• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Congress Protest Against Firmbill
କୃଷି ଆଇନ୍‌କୁ କଂଗ୍ରେସର ବିରୋଧ ଜାରି, ସେପଟେ ରାଜସ୍ଥାନରେ ଦଳର ସ୍ଥିତି ବିଗିଡ଼ିଲାଣି..

ପଞ୍ଜାବ ଶାସନରେ ଥିବା କଂଗ୍ରେସ ଠାରୁ ଆରମ୍ଭ କରି ପୂର୍ବରୁ ଏନଡିଏରେ ଥିବା ଶିରୋମଣି ଅକାଳୀ ଦଳ ପର୍ଯ୍ୟନ୍ତ, ସମସ୍ତଙ୍କ ତରଫରୁ ତିନି କୃଷି ଆଇନକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ଆଜି ସଂସଦ ପରିସରରେ ପଞ୍ଜାବ କଂଗ୍ରେସ ସାଂସଦମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

parliament-kTNE--621x414@LiveMint
ଥମୁନି ପେଗାସସ୍ ଝଡ଼, ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସଦନ ଆସିବାକୁ ବିରୋଧୀଙ୍କ ଦାବି

ପେଗାସସ୍ ପ୍ରସଙ୍ଗ ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ତୀବ୍ର ବିରୋଧ ମଧ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ସଂସଦର ଉଭୟ ଗୃହର କାର୍ଯ୍ୟକୁ ମୁଲତବୀ କରିଦିଆଯାଇଛି । ଶୁକ୍ରବାର ମଧ୍ୟ ପେଗାସସ ପ୍ରସଙ୍ଗ ଉତ୍ଥାପନ କରି ବିରୋଧୀ ସଂସଦରେ ହୋହଲ୍ଲା କରିଥିଲେ ।

Nisikant Dubey
BJP ସାଂସଦ ନିଶିକାନ୍ତ ଦୁବେଙ୍କୁ ବିହାରୀ ଗୁଣ୍ଡା କହିଲେ TMC ସାଂସଦ ମହୁଆ ମୈତ୍ର !

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସଂଗୀନ ଅଭିଯୋଗ । ମହୁଆ ତାଙ୍କୁ ତିନି ତିନିଥର ବିହାରୀ ଗୁଣ୍ଡା କହିଥିଲେ ବୋଲି ନିଶିକାନ୍ତ ଆଜି ଅଭିଯୋଗ ଆଣିଛନ୍ତି ।

statue controversy
ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନିକଟରେ ପୂବର୍ତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୂବର୍ତନ ମନ୍ତ୍ରୀ ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। 

Mamata Sonia
ସୋନିଆ-ରାହୁଲଙ୍କ ସହ ମମତାଙ୍କ ଭେଟ, ବିରୋଧୀଙ୍କୁ ଏକାଠି ହେବାକୁ ଯୋଜନା

ସୋନିଆ-ରାହୁଲଙ୍କ ସହ ମମତାଙ୍କ ଭେଟ । ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।

Pegasus
ଥମୁନି ପେଗାସସ୍ ତାତି, ବିରୋଧୀ କହିଲେ ଖେଲା ହୋବେ ! ରାହୁଲ ମାରିଲେ ମୋଦିଙ୍କୁ ତୀର..

ସଂସଦରେ ଏବେ ବି ଲାଗିରହିଛି ପେଗାସସ ଝଡ । ପେଗସସ୍ ସ୍ପାଇଓୟାର୍ ବିବାଦ ସଂକ୍ରାନ୍ତରେ ପ୍ରତିବାଦ କରି ବିରୋଧୀ ଦଳର ନେତାମାନେ ହୋ-ହଲ୍ଲା କରିବାରୁ ଆଜି ବି ଗୃହକାର୍ଯ୍ୟ ପ୍ରଭାବିତ ହୋଇଥିଲା ।

  • Wednesday, 28 July 2021
Election
କାହିଁକି ନିର୍ବାଚନକୁ ଡରୁଛନ୍ତି ରାଜ୍ୟ ସରକାର ? ଗାଁରେ ସରକାର ବିରୋଧୀ ହାଓ୍ୱା ଆଉ ସହରରେ ବିଜେପି ମୁହାଁ ଭୋଟର !

ପୌର ଓ ପଞ୍ଚାୟତ ନିର୍ବାଚନରେ ବାଧକ ସାଜିଛି ଆସନ ସଂରକ୍ଷଣ । ନିର୍ଦ୍ଧାରିତ ସମୟର ପ୍ରାୟ ୩ ବର୍ଷ ଗଡି ଯାଇଥିଲେ ବି ସରକାର ନିର୍ବାଚନ ନକରାଇବାକୁ ନେଇ ଉଠିଛି ଏଭଳି ପ୍ରଶ୍ନ ।

ARABINADA-KEJRIWAL
କରୋନା ଯୋଦ୍ଧାଙ୍କ ପରିବାରକୁ କୋଟିଏ ଟଙ୍କା ଲେଖାଏଁ ଦେଲେ ଦିଲ୍ଲୀ ସରକାର

କରୋନା ଯୋଦ୍ଧାଙ୍କ ପରିବାରକୁ କୋଟିଏ ଟଙ୍କା ଲେଖାଏଁ ଦେଲେ ଦିଲ୍ଲୀ ସରକାର । ମହାମାରୀ କରୋନା କାଳରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସମ୍ମୁଖ ଯୋଦ୍ଧାଙ୍କୁ କୋଟିଏ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାର ।

Basavaraj Bommai
ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ବେଙ୍ଗଳୁରୁରେ ବିଧାୟକ ଦଳ ବୈଠକରେ ବାଜିଲା ମୋହର । ୬୧ ବର୍ଷୀୟ ବୋମାଇଙ୍କ ନାଁରେ ବାଜିଲା ମୋହର । ବୈଠକରେ ବୋମାଇଙ୍କ ନାଁ ପ୍ରସ୍ତାବ ଦେଇଥିଲେ ୟେଦୁରପ୍ପା ।

Basavaraj Bommai
ୟେଦୁଙ୍କ ପରେ ବାସବରାଜ ବୋମାଇ ହେବେ ମୁଖ୍ୟମନ୍ତ୍ରୀ !

ୟେଦୁଙ୍କ ପରେ ବାସବରାଜ ବୋମାଇ ହେବେ ମୁଖ୍ୟମନ୍ତ୍ରୀ ! ଏନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଲାଣି । ଗତ କିଛି ଦିନ ଧରି କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହି ଚର୍ଚ୍ଚାର ଅନ୍ତ ହେବାକୁ ଯାଉଛି ।

BS Yediyurappa
ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା

ଉଠୁଛି ପଡ଼ୁଛି କର୍ଣ୍ଣାଟକର ରାଜନୀତି । ସୋମବାର ବି.ଏସ୍ ୟେଡିୟୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ହେବ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ସୋମବାର ତାଙ୍କ ପଦ ଛାଡ଼ିଛନ୍ତି ।

rahul gandhi
କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାହୁଲ ଗାନ୍ଧୀ

କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି କଂଗ୍ରେସର ପ୍ରତିବାଦ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଟ୍ରାର ଚଳାଇ ସଂସଦ ଭଭନ ଅଭିମୁଖେ ଆସିଛନ୍ତି । ସକାଳେ ରାହୁଲ ତୁଗଲକ ଲେନରେ ଥିବା ବାସଭବନରୁ ଟ୍ରାକ୍ଟର ଚଲାଇ ସଂସଦ ଆସିଥିଲେ

BJP Target EC
ECଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ବିଜେପିର ଚେତାବନୀ

ସୁପ୍ରିମକୋର୍ଟର ରାୟକୁ ଉଲ୍ଲେଖ କରି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, କମିଶନ୍ ହାଇକୋର୍ଟକୁ ଯାଇ ପୌର ନିର୍ବାଚନ କରାଇବା ଲାଗି କେସ୍ ଦାୟର କରିପାରିବେ। ତେବେ କମିଶନ୍ ତାହା କରୁନାହାନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ଲାଗି ୭ ଦିନ ଭିତରେ କମିଶନ୍ କୋର୍ଟକୁ ଯାଆନ୍ତୁ ବୋଲି ଦଳ ଦାବି କରିଛି।

yedu
୨୬ରେ ଇସ୍ତଫା ଦେବେ ୟେଦୁରପ୍ପା, ନିଜ ବୟାନରେ ଦେଲେ ସଙ୍କେତ..

ସରଗରମ କର୍ଣ୍ଣାଟକ ରାଜନୀତି । ଇସ୍ତାଫା ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା । ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ୟେଦୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ।

Ashwini Vaishnaw
ଥମୁନି ପେଗାସସ୍‌ ତାତି, ସଂସଦରେ ଅଶ୍ୱିନୀଙ୍କ ହାତରୁ ରିପୋର୍ଟ ଛଡ଼ାଇ ଚିରି ଫିଙ୍ଗିଦେଲେ TMC ସାଂସଦ

ପେଗାସସ୍ ଫୋନ୍ ହ୍ୟାକିଂ ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ । ପେଗାସସ ସ୍ନୁପିଂକୁ ନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖୁଥିବାବେଳେ ବିରୋଧୀଙ୍କ ହଙ୍ଗାମା ।

Pegasus
ପେଗାସସ୍ କେଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ଗଠନ କରିଛି ଇସ୍ରାଏଲ୍

ପେଗାସସ୍ କେଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ଗଠନ କରିଛି ଇସ୍ରାଏଲ୍ । ଇସ୍ରାଏଲି କଂପାନୀ NSO ଗ୍ରୁପ୍ ଦ୍ୱାରା ନିର୍ମିତ ପେଗାସସ୍ ସ୍ପାଏଓୟାର ବିଶ୍ୱସ୍ତରରେ ଦୁରୁପଯୋଗ ହୋଇଥିବା ଅଭିଯୋଗ ଉଠିବା ପରେ ଇସ୍ରାଏଲ୍ ସରକାର ଏହି ପଦକ୍ଷେପ ନେଇଛନ୍ତି ।

navjot singh sidhu
ପଞ୍ଜାବରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ସିଦ୍ଧୁ, ଅମରିନ୍ଦର ଏବେ ବି ଅସନ୍ତୁଷ୍ଟ

ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ନବଜୋତ ସିଂ ସିଦ୍ଧୁ ମନୋନୀତ ହେବା ପରେ ସମର୍ଥକଙ୍କୁ ଭେଟି ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ସିଦ୍ଧୁ ଅମୃତସର ବାସଭବନରେ ୬୨ ଜଣ ବିଧାୟକଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି ।

sambit patra
‘ଦିଲ୍ଲୀ ସରକାରଙ୍କ ତଥ୍ୟ କହୁଛି କୋଭିଡ୍‌ରେ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇନାହିଁ’

ଦେଶରେ କୋଭିଡରେ ଅକ୍ସିଜେନ ଅଭାବରୁ କୌଣସି ବ୍ୟକ୍ତିଙ୍କ ଜୀବନ ଯାଇନାହିଁ । ଏନେଇ କେନ୍ଦ୍ର ସରକାର କହିବା ପରେ ଏବେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

prithviraj harichandan
‘ଅପରିଣାମଦର୍ଶୀ ଚିଠି ଲେଖିବାରେ ଓଡ଼ିଶା ସରକାରଙ୍କ କୌଣସି ପଟାନ୍ତର ନାହିଁ’

ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିଜେଡି ଜାତି ରାଜନୀତି ଚାହୁଁଛି ବୋଲି କହିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । 

CM Naveen Patnaik
ମୋ ପରେ ଆମ ପରିବାରରୁ କେହି ରାଜନୀତିକୁ ଆସିବେ ନାହିଁ: ନବୀନ

ଭୁବନେଶ୍ୱର: ମୋ ପରିବାରରୁ କେହି ବି ରାଜନୀତିକୁ ଆସିବେ ନାହିଁ। ମୋ ପରେ କିଏ ଉତ୍ତରଦାୟିତ୍ୱ ଗ୍ରହଣ କରିବ ତାହା ଜନସାଧାରଣ ନିଷ୍ପତ୍ତି କରିବେ। ଏ ରାଜ୍ୟର ଜନତା ହିଁ ତାଙ୍କ ନେତା ବାଛିବେ। ଲଗାତାର ପଞ୍ଚମଥର ପାଇଁ ବିଜୟ ହାସଲ କରିଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା କହିଛନ୍ତି। ନିଜ ରାଜନୀତି କ୍ୟାରିୟରରେ କେବେ ବି ପରାଜୟ ସ୍ୱାଦ ଚାଖି ନ ଥିବା ନବୀନ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଏଭଳି […]

  • Wednesday, 21 July 2021
nu
ଦିନକ ପରେ ଶପଥ ଗ୍ରହଣ ଉତ୍ସବ, ଜାଣନ୍ତୁ କାହା ଭାଗ୍ୟରେ ମନ୍ତ୍ରିପଦ ?

ଭୁବନେଶ୍ୱର : ବିଜେଡ଼ି ଏଥର ପଞ୍ଚମଥର ପାଇଁ ସରକାର ଗଠନ କରୁଥିବା ବେଳେ ଦଳର କେଉଁ ନେତାଙ୍କୁ ମିଳିବ ମନ୍ତ୍ରୀପଦ? କାହାକୁ ମିଳିବ କେଉଁ ବିଭାଗ? ରାତି ପାହିଲେ ହେବ ଶପଥପାଠ ଉତ୍ସବ। ତେବେ କାହା ମୁଣ୍ଡରେ ହାତୀ ଢାଳିବ ସୁନାକଳସ, ଏହାକୁ ନେଇ ବିଜୟୀ ବିଜେଡ଼ି ନେତାଙ୍କ ମଧ୍ୟରେ ବଢ଼ି ଚାଲିଛି ଉତ୍କଣ୍ଠା। ମନ୍ତ୍ରିମଣ୍ଡଳରେ କିଏ କିଏ ସ୍ଥାନ ପାଇବେ ସେନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏଥର ଜିଲ୍ଲାଗୁଡ଼ିକରୁ ଉପଯୁକ୍ତ ପ୍ରତିନିଧି ଦେବାକୁ ନବୀନ […]

  • Wednesday, 21 July 2021
phot 2
କାଲି ଶପଥ ନେବେ ନବୀନ, ଆଜି ସୁରକ୍ଷାକର୍ମୀଙ୍କ ମକ୍‌ ଡ୍ରିଲ୍‌

ଭୁବନେଶ୍ୱର : ରାଜ୍ୟରେ ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଶପଥ ଗ୍ରହଣ କରିବେ। ଦିନ ସାଢ଼େ ୧୦ଟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଶପଥ ଗ୍ରହଣ ସ୍ଥାନ ଭିତର ଓ ବାହାର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୫ ଫ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯିବା ସହ ଅତିଥିମାନଙ୍କ ପ୍ରବେଶ ପାଇଁ  ୫ଟି […]

  • Wednesday, 21 July 2021
Untitled-2-3
କିଏ ହେବେ ପରବର୍ତ୍ତୀ ବାଚସ୍ପତି

ଭୁବନେଶ୍ୱର: ୨୦୧୯ ନିର୍ବାଚନ ଫଳାଫଳ ଆସିଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତେବେ ନବୀନଙ୍କ କାହାକୁ ବାଚସ୍ପତି କରିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବାଚସ୍ପତି ପଦ ପାଇଁ ବୌଦ୍ଧର ବିଧାୟକ ପ୍ରଦୀପ ଅମାତ, ବ୍ରଜରାଜନଗର  ବିଧାୟକ କିଶୋର ମହାନ୍ତି, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଓ ବଡ଼ମ୍ବାର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ଅଛି। ଏମାନଙ୍କ ମଧ୍ୟରୁ ପ୍ରଦୀପ ଅମାତ, କିଶୋର ମହାନ୍ତି ଓ […]

  • Wednesday, 21 July 2021
familly
କାହାକୁ ଜିତାଇଲେ, କାହାକୁ ପ୍ରତ୍ୟାଖ୍ୟାନ କଲେ ଭୋଟର

ଭୁବନେଶ୍ୱର: ୨୦୧୯ ନିର୍ବାଚନ  ପାରିବାରିକ ରାଜନୀତିକୁ ନେଇ ଚର୍ଚ୍ଚାରେ ଥିଲା। କେଉଁଠି ବାପା-ପୁଅ ତ କେଉଁଠି ଦୁଇ ଭଉଣୀ, ଦୁଇ ଭାଇ, ଦିଅର-ଭାଉଜ, ସ୍ୱାମୀ-ସ୍ତ୍ରୀ ନିର୍ବାଚନକୁ ଓହ୍ଲାଇଥିଲେ । ହେଲେ ଏଥର ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି ଏହି ପାରିବାରିକ ରାଜନୀତିକୁ। ଜଣାଇ ଦେଇଛନ୍ତି, ଗୋଟିଏ ପରିବାରର ଏକାଧିକ ପ୍ରାର୍ଥୀ ଆଉ ଗ୍ରହଣୀୟ ନୁହେଁ। ବିଜେଡି ଛାଡି ବିଜେପିରେ ମିଶିଥିବା ଡା.ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଧାନସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ଦାମ […]

  • Wednesday, 21 July 2021
nir
ଦୁଇଟି ଯାକ ଆସନରୁ ହାରିଲେ ନିରଞ୍ଜନ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ଲୋକ ଗ୍ରହଣ କରିନାହାନ୍ତି। ୧୪୬ ଆସନରୁ ମାତ୍ର ୧୦ଟି ଆସନରେ କଂଗ୍ରେସ ଆଗୁଆ ଥିଲେ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨ଟି ଯାକ ଆସନରୁ ହାରି ଯାଇଛନ୍ତି। ନିରଞ୍ଜନ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଏବଂ କେନ୍ଦୁଝର ଜିଲ୍ଲା ଘସିପୁରା ଆସନରୁ ଛିଡା ହୋଇଥିଲେ। ଭଣ୍ଡାରୀପୋଖରୀ ଆସନରେ ବିଜେଡ଼ି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କ ସହ ତାଙ୍କର ଟକ୍କର ଚାଲିଥିବାବେଳେ ଘସିପୁରା ଆସନରୁ ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ରଙ୍କ ସହ କଡା […]

  • Wednesday, 21 July 2021