୨୦୧୪ରେ ମଧ୍ୟ ଦଳୀୟ ପ୍ରାର୍ଥୀ ବାସୁଦେବ ପତିଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେବେ ସବୁଥର ଭଳି ଏଥର ବି ଦଳରେ ଗୋଷ୍ଠୀ କନ୍ଦଳ ଜଳ ଜଳ ଦିଶୁଛି।
ଆୟୁଷ୍ମାନ ଭାରତ ଯୋଜନା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ ଦେଶର ଯେକୌଣସି ସ୍ଥାନରେ ଓଡିଶାବାସୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ସମୀର ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି।
ସେଲିବ୍ରିଟି ଓ ନେତା ସାମିଲ ନେଇ ତେଜିଲା ରାଜନୀତି । କେଉଁଠି ଆଲବମ୍ ଗୀତରେ ଠୁମକା ତ କେଉଁଠି ଗୋଷ୍ଠୀ ବିବାଦ ।
ପୁଣି ଥରେ ରାଜ୍ୟସଭା ନେଇ ଆଶାବାଦୀ ପ୍ରସନ୍ନ ପାଟ୍ଟଶାଣୀ । ଏଥର ନବୀନ ବାବୁ ପ୍ରତିଶ୍ରୁତି ପାଳନ କରିବେ କହିଲେ ।
ବିଜେପିର ଏହି ବିଜୟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ‘X’ରେ ପ୍ରତିକ୍ରିୟା ରଖିଛନ୍ତି। ସେ ଏହାକୁ ‘ଇଣ୍ଡି’ ଆଲାଏନ୍ସ ବିପକ୍ଷରେ ପ୍ରଥମ ବିଜୟ ବୋଲି କହିଛନ୍ତି ।
ବର୍ଷେ ପୂରିଲା, ତଥାପି ଅସ୍ପଷ୍ଟ । ଦିପାଳୀ କହିଲେ ଆଇନ ତା ବାଟରେ ଯିବ ।
ଜଣେ ଅଫିସରକୁ ବସାଇ ଏଠି ସରକାର ଚାଲିଛି: ଖଡଗେ । ନିଯୁକ୍ତି ଓ ଧନୀ-ଗରିବ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ ।
ତାମିଲନାଡୁ କ୍ୟାଡରର ଜଣେ ଆଇଏଏସ୍ ଏବେ ତାଙ୍କର ପରାମର୍ଶଦାତା ବୋଲି କଟାକ୍ଷ କରିଛନ୍ତି ଖଡ୍ଗେ ।
ଏବେର ପଟ୍ଟନାୟକଙ୍କର ବିଜେପି ସହ ନିଘନ ସଂପର୍କ ରହିଛି । ସେ ପଟ୍ଟନାୟକ ଓ ଏ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ବଡ଼ ତଫାତ ରହିଛି ।
ଭୁବନେଶ୍ୱରରେ ବିଜେପି କରିବ ବିଶାଳ ମହିଳା ସମାବେଶ। ଯୋଗ ଦେବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି। ସମାବେଶରେ ୧୪ ରାଜ୍ୟର ପ୍ରାୟ ୨୫ ହଜାର ମହିଳାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ।
ଭୁବନେଶ୍ୱରରେ ବିଜେପି କରିବ ବିଶାଳ ମହିଳା ସମାବେଶ। ଯୋଗ ଦେବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି। ସମାବେଶରେ ୧୪ ରାଜ୍ୟର ପ୍ରାୟ ୨୫ ହଜାର ମହିଳାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ।
ନୀତୀଶ କୁମାରଙ୍କ ସହ ୮ ଜଣ ମନ୍ତ୍ରୀ ମଧ୍ୟ ଆଜି ସଂନ୍ଧ୍ୟାରେ ଶପଥ ନେବେ। JDU ଓ ବିଜେପିରୁ ୩ ଜଣ ଲେଖାଏଁ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ।
ସାରା ଦେଶରେ ଦୁଇଟି ବଡ଼ ବଡ଼ ମହିଳା ସମାବେଶ ଆୟୋଜନ ହେଉଥିବା ବେଳେ ଗୋଟିଏ ମଧ୍ୟପ୍ରଦେଶ ଏବଂ ଆଉ ଗୋଟିଏ ଓଡ଼ିଶାରେ ଆୟୋଜିତ ହେବ।
୨୪ ମହାଲଢ଼େଇ ଜିତିବାକୁ ୨୩ ସେନାପତି ନିଯୁକ୍ତ କଲା ବିଜେପି। ୨୩ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ। ୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୩ ରାଜ୍ୟ ପାଇଁ ଇଲେକ୍ସନ ଇନଚାର୍ଜ ଓ କୋ-ଇନଜାର୍ଜ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା।
୨୪ ଲଢ଼େଇ ପାଇଁ ପାଗ ଭିଡ଼ିଲା ବିଜେପି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ୨୩ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଇଲେକ୍ସନ ଇନଚାର୍ଜ ଓ କୋ-ଇନଚାର୍ଜଙ୍କ ନାଁ ଘୋଷଣା କଲା ଦଳ।
ରାମ ମାହୋଲରେ ଫିକା ପଡ଼ିଗଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ! ହେଲେ ସମଲେଇ ପ୍ରକଳ୍ପରୁ ଫାଇଦା ପାଇବ ତ ବିଜେଡି ସରକାର ? କାହିଁକି ନା ଆଉ ମାତ୍ର ୬ ଦିନ ପରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ୫ ଦିନ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଆଉ ୫ ଦିନ ପରେ ଲୋକାର୍ପିତ ହୋଇଛି ସମଲେଇ ପ୍ରକଳ୍ପ। କୁହାଯାଉଛି ରାଜ୍ୟରେ ରାମ ଲହରକୁ କାଉଣ୍ଟର କରିବାକୁ ମନ୍ଦିର ରୂପାନ୍ତୀକରଣ ଷ୍ଟ୍ରାଟେଜି କରିଛି ବିଜେଡି ସରକାର।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତର ପ୍ରଦେଶ ଭଳି ସବୁଠାରୁ ବଡ଼ ରାଜ୍ୟର ଇଲେକ୍ସନ ଇନଚାର୍ଜ ଦାୟିତ୍ୱ ଦିଆଯାଇଛି । ସେହପରି ନିର୍ବାଚନ ପାଇଁ ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ ମିଳିଛି ।
ବିଜେଡି, ବିଜେପି ଓ କଂଗ୍ରେସ । ସଭିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ୨୪ ନିର୍ବାଚନ ପାଇଁ ଭୋଟରଙ୍କୁ ମନେଇବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ଵରୀ ପ୍ରକଳ୍ପର ଲୋକାର୍ପଣ କରିବେ।
ବିଜେଡି, ବିଜେପି ଓ କଂଗ୍ରେସ । ସଭିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ୨୪ ନିର୍ବାଚନ ପାଇଁ ଭୋଟରଙ୍କୁ ମନେଇବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ଵରୀ ପ୍ରକଳ୍ପର ଲୋକାର୍ପଣ କରିବେ।
ଗରିବଙ୍କୁ ଚାଉଳ ଦିଆଯାଉଛି, ଗରିବଙ୍କ କଷ୍ଟ କେବଳ ମୋଦି ହିଁ ବୁଝୁଛନ୍ତି । ତେଣୁ ରାଜ୍ୟରେ ବିକଳ୍ପ ସରକାର ଭାବେ ବାଛିବା ପାଇଁ ଲୋକେ ମନ ସ୍ଥିର କରି ସାରିଛନ୍ତି ବୋଲି କହିଛନ୍ତି ମନମୋହନ।
ନୂଆ ଓ' କାର୍ଯ୍ୟକ୍ରମ ପାଇଁ ପାଠକୁ ବଳି। କ୍ଲାସ ବନ୍ଦ କରି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଫତୱା। ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସଫଳ ପାଇଁ ପରୀକ୍ଷା ବାତିଲ । ନୂଆ ଓ' କାର୍ଯ୍ୟକ୍ରମ ପରେ କ୍ୟାମ୍ପସରେ ଦେଖିବାକୁ ମିଳିଛି ଏମିତି ସ୍ଥିତି । ସତ୍ୟବାଦୀ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଏକ ଭାଇରାଲ ହ୍ବାଟସପ୍ ଚାଟ୍ ଦେଖିଲେ ତାହା ସ୍ପଷ୍ଟ ଜଣାପଡ଼ୁଛି ।
ଡିଜେ ତାଳରେ ନାଚିଲେ ବରଯାତ୍ରୀ। ବାହାଘର ବିଜେଡି ଓ ବିଜେପି ଭିତରେ ଥିଲା । ନିମନ୍ତ୍ରଣ କାର୍ଡ ବି ଛପା ଯାଇଛି। ବିଜେପି ବର ସାଜିଥିବା ବେଳେ କନିଆଁ ସାଜିଥିଲା ବିଜେଡି।
ଶଙ୍ଖ-ପଦ୍ମ ନିବିଡ଼ ସଂପର୍କ ଅଭିଯୋଗ । ଓଡ଼ିଶାରେ ତେଲେଙ୍ଗାନା ଥିଓରୀ ।
ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରିନସପାଲଙ୍କ ଫତୱା । ଛାତ୍ର ଅସନ୍ତୋଷ ସାଙ୍ଗକୁ ତେଜିଲା ରାଜନୀତି ।