ଗୋପାଳଙ୍କ ହୋଟେଲ୍ ବ୍ୟବସାୟୀ ବଡ଼ଭାଇଙ୍କୁ ଗତକାଲି ଉଠାଇନେଇଥିବା କ୍ରାଇମବ୍ରାଞ୍ଚ ଆଜି ଗୋପାଳଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ।
ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ନବ ଦାସଙ୍କ ପିଏସ୍ଓଙ୍କୁ ସସ୍ପେଣ୍ଡ୍ କରାଯାଇଛି।
ସୁନାକଳସ ଦାନ ଓ ତୈଳମର୍ଦ୍ଦନ ସତ୍ତ୍ୱେ ଗୁଳିମାଡ଼କୁ ନେଇ ଚର୍ଚ୍ଚା । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହେଲା ପ୍ରାଣଘାତୀ ଗୁଳି ମାଡ଼ ?
ମୁଖ୍ୟମନ୍ତ୍ରୀ, ଗୃହସଚିବ ଓ ଡିଜିପି କାହିଁକି ଚୁପ୍- ବିଜେପି । କଂଗ୍ରେସର ଦାବି SIT ତଦନ୍ତ ।
କାହିଁକି ନବ ଦାସଙ୍କୁ ଗୁଳି କଲେ ASI ଗୋପାଳ ? ଗୋପାଳର ବଡ଼ଭାଇକୁ ଉଠାଇନେଲା କ୍ରାଇମବ୍ରାଞ୍ଚ ।
ଫିଟିନି ନବ ଦାସଙ୍କ ହତ୍ୟା ରହସ୍ୟ। ୨ ଦିନ ପରେ ବି ଅନ୍ଧାରରେ ପୂରା ରାଜ୍ୟ। ପରିବାର ଲୋକେ ବିରୋଧିଙ୍କୁ ଦାୟୀ କରୁଛନ୍ତି। ତେବେ ଏହା ପଛରେ ରହିଛି କି ଏକ ବଡ ଧରଣର ଷଡଯନ୍ତ୍ର? ଆସନ୍ତୁ ଜାଣିବା କିଏ କ’ଣ କହୁଛନ୍ତି।
ଗୋପାଳଙ୍କ ପ୍ରଥମ ଗୁଳିଟି ଜୀବନଙ୍କ ବେକରେ ଘସି ହୋଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା ।
ଗୁଳିକାଣ୍ଡର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରୁଛି କ୍ରାଇମ୍ବ୍ରାଞ୍ଚ ।
ଟପ୍ ଲେବଲ୍ ଲୋକ ଏଥିରେ ସାମିଲ ନେଇ କଂଗ୍ରେସର ଅଭିଯୋଗ । କାହିଁକି ଗୃହମନ୍ତ୍ରୀ ପଦ ଛାଡ଼ୁନାହାନ୍ତି ମୁଖ୍ୟମନ୍ତ୍ରୀ ?
ବିସ୍ଫୋରକ ସୂଚନା ଦେଲେ ବିରୋଧୀ ଦଳ ନେତା । ନବ ଦାସଙ୍କ ସ୍ପଟରେ ମୃତ୍ୟୁ ଘଟିଥିବା ଖବର ପାଇଛୁ କହିଲେ ଜୟ ନାରାୟଣ ମିଶ୍ର ।
କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲେ ପୋଲିସ୍ ASI ଗୋପଳ ଦାସ ? ଷଡ଼ଯନ୍ତ୍ର ନା ମାନସିକ ଦୁଃଚିନ୍ତା, କାରଣ କ’ଣ ? ସମୟ ଯେତେ ଗଡ଼ୁଛି ମାମଲାକୁ ନେଇ ବଢ଼ିବାରେ ଲାଗିଛି ସେତେ ସନ୍ଦେହ।
ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସଙ୍କୁ ଝାରସୁଗୁଡ଼ା JMFCଙ୍କ ଆବାସିକ କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଯାଇଛି।
ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଣି ଆଜି ଝାରସୁଗୁଡ଼ା JMFC କୋର୍ଟରେ ହାଜର କରାଇଛି କ୍ରାଇମବ୍ରାଞ୍ଚ୍ ।
ଗିରଫ ପରେ ଏବେ କ୍ରାଇମବ୍ରାଞ୍ଚ ହେପାଜତରେ ଅଛନ୍ତି ଗୋପାଳ ।
ନବଙ୍କ କାକା ଓ ସମର୍ଥକମାନେ ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ।
ଅନ୍ତିମ ଦର୍ଶନ ସାଙ୍ଗକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଅସମ୍ଭବ ଭିଡ଼ ଲଗାଇଥିଲେ ସମର୍ଥକ ଓ ଶୁଭେଚ୍ଛୁ ।
ନବଙ୍କ ରବିବାର ଦିନ ଗସ୍ତ ବେଳେ SOP ପାଳନ କରାଯାଇଥିଲା କି ନାହିଁ, ତ୍ରୁଟି କେଉଁଠି ରହିଲା, ତାହା ସାମ୍ନାକୁ ଆସିବା ଜରୁରୀ ।
ଶେଷରେ ଅରୁଣ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି ଯେ, ଗୋପାଳ ଦାସ କେବେ ବି ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ନଥିଲେ ।
ଝାରସୁଗୁଡ଼ା ଜିଲ୍ଲା ଖେରୁଆଲ ଶ୍ମଶାନରେ ଆଜି ମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନବ ଦାସଙ୍କ ପୁଅ ବିଶାଲ ଦାସ ମୁଖାଗ୍ନି ଦେଇଥିଲେ।
ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ମିଳିଛି।
ଅନ୍ତିମ ଦର୍ଶନ ପାଇଁ ବିଭିନ୍ନ ଦଳର ରାଜନେତା ତଥା ସାଧାରଣ ଜନତା ସରବାହାଲ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି
ହେଲେ ପ୍ରଶ୍ନ ଉଠୁଛି, ଜଣେ ମାନସିକ ରୋଗୀଙ୍କୁ କେମିତି ଦିଆଯାଇଥିଲା ଫାଣ୍ଡି ଦାୟିତ୍ୱ ?
ସ୍ୱାମୀଙ୍କୁ ହରାଇ କୋହ ସମ୍ଭରଣ କରିପାରୁ ନାହାନ୍ତି ନବ ଦାସଙ୍କ ପତ୍ନୀ । ମାଆକୁ ବୁଝାଉଛି ପୁଅ ।