Advertisment

ଫାଇନାଲ୍ ପୂର୍ବରୁ ଗତକାଲି ତାଙ୍କର ୨ କେଜି ଓଜନ ବଢ଼ିଥିଲା

ଏହାକୁ କମ୍ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ ଭିନେଶ। ନେଇଥିଲେ କଠୋରରୁ କଠୋର ପଦକ୍ଷେପ।

author-image
Satyendu Shekher Mishra

ସାଧାରଣତଃ ୫୩ କେଜି ବର୍ଗରେ କୁସ୍ତି କରୁଥିବା ଭିନେଶ ଫୋଗଟ୍ ଏଥର ୫୦ କେଜି ବର୍ଗରେ ଖେଳୁଥିଲେ। ହେଲେ ଫାଇନାଲ୍ ପୂର୍ବରୁ ଗତକାଲି ତାଙ୍କର ୨ କେଜି ଓଜନ ବଢ଼ିଥିବା ସେ ଜାଣିବାକୁ ପାଇଥିଲେ। ଏହାକୁ କମ୍ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ ଭିନେଶ। ନେଇଥିଲେ କଠୋରରୁ କଠୋର ପଦକ୍ଷେପ।

Advertisment
Advertisment
Advertisment