• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

BJD Candidate List
୨୭ ବିଧାନସଭା ସିଟ୍ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଆଉ ୨୭ ବିଧାନସଭା ଓ ୫ ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି।

Debendra Kanhar
ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର

ଦଳରେ ଆଉ ଗୁରୁତ୍ୱ ନ ଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି ଦେବେନ୍ଦ୍ର କହଁର । ୨୦୦୯ରୁ ୨୦୧୪ ଯାଏଁ ଫୁଲବାଣୀ ଆସନରୁ ବିଜେଡି ବିଧାୟକ ଥିଲେ ଦେବେନ୍ଦ୍ର ।

Parshuram Dhada
ବିଜେଡି ଛାଡ଼ିଲେ ପର୍ଶୁରାମ ଧଡ଼ା, ଟିକେଟ ନ ଦେବାରୁ ଦେଲେ ଇସ୍ତଫା

ତେବେ ବିଜେଡିରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା। ସେ ଆଗାମୀ ନିର୍ବାଚନ ନିଶ୍ଚିତ ଲଢ଼ିବି ବୋଲି କହିଛନ୍ତି।

Odisha Politics
ରାଜଧାନୀରେ ଛିଡ଼ୁନି ବିଜେଡିର ଟିକଟ ଅଙ୍କ, ଅନନ୍ତଙ୍କୁ ଅମରେଶଙ୍କ ଜୋରଦାର ବିରୋଧ

ଅନନ୍ତ କିନ୍ତୁ ଟିକେଟ ଲବି ନେଇ ପୁରା ଚୁପ୍। ଧନ୍ୟବାଦ୍ ଜଣାଇବାକୁ ଆସିଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି।

Leaders son
ନିର୍ବାଚନୀ ମୈଦାନରେ ଖେଳିବେ ନ୍ୟୁ ଜେନେରେସନ, ପୁଅଙ୍କ ପାଇଁ ବାଟ ଛାଡ଼ିଲେ ଏକାଧିକ ନେତା

ବର୍ଷ ବର୍ଷ ଧରି ବାପା ଲଢୁଥିଲେ ନିର୍ବାଚନୀ ମୈଦାନରେ। ଏଣିକି ବାପାଙ୍କ ବଦଳରେ ଲଢ଼ିବେ ପୁଅ । ଏଥର ନିର୍ବାଚନୀ ରଣଭୂମିରେ ପଶ୍ଚିମ ଓଡ଼ିଶାର ଏକାଧିକ ଭେଟେରାନଙ୍କ ପ୍ରତ୍ୟକ୍ଷ ଦର୍ଶନ ମିଳିବ ନାହିଁ ।

BJD candidate List
ବିଜେଡିର ୨ୟ ପର୍ଯ୍ୟାୟ ତାଲିକା ଘୋଷଣା, ଜାଣନ୍ତୁ କିଏ କେଉଁଠୁ ହେଲେ ପ୍ରାର୍ଥୀ...

୨ୟ ପର୍ଯ୍ୟାୟରେ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

Congress
କଂଗ୍ରେସରେ ଡିଲ୍ ଚାଲିଛି; ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗଙ୍କ ଅଭିଯୋଗ

କଂଗ୍ରେସରେ ଚାଲିଛି ଡିଲ୍ । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ । ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ । ଗତକାଲି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଆଶ୍ଚର୍ଯ୍ୟଚକିତ ଗମାଙ୍ଗ ପରିବାର ।

BJD
ନିର୍ବାଚନ ପୂର୍ବରୁ ପଟ୍ଟ ପରିବର୍ତ୍ତନ: ବିଜେଡିରେ ମିଶିଲେ ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା

ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା।ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ଭୃଗୁ ।

Bhrugu Baxipatra
ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର; ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ବିଜେପିର ରାଜ୍ୟ ଉପସଭାପତି ଥିଲେ ଭୃଗୁ ବକ୍ସିପାତ୍ର। ଗତଥର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ । ୨୦୧୯ରେ ବିଜେପି ଟିକେଟରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ ।

  • Wednesday, 03 April 2024
  • BJP
Candidate
ସରଗରମ ରାଜ୍ୟ ରାଜନୀତି; ଖୁବଶୀଘ୍ର ଆସିବ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା, ହେବ ଦମଦାର ଫାଇଟ୍

ବିଜେପି ଓ କଂଗ୍ରେସ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ସରଗରମ ରାଜନୀତି। ଅବଶିଷ୍ଟ ୩୫ ବିଧାନସଭାଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Odisha Politics, Congress
୪୭ ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ରିପିଟ୍ ହୋଇଥିବା ୫ ବିଧାୟକ ହେଲେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ।

Odisha Politics, BJP
ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଦଳ

ରାଜ୍ୟ ସଭାପତି ମନମୋହନ ସାମଲ ପୁଣି ଲଢ଼ିବେ ଚାନ୍ଦବାଲିରୁ। ପୂର୍ବତନ ସଭାପତି କେ.ଭି ସିଂଦେଓଙ୍କୁ ପାଟଣାଗଡ଼ରୁ ଟିକେଟ ଦେଇଛି ଦଳ।

Congress
କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୮ ଲୋକସଭା ଯୋଦ୍ଧାଙ୍କ ନାଁ

ବରଗଡ଼, ସନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି,ନବରଙ୍ଗପୁର, କନ୍ଧମାଳ, ବ୍ରହ୍ମପୁର ଓ କୋରାପୁଟ୍ ଆସନରେ ପ୍ରାର୍ଥୀ ଦେଇଛି ଦଳ।

  • Tuesday, 02 April 2024
 ECI directs transfer of DMs, SPs
ପୁଣି ECIଙ୍କ ବଦଳି ଛାଟ ! ୨ ଜିଲ୍ଲାପାଳ, ୫ ଏସପି ଓ କେନ୍ଦ୍ରାଞ୍ଚଳ ପୋଲିସ୍ ଆଇଜିଙ୍କୁ ଟ୍ରାନସଫର୍

ତା ସହ ବଦଳି ନିର୍ଦ୍ଦେଶାନାମା ଉପରେ କି ପ୍ରକାର ଆକ୍ସନ ନେଲ, ସନ୍ଧ୍ୟା ୫ଟା ସୁଦ୍ଧା ଅବଗତ କରିବାକୁ ବି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଇସିଆଇ ।

Baijayant Panda
‘ଦେଶରେ ଏନଡିଏର ୪ ଶହ ସିଟ୍ ପାର୍ ସାଙ୍ଗକୁ ଓଡ଼ିଶାରେ ବିଜେପି ସରକାର ଗଢିବ’

ମୋଦି ଲହରରେ ଏଥର ବିଜେପି ସୁଇପ୍ କରିବ। ମୋଦି ସରକାରଙ୍କ ସବୁଠୁ ବଡ ସ୍ବାସ୍ଥ୍ୟ ବୀମା ସ୍କିମ୍ ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ବାସୀ ବଂଚିତ ଅଛନ୍ତି।

Odisha Politics, BJP
BJPର ୧୧୨ ବିଧାନସଭା ଯୋଦ୍ଧା ଘୋଷଣା, ପୁରୁଖାଙ୍କୁ ପ୍ରାଧାନ୍ୟ-ନୂଆ ଚେହେରାଙ୍କୁ ସୁଯୋଗ

ପ୍ରଥମ ଦଫା ତାଲିକାରେ ୧୭ ବିଧାୟକ ରିପିଟ୍ । ଚାନ୍ଦବାଲିରୁ ଲଢିବେ ସଭାପତି ମନମୋହନ ।

Congress
୫ ଲୋକସଭା ଆସନରେ ହେବ ଜୋରଦାର ଲଢ଼େଇ...

ସୁନ୍ଦରଗଡ଼ରେ ଜୁଏଲଙ୍କୁ ଟକ୍କର ଦେବେ ଦିଲ୍ଲୀପ ଓ ଜନାର୍ଦ୍ଦନ । କୋରାପୁଟରେ ସପ୍ତଗିରି, କାଳୀରାମ ଓ କୌଶଲ୍ୟାଙ୍କ ଭିତରେ ଲଢ଼େଇ ।

Congress Canidate List
କଂଗ୍ରେସ ଜାରି କଲା ପ୍ରାର୍ଥୀ ତାଲିକା... କେଉଁଠି ବାପା-ପୁଅ, ତ ଆଉ କେଉଁଠି ବାପା-ଝିଅଙ୍କୁ ଟିକେଟ୍

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ୪୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ୨ଟି ଆସନ ଛାଡ଼ିଛି ଇଣ୍ଡି ସହଯୋଗୀଙ୍କୁ।

 ECI directs transfer of DMs, SPs
ପୁଣି ECIଙ୍କ ବଦଳି ଛାଟ...୨ ଜିଲ୍ଲାପାଳ, ୫ ଏସପି ଓ କେନ୍ଦ୍ରାଞ୍ଚଳ IGଙ୍କୁ ଟ୍ରାନସଫର୍ ଅର୍ଡର

ଭୋଟ୍ ଆଗରୁ ଭାରତୀୟ ନିର୍ବାଚନ କମିଶନଙ୍କ ପୁଣି ଏକ ବଡ଼ ଆକ୍ସନ । ଓଡ଼ିଶାର ଦୁଇ ଜିଲ୍ଲାପାଳ ଓ ପାଞ୍ଚ ଏସପିଙ୍କ ସହ କେନ୍ଦ୍ରାଞ୍ଜଳ ପୋଲିସ ଆଇଜିଙ୍କୁ ଦେଇଛନ୍ତି ବଦଳି ଆଦେଶ ।

Jayaram Pangi - Giridhara Gamang
କଂଗ୍ରେସର ପ୍ରାର୍ଥୀ ଘୋଷଣା ପରେ ଦୁଇ ହେଭିୱେଟ୍ ନେତା ନିରାଶ !

ଜୟରାମ ପାଙ୍ଗୀ ଓ ଗିରିଧର ଗମାଙ୍ଗ ନିରାଶ ! କଂଗ୍ରେସରେ ଯୋଗ ଦେଇଥିଲେ ଜୟରାମ ପାଙ୍ଗୀ ଓ ଗିରିଧର ଗମାଙ୍ଗ ।

Sura Routray
ବିଜେଡି ପାଇଁ ପ୍ରଚାର କଲେ ସୁର ! କହିଲେ, ଡବଲ ଶଙ୍ଖରେ ଦିଅ ଭୋଟ୍‌...

ସୁର ଭାଷଣ ଛଳରେ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହ ସେ ହିଁ ବେଷ୍ଟ ବୋଲି କହିଥିଲେ। ଉତ୍ତର ଭୁବନେଶ୍ୱରରେ ଗଲା ୫ ବର୍ଷ ଧରି ସୁଶାନ୍ତ କାମ କରିଛନ୍ତି । ସେ ହିଁ ବେଷ୍ଟ, ଏକଥା ସେ ପାଣ୍ଡିଆନକୁ ବି କହିଛନ୍ତି ।

BJP Candidate
ବିଜେପିର ପ୍ରାର୍ଥୀ ଘୋଷଣା: ୧୭ ବିଧାୟକ ରିପିଟ୍‌, ୨ MLAଙ୍କ କଟିଲା ଟିକେଟ୍‌

୧୧୨ ଜଣିଆ ପ୍ରାର୍ଥୀଙ୍କ ମଧ୍ୟରେ ୧୭ ଜଣ ବିଧାୟକଙ୍କୁ ପୁଣି ଥରେ ଟିକେଟ୍‌ ଦେଇଛି ଭାରତୀୟ ଜନତା ପାର୍ଟି।

Odisha Politics
ନିର୍ବାଚନ କମିଶନଙ୍କ କଡ଼ା ପଦକ୍ଷେପ, କ୍ଷମତା ଅପବ୍ୟବହାର ରୋକିବାକୁ ଜିଲ୍ଲାପାଳ-SPଙ୍କୁ ବଦଳି

ରାଜ୍ୟର ମୋଟ ୮ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ । ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ ।

Congress
ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ; ନୂଆପଡ଼ାରୁ ଲଢ଼ିବେ ପିସିସି ସଭାପତି... 

ଓଡ଼ିଶା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଧାନସଭା ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ । ନୂଆପଡ଼ାରୁ ଲଢ଼ିବେ ପିସିସି ସଭାପତି ଶରତ ପଟ୍ଟନାୟକ । 

Congress Candidate List
ଲୋକସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ବଲାଙ୍ଗୀରରୁ ଲଢ଼ିବେ ମନୋଜ ମିଶ୍ର....

୮ ଲୋକସଭା ଆସନ ଓ ୪୯ ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।