• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Accused Gobinda Sahu

DIG
କ୍ଳିନଚିଟ୍‌ ଦେବାକୁ DIG କିଏ?

ବଡ଼ ପ୍ରଶ୍ନ ହେଲା, ଏହି ଯୌନ କେଳେଙ୍କାରୀରେ ଗୋବିନ୍ଦ ସାହୁ ସହ ଆଉ କେଉଁମାନେ ସାମିଲ ଥିଲେ? କିଏ କିଏ ନିର୍ଯାତନାର ଶିକାର ହୋଇଛନ୍ତି?

Lekhashree
କାହାକୁ ଘଂଟ ଘୋଡ଼ାଇବାକୁ ଚାହୁଁଛନ୍ତି ଡ଼ିଆଇଜି? ସେକ୍ସ ରାକେଟ୍‌ ସମ୍ପର୍କରେ ବିଜେଡ଼ି କାହିଁକି ଚୁପ୍‌: ଲେଖାଶ୍ରୀ

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗରେ ରାତ୍ରିଯାପନ କରୁଥିଲେ। ସେଠି ସେକ୍ସ ରାକେଟ ଚାଲିଥିଲା ବୋଲି ମମିତାଙ୍କ ବାପା ଅଭିଯୋଗ କରିଥିଲେ। ତାକୁ ନେଇ ବିଜେଡି କଣ ଉତ୍ତର ରଖିବ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ?

Gobinda Sahoo
ମୋବାଇଲ ବ୍ୟବହାର କରୁଥିଲା କିନ୍ତୁ ସିମକାର୍ଡ଼ ନିଜ ନାଁରେ ରଖିନଥିଲା ଗୋବିନ୍ଦ

ଯେତେ ଖୋଳିଲେ ସେତେ ବାହାରୁଛି। ମମିତା ମେହେର ହତ୍ୟା ଘଟଣାରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ତଥ୍ୟ ସାମ୍ନାକୁ ଆସୁଛି

Dibya Shankar Mishra
ରାଜରାସ୍ତାରେ ହିନସ୍ତା ହେଲେ ମନ୍ତ୍ରୀ: ପ୍ରଶ୍ନ ହେଲା ଇସ୍ତଫା ଦେବ କି ନାହିଁ? ଘାଇଲା ହୋଇଗଲେ ମନ୍ତ୍ରୀ

ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଝି ରାସ୍ତାରେ ଇସ୍ତଫା ଦାବି କଲେ। ଖୋଦ୍ ମନ୍ତ୍ରୀଙ୍କ ଘର ପାଖରେ ଭବାନୀପାଟଣାରେ ଘଟିଥିବା ଏ ଘଟଣାର ଦୃଶ୍ୟ ଏବେ ସୋସିଆଲ୍ ମି଼ଡିଆରେ ଭାଇରାଲ୍ ହେବାରେ ଲାଗିଛି

JCB
ମମିତା ହତ୍ୟାକାଣ୍ଡ: ଜେସିବି ଓ ସ୍କୁଟିକୁ ଜବତ କଲା ପୋଲିସ

ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ପୋଲିସ। ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି

Narasingha Mishra
କେମିତି ଦଣ୍ଡ ପାଇବ ଦୋଷୀ? ପଦକ୍ଷେପ ନିଅନ୍ତୁ ମୁଖ୍ୟମନ୍ତ୍ରୀ

ମମିତା ମାମଲାରେ ନରସିଂହ ମିଶ୍ର ଖୋଲିଦେଲେ ଗୁମର । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ମୁହଁ ଖୋଲିଲେ ନରସିଂହ । ମମିତା-ଗୋବିନ୍ଦ ମଧ୍ୟରେ ବୁଝାମଣା ନେଇ ମନ୍ତ୍ରୀ ଉଦ୍ୟମ କରିଥିଲେ ବୋଲି ସଙ୍ଗୀନ ଅଭିଯୋଗ କଲେ ନରସିଂହ।

Lekha Samantsinghar
ନବୀନ ନିବାସ ଓ ଲୋକସେବା ଭବନ କେମିତି ଯାଉଥିଲେ ଗୋବିନ୍ଦ ସାହୁ?

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଉଠୁଛୁ ପଡ଼ୁଛି ରାଜ୍ୟ। ଗୋବିନ୍ଦ ସାହୁଙ୍କ ଗିରଫ ହେବା ପରେ ଥମିନାହିଁ ରାଜନୀତି। ମୁଖ୍ୟ ଅଭିଯୁକ୍ତଙ୍କ ସହ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ଅଟଳ ବିରୋଧୀ।

Dibya Shankar Mishra's
ମନ୍ତ୍ରୀଙ୍କ ମୁହଁରେ ତାଲା, ଆଇନ୍‌କାନୁନ୍‌ର ଧଜିଆ ଉଡ଼ୁଛି ଖୁଲମଖୁଲା

ମମିତା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ କୁହାଯାଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କିନ୍ତୁ ପୁରା ଚୁପ୍। ଘଟଣା ପ୍ରଘଟର ସପ୍ତାହେ ବିତି ଗଲାଣି, ତଥାପି ଅସମ୍ଭବ ନିରବତା ଅବଲମ୍ବଲନ କରୁଛନ୍ତି ମନ୍ତ୍ରୀ । ଦିବ୍ୟଶଙ୍କରଙ୍କ କ୍ୟାବିନେଟ୍ ସହଯୋଗୀ କିମ୍ବା ବିଜେଡିର କୌଣସି ବରିଷ୍ଠ ନେତା ବି ମୁହଁ ଖୋଲୁନାହାନ୍ତି ।

CORONA TEST
ଜେଲ୍‌ ଚାରିକାନ୍ଥ ଭିତରେ ଗୋବିନ୍ଦ, ପୋଲିସ୍‌ ଓ ମେଡ଼ିକାଲ କର୍ମଚାରୀଙ୍କ ଭୂମିକାକୁ ନେଇ ବଢିଲା ସନ୍ଦେହ

୫ ଦିନିଆ ରିମାଣ୍ଡ ଶେଷ ପରେ ଜେଲ ହାଜତକୁ ଗଲା ଶିକ୍ଷୟିତ୍ରୀ ମମିତା ହତ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ବଲାଙ୍ଗିର ପୋଲିସ ଆଜି ସକାଳେ ଗୋବିନ୍ଦକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିବା ପରେ କୋର୍ଟ ତାକୁ ବିଚାର ବିଭାଗୀୟ ହଜାତକୁ ଯିବାକୁ ନିର୍ଦ୍ଦେଶ ଦେବାରୁ କଣ୍ଟାବାଂଜି ଜେଲକୁ ଯାଇଛି ଗୋବିନ୍ଦ

ଡେମୋ ଦେଖାଇଲା ଗୋବିନ୍ଦ

ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲରେ ଡେମୋ ଦେଖାଇଲା ଗୋବିନ୍ଦ ସାହୁ । ମହାଲିଙ୍ଗ ଷ୍ଟାଡିୟମରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ। ଦେଖନ୍ତୁ ସେହି ସମୟର ପୁରା ଘଟଣା...

BJD LINK
ନବୀନ ନିଜକୁ ସ୍ୱଚ୍ଛ କହୁଛନ୍ତି, କିନ୍ତୁ ତାଙ୍କ ମନ୍ତ୍ରୀମାନେ ମଇଳା

ନବୀନ ନିଜକୁ ସ୍ୱଚ୍ଛ କହୁଛନ୍ତି, କିନ୍ତୁ ତାଙ୍କ ମନ୍ତ୍ରୀମାନେ ମଇଳା। ବହୁଚର୍ଚ୍ଚିତ ମମିତା ମେହେର ହତ୍ଯା ଘଟଣାର ମୁଖ୍ଯ ଅଭିଯୁକ୍ତ ସହ, ନବୀନ ସରକାରର ଗଣ୍ଡା ଗଣ୍ଡା ମନ୍ତ୍ରୀ ସଂପର୍କିତ। କିଏ ହେଲିକପଟରରେ ତାଙ୍କ ଫଙ୍କସନକୁ ଯାଉଥିଲେ, ତ କିଏ ଭାଷଣରେ କହୁଥିଲେ, ଏହା ରେଭେନ୍ସାଠାରୁ କମ୍ ନୁହେଁ। ନିଜେ ହତ୍ଯା ଅଭିଯୁକ୍ତ କହୁଥିଲା, ଏହା ମନ୍ତ୍ରୀଙ୍କ କଲେଜ, ସେ ମାସକୁ ଥରେ ଆସନ୍ତି