ଆଉ ଦିନ ତିନିଟା ପରେ ରଜ। ମୌସୁମୀ ଏତେବେଳକୁ ଓଡ଼ିଶା ଛୁଇଁଯିବା କଥା, ହେଲେ ଆକାଶରୁ ଖସୁଛି ନିଆଁ ଝୁଲ। ଜୁନରେ ତାପମାତ୍ରା ୪୫ ଡିଗ୍ରୀ ପାର୍ ହେଲାଣି। ଜନଜୀବନ ତ୍ରାହି ତ୍ରାହି ଡାକିଲେଣି। ଏପଟେ ଭାରତୀୟ ପାଣିପାଗ ବିଭାଗ କହୁଛି- ଏମିତି ତାତି ଆହୁରି ୩ରୁ ୪ଦିନ ଲାଗି ରହିବ। ୧୫ ପରେ ରାଜ୍ୟରେ ମୌସୁମୀ ବର୍ଷା ହୋଇପାରେ। ସେହିପରି ଆସନ୍ତା ୨୪ ଘଣ୍ଟା ଯାଏଁ ୯ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ବି ଜାରି ହୋଇଛି।
Published By: Tanmay Kumar Mahalik
Last updated: 10 June 2023, 09:53 PM IST
ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଥରାଇବ ଜାଡ। ତେବେ ଆସନ୍ତା ୧୭ ପରଠାରୁ ତାପମାତ୍ରା କମିବା ସହିତ ପୁଣି ଥରେ ଶୀତ ଥରାଇବ। ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।