ପ୍ରତ୍ୟେକ ଭାରତୀୟ ଦେବ ଦେବ ମହାଦେବଙ୍କୁ ଶିବଲିଙ୍ଗ ଭାବେ ପୂଜା କରନ୍ତି। ହେଲେ ଅନେକ ଜାଣନ୍ତି ନାହିଁ ଯେଉଁ ଶିବଲିଙ୍ଗକୁ ପୂଜା କରନ୍ତି ଏହାର ପଛରେ ଥିବା ଏକ ବିଜ୍ଞାନର ରହସ୍ୟକୁ। ଶିବଲିଙ୍ଗର ତିନୋଟି ଅଂଶ ରହିଛି। ପ୍ରଥମ ଭାଗ ଯାହା ତଳଭାଗରେ ରହିଥାଏ। କେନ୍ଦ୍ରୀୟ ଅଂଶରେ, ସମସ୍ତ ଆଠ ପାର୍ଶ୍ୱରେ ଏକ ସମାନ ପୃଷ୍ଠ ରହିଛି।
ରଥଯାତ୍ରାରେ ଶ୍ରୀକ୍ଷେତ୍ରକୁ ବାହାର ଲୋକଙ୍କ ପ୍ରବେଶ ଓ ଶରଧାବାଲିରେ ରଥ ଥିବାବେଳେ ବାହାର ଭକ୍ତଙ୍କ ରଥ ଦର୍ଶନ ଘଟଣା ପରେ ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍। ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ କରିବା ପାଇଁ ଚ୍ୟାଲେଞ୍ଜ ମୋଡକୁ ଆସିଛି ପୋଲିସ୍।
କାଉଡି ଯାତ୍ରା ମାଧ୍ୟମରେ ଜଗତର ପ୍ରତ୍ୟେକ ସୃଷ୍ଟି ପାଇଁ ଜଳର ମହତ୍ତ୍ୱ ଏବଂ ବ୍ରହ୍ମାଣ୍ଡ ସୃଷ୍ଟି କରିଥିବା ଶିବଙ୍କ ପ୍ରତି ସମ୍ମାନ ପ୍ରକାଶ କରାଯାଇଥାଏ। ଯଦି ପ୍ରାଚୀନ ଗ୍ରନ୍ଥ, ଇତିହାସକୁ ବିଶ୍ୱାସକୁ ନିଆଯାଏ, ତେବେ କୁହାଯାଏ ଯେ ପ୍ରଥମ କାଉଡିଆ ଲଙ୍କାଧିପତି ରାବଣ ଥିଲା।
ଯଦି ବାଥ୍ରୁମ୍ର ବାସ୍ତୁଦୋଷ ଦେଖାଯାଏ, ତେବେ ଏହା ଘରର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ସମୟରେ ଘରେ ଉତ୍ତେଜନା ଦେଖାଦେଇଛି। ତେଣୁ, ଘର ନିର୍ମାଣ କରିବା ସମୟରେ, ବାଥ୍ରୁମ୍ର ବାସ୍ତୁ ଉପରେ ବିଶେଷ ଧ୍ୟାନ ଦେବା ଉଚିତ।
ଜୁଲାଇ ୧ ତାରିଖ ସମ୍ବଲପୁରରୁ ଯାତ୍ରା ଆରମ୍ଭ କଲେ, ଆଜି ଆସି ପହଞ୍ଚିଛନ୍ତି କାଳିଆର ସିଂହ ଦୁଆରେ।
ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛ। ହେଲେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ବନ୍ଦ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ।
ମହାମାରୀ ସମୟରେ ସତୀଚଉରା ମଶାଣିରେ ଶହଶହ କରୋନା ମୃତବ୍ୟକ୍ତିଙ୍କ ଶବଦାହ କରି ଚର୍ଚ୍ଚାକୁ ଆସିଥିଲେ କଟକର ବିଭୂତି ରାୟ। ଏବେ ପୁଣି ଏକ ନିଆରା କାର୍ଯ୍ୟ କରି ସେ ଚର୍ଚ୍ଚାକୁ ଆସିଛନ୍ତି ।