• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp

Odisha govt Corruption
ଦୁର୍ନୀତି ବିରୋଧରେ ୧୪ରୁ ୧୮ ଯାଏଁ ବ୍ଲକ ଘେରାଉ କରିବ ବିଜେପି

ମନମୋହନ କହିଛନ୍ତି ଦୁର୍ନୀତି ଭ୍ରଷ୍ଟାଚାର ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ରାଜ୍ୟର ଶାସନ ବ୍ୟବସ୍ଥା ଚାଲିଛି । ପଞ୍ଚାୟତଠାରୁ ବ୍ଲକ, ଜିଲ୍ଲା, ରାଜ୍ୟ ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତି ଚାଲିଛି ।

BJP
ଅମୃତ କଳସ ଧରି ଦିଲ୍ଲୀ ବାହାରିଲେ ବିଜେପି କାର୍ଯ୍ୟକର୍ତ୍ତା

ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅମୃତ କଳସ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାଜ୍ୟ ସବୁ ବ୍ଲକ ଏବଂ ପଞ୍ଚାୟତରେ ମାଟି ସଂଗ୍ରହ କରିଥିଲା ଦଳ।

Congress Politics
ରାଜ୍ୟ-କେନ୍ଦ୍ର ବିରୋଧରେ କଂଗ୍ରେସର ଗର୍ଜନ, କହିଲେ ପାଣ୍ଡିଆନ ସବୁ ଦୁର୍ନୀତିରେ ଲିପ୍ତ

ଭି.କେ. ପଣ୍ଡିଆନଙ୍କୁ ଚେଲା କୁମାରଙ୍କ ସିଧା ନିଶାନା । ଏକାଠି ହୋଇ ବରିଷ୍ଠ କଂଗ୍ରେସ ନେତାଙ୍କ ହୁଙ୍କାର ।

Aparajita Sarangi
ନବୀନ ନିବାସ ନବୀନ ନୁହେଁ ପାଣ୍ଡିଆନ୍‌ଙ୍କ ପାଇଁ ଭିଡ଼ !

ପୂରା ଶାସନ ବ୍ୟବସ୍ଥାକୁ ପାଣ୍ଡିଆନ୍ କରିଛନ୍ତି ହାଇଜାକ୍-ଅପରାଜିତା । ଅଣଓଡ଼ିଆଙ୍କୁ ଶାସନ ଗାଦିରେ ବସାଇ ଦିଆଯିବନି- କଂଗ୍ରେସ ।

BJD, Pandian
ଭୟ-ଭକ୍ତି ନା ଆନୁଗତ୍ୟ ? ଟିକଟ କଟିବା ଭୟରେ ପ୍ରଶଂସାରେ ଶତମୁଖ ବିଜେଡି ନେତା...!

ପାଣ୍ଡିଆନ୍‌ଙ୍କ ଗୁଣଗାନରେ ମାତିଛନ୍ତି ବିଜେଡି ନେତା । ଟିକେଟ୍ କଟିବାର ଭୟ ଘାରିଛି ।

New Governor Raghubar Das
ରାଜଭବନରେ ଗଣେଶୀ ଲାଲଙ୍କୁ ଭେଟିଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ

ଦାୟିତ୍ୱ ଗ୍ରହଣ ପୂର୍ବରୁ ଗତକାଲି ନୂଆ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ନୂଆ ସାମ୍ବିଧାନିକ ଦାୟିତ୍ୱ ତାଙ୍କ ପାଇଁ ଏକ ଗୁରୁଦାୟିତ୍ୱ ।

Moquim, Congress MLA
‘ମୋ ଉପରୁ ଖୁବଶୀଘ୍ର ନିଲମ୍ବନ ହଟିବ, ମୁଁ କଂଗ୍ରେସ ଟିକଟରୁ ଲଢ଼ିବି’

କାଲି କଟକରେ ପିସିସି ସଭାପତି- ମୋକିମ୍‌ଙ୍କମଧ୍ୟରେ ହୋଇଥିଲା ଭେଟ।

Prithviraj Harichandan
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୃଥ୍ୱୀରାଜ ହରିଚନ୍ଦନ

ଲୋକଙ୍କ ଆବଶ୍ୟକତା କ’ଣ ଅଛି ତାହା ନଜାଣି ସିଧାସଳଖ ଭାବେ ତୃତୀୟ ମହଲା ନିଷ୍ପତ୍ତି ନେଉଥିବା ଅଭିଯୋଗ କରିଛି ବିଜେପି ।

VK Pandian
ସ୍ୱେଚ୍ଛାକୃତ ଅବସର ପରେ ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ ପାହ୍ୟା

ପାଣ୍ଡିଆନ୍‌ଙ୍କ VRSକୁ ନେଇ ଉଠୁଛିପଡ଼ୁଛି ରାଜ୍ୟ ରାଜନୀତି । ତିନି ପ୍ରମୁଖ ଦଳର ନେତାଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବିଶେଷ କରି ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖୁଛନ୍ତି ।

VK Pandian takes voluntary retirement
VRS ନେଲେ ପାଣ୍ଡିଆନ୍‌... କଂଗ୍ରେସ କହିଲା, ସରିଲା କଳଙ୍କିତ ଅଧ୍ୟାୟ; ବିଜେପିର ପ୍ରତିକ୍ରିୟା ୨୪ ପାଇଁ ରାସ୍ତା ବନ୍ଦ

ପାଣ୍ଡିଆନଙ୍କ VRS ସହ ଏକ କଳଙ୍କିତ ଅଧ୍ୟାୟର ପରିସମାପ୍ତି ଘଟିଲା । ତାହା ସହ ବହୁ ବରିଷ୍ଠ IAS ଅଧିକାରୀଙ୍କର କଣ୍ଠରୋଧର ଅବସାନ ଘଟିଲା ବୋଲି କହିଛନ୍ତି ବିଜୟ ।

Odisha Politics
ମା'ଙ୍କ ପାଖରେ ରାଜନେତାଙ୍କ ଗହଳି; କିଏ ମାରିବ ୨୪ ବାଜି ?

ମା'ଙ୍କ ପାଖରେ ନେତାଙ୍କ ଗହଳି। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବୀ ଦୁର୍ଗାଙ୍କ ଦର୍ଶନ କରିଥିବାବେଳେ କଟକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମା’ଙ୍କ ପେଣ୍ଡାଲ ବୁଲିଛନ୍ତି ।

actress and leader gautami tadimalla resigns from bjp
ବିଜେପିର ହାତ ଛାଡିଲେ ଗୌତମୀ ତାଡିମଲା; ଦେଲେ ସାଂଘାତିକ ଅଭିଯୋଗ

ତାମିଲନାଡୁରେ ବିଜେପିକୁ ବଡ଼ ଝଟ୍‌କା। ଅଭିନେତ୍ରୀ ତଥା ବିଜେପି ନେତା ଗୌତମୀ ତାଡିମଲା ବିଜେପିରୁ ଇସ୍ତଫା ଦେଇଛନ୍ତି। ଗୌତମୀ ଏକ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

MP Pinaki Mishra
ଘନଉଛି କ୍ୟାସ୍ ଫର୍ କ୍ୱେରି ବିବାଦ

ଟିଏମ୍ସି ସାଂସଦ ମହୁଆ ମୈତ୍ର କ୍ୟାସ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦରେ ପୁରୀ ବିଜେଡି ସାଂସଦ ପିନାକି ମିଶ୍ରଙ୍କ ନାଁ। ମହୁଆଙ୍କ ସହ ସାଂସଦ ପିନାକି ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କର ନିବିଡ ସଂପର୍କର ଥିବା ନିଜ ସତ୍ୟାପାଠରେ ଲେଖିଛନ୍ତି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି..

MP Pinaki Mishra
ମହୁଆ ମୈତ୍ରଙ୍କ ସହ ସାଂସଦ ପିନାକୀଙ୍କ ଅଛି କି ସଂପର୍କ ?

ଟିଏମ୍ସି ସାଂସଦ ମହୁଆ ମୈତ୍ର କ୍ୟାସ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦରେ ପୁରୀ ବିଜେଡି ସାଂସଦ ପିନାକି ମିଶ୍ରଙ୍କ ନାଁ। ମହୁଆଙ୍କ ସହ ସାଂସଦ ପିନାକି ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କର ନିବିଡ ସଂପର୍କର ଥିବା ନିଜ ସତ୍ୟାପାଠରେ ଲେଖିଛନ୍ତି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି। ଏହାକୁ ନେଇ ପିନାକୀଙ୍କ ଉପରେ ବର୍ଷିଛି ବିଜେପି।

Senior BJD Leader & MLA Debi Mishra
ପାଣ୍ଡିଆନ୍ ଆମ ମୁଖ୍ୟମନ୍ତ୍ରୀ ! ଭୁଲରେ ନା ଜାଣିଶୁଣି କହିଛନ୍ତି ଦେବୀ ?

ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ 'ପାଣ୍ଡିଆନ୍ ଆମ ମୁଖ୍ୟମନ୍ତ୍ରୀ' ମନ୍ତବ୍ୟକୁ ନେଇ ରାଜନୀତି । ଏହି ପ୍ରସଙ୍ଗରେ ଦେବୀ ମିଶ୍ରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି । ବିଜେପି ରାଜ୍ୟ ପରିଷଦ ସଦସ୍ୟ ମନୋଜ ପଣ୍ଡା କହିଛନ୍ତି ଯେ, ଟିକେଟ୍ ଆଶାରେ ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ ସେ ଏଭଳି କହିଥାଇପାରନ୍ତି ।

Jayanarayan Mishra
ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଜୟ ନାରାୟଣ ମିଶ୍ର

ଧନୁପାଲି ଥାନାର ମହିଳା IICଙ୍କ ସହ ମୁହାଁମୁହିଁ ଘଟଣାରେ ଜୟନାରାୟଣ ଏବଂ ସମର୍ଥକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ଦାୟର ହୋଇଥିଲା ।

Odisha BJP
କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ବଢ଼ିଲା ଚାପ, ତେଜିଲା ରାଜନୀତି

ଶେଷଥର ପାଇଁ ୧୯୭୮ ମସିହାରେ ଖୋଲା ଯାଇଥିଲା ରତ୍ନଭଣ୍ଡାର । ଏହାପରେ ଏପ୍ରିଲ୍ ୨୦୧୮ରେ ରାଜ୍ୟ ସରକାର ପୁଣି ଏହାକୁ ଖୋଲିବାକୁ ପ୍ରୟାସ କରିଥିଲେ । ସେତେବେଳେ କିନ୍ତୁ ରତ୍ନଭଣ୍ଡାର ଚାବି ହଜି ଯାଇଥିବା ଓ ପରେ ଡୁପ୍ଲିକେଟ୍ ଚାବି ମିଳିବା ଘଟଣା ତମ୍ବିତୋଫାନ ସୃଷ୍ଟି କରିଥିଲା ।

Congress Rally In Puri
ପୁରୀ ବଡ଼ଦାଣ୍ଡରୁ କଂଗ୍ରେସର ବଡ଼ ଗର୍ଜନ ! ଚାରିଦ୍ୱାର ଖୋଲିବାକୁ ଦେଲେ ଚେତାବନୀ

୨୮ ତାରିଖ ପୂର୍ବରୁ ନଶୁଣିଲେ ଆନ୍ଦୋଳନ ଚେତାବନୀ । ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି କହିଲା ଗଜପତିଙ୍କୁ ଭେଟିବୁ ।

Odisha Politics
୨୦୨୪ ନିର୍ବାଚନ ଆଗରୁ ବିଜେପି ମୁହାଁ ହେଉଛନ୍ତି କି ବିଜେଡି ବିଧାୟକ ?

ମନ୍ତ୍ରୀପଦ ଯିବା ପରେ ରୋହିତ ମନ ବଳାଇଥିବା ଜୟନାରାୟଣଙ୍କ ମନ୍ତବ୍ୟ । ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା, ରୋହିତ ପୂଜାରୀଙ୍କ ଖଣ୍ଡନ ।

Dharmendra Pradhan
ଧର୍ମେନ୍ଦ୍ର ହେବେ ସମ୍ବଲପୁର ଯୋଦ୍ଧା ?

୨୪ ନିର୍ବାଚନ ପୂର୍ବରୁ ଟିକଟ କସରତ । ଫୋକସରେ ପଶ୍ଚିମ ଓଡ଼ିଶାର ପଲଟିକାଲ ସ୍ପଟ୍ ସମ୍ବଲପୁର । ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ କିଏ ହେବ ପ୍ରାର୍ଥୀ ଚର୍ଚ୍ଚା ଜୋରଦାର..

BJP vs BJD
ପୁରୀ ଦେଖିବ ବଡ଼ ଲଢେଇ

ପୁରୀରେ ହେବ କି ମୋଦି-ନବୀନ ଲଢ଼େଇ ? ଧାର୍ମିକ କାର୍ଡ ଖେଳିବାକୁ ବିଧାନସଭା କ୍ଷେତ୍ରରୁ ସିଏମ୍ ଓ ଲୋକସଭା କ୍ଷେତ୍ରରୁ ଲଢ଼ିବେ କି ପିଏମ..

Dharmendra Pradhan
ସମ୍ବଲପୁରରୁ ଲଢ଼ିବେ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ?

୨୪ ନିର୍ବାଚନ ପୂର୍ବରୁ ଟିକଟ କସରତ । ଫୋକସରେ ପଶ୍ଚିମ ଓଡ଼ିଶାର ପଲଟିକାଲ୍ ସ୍ପଟ୍ ସମ୍ୱଲପୁର ।

BJP vs BJD
‘ହିଞ୍ଜିଳିରେ କ’ଣ ଅସୁବିଧା ହେଲା ଯେ ପୁରୀ ମୁହାଁ ହେବାକୁ ପଡ଼ିଲା’

୨୪ ଭୋଟ୍ ରାଜନୀତିର ଏପିସେଣ୍ଟର ହେବ କି ଜଗନ୍ନାଥ ଧାମ ? ଧାର୍ମିକ କାର୍ଡ ଖେଳିବାକୁ ବିଧାନସଭା କ୍ଷେତ୍ରରୁ ସିଏମ୍ ଓ ଲୋକସଭା କ୍ଷେତ୍ରରୁ ଲଢ଼ିବେ କି ପିଏମ୍ ?

Laxmi Bus
ଆମ ଓଡ଼ିଶା, ନବୀନ ଓଡ଼ିଶା’ ପରେ ‘ଲକ୍ଷ୍ମୀ’ ବସ୍, ଉଭୟରେ ଶଙ୍ଖଚିହ୍ନର ବ୍ୟବହାରକୁ ନେଇ ବିବାଦ

ମଙ୍ଗଳବାର ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍। ବୁଧବାର ‘ମିଶନ ଶକ୍ତି ସ୍କୁଟର’ ଯୋଜନା ।ଗୁରୁବାର ଗାଁ ଭୋଟରଙ୍କୁ ଖୁସି କରିବାକୁ ‘ଲକ୍ଷ୍ମୀ’ ବସ୍। ପାଖେଇ ଆସୁଥିବା ନିର୍ବାଚନକୁ ଦେଖି ଓ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ଗୁଡ଼ିକର ମାରାଥନ୍ ଲଞ୍ଚ୍।

Jayant Sarangi On Modi
ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ: ଜୟନ୍ତ ଷଡ଼ଙ୍ଗୀ

‘ମୋଦି ପୁରୀରୁ ଲୋକସଭା ଲଢ଼ିବେ ବୋଲି ଶୁଣିଛି। ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ, ନବୀନ ବିଧାନସଭା ଲଢ଼ନ୍ତୁ। ଉଭୟ ଲଢ଼ିଲେ ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ।