• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp

Naba Das - Sushant Singh
ନବ ହତ୍ୟା ଘଟଣାରେ ଛାତ୍ର କଂଗ୍ରେସର ଗର୍ଜନ, ଗୋପାଳକୁ ନେଇ ବିଧାନସଭାରେ ମନ୍ତ୍ରୀ ଦେଲେ ନୂଆ ତଥ୍ୟ..

ବିଜେପି ବି ସୁଶାନ୍ତଙ୍କ ଆଡ଼କୁ ଉଠାଇଲା ଅଙ୍ଗୁଳି । ଗୋପାଳ ପାଗଳ କି ନା ବିଧାନସଭାରେ ସରଗରମ ଚର୍ଚ୍ଚା ।

Bhartruhari mahaab
ରାଜ୍ୟ ସରକାରଙ୍କୁ ଭର୍ତ୍ତୃହରିଙ୍କ ତେର୍ଚ୍ଛା ବାଣ ! କହିଲେ ବାଟ ହୁଡ଼ିଲାଣି ରାଜନୀତି...

ଆମ୍ ଆଦମୀ ପାର୍ଟିର ନାଁ ନେଇ, ଏଭଳି ଦଳସବୁ ନିର୍ବାଚନ ଜିତିବା ଲାଗି ଯେ କୌଣସି ଉପାୟ ଅବଲମ୍ବନ କରିବାକୁ ପ୍ରସ୍ତୁତ ବୋଲି ଲେଖିଛନ୍ତି ଭର୍ତ୍ତୃହରି ।

Dipali das
ହୋଇନି ତାରିଖ ଘୋଷଣା; ହେଲେ ଜମିଲାଣି ଉପନିର୍ବାଚନ ରାଜନୀତି

ଉପନିର୍ବାଚନ କେବେ ହେବ ଜଣାନାହିଁ । ନିର୍ବାଚନ କମିଶନଙ୍କଠୁ ବି କିଛି ସଙ୍କେତ ଆସିନି । ହେଲେ ଝାରସୁଗୁଡ଼ା ପାଣି ପବନରୁ କିନ୍ତୁ ସ୍ପଷ୍ଟ ବାରି ହେଲାଣି ଭୋଟ୍ ପ୍ରଚାରର ମାହୋଲ ।

Golak Mohapatra
'ଲୋକଙ୍କର ନୁହେଁ, ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି ବବି'

’ବବି କହୁଛନ୍ତି ନବରଙ୍ଗପୁରକୁ CMO ଆସିଛି, ହେଲେ CMO କିଏ । 5T ଯଦି ଏକ ଚିନ୍ତାଧାରା ତେଣୁ ଚିନ୍ତାଧାରା CMO କେମିତି ହେଲା । ନିଜ ଚାକିରି ବଞ୍ଚାଇବାକୁ କ୍ରୀତଦାସ ହେବାକୁ ବବି ଚାହୁଁଛନ୍ତି’ ।

Want to do politics
ରାଜ୍ୟରେ ଚାଲିଛି କି ଅମଲା ଶାସନ ? ଅଫିସର୍ ରାଜରେ ପ୍ରଭାବିତ ମନ୍ତ୍ରୀ, ବିଧାୟକ !

ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Want to do politics
ରାଜ୍ୟରେ ଚାଲିଛି କି ଅମଲା ଶାସନ ? ଅଫିସର୍ ରାଜରେ ପ୍ରଭାବିତ ମନ୍ତ୍ରୀ, ବିଧାୟକ !

ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

BJD Leader
ବିଜେଡି ନେତାଙ୍କ ନାଁରେ ସାଂଘାତିକ ଅଭିଯୋଗ, ନାମାଙ୍କନ ବେଳେ ଦେଇଛନ୍ତି ଜାଲ ଜାତି ପ୍ରମାଣପତ୍ର !

ଅଭିଯୋଗ ଆଣିଲେ ଉଭୟ ବିଜେପି ଓ କଂଗ୍ରେସ । ଅତାବିରା ଥାନାରେ ଏତଲା । ଅଭିଯୋଗକୁ ଖଣ୍ଡନ କଲେ ବିଜେଡି ପ୍ରାର୍ଥୀ ।

Driver Protest
ଡ୍ରାଇଭର ଆନ୍ଦୋଳନ: କେହି କୁଆଡ଼େ ଯାଇ ପାରୁନାହାନ୍ତି, ଫସିଛନ୍ତି ପର୍ଯ୍ୟଟକ

ସୁରକ୍ଷା ନ ଦେଲେ ବସ୍ ବନ୍ଦ କରିବାକୁ ସଂଘର ଚେତାବନୀ । ଗୃହରେ ହଙ୍ଗାମା, ବିବୃତି ରଖିବାକୁ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ ।

Odisha Politics
ପୁଣି ଜୟନାରାୟଣଙ୍କ ଡାଇରେକ୍ଟ ଆଟାକ୍‌ ! ହାଁ ଜୀ କହୁଥିବା ଅଫିସର୍‌ଙ୍କୁ ଏକାଧିକ ଗୁରୁ ଦାୟିତ୍ୱ

ଗାଦି ମାଡ଼ି ବସିଛନ୍ତି ସରକାରୀ ବାବୁ ଓ ସଚିବ । ୟେ କିଭଳିଆ ଫାଇଭ୍ ଟି ବୋଲି କହି ବର୍ଷିଲା ବିଜେପି । ବୁକ୍ ସର୍କୁଲାର ଉଲ୍ଲଂଘନ ନେଇ କଂଗ୍ରେସର ହମଲା ।

Odisha Politics
ବିଧାନସଭାରେ ବଡ଼ ପ୍ରଶ୍ନ, 5T କ’ଣ ଏକ ବିଭାଗ ? ନା.. 5T ଏକ ଚିନ୍ତାଧାରା..!

ସବୁ ବିଭାଗର କ୍ଷମତା ସଂକୋଚନ ପାଇଁ ଆସିଛି କି 5T ? ଯଦି ବିଭାଗ, ତେବେ ବିଧାନସଭାରେ କାହିଁକି ହେଉନି ପ୍ରଶ୍ନୋତ୍ତର ?

Naba Das
ନବ ହତ୍ୟା ପ୍ରସଙ୍ଗରେ ପୁଣି କଂପିଲା ବିଧାନସଭା ! ୪୧ ଦିନ ପରେ ବି ମୋଟିଭ୍ ସାମ୍ନାକୁ ଆସିନଥିବାରୁ ବିରୋଧୀଙ୍କ ହଙ୍ଗାମା

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ଓ ବିଜେପି । ଗୃହ ବାରମ୍ବାର ମୁଲତବି, ତଦନ୍ତ ପ୍ରକ୍ରିୟାକୁ ନେଇ ତେଜୁଛି ଅସନ୍ତୋଷ ।

BJP
ଓଡ଼ିଶା ଦଖଲ ଲକ୍ଷ୍ୟରେ ବିଜେପି; ଆସିବେ ମୋଦି, ଶାହା ଓ ନଡ୍ଡା

ବାଲେଶ୍ୱର ସଦର ଉପନିର୍ବାଚନରେ ହାତରୁ ଏ ଆସନ ଖସିଯାଇଥିଲା କିନ୍ତୁ ଧାମନଗର ବାଇଇଲେକସନ ବିଜୟ ଯୋଶ ଫୋରାଇ ଦେଇଛି । ତେଣୁ ଆଗକୁ ବିଜେପି ହାରିଥିବା ରାଜ୍ୟର ସବୁ ସଂସଦୀୟ କ୍ଷେତ୍ରରେ କେନ୍ଦ୍ର ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି।

BJP
ଓଡ଼ିଶା ଦଖଲ ଲକ୍ଷ୍ୟରେ ବିଜେପି; ଆସିବେ ମୋଦି, ଶାହା ଓ ନଡ୍ଡା

ବାଲେଶ୍ୱର ସଦର ଉପନିର୍ବାଚନରେ ହାତରୁ ଏ ଆସନ ଖସିଯାଇଥିଲା କିନ୍ତୁ ଧାମନଗର ବାଇଇଲେକସନ ବିଜୟ ଯୋଶ ଫୋରାଇ ଦେଇଛି । ତେଣୁ ଆଗକୁ ବିଜେପି ହାରିଥିବା ରାଜ୍ୟର ସବୁ ସଂସଦୀୟ କ୍ଷେତ୍ରରେ କେନ୍ଦ୍ର ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି।

Gopal Das - Naba Das
ଗୋପାଳ ଦାସ ପାଗଳ ନୁହେଁ ବୋଲି ସ୍ପଷ୍ଟ ହେବା ପରେ ଅକଳରେ କ୍ରାଇମବ୍ରାଂଚ

ସ୍ପଷ୍ଟ ରିପୋର୍ଟ ସତ୍ତ୍ୱେ କାହିଁକି ବେଙ୍ଗାଳୁରୁ ସ୍ଥିତ National Institue of Mental Helath and Neuroscience ବା ନିମହାନ୍ସକୁ ଗୋପାଳକୁ ନେବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ ।

Gopal Das - Naba Das
'ପାଗଳ ନୁହେଁ ଗୋପାଳ ଦାସ', 'ସୁପାରୀ ଦେଇଥିବା ବ୍ୟକ୍ତି ହିଁ ଖସାଇବାକୁ ଦେଇଛି ପ୍ରତିଶ୍ରୁତି' !

କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଉପରେ ବଢିିଲା ସନ୍ଦେହ । କ୍ରାଇମବ୍ରାଂଚ ଓ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।

Narasingha Mishra
ନବ ହତ୍ୟା ନେଇ ନରସିଂହଙ୍କ ନୂଆ ତଥ୍ୟ, ଝିଅ ଦୀପାଳିଙ୍କ ଇମୋସ୍‌ନାଲ ଆଟାକ୍...

ଓଡ଼ିଶା ସରକାର ଗୋପାଳକୁ ବଞ୍ଚେଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିବା କହି ସାଂଘାତିକ ଅଭିଯୋଗ କରିଛନ୍ତି ଜୟନାରାୟଣ ।

women harassment
ଦକ୍ଷିଣ ଓଡ଼ିଶାର ଜଣେ ମନ୍ତ୍ରୀଙ୍କ କେଳେଙ୍କାରୀ ସର୍ବଜନବିଦିତ-ଗୋଲକ ମହାପାତ୍ର

ଜଣେ ମନ୍ତ୍ରୀଙ୍କ ବିରୋଧରେ ବିଜେପିର ସାଙ୍ଘାତିକ ଅଭିଯୋଗ

BJD MP Bhartruhari Mahtab questions police action during BJP protest in Bhubaneswar
ବିଜେପି କର୍ମୀଙ୍କ ବିକ୍ଷୋଭରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ, ରାଜ୍ୟ ସରକାରଙ୍କୁ ବିଜେଡି ସାଂସଦଙ୍କ ଟାର୍ଗେଟ୍‌

ଭୁବନେଶ୍ୱରରେ ବିକ୍ଷୋଭ ବେଳେ ବିଜେପି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ ଓ ବ୍ୟବହାରକୁ ନେଇ ବିଜେଡିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ପ୍ରଶ୍ନ ଉଠାଇଛନ୍ତି। 

Odisha Politics
ବିଜୁ ଓଡ଼ିଶା ନୁହେଁ ଏଣିକି ବିଜେଡିର 'ନବୀନ ଓଡ଼ିଶା' ନାରା

ଚର୍ଚ୍ଚା ହେଉଛି ଏଣିକି ବିଜୁ ଓଡ଼ିଶା ବନାମ୍ ନବୀନ ଓଡ଼ିଶା ହେବ । ଦଳର ଭବିଷ୍ୟତ ଉତ୍ତରାଧିକାରୀ ଲାଗି ନବୀନ ଓଡ଼ିଶା ନାରା ବୋଲି କୁହାଯାଉଛି ।

Odisha Politics
ଓଡ଼ିଶାରେ ଆକ୍ରୋଶ ରାଜନୀତି ! ସରକାରଙ୍କୁ ପ୍ରଶ୍ନ କଲେ ମିଳୁଛି ଜେଲ...

ଦୁଇ ଏବିଭିପି ଛାତ୍ରନେତା ଓ ସାଲୁଜାଙ୍କ ପୁଅ ବି ଗିରଫ ହୋଇ ଜେଲରେ । ରାଜ୍ୟ ସରକାରଙ୍କ ବିରୋଧୀ ଦମନ ଅଭିଯାନକୁ ନେଇ ପ୍ରଶ୍ନ ।

Odisha Politics
'ବିଜୁ ଓଡ଼ିଶା' ବନାମ୍ 'ନବୀନ ଓଡ଼ିଶା' ! ଦଳର ଭବିଷ୍ୟତ ଉତ୍ତରାଧିକାରୀ ଲାଗି ଏହି ଚିନ୍ତାଧାରା କି?

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନବାଣକୁ ନେଇ ଚର୍ଚ୍ଚା । କ୍ଷମତାର ମହୁ ଖାଇବା ଯୋଗ୍ୟତା ତୁମର ଅଛି କି କହିଲେ ସୌମ୍ୟ ।

Dharmendra Pradhan
‘ଏ ଗର୍ବ ଅହଙ୍କାର ତିଷ୍ଠିବନି, ରାବଣ-ଦୁର୍ଯ୍ୟୋଧନଙ୍କ ଅହଙ୍କାର ରହିନି...’

‘ଆପଣଙ୍କ ଜେଲ୍ କମ୍ ପଡ଼ିଯିବ, ରାବଣ ଦୁର୍ଯ୍ୟୋଧନ ଅହଂକାର ତିଷ୍ଠିବନି । ରାଜ୍ୟରେ ସିଷ୍ଟମ୍ ଫେଲ୍ ଆଡକୁ ଯାଉଛି, ଲ ଲେସନେସ୍ ଆଡକୁ ଯାଉଛି’

Gopal Das
ନବ ଦାସ ହତ୍ୟା ମାମଲା ନେଇ ଆସିଲା ବଡ଼ ଖବର ! ଗୋପାଳ ଦାସ ପାଗଳ ନୁହେଁ...

ଟେଷ୍ଟ ରିପୋର୍ଟ ଅନୁସାରେ ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ ଉଲ୍ଲେଖ ।

Amit saha
ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଶାହା ଆସନ୍ତା ୨୬ ତାରିଖରେ ଭଦ୍ରକ ଆସୁଛନ୍ତି । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ସମାବେଶ କରିବେ । ତୃଣମୂଳସ୍ତରର ନେତୃତ୍ୱଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

BJP
ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳିଲା ବିଜେପି

ସାଲେପୁର ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ସମୀର ମହାନ୍ତି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିଶାନା ସାଧିଛନ୍ତି । କହିଛନ୍ତି ଲୋକେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ, ହେଲେ ଶାସନ କିଏ କରୁଛନ୍ତି ରାଜ୍ୟବାସୀ ଜାଣିଗଲେଣି ।