• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ମୁଁ କଂଗ୍ରେସରେ ଅଛି, ମୋ ଉପରୁ ଖୁବଶୀଘ୍ର ଦଳ ନିଲମ୍ବନ ଆଦେଶ ହଟାଇବ ଓ ମୁଁ କଂଗ୍ରେସ ଟିକେଟରୁ ହିଁ ଲଢ଼ିବି’ । ଆଜି ଗଣମାଧ୍ୟମ ଆଗରେ ଏଭଳି କହିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ଗତକାଲି କଟକରେ ଦୁର୍ଗା ଭସାଣୀ ଉତ୍ସବବେଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ତାଙ୍କର ସାକ୍ଷାତ ପରେ ସେ କଂଗ୍ରେସରୁ ପୁଣି ଲଢ଼ିବା ନେଇ ଚାଲିଛି କଳ୍ପନାଜଳ୍ପନା । ଯାହାର ଉତ୍ତରରେ ମୋକିମ୍ ଆହୁରି ମଧ୍ୟ କହିଛନ୍ତି ଅନ୍ୟ ରାଜ୍ୟମାନଙ୍କରେ ବହୁ କଂଗ୍ରେସ ନେତାଙ୍କ ଉପରୁ ନିଲମ୍ବନ ଉଠୁଛି, ତେଣୁ ତାଙ୍କ କ୍ଷେତ୍ରରେ ବି ଏଭଳି ହେବ ।