• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heat Wave

Weather News
ଗୁଳୁଗୁଳି କମିବ.. ଆଗକୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ।

Weak monsoon
ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ : କମିଛି ବର୍ଷାର ମାତ୍ରା, ବଢୁଛି ତାପମାତ୍ରା

ଉଚ୍ଚ ଆଦ୍ରତା ଯୋଗୁଁ ଗୁଳୁଗୁଳିର ମାତ୍ରା ବଢୁଛି । ରାଜ୍ୟରେ ୩ଦିନ ହେବ ବର୍ଷା କମିଛି, ବଢିଛି ତାତି ।

Ratha Jatra
ବଡ଼ଦାଣ୍ଡରେ ଅସହ୍ୟ ଗୁଳୁଗୁଳି, ତଥାପି ଭକ୍ତଙ୍କ ମନରୁ କମି ନାହିଁ ଉତ୍ସାହ

ହୀରାକୁଦ ୩୩.୪ ଡିଗ୍ରୀ, ପାରାଦୀପ ୩୩ ଡିଗ୍ରୀ, ଗୋପାଳପୁର ୩୨.୬ ଡିଗ୍ରୀ ରହିଥିବା ବେଳେ ପୁରୀ ୩୫ ଡିଗ୍ରୀ ଛୁଇଁଛି ।

Sikkim Heavy Rain
ସିକିମରେ ପ୍ରବଳ ବର୍ଷା ! ଧସିଲା ପାହାଡ଼, ଆଖିଆଗରେ ଭାସିଗଲା ଅନେକ ଘରଦ୍ୱାର 

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । କ୍ୟାମେରାରେ କଏଦ ପ୍ରକୃତିର ତାଣ୍ଡବ ଦୃଶ୍ୟ ।

Heat Wave
୨୦ରୁ ଖସିବ ତାତି, ୨୧ରୁ ବର୍ଷିବ !

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦେଖି ଅଂଶୁଘାତ ଡର। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଚଳିତ ସିଜନରେ ଏଯାଏଁ ୨୦ଟି ଅଂଶଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି।

Heat Wave
ଅସହ୍ୟ ତାତି; ରାସ୍ତାକଡ଼ ହେଉ ବା ଗଛମୂଳ ପଥିକଙ୍କ ପାଇଁ ସ୍ୱର୍ଗ ଭଳି ଲାଗୁଛି

କି ପୂର୍ବ, କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳି । କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି । ପଥିକଙ୍କ ପାଇଁ ଗଛ ଛାଇ ବି ସ୍ୱର୍ଗ ଭଳି ଲାଗୁଛି ।

Rainfall Likely In Odisha On June 21
କମିବ ତାପମାତ୍ରା, ଭିଜିବ ଓଡ଼ିଶା ! ୨୧ରେ ବର୍ଷା ସମ୍ଭାବନା...

ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ। ଜୁନ୍ ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ମେଘୁଆ ପାଗ ଓ ବର୍ଷା ସମ୍ଭାବନା ରହିଛି।

Heat Wave
ଆଷାଢ଼ରେ ଖସୁଛି ନିଆଁ; ବର୍ଷା ବଦଳରେ ସାରା ରାଜ୍ୟରେ ପ୍ରବଳ ଗରମ

କି ପୂର୍ବ, କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳି । କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି । ମୁଣ୍ଡ ଉପରକୁ ସୂର୍ଯ୍ୟ ନଯାଉଣୁ, ଖାଁ ଖାଁ ରାସ୍ତା, ସହର ବଜାରରେ ଅଘୋଷିତ କର୍ଫ୍ୟୁ ।

Heat Wave
ଆହୁରି ତାତିବ ! ଦିନ ସାଢ଼େ ୨ଟା ସୁଦ୍ଧା ୪୪ ଡିଗ୍ରୀ, ଆଉ କେତେ ତାତିବ..

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆହୁରି ୨ ଦିନ ଯାଏଁ ଏବଂ ପଶ୍ଚିମ ଓଡ଼ିଶାରେ ୪ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ। 

heatwave
୧୮ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ !

ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ଏଭଳି ତାତିର ପ୍ରଭାବ ଆସନ୍ତା ୧୮ ତାରିଖ ଯାଏଁ ରହିବ।

Nandankanan Zoo
ଅସହ୍ୟ ତାତିରେ ଅତିଷ୍ଠ ଜୀବଜନ୍ତୁ; ବରଫରେ ଖେଳୁଛି ଭାଲୁ, ପାଣିରେ ବୁଡ଼ିଛି ବାଘ

କଲବଲ କରୁଛି ଟାଇଁ ଟାଇଁ ଖରା । ଜନଜୀବନ ପୁରା ଅସ୍ତବ୍ୟସ୍ତ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ବାଦ୍ ପଡ଼ିନାହାନ୍ତି ଜୀବଜନ୍ତୁ । ଭୁବନେଶ୍ୱର ନନ୍ଦନକାନନ ଚିଡ଼ିଆଖାନାରେ ଖରା ଦାଉରୁ ଟିକେ ଆଶ୍ୱସ୍ତି ପାଇଁ ବରଫ ଖଣ୍ଡ ସହ ଖେଳୁଛନ୍ତି ଭାଲୁପଲ ।

Weather Update
ରେକର୍ଡ ତାତି ସହ ଆଷାଢ଼ରେ ଜଳୁଛି ଓଡ଼ିଶା, ସମ୍ବଲପୁର ୪୬ଂ

୪୬ ଡିଗ୍ରୀ ସହ ରେକର୍ଡ କଲା ସମ୍ବଲପୁର ସହରର ପାରଦ । ୪୪.୫ ଡିଗ୍ରୀରେ ଭାଜିହେଲା ରାଜଧାନୀ ଭୁବନେଶ୍ୱର ।

Heat Wave
ଓଃ କି ଖରା..ଭୁବନେଶ୍ୱର-ସମ୍ବଲପୁରରେ ରେକର୍ଡ ଭାଙ୍ଗିଲା ତାତି

ତାତିରେ ରେକର୍ଡ ଭାଙ୍ଗିଲା ସମ୍ବଲପୁର । ଆଜି ସମ୍ବଲପୁରରେ ୪୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Monsoon arrival likely to be delayed in Odisha IMD DG
ଟାଇଁ ଟାଇଁ ଖରାରେ ସିଝିବ ଏଥର ରଜ

ମୌସୁମୀ ଜୁନ୍ ୧୫ ସୁଦ୍ଧା ଓଡ଼ିଶା ଛୁଇଁବନି କହିଲେ IMD ଡିଜି

heat wave
ଅସହ୍ୟ ତାତିରେ ଆଉଟୁ ପାଉଟୁ ରାଜ୍ୟ, ଆହୁରି ୫ ଦିନ ନିସ୍ତାର ନାହିଁ

ଆଜି ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ ।

Scarcity of water
କୁଚିଣ୍ଡା ସ୍ଥିତି ସଙ୍ଗୀନ: ଶୁଖିଲାଣି ନଈ...ପିଇବା ପାଣି ନାହିଁ

କୁଚିଣ୍ଡାର ଦୁଇ ନଦୀ ଖର୍ଲା ଓ ଭେଡେନରେ ପାଣି ଶୁଖିବା ପ୍ରଥମ ଘଟଣା ହୋଇଥିବା ବେଳେ ସହରରେ ଲୋକେ ପାଣି କିଭଳି ପାଇବେ ଓ ଆଗକୁ କିଭଳି ସମସ୍ୟା ଦେଖା ନଯିବ ସେଥି ପାଇଁ ପ୍ରଶାସନ ସଜାଗ ରହିବା ଉଚିତ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

Weather Update
ଦିନରେ ଅସହ୍ୟ ତାତି, ସଂଧ୍ୟାରେ ଘଡ଼ଘଡ଼ି ସହ ବର୍ଷା

ଦିନରେ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ସଂଧ୍ୟାରେ କାଳବୈଶାଖୀ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଛି ।

 heat wave
‘ଏମିତି ତାତି.. ଜୀବନରେ ଦେଖିନୁ’

‘ସକାଳୁ ସକାଳୁ ଖରା ତାତି.. ବିଲକୁ ଯାଇ ଚାଷ କରିବା ଅସହ୍ୟ ହୋଇଯାଉଛି.. ବାହାରେ ନିଆଁ ବର୍ଷା.. ଘରେ ପାଓ୍ୱାର୍ କଟ୍’

Odisha Weather Update
୩ ଦିନ ପରେ ବର୍ଷିବ ! ଏବେ ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ଅସମ୍ଭାଳ ତାତି

ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା । ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ । ୪୦ ଡିଗ୍ରୀ ଉପରେ ରାଜ୍ୟର ୨୫ ସହର ।

Heat Wave Warning
ଥମୁନି ତାତିର କୋପ; ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଗରମ

ଦିନରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଭୀଷଣ ତାତି ଅନୁଭୂତ ହେଉଛି। 

Heat Wave
ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉପାନ୍ତ ସବୁଠି ତ୍ରାହି ତ୍ରାହି

ଯଦିଓ ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଛି, ଉପକୂଳରେ କିନ୍ତୁ କଲବଲ କରୁଛି ହ୍ୟୁମିଡିଟି ବା ଆଦ୍ରତା।

Heat Wave
ମୁଣ୍ଡଫଟା ଖରା, ଅସହ୍ୟ ଗୁଳୁଗୁଳି, ଅସ୍ତବ୍ୟସ୍ତ କରୁଛି ଗରମ ! ପଶ୍ଚିମରେ ପାରଦ ୪୪ଂ ଉପରେ

କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳର କିଛି ସ୍ଥାନରେ ବର୍ଷା ହେବା ଫଳରେ ଲୋକେ ତାତିରୁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ।

Odisha Weather Update News
ଟାଇଁ ଟାଇଁ ଖରା.. ଅସମ୍ଭାଳ ତାତି.. ଜଳୁଛି ପଶ୍ଚିମ ଓଡ଼ିଶା...

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଏଇ ୮ ସହରରେ କାଲି ୪୫ ଡିଗ୍ରୀ ଛୁଇଁପାରେ ଦିନର ସର୍ବୋଚ୍ଚ ତାପମାତ୍ରା।

Heat Wave Warning In These Districts Of Odisha
ହିଟ୍‌ୱେଭ୍ ୱାର୍ଣ୍ଣିଂ: ଏହି ୩ ଦିନ ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆଜିଠୁ ରାଜ୍ୟରେ ପୁଣି ବଢିବ ତାପମାତ୍ରା। ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Odisha Weather News Update
୩ ସହରରେ ପାରଦ ୪୩ ଡିଗ୍ରୀ ଉପରେ

ସମ୍ବଲପୁରରେ ମୁଣ୍ଡ ଉପରେ ଛତା, ମୁହଁରେ କପଡା ଆଉ ଆଖିରେ କଳା ଚଷମା ବିନା ଘରୁ ଗୋଡ କାଢିବା ମୁସ୍କିଲ । ମୁଣ୍ଡ ଫଟା ଖରା... ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଦିନ ସାଢେ ୨ଟା ସୁଦ୍ଧା ପାରା ୪୩ ଡିଗ୍ରୀ ଟପିଯାଇଥିଲା । ରାସ୍ତାଘାଟ ଶୂନଶାନ୍ ।