BJD Candidate List
ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଆଉ ୨୭ ବିଧାନସଭା ଓ ୫ ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ସେ ଭିତରେ ବିଧାନସଭା ସିଟ୍ ପାଇଁ ୭ ଓ ଲୋକସଭା ସିଟ୍ ପାଇଁ ୨ ଜଣ ମହିଳା ଅଛନ୍ତି । ବିଧାନସଭା ସିଟ୍ ଲାଗି ପୂର୍ବରୁ ଦଳ ୭୨ ଜଣିଆ ତାଲିକା ଘୋଷଣା କରିଥିଲା । ତେଣୁ ଆଜିର ଏ ଘୋଷଣା ସହ ସଂଖ୍ୟା ୯୯ରେ ପହଞ୍ଚିଛି । ତେବେ ଆହୁରି ୪୮ ଆସନରେ ଏବେ ବି ଟିକେଟ୍ଅଙ୍କ ଛିଡ଼ିନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)