• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

 IND v ENG
ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କଲା ଟିମ୍‌ ଇଣ୍ତିଆ; ସେମିରେ ଇଂଲଣ୍ଡ ସହ ସୁପର ଫାଇଟ୍

ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିଲେ। ୪୧ ବଲରେ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୭ ରନ୍ କରିଥିଲେ।

T20 World Cup
ଆଜି ଭାରତ-ଅଷ୍ଟ୍ରେଲିଆ ଟକ୍କର୍; ବର୍ଷା ସାଜିପାରେ ବାଧକ

ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଟି-୨୦ ବିଶ୍ବକପ୍ ସୁପର ଏଇଟ୍ ପର୍ଯ୍ୟାୟରେ ଆଜି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ । ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।

Ind vs Ban
ପାଣ୍ଡ୍ୟା-କୁଲଦୀପ ଝଡ଼ରେ ବାଂଲାଦେଶ ଘାଇଲା, ସେମିରେ ସ୍ଥାନ ପକ୍କା କଲା ଟିମ୍ ଇଣ୍ତିଆ!

ଭାରତର ୧୯୭ ରନ୍ ଟାର୍ଗେଟର ଜବାବରେ ବାଂଲାଦେଶ ୮ ୱିକେଟ୍ ହରାଇ ୧୪୬ ରନ କରିବାରେ ସକ୍ଷମ ହୋଇଥିଲା ।

Hockey India
୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା

ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସର ପାଇଁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ୨୦୩୩ ପରିବର୍ତ୍ତେ ୨୦୩୬ ଯାଏ ପ୍ରାୟୋଜକ ରହିବା ନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ମହାସଚିବ ଭୋଲାନାଥ ସିଂ ।

Shami-Sania marriage
ବିବାହ କରିବେ କି ଶାମି-ସାନିଆ ? ଭାଇରାଲ ଖବରକୁ ନେଇ ମୁହଁ ଖୋଲିଲେ ଟେନିସ୍‌ ଷ୍ଟାରଙ୍କ ପିତା...

ସୋସିଆଲ ମିଡିଆରେ ଏହି ଚର୍ଚ୍ଚା ମଧ୍ୟରେ ସାନିଆ ମିର୍ଜାଙ୍କ ପିତା ଇମ୍ରାନ ମିର୍ଜା ଏହି ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ।

Ind Vs Eng ODI
ପୁଣି କମ୍ପିବ ବାରବାଟୀ ଷ୍ଟାଡିୟମ; ଫେବ୍ରୁଆରୀରେ ଭାରତ-ଇଂଲଣ୍ତ ୱାନ୍‌ଡେ ମ୍ୟାଚ୍‌

ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ୱାନ୍‌ଡେ ମ୍ୟାଚ୍‌। ଫେବ୍ରୁଆରୀ ୯ ତାରିଖ ରବିବାର ଦିନ ଖେଳାଯିବ ୱାନ୍‌ ଡେ।

Mohammad Rizwan
ଭାରତ ବିରୋଧରେ ବିଷ ଉଦ୍‌ଗାରିଲେ ମହମ୍ମଦ ରିଜୱାନ୍, କହିଲେ ...

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରୁ ବାଦ୍ ପଡ଼ି ସାରିଛି ପାକିସ୍ତାନ । ଅତି ଦୟନୀୟ ଖେଳ ପ୍ରଦର୍ଶନ କରି ସୁପର୍ ଆଠ ଖେଳିବାର ଯୋଗ୍ୟତା ହରାଇ ସାରିଛି ପାକିସ୍ତାନ । ଏହା ପରେ ମଧ୍ୟ ବିବାଦ ପାକିସ୍ତାନ ଦଳର ପିଛା ଛାଡ଼ୁନାହିଁ ।

Virat Kohli
ବିରାଟ କୋହଲିଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ବ୍ୟାଟିଂ କୋଚ୍‌, କହିଲେ....

ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ବିରାଟ କୋହଲିଙ୍କ ଫର୍ମ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିକ୍ରମ ରାଠୋର କହିଛନ୍ତି ଯେ ବିରାଟ କୋହଲି ଭଲ ବ୍ୟାଟିଂ କରୁଛନ୍ତି।

Ind vs Can
ଆଜି ଭାରତ-କାନାଡା ମ୍ୟାଚ୍; କୋହଲିଙ୍କ ଖରାଫ ଫର୍ମକୁ ନେଇ ଚିନ୍ତାରେ ଟିମ୍ ଇଣ୍ଡିଆ

ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି ଭାରତ-କାନାଡା ମ୍ୟାଚ୍ । ଫ୍ଲୋରିଡାରେ ଭାରତୀୟ ସମୟ ରାତି ୮ଟାରେ ମ୍ୟାଚ ଆରମ୍ଭ  । ଲିଗ୍ ପର୍ଯ୍ୟାୟରେ କ୍ଲିନ୍ ସୁଇପ୍ ଭାରତର ଲକ୍ଷ୍ୟ...

T20 World Cup
ବର୍ଷା ଧୋଇଦେଲା ପାକିସ୍ତାନର ଆଶା, ଟି-୨୦ ବିଶ୍ୱକପରୁ ହେଲା ବିଦା

ଟିମ୍ ଇଣ୍ଡିଆ ପୂର୍ବରୁ ସୁପର-୮ ପର୍ଯ୍ୟାୟରେ ପ୍ରବେଶ କରିସାରିଛି। ଗତକାଲି ଫ୍ଲୋରିଡ଼ାରେ ମ୍ୟାଚ ଥିବା ବେଳେ ତୁହାକୁ ତୁହା ବର୍ଷା ଯୋଗୁଁ ଗୋଟିଏ ବି ବଲ୍ ବୋଲିଂ କରିବା ସମ୍ଭବ ହୋଇନଥିଲା। 

ICC Mens T20 World Cup 2024
ସୂର୍ଯ୍ୟ-ଦୁବେଙ୍କ ଦମ୍‌ଦାର୍‌ ଇନିଂସ; ଆମେରିକାକୁ ୭ ୱିକେଟ୍‌ରେ ହରାଇଲା ଭାରତ 

ଆମେରିକାକୁ ୭ ୱିକେଟ୍‌ରେ ହରାଇଲା ଭାରତ । ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ତା’ ସହିତ ସୁପର-୮ରେ ସ୍ଥାନ ସୁରକ୍ଷିତ କରି ନେଇଛି। 

T20 World Cup
କ୍ୟାମେରା ସାମ୍ନାରେ ପତ୍ନୀଙ୍କ ସହ ଘର କଥା ଗପିଲେ ବୁମ୍‌ରା, ଭିଡିଓ ହେଲା ଭାଇରାଲ୍

ଗତ ରବିବାର ଦିନ ଭାରତ- ପାକିସ୍ତାନ ଖେଳ ହୋଇଥିଲା । ସେହି ମ୍ୟାଚ୍‌ରେ ଭାରତ ଦମଦାର ପ୍ରଦର୍ଶନ କରି ଜିତିନେଇଥିଲା । ଲୋ ସ୍କୋର ହେବା ସତ୍ତ୍ୱେ ବୋଲର୍‌ମାନଙ୍କ ଭଲ ପ୍ରଦର୍ଶନ ପାଇଁ ଉକ୍ତ ମ୍ୟାଚ୍‌କୁ ଭାରତ ଜିତିନେଇଥିଲା ।

Virat Kohli
କୋହଲିଙ୍କ ପ୍ରେମରେ ପଡ଼ିଲେ ପାକିସ୍ତାନୀ ମହିଳା, ଖେଳ ବେଳେ ବେକରେ ପକାଇଲେ ବିରାଟ ଲକେଟ୍

ପୂରା ବିଶ୍ୱରେ ବିରାଟ କୋହଲିଙ୍କୁ କିଏ ବା ନଜାଣେ । ସବୁଆଡ଼େ ତାଙ୍କର ଅସଂଖ୍ୟ ପ୍ରଶଂସକ । ବିଶ୍ୱ ତାଙ୍କୁ କିଙ୍ଗ୍ କୁହେ, କ୍ରିକେଟ୍‌ର କିଙ୍ଗ୍ । ନିଜ ଖେଳ ପାଇଁ ତାଙ୍କର ଅଧ୍ୟବସାୟ, ତାଙ୍କୁ ଏପରି ଗଢ଼ି ତୋଳିଛି ।

India-Pakistan Match
ଟି-ଟ୍ୱେଣ୍ଟି ବିଶ୍ୱକପ: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

ବହୁ ପ୍ରତୀକ୍ଷିତ ମ୍ୟାଚରେ ବର୍ଷା ଯୋଗୁ ଟସ୍ ବିଳମ୍ବ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ପାକିସ୍ତାନ।

How fit is Gautam Gambhir for the post of head coach of Team India
Sports: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦବୀ ପାଇଁ ଗୌତମ ଗମ୍ଭୀର କେତେ ଫିଟ୍‌

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ ଉପଯୁକ୍ତ ବିକଳ୍ପ ହୋଇପାରିବେ କି ଦୌଡ଼ରେ ସର୍ବାଗ୍ରେ ଥିବା ଗୌତମ ଗମ୍ଭୀର? ଭାରତୀୟ ପ୍ରଶଂସକଙ୍କ ଉଚ୍ଚ ଆଶା, ଟିମ୍‌ରେ ତାରକା ସଂସ୍କୃତି ଓ ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକର ଚାଲେଞ୍ଜ୍‌କୁ ଅତିକ୍ରମ କରି ଆଗକୁ ବଢ଼ିବାରେ କେତେ ସଫଳ ହେବେ ଏହି ପୂର୍ବତନ ବ୍ୟାଟର୍‌?

Cricket
ଆଜି ଭାରତ-ପାକିସ୍ତାନ ମହାମୁକାବିଲା, କମ୍ପୁଛି କ୍ରିକେଟ ଜଗତ

ସୁପର ସଣ୍ଡେରେ ସୁପର ମୁକାବିଲା । ବହୁ ପ୍ରତୀକ୍ଷାର ଅନ୍ତ ପରେ ଆଉ ମାତ୍ର କିଛି ଘଣ୍ଟାରେ ଆରମ୍ଭ ହେବାକୁ ଯାଉଛି ଭାରତ-ପାକିସ୍ତାନ ମହାଟକ୍କର । ଟିଟ୍ୱେଣ୍ଟି ବିଶ୍ୱକପରେ ନ୍ୟୁୟର୍କରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର ।

Sunil Chetri
ଫୁଟବଲ୍‌କୁ ଅଲବିଦା କହିଲେ ସୁନିଲ ଛେତ୍ରୀ

କୋଲକାତାର ସଳ୍ଟ ଲେକ୍ ଷ୍ଟାଡିମୟରେ ଖେଳାଯାଇଥିବା କୁଏତ ବିପକ୍ଷ ବିଶ୍ୱକପ ଯୋଗ୍ୟତା ମୁକାବିଲା ହୋଇଛି ସୁନିଲଙ୍କ ଶେଷ ମ୍ୟାଚ୍।

T20 World Cup 2024
ଟି-ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୪: ଆଜିଠୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ...

ଆଜିଠୁ ଟି-ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୪ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ଆୟର୍ଲାଣ୍ଡ ବିପକ୍ଷରେ ରହିଛି ପ୍ରଥମ ମ୍ୟାଚ୍। 

Cricketer
ପଡ଼ିଆରେ ବର୍ଷା କରୁଥିଲେ ଚୌକା-ଛକା, ହଠାତ୍ ଟଳିପଡ଼ିଲେ...ଦେଖନ୍ତୁ ଭିଡିଓ

କ୍ରିକେଟ୍‌ ଖେଳୁଥିବା ବେଳେ ଜଣେ ଯୁବକ ନିଜ ଜୀବନ ହରାଇଛନ୍ତି। ଏହି ସମୟର ଭିଡିଓ ସୋସିଆଲ୍‌ ମିଡିଆରେ ନିଆଁ ପରି ଭାଇରାଲ୍‌ ହେବାରେ ଲାଗିଛି।

Gautam Gambhir
ଟିମ୍‌ ଇଣ୍ଡିଆ ହେଡ୍‌କୋଚ୍‌ ପ୍ରସଙ୍ଗ: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଗମ୍ଭୀର, କହିଲେ….

ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀର ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ଗମ୍ଭୀର କହିଛନ୍ତି ଯେ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାଠାରୁ ଅଧିକ ସମ୍ମାନ ଆଉ କେଉଁଥିରେ ନାହିଁ ।

Team India
ଇରଫାନ ପଠାନଙ୍କ ବିସ୍ଫୋରକ ବୟାନ୍, ବିରାଟ-ରୋହିତ୍‌ଙ୍କ ଉପସ୍ଥିତି ଦୁର୍ବଳ କରୁଛି

ଆଉ ଗୋଟାଏ ଦିନ ପରେ ଭାରତ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ତେବେ ଭାରତର ପ୍ଲେଇଂ ଏକାଦଶ କଣ ରହିବ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ପ୍ଲେଇଂ ଇଲେଭେନ୍‌କୁ ନେଇ ପୂର୍ବତନ କ୍ରିକେଟର ଏବଂ ବିଶେଷଜ୍ଞମାନେ ଚିନ୍ତା କରୁଛନ୍ତି ।

World Cup
ୱାର୍ମଅପ୍‌ରେ ଚମକିଲେ ପାଣ୍ତ୍ୟା-ପନ୍ତ, ଆରମ୍ଭ ହେଲା ପୁରୁଷ ଟି-୨୦ ବିଶ୍ୱକପ୍

ଆରମ୍ଭ ହୋଇଛି ପୁରୁଷ ଟି-୨୦ ବିଶ୍ୱ କପ୍ । ଉଦ୍‌ଘାଟନୀ ମୁକାବିଲାରେ ଆଜି ଆମେରିକା ଓ କାନାଡା ମଧ୍ୟରେ ଟକ୍କର । ଟସ୍ ଜିତି ଆମେରିକାର ବୋଲିଂ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍‌ଟି ଆମେରିକାର ଡଲାସ ଗ୍ରାଣ୍ଡ ପ୍ରାରୀ ଷ୍ଟାଡିୟମରେ ଖେଳାଯାଉଛି ।

Gautam Gambhir
ଦ୍ରାବିଡ୍‌ଙ୍କ ସ୍ଥାନ ନେବେ ଗମ୍ଭୀର ! ଖୁବଶୀଘ୍ର ନାଁ ଘୋଷଣା କରିବ ବିସିସିଆଇ

ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ମୁଖ୍ୟକୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି ।

Hardik Pandya
ମୁମ୍ବାଇରେ ନାହିଁ ନିଜ ଘର, ବିଭିନ୍ନ ସ୍ଥାନରେ ନେଇଛନ୍ତି ଭଡ଼ା.. ଦାମ୍ ଜାଣିଲେ ତାଜୁବ ହେବେ

ଜୋଡ଼ି ଆପାର୍ଟମେଣ୍ଟର ଅର୍ଥ ହେଉଛି ଦୁଇଟି ରେସିଡେନ୍‌ସିଆଲ ୟୁନିଟ୍‌କୁ ଗୋଟିଏ ଭାବେ ମର୍ଜ କରାଯାଇଥିବ । ଡକ୍ୟୁମେଣ୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରୋଜେକ୍ଟ ଲୋଟସ ଏନ୍‌ପାର ରେସିଡେନ୍ସିରେ ଲଗାଇବା ପାଇଁ ଏହି ୩ ଜୋଡ଼ି ଆପାର୍ଟମେଣ୍ଟ ଭଡ଼ାରେ ନେଇଛନ୍ତି ହାର୍ଦ୍ଦିକ ପାଣ୍ଡିଆ ଓ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟା ।

burj khalifa
Video: ବୁର୍ଜ ଖଲିଫାରେ ଚମକିଲା IPL ଟ୍ରଫି; କିଙ୍ଗ୍‌ ଖାନଙ୍କୁ ମିଳିଲା ଶୁଭେଚ୍ଛା...

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ ଖଲିଫାରେ କୋଲକତା ନାଇଟ ରାଇଡର୍ସ ଆଇପିଏଲ୍‌ ଟ୍ରଫି ଜିତିବା ପରେ ଶୁଭେଚ୍ଛା ବାର୍ତ୍ତା ଦେଖିବାକୁ ମିଳିଛି ।