ବିଜେପି ତୁଙ୍ଗ ନେତାଙ୍କ ଦମ୍ଭୋକ୍ତିରୁ ମିଳିଲାଣି ଆଭାସ । ବିଜେଡିର ଜବାବ, କିଛି ଫରକ୍ ପକାଇବନି କାଲିର ରେଜଲ୍ଟ ।
'ରାଜ୍ୟରେ ପଦ୍ମ ଫୁଟାଇବାକୁ ବିଜେପିର ସ୍ବତନ୍ତ୍ର ରଣନୀତି । କାମ କରିବନି ମନି ପାୱାର, ମସଲ ପାୱାର ଏବଂ ଅଧିକାରୀ ପାୱାର'
ଦେଶର ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତିନି ରାଜ୍ୟରେ ବିଜେପି ବାଜିମାତ କରିଥିବା ବେଳେ ଗୋଟିଏ ରାଜ୍ୟରେ କଂଗ୍ରେସ ବିଜୟ ହୋଇଛି । ତେବେ ଏହାରି ଭିତରେ ମଧ୍ୟପ୍ରଦେଶକୁ ନେଇ ଏବେ ଢ଼େର ଚର୍ଚ୍ଚା ।
ତିନି ରାଜ୍ୟରେ ବିଜେପି ବିରାଟ ବିଜୟ ପରେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର ସେଲିବ୍ରେସନ୍। ବିଜୟ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମୋଦିଙ୍କ ସମ୍ବୋଧନ । ଆଜିର ବିଜୟକୁ ଐତିହାସିକ ବିଜୟ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ମରୁଭୂମିରେ ପୁଣି ଫୁଟିଲା ପଦ୍ମ... ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍... କଂଗ୍ରେସକୁ ଫେଲ୍ କରି ପୁଣି ବିଜେପିକୁ ପଗଡ଼ି ପିନ୍ଧାଇଲା ରାଜସ୍ଥାନ । ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ୧୦୦ ପାର୍ କରିବା ପରେ ପଦ୍ମ ଶିବିରରେ ଉତ୍ସବ ।
ତେଲେଙ୍ଗାନାରେ ବଦଳିଲା ସତ୍ତା । ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ହାତରୁ କ୍ଷମତା ଖସିଲା । ହେଲେ ମଧ୍ୟପ୍ରଦେଶରେ କିନ୍ତୁ ବିଜେପି ତା ଗଡ଼ ବଜାୟ ରଖିଲା । ଏକଜିଟ୍ ପୋଲ୍ ବି ଏଠି ଆକଳନ କରିଥିଲା ଟାଇଟ୍ ଫାଇଟ୍ । ହେଲେ ଫଳାଫଳରେ ବିଜେପିର ହେଲା ଲ୍ୟାଣ୍ଡସ୍ଲାଇଡ୍ ଭିକ୍ଟ୍ର ।
ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟ୍....ନିର୍ବାଚନ ଫଳାଫଳରୁ ଲୋକଙ୍କ ଭରସା ପରିଦୃଷ୍ଟ ହେଉଛି...
ହାତରେ ମାତ୍ର କିଛି ମାସର ସମୟ। ଭୋଟରଙ୍କ ପାଖକୁ ଯିବାକୁ ଅଣ୍ଟା ଭିଡ଼ିଲେଣି ରାଜନୈତିକ ଦଳ । ଚାଲିଛି ସଂଗଠନ ସମୀକ୍ଷା। ସରକାର ବିରୋଧୀ ପ୍ରସଙ୍ଗ ସଜାଡ଼ିବାରେ ବ୍ୟସ୍ତ ବିଜେପି ଓ କଂଗ୍ରେସ ।
୫ ରାଜ୍ୟରେ ଭୋଟ୍ ଗଣତିକୁ ନେଇ ଚରମ ଉତ୍କଣ୍ଠା । ଓଡ଼ିଶା ରାଜନୀତିରେ ପ୍ରଭାବକୁ ନେଇ ତେଜିଲା ରାଜନୀତି ।
କେନ୍ଦ୍ରକୁ ରାଜ୍ୟର ଅସହଯୋଗ ନେଇ ଅସନ୍ତୋଷ ଝାଡିଲେ କେନ୍ଦ୍ରମନ୍ତ୍ରୀ । ୫ ରାଜ୍ୟର ଫଳାଫଳ ପରେ ସ୍ବର ଆହୁରି ଶାଣିତ ହେବା ଅନୁମାନ ।
ପାରାଦୀପ ପୋର୍ଟ ବିକାଶ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ ।
ଗୋଟିଏ ପଟେ ନୂଆ ଭୋଟରଙ୍କୁ ଆକୃଷ୍ଟ ଲକ୍ଷ୍ୟ ତ ଅନ୍ୟପଟେ ଯୋଜନା ମାଧ୍ୟମରେ ମାଇଲେଜ୍ ନେବା ଚକ୍କରରେ କେଉଁ ବାଟ ବି ବିଜେଡି ଛାଡୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ ।
ଏଭଳି ଚେତାବନୀ ମଧ୍ୟରେ ରାଷ୍ଟ୍ରପତିଙ୍କୁ ବି ବାଦ୍ ଦେଲେନି ବିଜେଡି ବିଧାୟକ ସମ୍ବିତ ରାଉତରାୟ । ପାରାଦୀପ ଗସ୍ତ କାଳରେ ରାଷ୍ଟ୍ରପତି ବିଜୁ ବାବୁଙ୍କ ନାଁ ନେଇନଥିବା କହିଲେ ସମ୍ବିତ ।
ଯଦି ଓଡିଶାର କେହି ତାମିଲନାଡୁରେ ଏଭଳି ଭାବେ ଗୋଟିଏ ଉଚ୍ଚସ୍ଥାନରେ ରହିପାରିଥାନ୍ତେ, ତାହେଲେ ଆମେ ଖୁସି ହୋଇଥାନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।
ଅଣ ଓଡିଆ ଜମିମାଫିଆ ଓ କର୍ପୋରେଟ୍କୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କ୍ୟାବିନେଟରେ ପରିବର୍ତ୍ତନ କରାଯାଇଥିଲା ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା ପରଦା ବାହାରକୁ ଆସି ରାଜନୀତି କରିବା ଅଲଗା କଥା ।
ନଭେମ୍ୱର ୨୨ ଦ୍ୱିତୀୟ ଦିନରେ ଆଦିବାସୀ ଜମି ହସ୍ତାନ୍ତର ସଂପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ କରି ବିରୋଧୀଙ୍କ ହଟଗୋଳ ଲାଗି ପୁରା ଦିନ ଧୋଇଯାଇଥିଲା । ନଭେମ୍ୱର ୨୩ ତୃତୀୟ ଦିନର ପ୍ରଥମାର୍ଦ୍ଧରେ ଅଚଳାବସ୍ଥା ଲାଗି ରହିଲା ।
ବିଶ୍ୱଭୂଷଣ ନିଜ ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ରଖୁନାହାନ୍ତି ବୋଲି ଆରୋପ ଲଗାଇଛି ବିଜେଡି । ତେବେ ଏନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସାନ୍ତାଳୀରେ ବିଧାୟକଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚା । ବାଚସ୍ପତିଙ୍କ ବାରଣ ସତ୍ତ୍ବେ ସ୍ଥାନୀୟ ଭାଷା ବ୍ୟବହାରକୁ ନେଇ ପ୍ରଶ୍ନ ।
ତର୍ଜମା ଲାଗି ଗଲା ଆଦିବାସୀ ଉପଦେଷ୍ଟା ପରିଷଦ ।
୨୬ଟି କାର୍ଯ୍ୟ ଦିବସ ବାକି ଥାଇ ସରିଗଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କଂଗ୍ରେସ ଏହାକୁ ଦୁର୍ଭାଗ୍ୟ ବୋଲି କହିଛି ।
ବ୍ଲକ କାର୍ଯ୍ୟାଳୟ ଆଗରେ ସେମାନେ ଦୁର୍ନୀତି ବିରୋଧରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଜେପି କର୍ମୀମାନେ ବ୍ଲକ କାର୍ଯ୍ୟାଳୟରେ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ।
ହେରାଲ୍ଡ ମାମଲାକୁ ନେଇ ହଇଚଇ...ନିର୍ବାଚନୀ ମାହୋଲରେ ଏହି ମାମଲା ପୁଣି ଥରେ ରାଜନୀତିକୁ ସରଗରମ କରିଦେଇଛି
ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗ ଆଦିବାସୀଙ୍କ ଜମି ହଡ଼ପ ପାଇଁ ଏହା ସରକାରଙ୍କ ବଡ଼ ଚକ୍ରାନ୍ତ। କ୍ୟାବିନେଟ୍ ନିଷ୍ପତ୍ତି ସ୍ଥଗିତ ନୁହେଁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହାଇକୋର୍ଟରୁ ନିରାଶ । ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ ହୋଇଛି ।