Barabati
ରବାଟୀରେ କ୍ରିକେଟ୍ ମ୍ୟାଚ୍ ପୂର୍ବରୁ ଟିକଟ୍ ଯୁଦ୍ଧର ଖୋଲିଲା ପୋଲ୍। ୧୧ ଶହ ଟଙ୍କାର ଟିକଟକୁ ୫ରୁ ୭ ହଜାରରେ ହେଉଛି କଳାବଜାରୀ। କେବଳ ପୁରୁଷ ନୁହେଁ, ମହିଳାମାନେ କରୁଛନ୍ତି ଟିକଟ କଳାବଜାରୀ। ଯାହାର ଭିଡ଼ିଓ ଲାଗିଛି ଓଟିଭି ହାତରେ। ଏହି ଘଟଣାରେ କଟକ କମିଶନରେଟ୍ ପୋଲିସ୍ ୪ଟି ମାମଲା ରୁଜୁ କରି ୭ ଜଣଙ୍କୁ ଗିରଫ କରିଛି
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)