ଦେଶର ଆଉ ୩ ମହାନ ବ୍ୟକ୍ତିତ୍ୱଙ୍କୁ ମିଳିବ ଭାରତ ରତ୍ନ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପି.ଭି. ନରସିଂହ ରାଓ ଓ କୃଷି ବିଜ୍ଞାନୀ ଡକ୍ଟର ଏମ୍.ଏସ୍ ସ୍ୱାମୀନାଥନଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଦିଆଯିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏଚ୍ଆର୍ ହେଡ୍ ଥିଲେ ସନ୍ତୃପ୍ତ ମିଶ୍ର । ୨୮ ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟ କରୁଥିଲେ ।
ବ୍ଲାକ୍ ପେପର ବନାମ ହ୍ୱାଇଟ୍ ପେପର। ବିଜେପି ସରକାର ଆଣିବାକୁ ଥିବା ହ୍ୱାଇଟ୍ ପେପରକୁ କାଉଣ୍ଟର କରିବ କଂଗ୍ରେସ। ଲୋକଲୋଚନକୁ କଂଗ୍ରେସ ଆଣିଛି ବ୍ଲାକ୍ ପେପର।
ଲୋକସଭା ନିର୍ବାଚନରେ ବିଜେଡି ଉପରେ ଭାରି ପଡ଼ିବ ବିଜେପି। ଟାଇମ୍ସ ନାଓ ସର୍ଭେରୁ ଆସିଛି ଏମିତି ତଥ୍ୟ। ସର୍ଭେ କହୁଛି ରାଜ୍ୟର ମୋଟ୍ ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ପାଇବ ୧୧ଟି ସିଟ୍। ସେହିପରି ବିଜେଡିକୁ ୯ ଏବଂ କଂଗ୍ରେସ ହାସଲ କରିବ ଗୋଟିଏ ଆସନ
ଲୋକସଭା ନିର୍ବାଚନରେ ବିଜେଡି ଉପରେ ଭାରି ପଡ଼ିବ ବିଜେପି। ଟାଇମ୍ସ ନାଓ ସର୍ଭେରୁ ଆସିଛି ଏମିତି ତଥ୍ୟ। ସର୍ଭେ କହୁଛି ରାଜ୍ୟର ମୋଟ୍ ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ପାଇବ ୧୧ଟି ସିଟ୍। ସେହିପରି ବିଜେଡିକୁ ୯ ଏବଂ କଂଗ୍ରେସ ହାସଲ କରିବ ଗୋଟିଏ ଆସନ।
ସଂସ୍ଥା ପକ୍ଷରୁ ଫେବ୍ରୁଆରୀ ୨୦୨୪ରେ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ମୋଟ ୩୫ ହଜାର ୮୦୧ ଜଣଙ୍କ ଠାରୁ ମତାମତ ଗ୍ରହଣ କରାଯାଇଛି । ୧୫ ଡିସେମ୍ବର ୨୦୨୩ ରୁ ୨୮ ଜାନୁଆରୀ ୨୦୨୪ ମଧ୍ୟରେ ଏହି ସର୍ଭେ କରାଯାଇଛି ।
ସର୍ଭେରେ ବିଜେପିକୁ ୧୧ଟି ସିଟ୍ ମିଳିବା ସମ୍ଭାବନା ଥିବା ବେଳେ ବିଜେଡିକୁ ୯ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବା ସମ୍ଭାବନା ରହିଥିବା ଆକଳନ କରାଯାଇଛି ।
ଗତକାଲି ସାମ୍ବାଦିକ ସମ୍ମିଳନୀ। ଆଉ ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ। ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିରୋଧରେ ବିଜେଡିର ହଲ୍ଲାବୋଲ୍। ପରୀ ଘଟଣାକୁ ବିଜେପି ରାଜନୀତିକରଣ କରିଥିବା କହି, ଓଡ଼ିଶାବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ ।
ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ବିଜେପି ଓ ବିଜେଡିକୁ ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍। କହିଛନ୍ତି ଓଡ଼ିଶାରେ ପାର୍ଟନରସିପ୍ ସରକାର ଚାଲିଛି ।
ଗତକାଲି ସାମ୍ବାଦିକ ସମ୍ମିଳନୀ। ଆଉ ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ। ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିରୋଧରେ ବିଜେଡିର ହଲ୍ଲାବୋଲ୍। ପରୀ ଘଟଣାକୁ ବିଜେପି ରାଜନୀତିକରଣ କରିଥିବା କହି, ଓଡ଼ିଶାବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ ।
ପୋଡିୟମରେ ଚଢ଼ି ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିଜେପି ବିଧାୟକ ନାଉରୀ ନାଏକ।
ଏହି ଘଟଣା ଉପରୁ ପରଦା ଉଠାଇଛନ୍ତି ଖୋଦ ରାହୁଲ ଗାନ୍ଧୀ। ରାଲିରେ କ’ଣ ଘଟିଥିଲା ଓ କୁକୁର ବିସ୍କୁଟ ପଛର ସତ କ’ଣ ସେ କହିଛନ୍ତି। ଏଥିସହ ସମାଲୋଚନାକାରୀଙ୍କୁ ଓଲଟା ସମାଲୋଚନା କରିଛନ୍ତି।
ବିଧାନସଭାରେ ରାଜ୍ୟପାଳ ରଘୁବର ଦାସଙ୍କ ପ୍ରଥମ ଅଭିଭାଷଣ । ବିରୋଧରେ କକ୍ଷତ୍ୟାଗ କଲା କଂଗ୍ରେସ, ବିଜେପିର ନିନ୍ଦା ।
ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣିବ କି ମୋଦି ଗ୍ୟାରେଣ୍ଟି ? ହିନ୍ଦୀ ହାର୍ଟଲ୍ୟାଣ୍ଡ ଢାଞ୍ଚାରେ ଓଡ଼ିଶାରେ ଦୃଢ଼ତାର ସହ ଗ୍ୟାରେଣ୍ଟି ଦେଲେ ମୋଦି। କୁହାଯାଉଛି ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମୋଦି ଗ୍ୟାରେଣ୍ଟି କାମ କରିଥିଲା। ଆଉ ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ ଥିବାରୁ ଏହି ଷ୍ଟ୍ରାଟେଜିରେ ରାଜ୍ୟରେ କ୍ଷମତା ଦଖଲ ପାଇଁ ଯୋଜନା କରିଛି ଦଳ।
ସମ୍ବଲପୁର ସମାବେଶରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ପରେ ଆସନ୍ତା ନିର୍ବାଚନରେ ଏହାର କେତେ ପ୍ରଭାବ ପଡ଼ିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା।
ଓଡ଼ିଶାରେ ଗରିବଙ୍କୁ ସଶକ୍ତୀକରଣ, ସବୁ କଚ୍ଚା ଘର ପକ୍କା ହେବ, କୃଷକଙ୍କ ଆୟ ବଢିବ। ସମ୍ବଲପୁର ଗ୍ୟାରେଣ୍ଟି ସମାବେଶ ମଞ୍ଚରୁ ଓଡ଼ିଶାବାସୀଙ୍କୁ ଏହି ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଓଡ଼ିଶାରେ ଗରିବଙ୍କୁ ସଶକ୍ତୀକରଣ, ସବୁ କଚ୍ଚା ଘର ପକ୍କା ହେବ, କୃଷକଙ୍କ ଆୟ ବଢିବ। ସମ୍ବଲପୁର ଗ୍ୟାରେଣ୍ଟି ସମାବେଶ ମଞ୍ଚରୁ ଓଡ଼ିଶାବାସୀଙ୍କୁ ଏହି ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପାନୀୟ ଜଳ, ଗମନାଗମନ, ଟ୍ରାଫିକ, ପ୍ରଦୁଷଣ ଭଳି ଦୈନନ୍ଦିନ ସମସ୍ୟା ସହ ନିଯୁକ୍ତି,ବିସ୍ଥାପନ, ଶ୍ରମିକଙ୍କ ଅସୁବିଧା, ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଏବଂ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଆଦି ପାରାଦୀପ ନିର୍ବାଚନ ମଣ୍ଡଳୀର ପ୍ରମୁଖ ପ୍ରସଙ୍ଗ।
୨୪ ନିର୍ବାଚନରେ ସମ୍ବିତଙ୍କ ସମତଳ ରାସ୍ତାରେ କଣ୍ଟା ସାଜି ପାରନ୍ତି ପାରଦୀପ ପୌରପାଳିକା ଅଧ୍ୟକ୍ଷ ତଥା ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ।
୨୦୧୯ରେ ସେ ବିଜେପିର ଏବେକା ରାଜ୍ୟ ସଭାପତି ତଥା ହେଭିୱେଟ୍ ମନମୋହନ ସାମଲଙ୍କୁ ୮୦୮୦ ଭୋଟରେ ହରାଇ ବିଜେଡିର ବିଜୟ ଧାରାକୁ ଅବ୍ୟାହତ ରଖିଥିଲେ। ଆଉ ଏଥର ବି ତୃତୀୟ ଥର ପ୍ରାର୍ଥୀ ହୋଇ ବିଜୟ ପାଇଁ ଆଶାୟୀ ବ୍ୟୋମକେଶ।
୨୦୧୪ରେ ବିଧାୟକ ଏବଂ ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜୟର ସାମ୍ନା କରିବା ପରେ କେ. ସୁରିୟା କଂଗ୍ରେସ ଦଳ ଛାଡ଼ି ଦେଇଥିବାରୁ ବିଜୟଙ୍କ ରାସ୍ତା ବି ପରିସ୍କାର।
ଭଦ୍ରକ ଆସନରୁ ବିଜେଡି ଟିକେଟ ପାଇଁ ଏକାଧିକ ଆଶାୟୀ । ତା’ଭିତରୁ ସବା ଆଗରେ ଅସୀତ ପଟ୍ଟନାୟକ।
ବ୍ରହ୍ମପୁରରେ ଦଳର କିଛି ପକେଟ୍ ଭୋଟ ଥିବାରୁ ଦଳ ଏଥର ବିଜେଡି-ବିଜେପି ଶାସନ ବିରୋଧୀ ହାୱାକୁ ଆଧାର କରି ଦୃଢ଼ ମୁକାବିଲା କରିବାକୁ ଆଶା ବାନ୍ଧିଛି।
୨୦୧୮ରୁ ମେଡିକାଲ କଲେଜ ଅସ୍ଥାୟୀ ଭାବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚାଲିଥିବା ବେଳେ ଏଯାଏଁ ନୂଆ ବିଲ୍ଡିଂକୁ ସ୍ଥାନାନ୍ତରଣ ହୋଇପାରିନି। ଡାକ୍ତର ଅଭାବରୁ ଏହା କେବଳ ରେଫରାଲ ହସ୍ପିଟାଲର ଆଖ୍ୟା ଅର୍ଜନ କରିଛି।
ଟାଉନ ପ୍ଲାନିଂର ଅଭାବ ସହ ସବୁବେଳେ ଟ୍ରାଫିକ ସମସ୍ୟା ଲାଗି ରହୁଛି। ସହରର ପାଇଁ ସ୍ୱତନ୍ତ୍ର ଭାବେ ନିର୍ମାଣ ହେଉଥିବା ରିଂ ରୋଡ୍ ଏବେ ଅଧପନ୍ତରିଆ ଭାବେ ପଡ଼ି ରହିଛି।