Advertisment

ହୋଲିରେ ଲାଗିଲା ନିର୍ବାଚନର ରଙ୍ଗ

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେତେକ ନେତାଙ୍କ ପାଇଁ ଅବସର ହୋଲି। ତେଣୁ ରାଜନୀତିରେ ରଙ୍ଗ ଲାଗିବାର ଥିଲା। ଆଉ ଲାଗିଲା ବି।

author-image
Santosh Kumar Sahoo

ପ୍ରତିବର୍ଷ ତ ହୋଲି ଆସେ, ତେବେ ଏଥରର ହୋଲି ଟିକେ ନିଆରା। କାରଣ ଏଥର ହୋଲିରେ ଲାଗିଛି ନିର୍ବାଚନୀ ରଙ୍ଗ। ରଙ୍ଗ-ଅବିର ଖେଳ ସହିତ ନିର୍ବାଚନୀ ଉଷ୍ମତା ମାପିଛନ୍ତି ରାଜନୈତିକ ନେତା। ଆଶାୟୀ ପ୍ରାର୍ଥୀ ହୋଲିକୁ ନିଜ ଶକ୍ତି ପ୍ରଦର୍ଶନର ମାଧ୍ୟମ କରିଛନ୍ତି। ସେପଟେ ରଙ୍ଗର ପର୍ବରେ ବି ବିଜେଡି ବିଦ୍ରୋହୀଙ୍କ ମେଳି ଦେଖିବାକୁ ମିଳିଛି

Advertisment
BJD BJP Congress General Elections 2024
Advertisment
Advertisment