• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

subhash
ବିଜେଡିରେ ସାମିଲ ହେଲେ ସୁବାସ

ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ସୁବାସ ଚୌହ୍ୱାନ। ଟିକେଟ ବଣ୍ଟନକୁ ନେଇ ବିଜେପିର ଏହି ନେତା ଅସନ୍ତୁଷ୍ଟ ଥିଲେ। ବରଗଡ଼ ଲୋକସଭା ଆସନରୁ ସୁବାସଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ। ଆଜି ସେ ନବୀନ ନିବାସରେ ପହଞ୍ଚି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ସେ କହିଛନ୍ତି, “ନବୀନ ବାବୁଙ୍କ ‌ଆଦର୍ଶରେ ଅନୁପ୍ରାଣିତ ହୋଇଛି। ବିଜେଡିରେ ସାମିଲ ହେବା ପାଇଁ କୌଣସି ସର୍ତ୍ତ ରଖିନାହିଁ।” ସେ […]

  • Tuesday, 20 July 2021
congress
କଂଗ୍ରେସରୁ ସାମୂହିକ ଇସ୍ତଫା ଦେଲେ ୩ ପୂର୍ବତନ ବିଧାୟକ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ କନ୍ଦଳ ବିସ୍ଫୋରକ ରୂପ ନେଇଛି। ଦଳରୁ ସାମୂହିକ ଇସ୍ତଫା ଦେଇଛନ୍ତି ୩ ଜଣ ପୂର୍ବତନ ବିଧାୟକ। ଜୁନାଗଡ଼ର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ପୂର୍ବତନ ବିଧାୟକ କୁମରମଣି ଶବର ଏବଂ ଯୁଗରାମ ବେହେରା ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ କଳାହାଣ୍ଡିର ଶତାଧିକ କର୍ମୀ ମଧ୍ୟ ଦଳ ଛାଡ଼ିଛନ୍ତି। ଟଙ୍କା ନେଇ ଟିକେଟ୍ ବଣ୍ଟା ଯାଉଥିବା ଅଭିଯୋଗ କରି ଏହି ୩ ପୂର୍ବତନ ବିଧାୟକ ଏବଂ କର୍ମୀ ଆଜି ରାଜ୍ୟ ପିସିସି କାର୍ଯ୍ୟାଳୟକୁ […]

  • Tuesday, 20 July 2021
chitfund
ଭୋଟ୍‌ରଙ୍କ ମୁଦ୍ଦାରେ ପଢ଼ନ୍ତୁ ‘ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ପ୍ରହସନ’

ଭୁବନେଶ୍ୱର: ଚିଟ୍‌ଫଣ୍ଡ କମ୍ପାନୀ ମନଭରି ଠକିଲେ। ଦୀର୍ଘ ବର୍ଷର ଅପେକ୍ଷା ପରେ ସରକାରଙ୍କ ଟଙ୍କା ଫେରସ୍ତ ପ୍ରତିଶ୍ରୁତି ଜମାକାରୀଙ୍କ ପାଇଁ ଉପହାସ ସାଜିଲା। ୭ ବର୍ଷ ତଳେ ୪ ହଜାର ଲେଖାଏଁ ଜମା ରଖିଥିବା କାକଟପୁର ଅଞ୍ଚଳର ଶତାଧିକ ଚିଟ୍‌ଫଣ୍ଡ ଜମାକାରୀଙ୍କୁ କ୍ଷତିପୂରଣ ମିଳିଛି ମାତ୍ର ୨ଶହ ଲେଖାଏଁ ଟଙ୍କା । ବାଲେଶ୍ୱରରେ ରାଜ୍ୟ ସରକାରଙ୍କ କର୍ପସ ଫଣ୍ଡ ପ୍ରତିଶ୍ରୁତି, ଯେମିତି ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି। ଭୋଟ୍‌ରଙ୍କ ମୁଦ୍ଦାରେ ପଢ଼ନ୍ତୁ ‘ଚିଟ୍‌ଫଣ୍ଡ ଟଙ୍କା […]

  • Tuesday, 20 July 2021
bjd2
ନବୀନ ନିବାସ ଆଗରେ ମୁହାଁମୁହିଁ ହେଲେ ଆଶାୟୀଙ୍କ ସମର୍ଥକ

ଭୁବନେଶ୍ୱର: ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେଡିର ଦଳୀୟ କନ୍ଦଳ ବିସ୍ଫୋରକ ରୂପ ନେଇଛି। ଜଣଙ୍କ ପରେ ଜଣେ ସିଟିଂ ବିଧାୟକ ଓ ସାଂସଦ ଦଳ ଛାଡୁଛନ୍ତି। ସେତିକିରେ ଦଳୀୟ ଅସନ୍ତୋଷ ସୀମିତ ରହିନାହିଁ। ସ୍ଥିତି ଏମିତି ହୋଇଛି ଯେ, ନବୀନ ନିବାସ ଆଗରେ ଦଳୀୟ କର୍ମୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଛି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଟିକେଟ୍ କସରତ ଚାଲିଥିବାବେଳେ ଆଜି ଏପରି ଦୃଶ୍ୟ ନବୀନ ନିବାସ […]

  • Tuesday, 20 July 2021
b
ଓଡ଼ିଶାରେ ନିର୍ବାଚନ ପ୍ରଚାରର ବିଗୁଲ ଫୁଙ୍କିଲା ବିଜେପି

ଭୁବନେଶ୍ୱର: ବିଜୟ ସଂକଳ୍ପ ଅଭିଯାନରେ ନିର୍ବାଚନ ପ୍ରଚାରର ବିଗୁଲ ଫୁଙ୍କିଛନ୍ତି ବିଜେପିର ହେଭିୱେଟ ନେତା। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ  କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। କେନ୍ଦ୍ରର ଜନହିତକର ଯୋଜନା କଥା କହିବା ସହ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଥିଲେ। ଆଜି ଗୋଟିଏ ଦିନରେ ତିନୋଟି ସ୍ଥାନରେ ବିଜେପି […]

  • Tuesday, 20 July 2021
murder1
ନେତାଙ୍କ ରକ୍ତରେ ନିର୍ବାଚନୀ ହୋଲି ଖେଳିଲେ ଦୁର୍ବୃତ୍ତ

ଆନନ୍ଦପୁର (ମୁନା ସିଂ)/କେନ୍ଦୁଝର (ପ୍ରଣୟ ପାଣି): ନିର୍ବାଚନ ପୂର୍ବରୁ ନେତାଙ୍କୁ ଜଘନ୍ୟ ହତ୍ୟା। ଏପରି ଘଟଣା ଘଟିଛି ଘସିପୁରାରେ। ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଅତି ନୃଶଂସ ଭାବେ ହାତଗୋଡ଼ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଘଟଣାରେ ୫ଜଣଙ୍କୁ ଗିରଫ କରି ତଦନ୍ତ ଚଲାଇଛି ପୁଲିସ୍‌। ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ତାଙ୍କ ପୁଅଙ୍କ ହାତ ରହିଥିବା ବିରୋଧୀ ସିଧାସଳଖ ଅଭିଯୋଗ କରିଛନ୍ତି। ଆନନ୍ଦପୁରର ଧକୋଟାରେ ନେତାଙ୍କ ରକ୍ତରେ ନିର୍ବାଚନୀ […]

  • Tuesday, 20 July 2021
election
ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ସରିଲା ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଆଜି ଶେଷ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିନ୍ଦାବାଦ ଧ୍ୱନି ସହ ସମର୍ଥକଙ୍କ ରାଲିରେ ଆଜି କମ୍ପିଥିଲା ରାଉରକେଲା ସହର। ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ।  ରାଉରକେଲାରେ ଥିବା ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ଆଶିଷ ଲାଭ କରିବା ପରେ ନାମାଙ୍କନପତ୍ର ଦାଖଲ ପାଇଁ ବାହାରିଥିଲେ ବିଜେପି ପ୍ରାର୍ଥୀ […]

  • Tuesday, 20 July 2021
bjp
ଦୁଷ୍କର୍ମ ତଥ୍ୟ ଲୁଚାଇବାକୁ ମହିଳା ସଂରକ୍ଷଣ କାର୍ଡ ଖେଳିଛି ବିଜେଡି: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା କଥା କହୁଛନ୍ତି। ହେଲେ ଗୋଟିଏ ବର୍ଷରେ ୫୦ ମହିଳା ଦୁଷ୍କର୍ମ ଓ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ବଢ଼ି ଚାଲିଥିବା ନାରୀ ନିର୍ଯାତନା ତଥ୍ୟ ଲୁଚାଇବାକୁ ରାଜ୍ୟ ସରକାର ୩୩ ପ୍ରତିଶତ ମହିଳା କାର୍ଡ ଖେଳିଛନ୍ତି ବୋଲି ବିଜେପି ଅଭିଯୋଗ କରି ବିଜେଡିକୁ ଟାର୍ଗେଟ କରିଛି। ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି। ସେ ଏକ […]

  • Tuesday, 20 July 2021
road
‘ରୋଡ୍‌ ନାହିଁ ତ ଭୋଟ୍‌ ନାହିଁ’

ବିନିକା (ଦିଲୀପ କୁମାର ସାହୁ): ଗାଁ ଗାଁକୁ ରାସ୍ତା ହେବ। ପାନୀୟ ଜଳଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ହାତ ପାହାନ୍ତାରେ ମିଳିବ। ନିର୍ବାଚନ ସମୟରେ ଏମିତି କେତେ କ’ଣ ପ୍ରତିଶ୍ରୁତି ମିଳୁଛି। ହେଲେ ନିର୍ବାଚନ ସରିଲା ପରେ ସବୁ ପ୍ରତିଶ୍ରୁତି ପାଣି ଫଟକା ପରି ମେଳାଇ ଯାଉଛି। କିନ୍ତୁ ଏଥର ଏପରି ପ୍ରତିଶ୍ରୁତି କାମ ଦେବନି ବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ତିଲେଇମାଲ ଗାଁ ଲୋକେ । ଖାଲି ସେତିକି ନୁହେଁ, […]

  • Tuesday, 20 July 2021
pitambara
ପ୍ରାର୍ଥିପତ୍ର ଦାଖଲ କଲେ ପୀତାମ୍ବର, ନବୀନଙ୍କ ସହ ଟକ୍କର

ବ୍ରହ୍ମପୁର: ହିଞ୍ଜିଳି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ପାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ହୋଇ ଆସୁଛନ୍ତି। ବିକାଶକୁ ନେଇ ହିଞ୍ଜିଳିବାସୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ବେଳେ ଏଥର ନିର୍ବାଚନୀ ବୈତରଣୀ ପାର ହେବା ନବୀନଙ୍କ ପାଇଁ ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ନବୀନ ଓ ପୀତାମ୍ବରଙ୍କ ମଧ୍ୟରେ ଟକ୍କର ଜୋରଦାର ହେବ ବୋଲି କୁହାଯାଉଛି। ଆଜି ନାମାଙ୍କନପତ୍ର ଦାଖଲ ବେଳେ […]

  • Tuesday, 20 July 2021
1
ରାଜ୍ୟରେ ନାରୀ ନିର୍ଯାତନା ବହୁତ ବଢ଼ିଛି, ଲୋକେ ପରିବର୍ତ୍ତନ ଚାହୁଁଛନ୍ତି: ବୈଜୟନ୍ତ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): “କେବଳ ଉପକୂଳ ଓଡ଼ିଶା ନୁହେଁ, ରାଜ୍ୟର ଯେଉଁଠିକୁ ଗଲେ ଲୋକେ ପରିବର୍ତ୍ତନ ଚାହୁଁଥିବା କହୁଛନ୍ତି। ପରିବର୍ତ୍ତନର ନାରା ହେଲେ, ‘ହେଇ ଯାଉ’ ଶୁଣିବାକୁ ମିଳୁଛି।” ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀରେ ଆୟୋଜିତ ବିଜେପିର ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏହା କହିଛନ୍ତି। ସେ ଆହୁରି କହିଛନ୍ତି, “ଦେଶ ସହ ତୁଳନା କଲେ, ୧୯ ବର୍ଷ ଭିତରେ ହିଂସାକାଣ୍ଡ, […]

  • Tuesday, 20 July 2021
bjd1
ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥିପତ୍ର ଭରିଲେ ବହୁ ହେଭିୱେଟ୍

ଭୁବନେଶ୍ୱର: ୨୦୧୯ ମହାସମର ଲାଗି ବିଧିବଦ୍ଧ ନାମାଙ୍କନ ଭରିଛନ୍ତି ରଥୀ-ମହାରଥୀ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ଶେଷ ଦିନ ଥିଲା। ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିବାର୍ଚଚନ ପାଇଁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟସୀମା ଶେଷ ହୋଇଯିବ। ଏହା ଭିତରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଶେଷ କରି ହିଞ୍ଜିଳି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା […]

  • Tuesday, 20 July 2021
chitfund
ଚିଟ୍‌ଫଣ୍ଡ ଲିଙ୍କରେ ଗିରଫ ନେତାଙ୍କୁ ନେଇ ଚିନ୍ତାରେ ବିଜେଡି, ଖୋଜୁଛି ଗଳାବାଟ

ଭୁବନେଶ୍ୱର: ଚିଟଫଣ୍ଡ ଲିଙ୍କରେ ଗିରଫ ନେତାଙ୍କୁ ନେଇ ବିଜେଡିର ଚିନ୍ତା ବଢ଼ିଯାଇଛି। ଏହାର ମୁକାବିଲା ପାଇଁ ଦଳ ଏବେ ଗଳାବାଟ ଖୋଜୁଥିବା ଚର୍ଚ୍ଚା ହେଉଛି। ଶୁଣାଯାଉଛି ଏହି ମାମଲାରେ ଗିରଫ ହୋଇଥିବା କିଛି ନେତାଙ୍କୁ ବିଜେଡି ଟିକେଟ୍‌ ମିଳିନପାରେ। ତେବେ ଯେଉଁ ସ୍ଥାନରେ ସେଭଳି ନେତାଙ୍କ ପ୍ରଭାବ ଏବେ ବି ରହିଛି, ସେଠାରେ ସେମାନଙ୍କ ସମ୍ପର୍କୀୟଙ୍କୁ ଟିକେଟ୍‌ ଦେଇ ମ୍ୟାନେଜ୍ କରିବାକୁ ବାଟ ବାହାର କରିଛି ଦଳ। ଖାସ୍ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାର୍ଥୀ […]

  • Tuesday, 20 July 2021
naveen
ଫୁଲବାଣୀ ଓ ବୀରମିତ୍ରପୁର ପାଇଁ ବିଜେଡିର ପ୍ରାର୍ଥୀ ଚିନ୍ତା

ଭୁବନେଶ୍ୱର: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ। ହେଲେ ବିଜେଡି ଏବେ ବି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଏହି ଦୁଇଟି ଆସନ ହେଲା ଫୁଲବାଣୀ ଓ ବୀରମିତ୍ରପୁର। ଫଳରେ ଫୁଲବାଣୀ ଓ ବୀରମିତ୍ରପୁର କ୍ଷେତ୍ରରେ ବିଜେଡି ଆଶାୟୀ ଆଶା ଆଶଙ୍କାରେ ରହିଛନ୍ତି। ସ୍ଥିତି ଏପରି ହୋଇଛି ଯେ, ଶେଷ ସମୟରେ ଟିକେଟ୍‌ ହାତେଇବାକୁ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ଚର୍ଚ୍ଚା ହେଉଛି। ତେବେ ଦଳ ଏହି […]

  • Tuesday, 20 July 2021
pitambar
ହିଞ୍ଜିଳିରେ ହେବ ନବୀନ-ପିତାମ୍ବର ଟକ୍କର

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ହିଞ୍ଜିଳି ବିଧାନସଭା ଆସନ ପାଇଁ ବିଜେପି ରାଜ୍ୟ ଉପସଭାପତି ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି। ଏବେ ହିଞ୍ଜିଳିରେ ନବୀନ-ପୀତାମ୍ବର ଲଢ଼େଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ସେହିପରି ୯ଟି ବିଧାନସଭା ଓ ୨ଟି ଲୋକସଭା ଲାଗି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି ବିଜେପି।  ବେଗୁନିଆରୁ ପ୍ରାର୍ଥୀ ହେବେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ। କିଛିଦିନ […]

  • Tuesday, 20 July 2021
b
ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ବିରାଟ ରାଲି

ସାଲେପୁର (ମନୋଜ ଆଚାର୍ଯ୍ୟ): ସାଲେପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା ଆଜି ଏକ ବିରାଟ ନିର୍ବାଚନୀ ରାଲି କରିଛନ୍ତି। ଏହି ରାଲିରେ ବିଜେପିର କେନ୍ଦ୍ରାପଡ଼ା ଲୋକସଭା ଆସନ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ସାମିଲ ହୋଇଛନ୍ତି। କାଜିବଜାର ନୃସିଂହନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଉଭୟ ନେତା ଦଳୀୟ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରିଥିଲେ। ଜଗତପୁରରୁ ଆରମ୍ଭ ହୋଇଥିବା ଏହି ରାଲି ଟାଙ୍ଗୀ ଡ୍ରିମସ କଲେଜ୍, ଗୋପୀନାଥପୁର, ଭଟିମୁଣ୍ଡା ଦେଇ ପ୍ରାୟ ୪୦ କିଲୋମିଟର ଅତିକ୍ରମ […]

  • Tuesday, 20 July 2021
bjp
ପଢ଼ନ୍ତୁ କେଉଁ ଆସନରୁ ବିଜେପି କାହାକୁ ପ୍ରାର୍ଥୀ କଲା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେପି ଗତକାଲି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ସାରା ଦେଶର ୧୮୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି। ଏଥିରେ ଓଡ଼ିଶାରୁ ୧୦ ଜଣଙ୍କ ନାଁ ରହିଛି। ତା’ସହିତ ଓଡ଼ିଶାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଦଳ ତାଲିକା ପ୍ରକାଶ କରିଛି। ବିଧାନସଭା ନିର୍ବାଚନ ପାଇଁ କାହାକୁ କେଉଁ ଆସନରୁ ପ୍ରାର୍ଥୀ କରାଯାଇଛି, ତା’ର ଏକ ତାଲିକା ନିମ୍ନରେ ଦିଆଯାଇଛି। ପଦ୍ମପୁର- ପ୍ରଦୀପ […]

  • Tuesday, 20 July 2021
Congress-Bhawan
ଆଜି ବାକି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ

ଭୁବନେଶ୍ୱର: ଆଜି ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଏଥିରେ ଓଡ଼ିଶାର ପ୍ରଥମ ଦୁଇ ପର୍ଯ୍ୟାୟର ଅବଶିଷ୍ଟ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ୩ ଲୋକସଭା ଓ ୨୭ ବିଧାନସଭା ଆସନ ଲାଗି ଏଯାଏ ତାଲିକା ଚୂଡ଼ାନ୍ତ ହୋଇପାରିନାହିଁ। ତେବେ ଅସନ୍ତୁଷ୍ଟଙ୍କୁ ମନେଇବା ପାଇଁ ହାଇକମାଣ୍ଡ କି ଅଙ୍କ କଷୁଛନ୍ତି ଏବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ସାଧାରଣ […]

  • Tuesday, 20 July 2021
BJD OFFICE
ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ପ୍ରାର୍ଥୀ ତାଲିକା ଆଜି ଘୋଷଣା କରିପାରେ ବିଜେଡି

ଭୁବନେଶ୍ୱର: ଆସନ୍ତାମାସରେ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ସମସ୍ତଙ୍କ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ଲାଗିଛି। ଗତକାଲି ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ବିଜେଡି ପ୍ରଥମ ଦୁଇ ପର୍ଯ୍ୟାୟର ବାକି ଥିବା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ମାର୍ଚ୍ଚ ୧୮ରେ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା। ଏହା ପରେ ଦଳ ଆଉ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ପ୍ରଥମ […]

  • Tuesday, 20 July 2021
bjp
ଭୁବନେଶ୍ୱର ଏକାମ୍ର ଆସନ ଟିକେଟ୍‌ ଚୟନକୁ ନେଇ ବିଜେପିରେ ଅସନ୍ତୋଷ

ଭୁବନେଶ୍ୱର: ଗତକାଲି ବିଜେପି ଲୋକସଭା ଓ ବିଧାସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ। ପ୍ରାର୍ଥୀ ତାଲିକା ଘୋଷଣା ପରେ ଭୁବନେଶ୍ୱର ଏକାମ୍ର ଆସନକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏଥର ବାବୁ ସିଂଙ୍କୁ ଭୁବନେଶ୍ୱର ଏକାମ୍ର ଟିକେଟ୍ ଦେଇଛି ଦଳ। ତେବେ ଏହାକୁ ନେଇ ଗତଥର ପ୍ରାର୍ଥୀ ହୋଇଥିବା ଅମିୟ ଦାଶଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ […]

  • Tuesday, 20 July 2021
prakesh-behera
୯୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର: ବିଜେପି ପକ୍ଷରୁ ଲୋକସଭା ପରେ ଆଜି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ଦଳ। ସମ୍ବଲପୁରରୁ ଜୟନାରାୟଶ ମିଶ୍ରଙ୍କୁ ଟଇକେଟ୍‌ ମିଳିଥିବା ବେଳେ ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ ପୁରହିତ, ଭୁବନେଶ୍ୱର (ମଧ୍ୟ)ରୁ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର (ଏକାମ୍ର)ରୁ ବାବୁ ସିଂଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା, ବାଲିକୁଦା ଏରସମାରୁ ଦାମୋଦର ରାଉତ, […]

  • Tuesday, 20 July 2021
dharmendra
ରାଜନୀତିକ ବ୍ୟକ୍ତିମାନଙ୍କୁ ଏସ୍‌ଟିଏଫ୍‌ ଅଫିସକୁ ଡାକି ଧମକ ଦିଆଯାଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜନୀତିକ ବ୍ୟକ୍ତିମାନଙ୍କୁ ଏସ୍‌ଟିଏଫ୍‌ ଅଫିସକୁ ଡାକି ଧମକ ଦିଆଯାଉଛି। ରାଜ୍ୟର ୪ରୁ ୫ ଜଣ ଅଣ ଓଡ଼ିଆ ଅଫିସର ଏପରି ଷଡ଼ଯନ୍ତ୍ର ଚଳାଉଛନ୍ତି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଅଭିଭାଷଣ ରଖି ଧର୍ମେନ୍ଦ୍ର କହିଛନ୍ତି, “ଅତୀତରେ ଏଭଳି ଅପଚେଷ୍ଟା କରିଥିବା ଅଧିକାରୀଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ତେଣୁ ଓଡ଼ିଶାରେ ଏଭଳି ହେବାକୁ ଆଉ ବେଶୀ ଦିନ ନାହିଁ।” ବୋଲି ଧର୍ମେନ୍ଦ୍ର ଖୋଲା ଚେତାବନୀ […]

  • Tuesday, 20 July 2021
f2
ସରକାରଙ୍କୁ ଉଚିତ ଶିକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଚାଷୀ

ବାଲେଶ୍ୱର(ରଞ୍ଜିତ ପାକଳ)/ବାସୁଦେବପୁର(କିରିଟି ଚନ୍ଦ୍ର ଦାସ)/ ରାଇରଙ୍ଗପୁର (ରାଜେଶ କୁମାର ଶର୍ମା):  ଦୁନିଆକୁ ଦାନା ଯୋଗାଉଥିବା ଚାଷୀଙ୍କ ଅବସ୍ଥା ସଙ୍ଗୀନ। କ୍ଷେତରେ ହାଡ ଭଙ୍ଗା ପରିଶ୍ରମ କରି ଫଳ ଫଳାଇବା ପରେ ବି ତାକୁ ମିଳୁନି ଉଚିତ୍ ପ୍ରାପ୍ୟ। ଫଳରେ ରାଜରାସ୍ତାକୁ ଆସି ହକ୍ ପାଇଁ ଲଢ଼େଇ କରୁଛି ଚାଷୀ। କେଉଁଠି ମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ ତ ଆଉ କେଉଁଠି ପ୍ରାପ୍ୟ ପ୍ରଦାନ ଦାବିରେ ଆନ୍ଦୋଳନ। ସେପଟେ କୃଷକ ଆନ୍ଦୋଳନକୁ ପ୍ରଶମିତ କରିପାରିନି ସରକାରୀ ଯୋଜନା ଆଉ ନେତାଙ୍କ […]

  • Tuesday, 20 July 2021
basanti
ବିଜେଡି ଛାଡିଲେ ମୋହନା ବିଧାୟିକା

ଭୁବନେଶ୍ୱର: ଟିକଟ ବଣ୍ଟନକୁ ନେଇ ବିଜେଡିରେ କୁହୁଳୁଛି ଅସନ୍ତୋଷ। ଏହି କ୍ରମରେ ଆଜି ଦଳ ଛାଡ଼ିଛନ୍ତି ଆଉ ଜଣେ ନେତ୍ରୀ। ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକଟ ନମିଳିବା ନେଇ ଅସନ୍ତୁଷ୍ଟ ଥିଲେ ବାସନ୍ତୀ। କେବଳ ବାସନ୍ତୀ ନୁହେଁ ବିଜେଡିରୁ ଏକାଧିକ ନେତା ଦଳ ଛାଡ଼ିଲେଣି। ପୂର୍ବରୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡିରୁ ଇସ୍ତଫା […]

  • Tuesday, 20 July 2021
bjd
ଦଳ ଡିଆଁ ଓ ଅସନ୍ତୋଷ ରୋକିବାକୁ ବିଜେଡିର ନୂଆ ଷ୍ଟ୍ରାଟେଜି

ଭୁବନେଶ୍ୱର: ଦଳରେ ବଢ଼ୁଥିବା ବିଦ୍ରୋହକୁ ଦେଖି ପ୍ରାର୍ଥୀ ଘୋଷଣା ଷ୍ଟ୍ରାଟେଜିରେ ପରିବର୍ତ୍ତନ କରୁଛି ବିଜେଡି। ଖାସ୍ ସେଥିପାଇଁ ପ୍ରଥମ ଦଫାରେ ବାକିଥିବା ୯ଟି  ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ ଚୂଡାନ୍ତ ହୋଇଥିଲେ ବି ଘୋଷଣା କରାଯାଉନି। ଚର୍ଚ୍ଚା ହେଉଛି, ସେସବୁ ସ୍ଥାନରେ ପ୍ରାର୍ଥୀମାନଙ୍କୁ ପ୍ରସ୍ତୁତ ରହିବାକୁ ସବୁଜ ସଙ୍କେତ ଦିଆଯାଇଛି। ସେପଟେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ କରୁଥିବାରୁ ବିଜେଡି ଆଉ ନିଜ ତାଲିକା ଶୀଘ୍ର ଘୋଷଣା ନକରିବା ଚକ୍କରରେ ରହିଛି। ପରିବର୍ତ୍ତିତ ରଣନୀତି ଅନୁସାରେ […]

  • Tuesday, 20 July 2021