• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

Assembly Election
BJD କୁ ଘାରିଲା କି ବିଦ୍ରୋହ ଭୟ ? ରିପିଟ୍‌ ହେଲେ ୫୬ ନେତା

ଆଜି ବିଧାନସଭା ପାଇଁ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ଯେଉଁଥିରେ ଅଛନ୍ତି ୧୨ ମହିଳା ପ୍ରାର୍ଥୀଙ୍କ ସହ ୧୬ ନୂଆ ମୁହଁ। ଷଷ୍ଠ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟନାୟକ।

Odisha Politics
ନିର୍ବାଚନ ମୈଦାନରେ BJP-BJD ଯୋଦ୍ଧା, କେଉଁଠି ହେବ ହାଇଭୋଲଟେଜ୍ ଟକ୍କର ? ଜାଣନ୍ତୁ..

ବିଜେପି ପରେ ବିଜେଡିର ଲୋକସଭା ପ୍ରାର୍ଥୀ ଘୋଷଣା। ପ୍ରଥମ ପର୍ଯ୍ୟାୟରେ ପଦ୍ମ ଦଳ ୧୮ ଯୋଦ୍ଧାଙ୍କୁ ମୈଦାନକୁ ଛାଡ଼ିଥିଲା। ଆଜି ଶଙ୍ଖଦଳ ପ୍ରଥମ ତାଲିକାରେ ଘୋଷଣା କରିଛି ୧୫ ଏମପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

Odisha Politics
ବିଜେପିର ପ୍ରବୀଣଙ୍କୁ ଟକ୍କର ଦେବେ ବିଜେଡିର ନୂଆ ଚେହେରା

ଲୋକସଭା ପାଇଁ ଆଜି ଘୋଷିତ ୧୫ଟି ଆସନରୁ ୪ଟିକୁ ଛାଡ଼ି ସବୁଠି ପ୍ରାର୍ଥୀ ବଦଳାଇଛି ବିଜେଡି। କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବାକୁ ଅଂଶୁମାନ ମହାନ୍ତିଙ୍କୁ ଟିକେଟ୍ ଦେଇଥିଲା ବେଳେ ସମ୍ବଲପୁର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରଣବ ପ୍ରକାଶ ଦାସଙ୍କୁ ମୈଦାନ୍‌କୁ ଛା଼ଡ଼ିଛି।

Election 2024
ପୁଣି ବିଜେଡି ଖେଳିଲା ବଂଶବାଦ କାର୍ଡ; ବାରିହେଲା ଅସନ୍ତୋଷ ପ୍ରଶମନ ପାଇଁ କସରତର ଛାପ...

ପୁଣି ବିଜେଡି ଖେଳିଲା ବଂଶବାଦ କାର୍ଡ । କେଉଁଠି ପୁଅ-ଝିଅ, ତ ଆଉ କେଉଁଠି ବେଟର୍ ହାଫଙ୍କୁ ଟିକେଟ୍ । ଡଜନେରୁ ଅଧିକ ଆସନରେ ଉତ୍ତରାଧିକାରୀଙ୍କ ଅଭ୍ୟୁଦୟ । 

Sura Routray
‘ସାନ ପୁଅ ବିଜେଡିକୁ ଯିବା ପରେ ମୋ ଆତ୍ମାକୁ ବାଧିଛି’

ମନ୍ମଥ ରାଉତରାୟ ଆଜି ବିଜେଡିରେ ଯୋଗ ଦେବା ପରେ, ଅତି କ୍ଷୋଭର ସହ ଗଣମାଧ୍ୟମ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବାପା ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

BJD Lok Sabha Candidates
General Election 2024: ଘୋଷଣା ହେଲା ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ..ଜାଣନ୍ତୁ କିଏ କେଉଁଠି..

ପୂର୍ବରୁ ୯ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ଏବେ ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇଛି।

BJD
ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡି- ଲମ୍ବୋଦର ନିଆଲ, ସୁନ୍ଦରଗଡ଼- ଦିଲୀପ ତିର୍କୀ, ମୟୂରଭଂଜ- ସୁଦାମ ମାରାଣ୍ଡି।

BJP
ଅପରାଜିତାଙ୍କ କଟାକ୍ଷ, ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ କରୁଛି ବିଜେଡି

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଜେଡିକୁ କଟାକ୍ଷ । ଭୁବନେଶ୍ୱର ପାଇଁ ବିଜେଡିର ପ୍ରାର୍ଥୀ ବଦଳାଇବା ଚର୍ଚ୍ଚା ପ୍ରସଙ୍ଗରେ ସେ ଆଜି କହିଛନ୍ତି 'ଯୋ ଡରଗୟା ୱ ମରଗୟା' ।

Suresh Routray’s son Manmath joins BJD
ଶଙ୍ଖ ଶିବିରରେ ମନ୍ମଥ, ସୁର କହିଲେ, ‘ମୁଁ ମଲା ପର୍ଯ୍ୟନ୍ତ କଂଗ୍ରେସ ଦଳରେ ରହିବି’...

ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ମିଶ୍ରଣ ପର୍ବରେ ଆଜି ସେ ସାମିଲ ହୋଇଥିଲେ ।

BJD-BJP
ଭୁଶୁଡ଼ିବ ବିଜେଡି ଗଂଜାମ ଗଡ଼ ! ବିଜେପି ଶିବିରରେ ଅସନ୍ତୁଷ୍ଟ ନେତା

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼ । ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା ।

Holi Celebration
ହୋଲିରେ ଲାଗିଲା ନିର୍ବାଚନର ରଙ୍ଗ

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେତେକ ନେତାଙ୍କ ପାଇଁ ଅବସର ହୋଲି। ତେଣୁ ରାଜନୀତିରେ ରଙ୍ଗ ଲାଗିବାର ଥିଲା। ଆଉ ଲାଗିଲା ବି।

Ganjam Politics
ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼!

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼! ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା। ଦିଗପହଣ୍ଡିରୁ ବିପିନ ପ୍ରଧାନ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଛାଡିଛନ୍ତି ବିଜେଡି ହାତ।

Ganjam Politics
ଗୋଳମାଳ ଗଞ୍ଜାମ ରାଜନୀତି; BJD ହାତରୁ ଖସିଯିବ କି ଗଡ଼ ?

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼! ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା। ଦିଗପହଣ୍ଡିରୁ ବିପିନ ପ୍ରଧାନ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଛାଡିଛନ୍ତି ବିଜେଡି ହାତ।

Holi Celebration
ହୋଲିରେ ଲାଗିଲା ନିର୍ବାଚନର ରଙ୍ଗ; ଫଗୁ ଅବିରରେ ନେତା ମାପିଲେ ଭୋଟ ତାତି

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେତେକ ନେତାଙ୍କ ପାଇଁ ଅବସର ହୋଲି। ତେଣୁ ରାଜନୀତିରେ ରଙ୍ଗ ଲାଗିବାର ଥିଲା। ଆଉ ଲାଗିଲା ବି।

Bhartruhari Mahatab
ଦଳ ଛାଡ଼ିବା ପରେ ବିଜେଡିକୁ ଭର୍ତ୍ତୃହରିଙ୍କ ସଂପାଦକୀୟ ବାଣ

'ବିଜେଡି ତିଆରି ବେଳେ ଦଳରେ ଏକକ ନେତୃତ୍ୱ ନଥିଲା' । 'ପିଏସି ଜରିଆରେ ସବୁ କିଛି ନିର୍ଣ୍ଣୟ ନିଆଯାଉଥିଲା' ।

BJP
‘ରାଜନୈତିକ ଫାଇଦା ପାଇଁ ସରକାରୀ କଳକୁ ଅପବ୍ୟବହାର କରୁଛି ବିଜେଡି’

ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବେଆଇନ ଭାବେ ମଦ ଦୋକାନ ଲାଇସେନ୍ସ ଦିଆ ନ ଯାଉ । ବିଜେଡି ଏଥିରୁ ନିବୃତ୍ତ ରହୁ ।

Odisha Politics
ନବୀନ ନିବାସରେ ଚାଲିଛି ଟିକେଟ ସମୀକ୍ଷା, ତା ସହ ତାଳ ଦେଇ ତେଜୁଛି ବିଦ୍ରୋହ

ପ୍ରତିଦିନ ବିଜେଡି ଗୋଷ୍ଠୀ କନ୍ଦଳର ଚିତ୍ର ସାମନାକୁ ଆସୁଛି । ସବୁଠି ସିଟିଂ MLAଙ୍କ ବିରୋଧରେ ତୀବ୍ର ହେଉଛି ଅସନ୍ତୋଷ ।

Odisha Politics
ଟିକେଟ କସରତ୍ ବେଳେ ଗ୍ରାଉଣ୍ଡରେ ବିଗିଡି ଚାଲିଛି ବିଜେଡି ଅଙ୍କ

ପ୍ରତିଦିନ ବିଜେଡି ଗୋଷ୍ଠୀ କନ୍ଦଳର ଚିତ୍ର ସାମନାକୁ ଆସୁଛି । ସବୁଠି ସିଟିଂ MLAଙ୍କ ବିରୋଧରେ ତୀବ୍ର ହେଉଛି ଅସନ୍ତୋଷ ।

BJP
ବିଜେପିର ଲୋକସଭା ସିଟ୍ ତାଲିକାରେ ବଡ଼ ଚେହେରା

୧୮ ସାଂସଦ ପ୍ରାର୍ଥୀଙ୍କ ତାଲିକାରେ ଅଛନ୍ତି ବଡ଼ ଚେହେରା । ମଇଦାନକୁ ଓହ୍ଲାଇବେ ବୈଜୟନ୍ତ, ଧର୍ମେନ୍ଦ୍ର, ସମ୍ବିତ ଓ ଅପରାଜିତା।

BJP
ରାଜ୍ୟରେ ବଡ଼ ଫାଇଟ୍ ପାଇଁ ପ୍ରସ୍ତୁତ ବିଜେପିର ହେଭିୱେଟ୍

୧୮ ସାଂସଦ ପ୍ରାର୍ଥୀଙ୍କ ତାଲିକାରେ ଅଛନ୍ତି ବଡ଼ ଚେହେରା । ମଇଦାନକୁ ଓହ୍ଲାଇବେ ବୈଜୟନ୍ତ, ଧର୍ମେନ୍ଦ୍ର, ସମ୍ବିତ ଓ ଅପରାଜିତା।

Kotia
କୋଟିଆରେ ବାହାରିବ କି ପୁରୁଣା ରୋଗ ? ଓଡ଼ିଶା ନା ଆନ୍ଧ୍ର, କାହା ଖାତାକୁ ଯିବ କୋଟିଆ ଭୋଟ୍

କିଏ ହାତେଇବ ୨୧ ଖଣ୍ଡ ଗ୍ରାମପୁଞ୍ଜ କୋଟିଆର ଭୋଟ୍? ଓଡ଼ିଶା ଖାତାରେ ପଡ଼ିବ କେତେ, ଆନ୍ଧ୍ର ଖାତାକୁ ଯିବ କେତେ ? ସୀମା ବିବାଦର ପଶାପାଲିରେ ଥିବା କୋଟିଆରେ ଆରମ୍ଭ ହେଲାଣି ଛକାପଞ୍ଝା, ଜୋର ଧରିଲାଣି ଟଣାଭିଡ଼ା ।

Kharabela Swain
ମିଳିଲାନି ବିଜେପି ଟିକେଟ୍; ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବେ ଖାରବେଳ ସ୍ୱାଇଁ

ଗତଥର କନ୍ଧମାଳରୁ ଲଢ଼ିଥିଲେ, ହେଲେ ଏଥର ବାଲେଶ୍ୱରରୁ ଲଢ଼ିବାକୁ ବିଜେପି ନେତୃବୃନ୍ଦଙ୍କୁ କହିଥିଲେ ବି ତାଙ୍କୁ ଟିକଟ୍ ମିଳିନଥିବାରୁ ସେ ସ୍ୱାଧୀନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

Baijayant Panda
ପ୍ରାର୍ଥୀତ୍ୱ ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ ପଣ୍ତା

ପ୍ରାର୍ଥୀତ୍ୱ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Lok Sabha MP
ଲୋକସଭା ଟିକେଟ୍‌ ରେସ୍‌ରୁ ବାଦ ପଡ଼ିଲେ ୪ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀ

ଗତ ଥର ପ୍ରାର୍ଥୀ ହୋଇଥିବା ୫ ବିଜେପି ନେତାଙ୍କୁ ଏଥର ମିଳିନି ଟିକେଟ୍। ବର୍ତ୍ତମାନର ୪ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଛନ୍ତି।

BJD
ଆମଦାନୀ ନେତାଙ୍କୁ ନେଇ ଅକଳରେ ପଡ଼ିବ କି ବିଜେଡି ?

ଆମଦାନୀ ନେତାଙ୍କୁ ନେଇ ଏବେ ଅକଳରେ ବିଜେଡି । ଆଶାୟୀଙ୍କ ଲମ୍ବା ତାଲିକା ସତ୍ତ୍ୱେ ବି ଅନ୍ୟ ଦଳରୁ ନେତା ଟାଣୁଛି ବିଜେଡି । କିନ୍ତୁ ଗ୍ରହଣ କରି ପାରୁ ନାହାନ୍ତି ପୁରୁଣା ନେତା ।