Monsoon arrival likely to be delayed in Odisha IMD DG
ଆଉ ଦିନ ତିନିଟା ପରେ ରଜ। ମୌସୁମୀ ଏତେବେଳକୁ ଓଡ଼ିଶା ଛୁଇଁଯିବା କଥା, ହେଲେ ଆକାଶରୁ ଖସୁଛି ନିଆଁ ଝୁଲ। ଜୁନରେ ତାପମାତ୍ରା ୪୫ ଡିଗ୍ରୀ ପାର୍ ହେଲାଣି। ଜନଜୀବନ ତ୍ରାହି ତ୍ରାହି ଡାକିଲେଣି। ଏପଟେ ଭାରତୀୟ ପାଣିପାଗ ବିଭାଗ କହୁଛି- ଏମିତି ତାତି ଆହୁରି ୩ରୁ ୪ଦିନ ଲାଗି ରହିବ। ୧୫ ପରେ ରାଜ୍ୟରେ ମୌସୁମୀ ବର୍ଷା ହୋଇପାରେ। ସେହିପରି ଆସନ୍ତା ୨୪ ଘଣ୍ଟା ଯାଏଁ ୯ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ବି ଜାରି ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)