• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବଡ଼ ଖବର । ଓଡ଼ିଶା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଧାନସଭା ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ । ନୂଆପଡ଼ାରୁ ଲଢ଼ିବେ ପିସିସି ସଭାପତି ଶରତ ପଟ୍ଟନାୟକ । ସେହିପରି ୮ଟି ଲୋକସଭା ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

ବିଧାନସଭା ପ୍ରାର୍ଥୀ; କିଏ କେଉଁଠି ଲଢିବେ ? 

ପଦ୍ମପୁର- ଟଙ୍କଧର ସାହୁ
ବିଜେପୁର- କିଶୋର ଦଫାଦାର

ବରଗଡ଼- ନିପନ ଦାସ
ଭଟଲୀ- ବ୍ରହ୍ମା ମହାକୁଡ଼
ବ୍ରଜରାଜନଗର- କିଶୋର ପଟେଲ
ତଳସରା- ପ୍ରବୋଧ ତିର୍କୀ
ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ
ରଘୁନାଥପାଲୀ- ଗୋପାଳ ଦାସ
ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ

ଅଧିକ ପଢ଼ନ୍ତୁ: ଓଡ଼ିଶା ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା BJP, ସିଦ୍ଧାନ୍ତ-ଆକାଶଙ୍କୁ ମିଳିଲା ଟିକେଟ

ରାଜଗାଙ୍ଗପୁର- ରାଜନ ଏକ୍କା
ଲୋଇସିଂହା- ଓମ୍‌ ପ୍ରକାଶ କୁମ୍ଭାର
ପାଟଣାଗଡ଼- ଅନୀଲ ମେହେର
ବଲାଙ୍ଗିର- ସମରେନ୍ଦ୍ର ମିଶ୍ର 
କଣ୍ଟାବାଂଜି- ସନ୍ତୋଷ ସିଂ ସାଲୁଜା
ଉମରକୋଟ- ସନରାଜ ଗଣ୍ଡ
ଝରିଗାଁ- ହାରାବତୀ ଗଣ୍ଡ
ନବରଙ୍ଗପୁର- ଦିଲୀପ ପ୍ରଧାନୀ 
ଡାବୁଗାଁ- ଲିପିକା ମାଝୀ
ଲାଞ୍ଜିଗଡ଼- ବଳଭଦ୍ର ମାଝୀ
ଜୁନାଗଡ଼- ତୁଳେଶ୍ବର ନାଏକ
ଧର୍ମଗଡ଼- ରଶ୍ମୀରେଖା ରାଉତ
ଭବାନୀପାଟଣା- ସାଗର ଦାସ
ନର୍ଲା- ଭକ୍ତ ଚରଣ ଦାସ 
ବାଲିଗୁଡ଼ା- ସୁରଦ ପ୍ରଧାନ
ଜି.ଉଦୟଗିରି- ପ୍ରଫୁଲ୍ଲ ପ୍ରଧାନ
ଫୁଲବାଣୀ- ପ୍ରତିଭା କହଁର
କଣ୍ଟାମାଳ- ମନୋଜ ଆଚାର୍ଯ୍ୟ
ବୌଦ୍ଧ- ନବ ମିଶ୍ର
ଭଂଜନଗର- ପ୍ରଶାନ୍ତ ବିଷୋୟୀ
ପୋଲସରା- ଅଗସ୍ତୀ ବରଦା
କବିସୂର୍ଯ୍ୟନଗର- ଚିରଂଜୀବ ବିଷୋୟୀ 
ସୋରଡ଼ା- ହରିକ୍ରିଷ୍ଣା ରଥ

ସାନଖେମୁଣ୍ଡି- ରମେଶ ଜେନା
ଚିକିଟି- ରବୀନ୍ଦ୍ର ଦ୍ୟାନସାମନ୍ତରାୟ
ମୋହନା- ଦାଶରଥୀ ଗମାଙ୍ଗ
ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
ଗୁଣପୁର- ସତ୍ୟଜିତ ଗମାଙ୍ଗ,
ବିଷମକଟକ- ନୀଳମାଧବ ହିକକା
ରାୟଗଡ଼ା- ଆପଲସ୍ବାମୀ କାଡ୍ରାକା
ଲକ୍ଷ୍ମୀପୁର- ପବିତ୍ର ସାଉଁନ୍ତା
କୋଟପାଡ଼- ଅନାମ ଦିଆନ
ଜୟପୁର- ତାରା ବାହିନୀପତି
କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ
ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ
ମାଲକାନଗିରି- ମାଲା ମାଢ଼ୀ 
ଚିତ୍ରକୋଣ୍ଡା- ମଙ୍ଗୁ ଖିଲ

 

ଲୋକସଭା ଆସନ: କିଏ କେଉଁଠି ଲଢିବେ ?

ସୁନ୍ଦରଗଡ଼- ଜନାର୍ଦ୍ଦନ ଦେହୁରୀ

ବଲାଙ୍ଗୀର- ମନୋଜ ମିଶ୍ର

କଳାହାଣ୍ଡି- ଦ୍ରୌପଦୀ ମାଝୀ

 ନବରଙ୍ଗପୁର- ଭୁଜବଳ ମାଝୀ

କନ୍ଧମାଳ- ଅମୀର ଚନ୍ଦ୍ର ନାୟକ

ବ୍ରହ୍ମପୁର- ରଶ୍ମୀ ରଞ୍ଜନ ପଟ୍ଟନାୟକ

କୋରାପୁଟ- ସପ୍ତଗିରି ଉଲ୍ଲାକା