• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର ।    
ଚନ୍ଦ୍ର- ମୀନ ଦିବା ୦୪.୩୪ ଗତେ ମେଷ

ତିଥି- ପ୍ରତିପଦ ଦିବା ୧୨.୪୯ ଗତେ ୨ୟା
ଘାତଚନ୍ଦ୍ର- ଧନୁ ରାଶିର, ଦିବା ୦୪.୩୪ ଗତେ ମେଷ ରାଶିର
ଘାତବାର- ମେଷ ରାଶିର    
ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୨.୪୯ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
ଶୁଭସମୟ-
ପ୍ରାତଃ- ୦୫.୪୫ ରୁ ୦୯.୪୯
ଦିବା- ୦୧.୨୨ ରୁ ୦୧.୫୩
ସନ୍ଧ୍ୟା- ୦୬.୪୩ ରୁ ୦୯.୦୫
ରାତ୍ରି- ୧୨.୧୪ ରୁ ୦୧.୧୯
ରାତ୍ରି- ୦୨.୪୭ ରୁ ୦୩.୨୩
ଅଶୁଭସମୟ-
ରାହୁକାଳ- ଦିବା ୦୪.୨୫ ରୁ ୦୫.୫୬
କାଳବେଳା- ଦିବା ୧୧.୫୧ ରୁ ୦୧.୨୨
ବାରବେଳା- ଦିବା ୧୦.୧୯ ରୁ ୧୧.୫୧
କାଳରାତ୍ରି- ରାତ୍ରି ୦୧.୧୯ ରୁ ୦୨.୪୭