• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp

Arup Pattnaik
ଜୟଙ୍କ ଚ୍ୟାଲେଞ୍ଜ, ‘ଅରୁପ କୁହନ୍ତୁ ମୁଁ କେଉଁଠିକି ଯିବି, ମୋତେ ଦେଖିନେବେ’

ବିରୋଧୀଦଳ ନେତାଙ୍କ ପ୍ରତି ଅରୁପଙ୍କ ବୟାନକୁ ନେଇ ବିଜେପିର ହଲ୍ଲାବୋଲ । ଥାନାରେ ଏତଲା ଦେଇ ମାଗିଲେ ସୁରକ୍ଷା ।

BJP PROTEST
ନବ ଦାସ ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛି ବିଜେପି

ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ହେଭିୱେଟ୍ ନେତା ।

Jayanarayan Mishra
ଜୟ-IIC ଠେଲାପେଲା ଘଟଣାରେ ବିଜେଡିର ଓଭର ରିଆକସନ୍...

ମ୍ବଲପୁର ସର୍କିଟ୍ ହାଉସରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ ।

arup patnaik
ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ଖୋଲା ଧମକ !

ଅରୂପଙ୍କ ଏଭଳି ମନ୍ତବ୍ୟକୁ ନେଇ ଜୟନାରାୟଣ ବି ଜବାବ ରଖିଛନ୍ତି ।

Jayanarayan Mishra
ଜୟଙ୍କୁ ଆକ୍ରମଣ ପାଇଁ ସର୍କିଟ୍‌ ହାଉସରେ ପଶିଥିଲେ ବିଜେଡି କର୍ମୀ ! ପଦରୁ ହଟାଇବା ପାଇଁ ହଙ୍ଗାମା

ବିରୋଧୀଦଳ ନେତା-IIC ଠେଲାପେଲାକୁ ନେଇ ଘମାସାନ ରାଜନୀତି । ମୋତେ ହତ୍ୟା ପାଇଁ ଚାଲିଛି ଚକ୍ରାନ୍ତ କହିଲେ ଜୟନାରାୟଣ ମିଶ୍ର ।

BJP PROTEST
ଓଡ଼ିଶାରେ ଶାସନ ଚଳାଉଛି କିଏ ?

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ପୁରାପୁରି ବିଗିଡ଼ି ଯାଇଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ହେଭିୱେଟ୍ ନେତା ।

arup patnaik
ଜୟନାରାୟଣଙ୍କୁ ଅରୂପଙ୍କ ଖାକି ଅନ୍ଦାଜରେ ଧମକ !

ଜୟନାରାୟଣଙ୍କ ପ୍ରତି ବିଦ୍ରୁପ ଓ ସମ୍ମାନହାନୀ ଭଳି ମନ୍ତବ୍ୟ ରଖିଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ । ଅରୂପଙ୍କ ଏଭଳି ମନ୍ତବ୍ୟକୁ ନେଇ ଜୟନାରାୟଣ ବି ଜବାବ ରଖିଛନ୍ତି ।

Dharmendra Pradhan
ଧର୍ମେନ୍ଦ୍ରଙ୍କ କଟାକ୍ଷ ! କହିଲେ ଚାଲୁଣି କହୁଛି ଛୁଞ୍ଚିକୁ, BJDର ଅଧା ନେତା ହତ୍ୟା ଅଭିଯୁକ୍ତ

‘କ୍ୟାବିନେଟ ମନ୍ତ୍ରୀଙ୍କୁ ASI ମାରିଲା, ସରକାର କହିଲେ ଆମେ ଧରିଲୁ 'ଗୋପାଳ ଲୁଚିଥିଲା କେଉଁଠି । ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଗଲାଣି ।’

Jayanarayan Mishra- Arup Pattnaik
ଜୟନାରାୟଣଙ୍କୁ ଅରୁପଙ୍କ ଚେତାବନୀ ! ‘ଆମ ଭଳି ଲୋକଙ୍କ ହାବୁଡ଼ରେ ସେ ପଡ଼ନ୍ତୁ, ଜାଣିବେ’...

ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପିର ବିକ୍ଷୋଭ ବେଳେ ଧନୁପାଲି ମହିଳା ଥାନା ଅଧିକାରୀଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଠେଲାପେଲା ହୋଇଥିଲା ।

Jayanarayan Mishra
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ

ଜୟନାରାୟଣଙ୍କୁ ସୁରକ୍ଷା ଦେବାକୁ ଦାବି କଲେ ଡି. ପୁରନ୍ଦେଶ୍ୱରୀ

BJP Leaders Targets Odisha Govt
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌- ‘ଯଦି ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନ, ଆମେ କିଭଳି ସୁରକ୍ଷିତ ?’

ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏହି ଅବସରରେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ‘ଓଡ଼ିଶାରେ ଏବେ ଆମେ ସମସ୍ତେ ଅସୁରକ୍ଷିତ। ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଜି ସାରା ଓଡ଼ିଶାବାସୀ ମର୍ମାହତ।’

Politics
ଗୋପାଳ କାହିଁକି ଚାହୁଁ ନଥିଲା ପଦୋନ୍ନତି? ନବ ଦାସ ହତ୍ୟା ପଛରେ କିଛି ଲିଙ୍କ୍ ଅଛି କି?

ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ଏହି ଗୋଟିଏ ପ୍ରଶ୍ନରେ କେନ୍ଦ୍ରୀଭୂତ ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ଅଭିଯୁକ୍ତ ଗୋପାଳର ନୂଆ ତଥ୍ୟ। ଗତବର୍ଷ ଦୁଇ ଦୁଇ ଥର ପଦୋନ୍ନତି ଅଫର ପାଇଥିଲେ ବି ଗୋପାଳ ରହସ୍ୟଜନକ ଭାବେ ପ୍ରତ୍ୟାଖାନ କରିଦେଇଛି।

BJP terms Naba Das’ killing as ‘arranged murder’
ବିଜେପି ବିକ୍ଷୋଭ ବେଳେ ତୁମୁଳକାଣ୍ଡ...ବିରୋଧୀ ଦଳ ନେତା-ଆଇଆଇସି ହାତାହାତି

ସମ୍ବଲପୁରରେ ବିଜେପିର ବିକ୍ଷୋଭ ବେଳେ ମହିଳା ଆଇଆଇସି ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ତାଙ୍କୁ ପ୍ରଥମେ ଧକ୍କା ମାରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

BJD- BJP
ଚାଉଳ ବନାମ ଆଇନଶୃଙ୍ଖଳା, ରାଜରାସ୍ତାରେ ବିଜେଡି-ବିଜେପି ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ​​​​​​​ମାଗିଲା ବିଜେପି, କେନ୍ଦ୍ର ବିରୋଧୀ ନାରାବାଜି କରି ଧାରଣା ଦେଲା ବିଜେଡି

BJD- BJP
ବିଜେପି ଆନ୍ଦୋଳନକୁ ବିଜେଡି ଧାରଣା ! ଚକା ଜାମ୍‌ କଲା ବିଜେପି

​​​​​​​ବିଜେପି ମାଗିଲା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା । କେନ୍ଦ୍ର ବିରୋଧୀ ନାରାବାଜି କରି ବିଜେଡିର ଧାରଣା ।

BJD VS BJP
ଚାଉଳ ବନାମ ଆଇନଶୃଙ୍ଖଳା, ରାଜରାସ୍ତାରେ ବିଜେଡି-ବିଜେପି ରାଜନୀତି

୧୬ରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ବିଜେପି

Odisha Politics
ତେଜିଲା ରାଇସ ପଲିଟିକ୍ସ ! BJPର ମାଗଣା ଚାଉଳ ମାଇଲେଜରେ ବ୍ରେକ୍ ଦେବାକୁ BJDର ଉଦ୍ୟମ

ରାଜ୍ୟରେ ଥମୁନି ଚାଉଳ ରାଜନୀତି । ମାଗଣାରେ ଚାଉଳ ବଣ୍ଟନ ପକ୍ରିୟା ଜାରି ଥିବାବେଳେ ମୁହାଁମୁହିଁ ବିଜେଡି-ବିଜେପି । କେନ୍ଦ୍ର ସରକାର ମାଗଣାରେ ଚାଉଳ ଦେବା ଆରମ୍ଭ କରିଥିବାରୁ କାଳେ ବିଜେପି ମାଇଲେଜ୍ ନେଇଯିବ ତାକୁ କାଉଣ୍ଟର କରିବାକୁ ବାଟ କାଢିଛି ବିଜେଡି । ଆଉ ପଞ୍ଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦେଇଛି ୩ ଦିନିଆ ଆନ୍ଦୋଳନର ଡାକରା

Odisha Politics
ତେଜିଲା ରାଇସ ପଲିଟିକ୍ସ ! BJPର ମାଗଣା ଚାଉଳ ମାଇଲେଜରେ ବ୍ରେକ୍ ଦେବାକୁ BJDର ଉଦ୍ୟମ

ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟା ବେଳେ ମୁହାଁମୁହିଁ ବିଜେଡି-ବିଜେପି । କେନ୍ଦ୍ର ବିରୋଧରେ କାଲିଠୁ ବିଜେଡିର ତିନିଦିନିଆ ଆନ୍ଦୋଳନ ।

Bijay Pattnaik
ପ୍ରବଳ ବର୍ଷିଲେ ବିଜୟ ! କହିଲେ BJDର ରୁଦ୍ଧଦ୍ୱାର ଶାସନ, ପରିବର୍ତ୍ତନ ଜରୁରୀ...

ଦିଲ୍ଲୀରେ ହାତ ଧରି ଓଡ଼ିଶାରେ ପହଞ୍ଚିଲେ ବିଜୟ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ କଂଗ୍ରେସ ନେତା ବିଜୟ ।

Bijay Pattnaik
ବିଜୟଙ୍କ କଡ଼ା ସମାଲୋଚନା: ‘ଯଦି ସବୁ ବିଭାଗ ଠିକ୍‌ ଚାଲିଛି ତେବେ 5T କାହିଁକି ?’

ଏଭଳି ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ନିହାତି ଜରୁରୀ ।’

Bijay Pattnaik
ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ବଡ଼ ବୟାନ !

ବିଜୟ ସିଧା ସଳଖ କହିଛନ୍ତି ‘ନବ ଦାସଙ୍କୁ ବୋଧ ହୁଏ ସେ ASI ମାରିନି’ । କିଏ ମାରିଛି, କ୍ରାଇମବ୍ରାଞ୍ଚ ସତ୍ୟତା ଉନ୍ମୋଚନ କରିବା ଦରକାର ।

Odisha Politics
BJP vs BJD ! କେନ୍ଦ୍ରର ୫ କେଜି ଚାଉଳ କାଟ୍ vs ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା

ପଂଚାୟତରେ ବିଜେଡି ଓ ଜିଲ୍ଲା ସ୍ତରରେ ବିଜେପି କରିବ ଆନ୍ଦୋଳନ । ୧୪ରୁ ୧୬ ଯାଏଁ ଚାଲିବ ହାଇଭୋଲେଟେଜ୍ ପଲିଟିକାଲ୍ ସୋ ।

OHRC
ବରିଷ୍ଠ ଥାଇ କନିଷ୍ଠଙ୍କୁ ଚୌକି ! ଆତ୍ମସମ୍ମାନକୁ ବାଧିଛି କହିଲେ ଜଷ୍ଟିସ ରଘୁବୀର ଦାସ

OHRC ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା । ଜଷ୍ଟିସ ଶତ୍ରୁଘନ ପୂଜାହାରୀ OHRC ଅଧ୍ୟକ୍ଷ ନିଯୁକ୍ତ ।

Firing
ବିଳମ୍ବିତ ରାତିରେ ବିଜେପି ନେତାଙ୍କ ଘରେ ପଶି ଗୁଳି କରି ଫେରାର...

ଗୁଳି କରିବା ପରେ ଦୁଇ ଜଣ ଯାକ ଅଜଣା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

Narendra Modi
ପୁଣି ବିରୋଧୀ କଂଗ୍ରେସକୁ କଡ଼ା ସମାଲୋଚନା କଲେ ମୋଦି

ହେଲେ ଦୀର୍ଘ ୪୦ ବର୍ଷ ହେଲା ସେମାନେ କିଛି କରିନଥିଲେ । ହେଲେ ଆମେ ଦେଶର ଲୋକଙ୍କ ଇଚ୍ଛାକୁ ଲକ୍ଷ ରଖି କଠିନ ପରିଶ୍ରମ ଜାରି ରଖିଛୁ ।