Vinesh Phogat
ରୌପ୍ୟ ନିଶ୍ଚିତ ହୋଇ ସାରିଥିଲା । ମାତ୍ର ଗୋଟିଏ ଲଢ଼େଇ ଦୂରରେ,ହାତ ପାଆନ୍ତାରେ ଥିଲା । ସ୍ୱର୍ଣ୍ଣ ଜିତି ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ ଥିଲା । ହେଲେ ଭାଙ୍ଗିଗଲା ଆଶା, ଚୁରି ହୋଇଗଲା ସ୍ୱପ୍ନ । ପ୍ରଚୁର ସମ୍ଭାବନାର ଐତିହାସିକ ଲଢ଼େଇ ପୂର୍ବରୁ ଅତି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ କୁସ୍ତି ମୈଦାନରୁ ଆଉଟ୍ ହେଇଗଲେ ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସ ଫାଇନାଲକୁ ଯାଇଥିବା ରେସଲର ଭିନେଶ ଫୋଗଟ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)