• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

barabati ODI
India Target: ବାରବାଟୀ ଦିନିକିଆ, ଭାରତ ଆଗରେ ୩୦୫ ରନର ଟର୍ଗେଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ସମ୍ମୁଖରେ ୩୦୫ ରନର ଟାର୍ଗେଟ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୬୯ ରନ କରିଥିବା ବେଳେ ବେନ ଡକେଟ ୬୫ ରନ କରିଥିଲେ।

India-England ODI
India Vs England ODI: ବାରବାଟୀ ବ୍ୟାଟଲ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

ମ୍ୟାଚ୍ ଦେଖିବାକୁ ସକାଳୁ ସକାଳୁ ଷ୍ଟାଡିୟମ ଭିତରେ ଓ ବାହାରେ ଲାଗିଛି ଖଚାଖଚ ଭିଡ଼। ପ୍ରିୟ ଖେଳାଳିଙ୍କୁ ଚିୟର ଅପ୍ ପାଇଁ ଦର୍ଶକ ମୁହଁରେ ରଙ୍ଗ ଲଗାଇ ଏବ ଟିମ୍ ଇଣ୍ଡିର ଜର୍ସି ପିନ୍ଧି ପ୍ରସ୍ତୁତ ରହିଛନ୍ତି ଫ୍ୟାନ୍ ଓ ଦର୍ଶକ।

Barabati ODI Match
Barabati ODI Match: ବ୍ରିଟିଶ ବାହିନୀ ପାଇଁ ରୋହିତ ବାହିନୀ ପ୍ରସ୍ତୁତ, ବାରବାଟୀ ବାଜି ଜିତିବ କିଏ ?

ପ୍ରାୟ ୬ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏକ ODI ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଏପରି ପରିସ୍ଥିତିରେ, ସମସ୍ତଙ୍କ ନଜର ବାରବାଟୀର ପିଚ୍ ଉପରେ ରହିଛି।

India Vs England
Barabati ODI Match: ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା; ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ

ଆଜିର ମ୍ୟାଚ୍ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ଦିନ ୧୧ଟାରେ ଖୋଲିବ ବାରବାଟୀ ଷ୍ଟାଡ଼ିୟମ ଗେଟ୍। ଷ୍ଟାଡ଼ିୟମ ଭିତରକୁ ପାଣିବୋତଲ୍, ଫଳ, ଖାଦ୍ୟ ସାମଗ୍ରୀ, ହେଲମେଟ୍, ଲାଠି, ଲାଇଟର୍ କିମ୍ବା ଦିଆସିଲି ଭଳି ସାମଗ୍ରୀ କେହି ନେଇପାରିବେ ନାହିଁ।

India Cricketers
India Cricketers: ଓଡ଼ିଶାର ଯୁବ ଖେଳାଳିଙ୍କ ସହ ସେଲଫି ନେଲେ, ଅଭିଜ୍ଞତା ବାଣ୍ଟିଲେ...

ଓଡ଼ିଶାର ଯୁବ ଖେଳାଳିଙ୍କ ସହ ଫଟୋ ଉଠାଇବା ସହ କଥା ହୋଇଥିଲେ କ୍ରିକେଟର। ଟିମ୍ ଇଣ୍ଡିଆ କ୍ରିକେଟରଙ୍କ ଠାରୁ ବେଶ କିଛି ଶିଖିଥିବା କହିଛନ୍ତି ଯୁବ ଖେଳାଳି। 

Team India Vs England At Barabati
India Vs England In Barabati: ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା,ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର

ନେଟ୍ ପ୍ରାକ୍ଟିସ୍ ବେଳେ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ନାହିଁନଥିବା କ୍ରେଜ୍ ଏବଂ ଅସମ୍ଭବ ଭିଡ଼ । ଆଉ ସେମାନଙ୍କ ଚିୟର ଅପ୍ କରିବାକୁ ଷ୍ଟାଡ଼ିୟମରେ ଖଚାଖଚ୍ ଭିଡ଼ । କାଲିର ମ୍ୟାଚ୍ ପୂର୍ବରୁ ମ୍ୟାଚ୍‌ର ଭ୍ରମ ସୃଷ୍ଟି କରିଛି ଆଜିର ଖଚାଖଚ୍ ଭରା ଷ୍ଟାଡ଼ିୟମ ।

Cricket
ରବିବାର ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ

ଆସନ୍ତାକାଲି ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା। ଦୀର୍ଘବର୍ଷର ବ୍ୟବଧାନ ପରେ ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର। କାଲିର ଲଢ଼େଇ ପୂର୍ବରୁ ଆଜି ଷ୍ଟାଡ଼ିୟମରେ ରୋହିତ ବାହିନୀ ଜୋରଦାର ନେଟ୍ ପ୍ରାକ୍ଟିସ୍ କରିଥିବାବେଳେ ଭୁବନେଶ୍ବରରେ ଗଲ୍ଫ ପଡ଼ିଆରେ ଅଭ୍ୟାସ କରିଛି ଟିମ୍ ଇଂଲଣ୍ଡ।

India-England ODI at Cuttack
India-England ODI at Cuttack: ବାରବାଟୀ ବ୍ୟାଟଲ: ବିରାଟଙ୍କୁ ନେଇ ବଡ଼ ସୂଚନା ଦେଲେ ବ୍ୟାଟିଂ କୋଚ୍; କହିଲେ....

ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ନେଇ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକଙ୍କ ପ୍ରେସମିଟ୍ । ବିରାଟଙ୍କୁ ନେଇ ବଡ଼ ସୂଚନା ଦେଲେ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ । କହିଲେ ବିରାଟ କୋହଲି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । 

Team India At Cuttack Barabati
Team India In Barabati Stadium: ବାରବାଟୀରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ପ୍ରବଳ ଭିଡ଼

ବାରବାଟୀରେ ପହଞ୍ଚିଲା ଟିମ ଇଣ୍ଡିଆ । ଫ୍ୟାନ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । ଟିମ ଇଣ୍ଡିଆର ନେଟ ଅଭ୍ୟାସ ଦେଖିବା ପାଇଁ ବାରବାଟୀରେ ଖଚାଖଚ୍ ଭିଡ । ଆସନ୍ତା କାଲି ବାରବାଟୀ ବ୍ୟାଟଲ । କିନ୍ତୁ ଏହାର ଦିନକ ପୂର୍ବରୁ ଫ୍ୟାନଙ୍କ ସୁଅ ଛୁଟିଛି କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମକୁ ।

Future Of Rohit Sharma
Cricketer Rohit Sharma: ଆନ୍ତର୍ଜାତିକ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ଚାମ୍ପିଅନ୍ସ ଟ୍ରଫି

ଆନ୍ତର୍ଜାତିକ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଏବେ ବେଶ୍ ଚର୍ଚ୍ଚା । ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ।

୭ ନମ୍ବର ଗ୍ୟାଲେରୀକୁ ୫ ହଜାର
ବାରବାଟୀ ଟିକେଟ୍ କଳାବଜାରୀର ଭିଡ଼ିଓ ଭାଇରାଲ

ବାରବାଟୀ ଟିକେଟ୍ କଳାବଜାରୀର ଭିଡ଼ିଓ ଭାଇରାଲ। ସବୁ ଗ୍ୟାଲେରୀର ଟିକେଟ୍ ଆଭେଲେବଲ। ମୋଟା ଅଙ୍କର ପଇସା ଦିଅନ୍ତୁ ଟିକେଟ ନେଇ ଘରକୁ ଯାଆନ୍ତୁ।

Puri
Barabati ODI Match: କାଲି ବାରବାଟୀ ମ୍ୟାଚ: ଲଢ଼େଇ ପୂର୍ବରୁ ଜଗା ଦର୍ଶନ କଲେ ଭାରତୀୟ ଖେଳାଳି

ମ୍ୟାଚ ପୂର୍ବରୁ  ଆଜି ସକାଳେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର ଓ ଅକ୍ଷର ପଟେଲ୍ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।

Cuttack
ସୁପରସଣ୍ଡେରେ ଇଂଲଣ୍ଡ-ଇଣ୍ଡିଆର ସୁପରସୋ

ଦିନକ ପରେ ବାରବାଟୀ ବ୍ୟାଟେଲ୍। ସୁପରସଣ୍ଡେରେ ହେବ ସୁପର୍ ସୋ’। ଇଂଲଣ୍ଡ-ଇଣ୍ଡିଆ ଦିନିକିଆରେ ଉଡ଼ିବ ଚୌକା ଛକ୍କା। ଫ୍ୟାନଙ୍କ ଉପସ୍ଥିତିରେ ଗର୍ଜିବ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମ।

Barabati
ବ୍ଲାକରେ ବିକ୍ରି ହେଉଛି ବାରବାଟୀ ଟିକଟ

ଭାରତ ଓ ଇଂଲଣ୍ଡ ମ୍ୟାଚ ଦେଖିବା ପାଇଁ ଟିକଟ ଖଣ୍ଡେ ମିଳୁନାହିଁ। ହେଲେ ଟିକଟ ପାଇଁ ହାଟବଜାରରେ ମୁଲଚାଲ୍‌ ହେଉଛି। ବ୍ଲାକର ଓ ଗ୍ରାହକଙ୍କ ମଧ୍ୟରେ ଚାଲିଛି ଦର କଷାକଷି। ଯେଉଁ ଟିକଟର ଦାମ୍ ମାତ୍ର ୧୧ ଶଙ୍କ ଟଙ୍କା, ତାକୁ ବ୍ଲାକର କହୁଛି ୫ ହଜାର ନହେଲେ ହେବନାହିଁ।

ବାରବାଟୀ କାଉଣ୍ଟଡାଉନ୍‌
Barabati ODI Match: ଦିନକ ପରେ ବାରବାଟୀରେ କ୍ରିକେଟର ମହାଯୁଦ୍ଧ, ସୁପର ସଣ୍ଡେରେ ହେବ ସୁପର୍ ସୋ’

ଦିନକ ପରେ ବାରବାଟୀ ବ୍ୟାଟେଲ୍...ସୁପର ସଣ୍ଡେରେ ହେବ ସୁପର୍ ସୋ’...ଇଂଲଣ୍ଡ-ଇଣ୍ଡିଆ ଦିନିକିଆରେ ଉଡ଼ିବ ଚୌକା ଛକ୍କା...ଫ୍ୟାନଙ୍କ ଉପସ୍ଥିତିରେ ଗର୍ଜିବ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମ ।

Cricket
Barabati Cricket Match Ticket Black: ବାରବାଟୀ କ୍ରିକେଟ୍‌ ପୂର୍ବରୁ ଟିକଟ୍‌ ଯୁଦ୍ଧର ଖୋଲିଲା ପୋଲ୍‌

ଭାରତ ଓ ଇଂଲଣ୍ଡ ମ୍ୟାଚ ଦେଖିବା ପାଇଁ ଟିକଟ ଖଣ୍ଡେ ମିଳୁନାହିଁ। ହେଲେ ଟିକଟ ପାଇଁ ହାଟବଜାରରେ ମୁଲଚାଲ୍‌ ହେଉଛି। ବ୍ଲାକର ଓ ଗ୍ରାହକଙ୍କ ମଧ୍ୟରେ ଚାଲିଛି ଦର କଷାକଷି। ଯେଉଁ ଟିକଟର ଦାମ୍ ମାତ୍ର ୧୧ ଶଙ୍କ ଟଙ୍କା, ତାକୁ ବ୍ଲାକର କହୁଛି ୫ ହଜାର ନହେଲେ ହେବନାହିଁ।

କୋହଲିଙ୍କ ‘ବିରାଟ’ ଫ୍ୟାନ୍‌
Virat Kohli Fan: ଓଡ଼ିଆ ଯୁବକଙ୍କ ଛାତିରେ ‘ବିରାଟ’ଙ୍କ ଟାଟୁ, କୋହଲିଙ୍କୁ ଦେଖିବାକୁ ଗୋଆରୁ ଆସିଲେ ଭୁବନେଶ୍ୱର

ଛାତିରେ ବିରାଟ କୋହଲିଙ୍କ ଫଟୋର ଟାଟୁ । ପିଠିରେ ଜର୍ସି ନମ୍ବର ସହ ରହିଛି ବିରାଟଙ୍କ ନାଁ । ଆଉ ବିରାଟ କୋହଲିଙ୍କ ନାଁର ଠିକ୍‌ ତଳେ ଇଂରାଜୀରେ ଲେଖା ରହିଛି Greatest Of All Time ।

ଭୁବନେଶ୍ୱରରେ ଟିମ୍‌ ଇଣ୍ଡିଆ
Barabati ODI Match: ବାରବାଟୀ ଦିନିକିଆ: ଭୁବନେଶ୍ୱରରେ ପହଞ୍ଚିଲେ ଇଣ୍ଡିଆ-ଇଂଲଣ୍ଡ ଖେଳାଳି

ବିମାନ ବନ୍ଦରରେ ଟିମ୍‌ ଇଣ୍ଡିଆ ଖେଳାଳି ପହଞ୍ଚିବା ପରେ ନିଜର ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ବେଶ୍‌ ଭିଡ଼ ଜମିଥିଲା । ନିଜ ପସନ୍ଦର ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ବିମାନ ବନ୍ଦର ପରିସରରେ ଅପକ୍ଷେ କରିଥିଲେ ଦର୍ଶକ ।

ବାରବାଟୀ ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
Ind Vs Eng ODI in Cuttack: ବାରବାଟୀ ଦିନିକିଆ: ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ, ଷ୍ଟାଡିୟମ ଭିତରକୁ ବୋତଲ ମନା

ଏୟାରପୋର୍ଟଠୁ ହୋଟେଲ୍ ଏବଂ କାଲି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ସହିତ ରବିବାର ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ । ଖେଳାଳିମାନେ ଭୁବନେଶ୍ବରରୁ କଟକ ଯିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

black
Barabati ODI: ବାରବାଟୀ ଦିନିକିଆ ଟିକେଟ କଳାବଜାରୀ, ୭ ଜଣଙ୍କୁ ଗିରଫ କଲା ପୋଲିସ

ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚ ପୂର୍ବରୁ ୭ଜଣଙ୍କୁ ଟିକେଟ କଳାବଜାର ସନ୍ଦେହରେ ଅଟକ ରଖିଛି ପୋଲିସ। ବାରବାଟୀ ଦିନିକିଆରେ ଚଳିତ ବର୍ଷ ଟିକେଟ ପାଇଁ ଅନେକ ଅବ୍ୟବସ୍ଥା ସାମନାକୁ ଆସିଛି ।

ଏପଟେ ବାଡ଼ିଆପିଟା ସେପଟେ ପାସ୍‌ ଖେଳ !
VIPଙ୍କ ପାଇଁ ମାଳ ମାଳ ପାସ୍

ମ୍ୟାଚ୍ ଆସିଲେ ବେଦନା ବଢ଼ାଉଛି ବାରବାଟୀ । କ୍ରିକେଟ୍ ପୂର୍ବରୁ ଟେନସନ୍ ଦେଉଛି ଟିକେଟ୍ । ରାତି ଅନିଦ୍ରା ହେଉଛନ୍ତି କମନମ୍ୟାନ୍ । ଧସ୍ତାଧସ୍ତିରେ ହଂସା ଉଡ଼ିଯାଉଛି କ୍ରିକେଟ ଫ୍ୟାନଙ୍କର ।

କହିଛ ମାନେ ଟିକେଟ୍‌ ଦବ ନହେଲେ...
ବାରବାଟୀ ଟିକେଟ୍ ସରିଯାଇଛି, କିନ୍ତୁ ଏବେବି ଲମ୍ୱା ଲାଇନ୍

କାଲିଠୁ ବାରବାଟୀ ଦିନିକିଆର ସବୁ ଟିକେଟ୍ ସରିଯାଇଛି। ହେଲେ ଆଜିବି ଟିକେଟ୍ ପାଇଁ ଲାଗିଛି ଲମ୍ୱା ଲାଇନ। ଏପଟେ ୧୨୦୦ର ଟିକେଟକୁ ୮ହଜାର ଟଙ୍କାରେ କଳାବଜାରୀ କରାଯାଉଛି ।

india
India Win: ଗିଲ, ଆୟର, ଅକ୍ଷରଙ୍କ ଅର୍ଦ୍ଧଶତକ, ଭାରତର ସହଜ ବିଜୟ

ନାଗପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡକୁ ୪ ଉଇକେଟରେ ହରାଇ ସହଜ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୨୪୮ ରନରେ ଅଲଆଉଟ ହୋଇଥିଲା।

ଏପଟେ ବାଡ଼ିଆପିଟା ସେପଟେ ପାସ୍‌ ଖେଳ !
Barabati Match Ticket: VIPଙ୍କ ପାଇଁ ମାଳ ମାଳ ପାସ୍, ସାଧାରଣ ଲୋକଙ୍କ ପାଇଁ ଟିକେଟ୍ ଖତମ୍

ମ୍ୟାଚ୍ ଆସିଲେ ବେଦନା ବଢ଼ାଉଛି ବାରବାଟୀ । କ୍ରିକେଟ୍ ପୂର୍ବରୁ ଟେନସନ୍ ଦେଉଛି ଟିକେଟ୍ । ରାତି ଅନିଦ୍ରା ହେଉଛନ୍ତି କମନମ୍ୟାନ୍ । ଧସ୍ତାଧସ୍ତିରେ ହଂସା ଉଡ଼ିଯାଉଛି କ୍ରିକେଟ ଫ୍ୟାନଙ୍କର ।

Badminton
Police Badminton Championship: ରାଜ୍ୟ ପୋଲିସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଆରମ୍ଭ

କଟକ ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ରାଜ୍ୟ ପୋଲିସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପର ଶୁଭାରମ୍ଭ ହୋଇଯାଇଛି । ଡିଆଇଜିପି ( କେନ୍ଦ୍ରାଞ୍ଚଳ) ଚରଣ ସିଂ ମୀନା, ଆଇପିଏସ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଚାମ୍ପିୟନସିପର ଶୁଭାରମ୍ଭ କରିଛନ୍ତି। ଏହି ଚାମ୍ପିୟନସିପ ୩ ଦିନ ଧରି କଟକ ଷଷ୍ଠ ବାଟାଲିଆନରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୧୭ଟି ବାଟାଲିୟନ ଯୋଗ ଦେଇଛନ୍ତି।