• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

VK Pandian
ଦିଲ୍ଲୀ ଚାଲିଗଲେ ଭିକେ ପାଣ୍ଡିଆନ୍ !

ଗତକାଲି ବିଲମ୍ବିତ ରାତିରେ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଦିଲ୍ଲୀ ଯାଇ ସେଠାରେ ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା ମିଳିଛି ।

Two retired IAS resign from CMO
CMOରୁ ଇସ୍ତଫା ଦେଲେ ସୁରେଶ ମହାପାତ୍ର ଓ ଆର୍‌. ବାଲକ୍ରିଷ୍ଣନ

ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକଙ୍କ ଇସ୍ତଫା ପରେ CMOରୁ ଇସ୍ତଫା ଦେଇଛନ୍ତି ଦୁଇ ବରିଷ୍ଠ ଆଇଏଏସ୍‌ ସୁରେଶ ମହାପାତ୍ର ଓ ଆର୍‌.ବାଲକ୍ରିଷ୍ଣନ୍‌।

Naveen Patnaik
ବିରୋଧୀ ଦଳ ନେତା ଆସନରେ ବସିବେ ତ ନବୀନ?

ଗଣତନ୍ତ୍ରହୀନ ବିଜୁ ଜନତା ଦଳରେ ନେତା ପଣପଣ, କିନ୍ତୁ କାହାର ପାୱାର ନାହିଁ। ଆଦର ନଥିବାରୁ ଦୂରେଇ ରହିଛନ୍ତି ବରିଷ୍ଠ, ଟହଲ ମାରୁଛନ୍ତି ଅଭିଜ୍ଞତାହୀନ ଯୁବପିଢ଼ି।

VK Pandian
କ୍ୟାମେରା ଧରି ହେଲିକପ୍ଟରରେ ବୁଲୁଥିବା ପାଣ୍ଡିଆନ କୁଆଡ଼େ ଗଲେ ?

କୁହାଯାଉଛି, ଏବେ ଭି.କେ ପାଣ୍ଡିଆନ୍‌ଙ୍କ କ’ଣ ହେବ ରାଜନୈତିକ ଭବିଷ୍ୟତ ? ରାଜନୀତିରେ ରହିବେ ନା ରାଜନୀତିରୁ ସନ୍ୟାସ ନେବେ ?

longest-ruling CM record
ଅଧାରେ ରହିଗଲା ନବୀନଙ୍କ ସ୍ବପ୍ନ; ଭାଙ୍ଗିପାରିଲେନି ଚାମଲିଂ ରେକର୍ଡ...

ବିଜେଡିର ଭୁଲ ରଣନୀତି ଓ ମୋଦି ହାୱା ସବୁକିଛି ଓଲଟପାଲଟ କରିଦେଲା । ଇତିହାସ ରଚିବାକୁ ଆଉ ହାତରେ ଥିଲା ୭୪ ଦିନ ବାକି । ହେଲେ ଓଡ଼ିଶାରେ ଧରାଶାୟୀ ହୋଇଗଲା ବିଜେଡି ସରକାର ।

Jaynarayan Mishra
'ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ'

ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ। ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆରେ କହିପାରୁଥିବେ।

Laxman Bag
କିଏ ଏହି ଲକ୍ଷ୍ମଣ ବାଗ୍‌ ?

ଲକ୍ଷ୍ମଣ ବାଗ୍‌ VS ନବୀନ ପଟ୍ଟନାୟକ । ଜଣେ ଚାଷୀ ନେତା ଆଉ ଜଣେ ରାଜ୍ୟର ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ । ଯିଏ କି ରାଜନୀତି କ୍ୟାରିୟରରେ ପରାଜୟ ଜାଣିନାହାନ୍ତି । ଦେଖିନାହାନ୍ତି ପରାସ୍ତର ସୂର୍ଯ୍ୟ । ହେଲେ ସେହି ନବୀନଙ୍କୁ ଏଥର ନିର୍ବାଚନରେ ଚେକ୍‌ ଦେଇଛନ୍ତି ଏହି ବିଜେପି ନେତା ଲକ୍ଷ୍ମଣ ବାଗ୍‌ ।

VK Pandian
ଏବେ କଣ କରିବେ ପାଣ୍ଡିଆନ୍‌ ?

କେଉଁଠି ଅଛନ୍ତି ପାଣ୍ଡିଆନ୍‌ ? ଭୁବନେଶ୍ୱରରେ ନା ଆଉ କେଉଁଠି ? ନିର୍ବାଚନ ଫଳାଫଳ ପରେ କୁହାଯାଉଥିବା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କ ମିଳୁନି ଦେଖା । ନା ଗଣମାଧ୍ୟମ ସାମ୍‌ନାକୁ ଆସୁଛନ୍ତି, ନା ପରାଜୟ ପରେ ପ୍ରେସମିଟ୍‌ କରି ନିଜ ବିବୃତି ରଖୁଛନ୍ତି ।

Ratna Bhandar
ଖୁବଶୀଘ୍ର ଖୋଲିବ କି ଶ୍ରୀମନ୍ଦିର ୪ ଦ୍ବାର ?

ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିରର ୪ ଦ୍ବାର? ଶ୍ରୀଜିଉଙ୍କ ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବ କି ପରଦା ?

VK Pandian
କୁଆଡେ ଗଲେ ପାଣ୍ଡିଆନ୍?

କୁଆଡେ ଗଲେ ପାଣ୍ଡିଆନ୍? ବିଜେଡିର ବିପର୍ଯ୍ୟୟ ପରେ ଏବେ ଏହି ପାୱାରଫୁଲ୍ ନେତାଙ୍କ ପତା ମିଳୁନି। କ୍ୟାମେରା ଧରି ହେଲିକପ୍ଟରେ ଟୁର୍ ପରେ ଟୁର୍ କରୁଥିବା ପାଣ୍ଡିଆନ୍ କିନ୍ତୁ ଏବେ ସାମନାକୁ ଆସିନାହାନ୍ତି।

BJD
ଟଳିଗଲେ ରଥି ମହାରଥୀ, ଧରାଶାୟୀ ନିଜେ ଛତ୍ରପତି

ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼, ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।

Naveen Patnaik
ଗୋଟିଏ ଝଟକାରେ ବଦଳିଗଲା ରାଜ୍ୟ ରାଜନୀତି

ଶେଷହେଲା ମୁଖ୍ୟମନ୍ତ୍ରୀ ଭାବେ 24 ବର୍ଷର ନିରଙ୍କୁଶ ଯାତ୍ରା। ମୋଦି ଗ୍ୟାରେଣ୍ଟିରେ ଭାଙ୍ଗି ଗଡ଼ ଗଡ଼ ହେଇଗଲା ବିଜେଡି ଗଡ଼।

VK Pandian
କୁଆଡ଼େ ଗଲେ ପାଣ୍ଡିଆନ୍ ? BJD ର ବିପର୍ଯ୍ୟୟ ପରେ ଗାଏବ୍ ଦ୍ୱିତୀୟ ସର୍ବଶକ୍ତିମାନ୍ ନେତା

ଭୁଶୁଡିଲା ବିଜେଡି। ବଦଳିଲା ସତ୍ତା। ତେବେ ୨୪ ବର୍ଷର ବିଜେଡି ଦୁର୍ଗ କାହିଁକି ଭୁଶୁଡିଲା? ସାଧାରଣରେ ଚର୍ଚ୍ଚା ଯେ, ଭିକେ ପାଣ୍ଡିଆନ୍‌ଙ୍କ ଅଭ୍ୟୁଦୟ ବିଜେଡି ପାଇଁ କାଳ ହେଲା।

Naveen Patnaik
 ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ; ଇତିହାସ ପାଲଟିଗଲେ ନବୀନ...

୫ ମାର୍ଚ୍ଚ ୨୦୦୦ରୁ ଆରମ୍ଭ, ୨୪ ଜୁନ୍ ୨୦୨୪ରେ ଶେଷ । ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ । ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ନବୀନଙ୍କ ଇସ୍ତଫା ।

Ratna Bhandar
ମୋଦି ଗ୍ୟାରେଣ୍ଟିକୁ ନେଇ ବଢୁଛି ଭକ୍ତଙ୍କ ଆଶା; ଖୋଲିବ କି ଶ୍ରୀମନ୍ଦିର ୪ ଦ୍ବାର ?

ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ବାର। ଫିଟିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ। ରାଜ୍ୟରେ ବିଜେଡି ସରକାରର ପତ୍ତନ ଆଉ ବିଜେପି ସରକାରର ଅଭୁତ୍ଥାନ ପରେ ଶ୍ରୀଜଗନ୍ନାଥ ଭକ୍ତଙ୍କ ମନରେ ସଂଚାର ହୋଇଛି ଏମିତି ଆଶା।

Baijayant Panda
କେନ୍ଦ୍ରାପଡ଼ା ଲୋକସଭାରୁ ବିପୁଳ ବିଜୟ ପରେ ବୈଜୟନ୍ତଙ୍କ ବିଶାଳ ଶୋଭାଯାତ୍ରା

୬୬ ହଜାରରୁ ଅଧିକ ଭୋଟରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇବା ପରେ ଜୟ ପଣ୍ଡା ଏହି ବିଜୟ ଶୋଭାଯାତ୍ରା କରୁଛନ୍ତି।

Manmohan Samal
‘ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା, ବିଜେପି ଯାହା କହିଥିଲା ତାହା କରିବ’

ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ।

Naveen Patnaik
ବିଜେଡି ହାତରୁ ଖସିଲା ଶାସନ ଡୋରି, ନବୀନ ପାଲଟିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଇତିହାସ ରଚିବା ବଦଳରେ ଇତିହାସ ପାଲଟିଲେ ନବୀନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାବାତ୍ୟାରେ ଧରାଶାୟୀ ନବୀନ ମ୍ୟାଜିକ୍ ।

Naveen Patnaik
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ

ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ ।

Pradeep Panigrahi
‘ଲେଖା ଛିଡ଼ିଲା, କ୍ରୀତଦାସ ମାନସିକତାରୁ ଓଡ଼ିଶାବାସୀ ମୁକ୍ତି ପାଇଲେ’

ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ଓଡ଼ିଶାବାସୀ ଜଣାଇଦେଲେ । ଯେଉଁଠି ନୀତି ନାହିଁ, ନେତା ଠିକ୍ ନାହାନ୍ତି ସେ ଦଳ ତିଷ୍ଠିବନି ।

president-of bjd, bjp and congress defeated
ନିର୍ବାଚନୀ ବୈତରଣୀ ପାର୍ କରି ପାରିଲେନି ୩ଦଳ ମୁଖିଆ: ହାରିଲେ ନବୀନ-ମନମୋହନ-ଶରତ

କେବଳ ମନମୋହନ ନୁହନ୍ତି, ବିଜେଡି ଓ କଂଗ୍ରେସ ସଭାପତିଙ୍କ ଋଣକୌଶଳ ମଧ୍ୟ ଏହି ନିର୍ବାଚନରେ ଫେଲ୍‌ ମାରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଆସନ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ତାଙ୍କୁ କଣ୍ଟାବାଞ୍ଜି ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

In historic upset in Odisha
କାମ କଲାନି ନବୀନ ଯାଦୁ; ଓଡ଼ିଶାରେ ଫୁଟିଲା ପଦ୍ମ

ସବୁଠୁ ବଡ଼ କଥା ହେଲା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନେଇ ବିଜେଡି ଯେତେ ପ୍ରଚାର କରିବାକୁ ଚେଷ୍ଟା କରିଥିଲେ ବି ତାହା ଆଉ କାମ ଦେଲାନି। ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସାମ୍ନା କରିଛି ଦଳ। ଭୁଶୁଡିଯାଇଛି ବିଜେଡି ଗଡ଼।

BJP
ଓଡ଼ିଶାରେ ସରକାର ବିରୋଧୀ ସୁନାମୀ; ଲୋକସଭାରେ ଖାତା ଖୋଲି ପାରିଲାନି ବିଜେଡି

ପଦ୍ମନାଭ ବେହେରା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଉମା ସାମନ୍ତରାୟ, ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ହେଭିୱେଟ ଓ ସେଲିବ୍ରିଟି ବିଜେଡି ପ୍ରାର୍ଥୀଙ୍କୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା।

Naveen Patnaik
ପଦ୍ମ ପୋଖରୀରେ ହଜିଗଲା ବିଜେଡି; ଓଡ଼ିଶାରେ ନବୀନ ଯୁଗର ଅବସାନ, ସରକାର କରିବ ବିଜେପି

ଓଡ଼ିଶାରେ ନବୀନ ଯୁଗର ଅନ୍ତ। ଐତିହାସିକ ବିଜୟ ସହ ଓଡ଼ିଶାରେ ସରକାର କରିବ ବିଜେପି। ଚାରିଆଡ଼ ଅରେଞ୍ଜ ସୁନାମୀ।

BJD
ବିଜେଡ଼ି ପରାଜୟ ପଛର ୧୦ ପ୍ରମୁଖ କାରଣ..ଜାଣନ୍ତୁ

ବିଜେଡିର ଏଭଳି ବିପର୍ଯ୍ୟୟର କ’ଣ ରହିଛି ୧୦ ପ୍ରମୁଖ କାରଣ ଆସନ୍ତୁ ଜାଣିବା...