କୋଟିଆରେ ଉତ୍କଳ ଦିବସ ରାଜନୀତି । ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଉତ୍କଳ ଦିବସ ପାଳନ କରିବା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି ଉଭୟ ବିଜେପି ଓ ବିଜେଡି। କୋଟିଆ ପଞ୍ଚାୟତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ବିଧାୟକ ଓ ପୂର୍ବତନ ବିଧାୟକ ପ୍ରମୁଖ ଉତ୍କଳ ଦିବସ ପାଳିଥିବା ବେଳେ, ବିଜେଡି ପାଳିଛି ତଳଗଞ୍ଜେଇପଦରରେ । ତେବେ କୋଟିଆ ଗସ୍ତ ଅବସରରେ ସେଠାରେ କିଛି ଆନ୍ଧ୍ର ଅଫିସରଙ୍କୁ ଦେଖି, ଆନ୍ଧ୍ର ଗୋ ବ୍ୟାକ୍ ବୋଲି ନାରା ଦେଇଥିଲେ ଧର୍ମେନ୍ଦ୍ର ।
Published: Tanmay Kumar Mahalik
Last updated: 01 April 2023, 10:47 PM IST
ବାହାନଗା ରେଳ ଟ୍ରାଜେଡି ବେଳେ ବିଜେଡି ନେତାଙ୍କ ଫରେନ୍ ଟୁରକୁ ନେଇ ଚର୍ଚ୍ଚା । ଶୁକ୍ରବାର ସନ୍ଧ୍ୟାରେ ରେଳ ଦୁର୍ଘଟଣା ଘଟିଥିବା ବେଳେ ଶନିବାର ବିଦେଶ ଗସ୍ତରେ ବାହାରିଥିଲେ ବିଜେଡିର ଜଣେ ମନ୍ତ୍ରୀ ୮ ବିଧାୟକ ଆଉ ୩ ମେୟର ।