Advertisment

ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉପାନ୍ତ ସବୁଠି ତ୍ରାହି ତ୍ରାହି

ଯଦିଓ ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଛି, ଉପକୂଳରେ କିନ୍ତୁ କଲବଲ କରୁଛି ହ୍ୟୁମିଡିଟି ବା ଆଦ୍ରତା।

author-image
Satyendu Shekher Mishra

ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉପାନ୍ତ ସବୁଠି ତ୍ରାହି ତ୍ରାହି । ଖରା ଗରମ ସାଙ୍ଗକୁ ସାଙ୍ଘାତିକ ହେଉଛି ଗୁଳୁଗୁଳି । ସକାଳୁ ରାତି ଯାଏଁ କେତେବେଳେ ବି ଗରମରୁ ନିସ୍ତାର ନାହିଁ । ଟିକେ ବାହାରକୁ ବାହାରିଲେ ଅବସ୍ଥା ଅସମ୍ଭାଳ । ଆହୁରି ୫ ଦିନ ଏପରି ସ୍ଥିତି ସାରା ରାଜ୍ୟରେ ରହିବା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଯଦିଓ ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଛି, ଉପକୂଳରେ କିନ୍ତୁ କଲବଲ କରୁଛି ହ୍ୟୁମିଡିଟି ବା ଆଦ୍ରତା।

Advertisment
Odisha Weather Weather Heat Wave
Advertisment
Advertisment