ ଡାକୁଛନ୍ତି ରୁଷିଆ ସୈନ୍ୟ !

ୟୁକ୍ରେନ୍‌ରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ୟୁକ୍ରେନ୍‌ର ଜଣେ ମହିଳା କହିଛନ୍ତି ଯେ, ରୁଷିଆର ସୈନିକମାନେ ଟିଣ୍ଡର (Tinder ) ଆପ୍‌ରେ ତାଙ୍କୁ Flirt କରୁଛନ୍ତି ।

Air India Flight Coming Back To Delhi
ଯୁଦ୍ଧ ଘନଘଟା ମଧ୍ୟରେ ୟୁକ୍ରେନରେ ଫସିଛନ୍ତି ୨୦ ହଜାର ଭାରତୀୟ, ଅଧାରୁ ଫେରି ଆସିଲା ଭାରତୀୟ ବିମାନ

ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ୨୦ ହଜାରରୁ ଅଧିକ ଭାରତୀୟ ୟୁକ୍ରେନରେ ଅଛନ୍ତି। ୟୁକ୍ରେନ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଥିବାରୁ ଭାରତୀୟ ବିମାନ ଅଧାରୁ ଦିଲ୍ଲୀ ଫେରି ଆସିଥିବା ସୂଚନା ମିଳିଛି। 

Ukraine- Russia War
ଘମାଘୋଟ ଯୁଦ୍ଧ ! ଋଷିଆର ୫ ଲଢ଼ୁଆ ବିମାନକୁ ମାରି ଖସାଇଲା ୟୁକ୍ରେନ୍‌ ସେନା

ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଲୁହାଂସ୍କ ପ୍ରଦେଶରେ ରୁଷୀୟ ଲଢ଼ୁଆ ବିମାନ ମାରି ଖସାଇଥିବା ନେଇ ୟୁକ୍ରେନ ଦାବି କରିଛି

Crude Oil
Ukraine-Russia War: ଶେୟାର ମାର୍କେଟ୍‌ ଡାଉନ୍‌ ପରେ ଆଉ ଏକ ବଡ଼ ଝଟ୍‌କା...

ୟୁକ୍ରେନ ବିରୋଧରେ ଋଷ୍ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି। କେଉଁଠି ଶେୟାର ମାର୍କେଟ୍‌ ଡାଉନ୍‌ ହୋଇଯାଇଛି ତ ଆଉ କେଉଁଠି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି।

Imran Khan
ପାକିସ୍ତାନ-ଆମେରିକା ମଧ୍ୟରେ ବଢ଼ୁଛି ତିକ୍ତତା, ବାରମ୍ବାର ମନା ସତ୍ତ୍ୱେ ଋଷ ଗସ୍ତରେ ଇମ୍ରାନ

ଯୁଦ୍ଧ ଆଶଙ୍କା ମଧ୍ୟରେ ବୁଧବାର ମସ୍କୋ ଯାତ୍ରା କରିଛନ୍ତି ଇମ୍ରାନ । ସାମ୍ପ୍ରତ୍ତିକ ସ୍ଥିତିରେ ପ୍ରଥମ ବିଶ୍ୱ ନେତା ଭାବେ ଇମ୍ରାନଙ୍କ ଋଷରେ ପହଞ୍ଚିଛନ୍ତି । ତେବେ ଇମ୍ରାନଙ୍କ ଏଭଳି ଆଚରଣରୁ ସ୍ପଷ୍ଟ ବାରି ହେଉଛି ଯେ, ଆମେରିକା ସହ ପାକିସ୍ତାନର ସମ୍ପର୍କରେ ଅବନତି ଘଟିଛି ।

Russian President Vladmir Putin
ଯୁଦ୍ଧ ଆରମ୍ଭ ! ବିଶ୍ୱ ନେତାଙ୍କୁ ଧମକ ଦେଲେ ପୁଟିନ୍‌, କହିଲେ ମୁଣ୍ଡ ପୁରାଇଲେ ଭୟାବହ ହେବ ସ୍ଥିତି

ପୁଟିନ୍‌ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍‌ର କିଭ୍ ଓ ଖାରକିଭ୍‌ରେ ରୁଷିଆର ମିଜାଇଲ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଭିନ୍ ସ୍ଥାନରେ ବୋମା ବର୍ଷା ହୋଇଥିବା ସ୍ଥିତି ସଙ୍କଟାପନ୍ନ ହୋଇଛି ।

Share Market Crash
ଯୁଦ୍ଧ ଘୋଷଣା କଲେ ପୁଟିନ୍‌, ଡାଉନ୍‌ ହେଲା ଭାରତୀୟ ଶେୟାର ମାର୍କେଟ୍‌...

ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସିଧାସଳଖ ଭାରତୀୟ ଶେୟାର ମାର୍କେଟ୍‌ ଉପରେ ପଡ଼ିଛି। ଆଜି କାରବାର ଆରମ୍ଭରୁ ହିଁ ଭାରତୀୟ ବଜାର ଉପରେ ଯୁଦ୍ଧର ସିଧା ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା।

Petrol And Diesel Price May Hike
ତେଲ ଦରରେ ଲାଗିବ ନିଆଁ ! ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର

ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପେଟ୍ରୋଲ/ଡିଜେଲ ସହ ଜାଳେଣି ଗ୍ୟାସ୍ ଦାମ୍ ମଧ୍ୟ ବଢ଼ିବା ନେଇ ଆଶଙ୍କା କରାଯାଉଛି। ପେଟ୍ରୋଲ/ଡିଜେଲ ଦର ଲିଟର ପ୍ରତି ୭ରୁ ୮ ଟଙ୍କା ବଢ଼ିବା ନେଇ ଆଶଙ୍କା କରାଯାଉଛି।

242 Indians Return Home From Ukraine
ୟୁକ୍ରେନରେ ବିଗିଡ଼ୁଛି ସ୍ଥିତି: ଦେଶ ଛାଡ଼ୁଛନ୍ତି ପ୍ରବାସୀ, ସ୍ୱଦେଶ ଫେରିଲେ ୨୪୨ ଭାରତୀୟ

ୟୁକ୍ରେନରେ ସ୍ଥିତି ବିଗିଡ଼ିବା ପରେ ଦେଶ ଛାଡ଼ୁଛନ୍ତି ପ୍ରବାସୀ। ୟୁକ୍ରେନ୍‌ରେ ଥିବା ୨୪୨ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି। 

Russia-Ukraine Crisis
ବଢ଼ିଲା ରଷିଆ-ୟୁକ୍ରେନ ବିବାଦ: ବଡ଼ ବୟାନ ଜାରି କଲା ଆମେରିକା

ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ଥିକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି। ଖାଲି ଏତିକି ନୁହେଁ ପଶ୍ଚିମ ଦେଶରୁ ମିଳୁଥିବା ଆର୍ଥିକ କଟକଣା ସହ ପ୍ରତିରକ୍ଷା କ୍ଷେତ୍ରରେ ବି ପ୍ରତିବନ୍ଧକ ଲାଗିବ।

Russia-Ukraine crisis
ୟୁକ୍ରେନର ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ସ୍ଥାନ ଘୋଷଣା କଲା ଋଷିଆ

ଯଦି ୟୁକ୍ରେନ୍ ନାଟୋରେ ସାମିଲ ହେଉଛି ତେବେ ଏହା ରଷିଆର ସୁରକ୍ଷା ଦିଗରେ ବିପଦ ସୃଷ୍ଟି କରିବ।

Ukraine Crisis
ୟୁକ୍ରେନ ବିବାଦ ଥମାଇବାକୁ ରୁଷ୍ ଓ ଫ୍ରାନ୍ସର ସମ୍ମତି, ପୁଟିନ ଓ ବାଇଡେନଙ୍କ ମଧ୍ୟରେ ହୋଇପାରେ ସାକ୍ଷାତ

ଯୁଦ୍ଧ ପରିସ୍ଥିତି ଏଡ଼ାଇବା ଲାଗି ଉଭୟ ରୁଷିଆ ଏବଂ ୟୁକ୍ରେନ ଉଦ୍ୟମ କରିଥିବା ସୂଚନା ମିଳିଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନଙ୍କ ଉଦ୍ୟମ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରମୁଖ୍ୟ ବୋଲୋଦିମିର୍ ଜେଲେନସ୍କି ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

Russia Test Fires Missiles
ୟୁକ୍ରେନ ସଙ୍କଟ ମଧ୍ୟରେ ଆଣବିକ ମିସାଇଲ ଟେଷ୍ଟ କଲା ରୁଷିଆ 

ୟୁକ୍ରେନ ସଙ୍କଟ ଟଳି ନ ଥିବା ବେଳେ ରୁଷିଆ ଏକ ଅତ୍ୟାଧୁନିକ ମିସାଇଲ ପରୀକ୍ଷା କରିଥିବା ସୂଚନା ମିଳିଛି। ଆଣବିକ କ୍ଷମତା ସମ୍ପନ୍ନ ଏହି ହାଇପରସୋନିକ କ୍ରୁଜ୍ ମିସାଇଲ ସଫଳତାର ସହିତ ଟାର୍ଗେଟକୁ ହିଟ୍ କରିଥିବା ଜଣାପଡ଼ିଛି।