• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

BJP Workers Allegedly Thrashed By BJD Workers
ବିଜେପି କର୍ମୀଙ୍କୁ ମାଡ଼ ମାରିଲେ ବିଜେଡି କର୍ମୀ !

ଗୋଟିଏ ପଟେ ସୁବର୍ଣ୍ଣପୁରରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପୂର୍ବରୁ ବିରୋଧୀ ଦଳ କର୍ମୀଙ୍କୁ ପୋଲିସ୍‌ ଉଠାଇ ନେଇଛି।

ସାଂସଦ ଅପରାଜିତାଙ୍କ ଉପରକୁ ଢେଲାମାଡ଼
ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟକ୍ରମକୁ ଢ଼େଲା ମାଡ଼

ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଗୁଣ୍ଡାଗର୍ଦ୍ଦିରେ ବିଶ୍ୱାସ କରେ ନାହିଁ। ଡିସିପିଙ୍କୁ ଭେଟି ଏନେଇ ଆଲୋଚନା କରିବି ବୋଲି  ସାଂସଦ କହିଛନ୍ତି।

Pranab Prakash Das
ପୁରୀରେ ଛାମୁଙ୍କୁ ଅଣ୍ଡା ମାଡ଼: ଧର୍ମେନ୍ଦ୍ରଙ୍କୁ ବବିଙ୍କ ସମାଲୋଚନା, ଜୟ ନାରାୟଣ ଦେଲେ ଦମ୍‌ଦାର ଉତ୍ତର

କେତେବେଳେ ବିଜେପି-ବିଜଡିକୁ ତ କେତେବେଳେ କଂଗ୍ରେସ ବିଜେପିକୁ, ପୁଣି କେତେବେଳେ କଂଗ୍ରେସ ବିଜେଡିକୁ ଅଣ୍ଡା ମାଡ଼ କରୁଛି । ତେବେ ଏହାରି ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି ।

Andhra Odisha KOTIA
ଛିଣ୍ଡୁନି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ, କମିଟି କ’ଣ କରୁଛି ସମସ୍ତଙ୍କ ନଜର..

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉନ୍ନୟନ କମିଶନର, ଗୃହ, ରାଜସ୍ୱ, ଜଳସଂପଦ, ଶକ୍ତି, ବିଦ୍ୟାଳୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ରହିଛନ୍ତି ।

Egg Attack Politics
ରାଜ୍ୟରେ ବଢୁଛି କି ଆକ୍ରମଣାତ୍ମକ ରାଜନୀତି?

ଯେବେଠାରୁ ମମିତା ଇସ୍ୟୁ ସାମ୍ନାକୁ ଆସିଛି, ସେବେଠାରୁ ବିରୋଧୀ ଶାସକ ମଧ୍ୟରେ ବଢ଼ଛି ଆଟାକ୍-କାଉଣ୍ଟର ଆଟାକ୍।

Andhra Odisha KOTIA
କେବେ ହେବ ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ?

କେବେ ହେବ ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ? ଆଲୋଚନା ପାଇଁ ଆନ୍ତରିକତା ଦେଖାଇବ କି ଆନ୍ଧ୍ର ? ବିରୋଧୀଙ୍କ ମନରେ ସନ୍ଦେହ, ଆଶାବାଦୀ ବିଜେଡି ।

Attacking Politics
ରାଜ୍ୟରେ ବଢୁଛି କି ଆକ୍ରମଣାତ୍ମକ ରାଜନୀତି ?

ରାଜ୍ୟରେ ବଢୁଛି କି ଆକ୍ରମଣାତ୍ମକ ରାଜନୀତି ? ପଂଚାୟତ ଭୋଟ୍ ପୂର୍ବରୁ ଆଗ୍ରେସିଭ୍ ମୁଡରେ ବିରୋଧୀ। ମମିତା-ଚାଷୀ-ବେକାରୀ ପ୍ରସଙ୍ଗରେ ତୀବ୍ର ହେବ ଆନ୍ଦୋଳନ ।

BJD Pressmeet
ଗ୍ୟାସ୍ ଦର ହ୍ରାସ କରିବାକୁ କେନ୍ଦ୍ରକୁ ୩୦ ଯାଏଁ କଣ୍ଟ ଦେଲା ବିଜେଡି

୨୨ରୁ ୨୪ ଯାଏ ଗ୍ୟାସ୍ ଦର ପ୍ରତିବାଦରେ ବିଜେଡି ଆନ୍ଦୋଳନ କରିଥିଲା। ତଥାପି କେନ୍ଦ୍ରର ନିଦ ଭାଙ୍ଗୁନାହିଁ ବୋଲି ବିଜେଡି ଅଭିଯୋଗ କରିଛି।

PA Sangma
କଂଗ୍ରେସକୁ ପୁଣି ଝଟ୍‌କା, ୧୭ ରୁ ୧୨ ବିଧାୟକ ଦଳ ଛାଡ଼ିଲେ..

ପୂର୍ବୋତ୍ତର ରାଜ୍ୟ ମେଘାଳୟରେ କଂଗ୍ରେସକୁ ବଡ଼ ଧରଣର ଝଟ୍‌କା । ବିଧାନସଭାରେ ଥିବା କଂଗ୍ରେସର ୧୭ ଜଣ ବିଧାୟକଙ୍କ ଭିତରୁ ୧୨ ଜଣ ଦଳରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।

Soumya Pattnaik
ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।

Border Standoff With Andhra
ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି ଗଠନ

ଓଡ଼ିଶା-ଆନ୍ଧ୍ର ଦୁଇ ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଥିବା ବିବାଦର ସମାଧାନ ପାଇଁ କମିଟି ଗଠନ ହୋଇଛି।

BJD MLA Soumya Ranjan Patnaik
‘ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ବିରୋଧରେ କହି ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା’

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।

Egg Attack
ମୁଖ୍ୟମନ୍ତ୍ରୀଙ୍କ କାର୍ ଆସିବା ମାତ୍ରେ ରାସ୍ତାକୁ ଓହ୍ଲାଇ କରିଚାଲିଲେ ଅଣ୍ଡା ବର୍ଷା

ସାଇରନ୍ ବଜାଇ ମାଡ଼ି ଆସୁଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍। ହାତରେ ଅଣ୍ଡା ଧରି ଛକି ରହିଥିଲେ କିଛି ଯୁବକ। ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ ଆସିବା ମାତ୍ରେ ରାସ୍ତାକୁ ଓହ୍ଲାଇ କରିଚାଲିଲେ ଅଣ୍ଡା ବର୍ଷା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ବଡ଼ ଡାକ୍ତରଖାନା ଛକ ନିକଟରେ ବିରୋଧୀଙ୍କ ଏଭଳି ଅଣ୍ଡାମାଡ଼ର ସାମ୍ନା କରିଛନ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Egg Attack
ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିବା ବିଜେପି କର୍ମୀ ଗଲେ କୁଆଡେ?

ପୂର୍ବରୁ ୨୦୧୫ ଓ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି ଅଣ୍ଡାମାଡ଼ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା। ୨୦୧୫ ଫେବୃଆରୀ ୧୯ରେ ଉତ୍କଳ ବିଶ୍ୱବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଗଲାବେଳେ, ଭୁବନେଶ୍ୱର ଖାରବେଳ ନଗରରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ ଯୁବ କଂଗ୍ରେସ କର୍ମୀ।

BJP Executive Meeting
ମନ୍ତ୍ରୀଙ୍କୁ ବହିଷ୍କାର ନକଲେ ଆହୁରି ତୀବ୍ର ହେବ ଆନ୍ଦୋଳନ: ବିଜେପି

ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ନହେବା ଯାଏ ଆନ୍ଦୋଳନ ତୀବ୍ର ହେବ ବୋଲି ଦଳ କହିଛି। ଦୁର୍ନୀତି, ଭ୍ରଷ୍ଟାଚାରରେ ବିଜେଡି ବୁଡ଼ି ରହିଥିବା ବେଳେ ଏହାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ଦଳ ନେବ ବୋଲି କହିଛି।

BJP Yuva Morcha President Irasis Acharya
‘ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ, ବିଜେପି ଯୁବ ମୋର୍ଚ୍ଚା ତାଙ୍କୁ ବିରୋଧ କରିବ’

ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ବିଜେପି ଯୁବ ମୋର୍ଚ୍ଚା ତାଙ୍କୁ ସିଧାସଳଖ ଭାବେ ବିରୋଧ କରିବ ବୋଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି

Egg Hurled at CM
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ମେଡିକାଲ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡା ମାଡ଼ ହୋଇଛି।

Eggs Hurled At CM Naveen’s Carcade
ଆଗରୁ ଛକି ଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଅଣ୍ଡା ମାଡ଼ କଲେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ। ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ନିକଟକୁ ଧସେଇ ପଶି ୨ ଜଣ ଯୁବକ ଅଣ୍ଡା ମାଡ଼ କରିଛନ୍ତି।

Egg Hurled on minister at puri
ପୁରୀରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପୁରୀ ମାଳତୀପାଟପୁର ନିକଟରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି ବିରୋଧୀ.. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିଲେ ମନ୍ତ୍ରୀ ଆରୁଖ..

Eggs hurled at minister Bikram Keshari Arukh’s vehicle
ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିବା ସୂଚନା ମିଳିଛି।  

Odisha BJP
ରାଜ୍ୟ ରାଜନୀତିରେ ଘମାସାନ ଲଢେଇ: ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲା ବିଜେପି

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଘମାସାନ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ, ବଢୁଥିବା ଦୁର୍ନୀତି ଭଳି ଘଟଣାକୁ ନେଇ ସରକାର ବ୍ୟାକ୍‌ଫୁଟ୍‌ରେ ଥିବା ବେଳେ ବିଜେଡିକୁ କାଠଗଡ଼ାକୁ ଟାଣିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି ।

Odisha politics
ଟାର୍ଗେଟ୍‌ କେତେ ଫୁଲଫିଲ୍‌ କରିଛନ୍ତି ରାଜ୍ୟ ନେତା?

ଟାର୍ଗେଟ୍‌ କେତେ ଫୁଲଫିଲ୍‌ କରିଛନ୍ତି ରାଜ୍ୟ ବିଜେପି ନେତା? ଆଗାମୀ ପଂଚାୟତ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଦଳ? ତାହାର ଚାଲିଛି ହିସାବ ଓ ନିକାଶ

No Ruckus In Assembly
ବାଚସ୍ପତି କହିଲେ ଆଉ ଚାଲିବନି ହଙ୍ଗାମା, ବିରୋଧୀ କହିଲେ ଆମେ ତ କହିବୁ

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ହେଉ କି ପ୍ରଶ୍ନକାଳ ଏସବୁ ସମୟରେ ଆଉ ଚଳିବନି ବିରୋଧୀଙ୍କ ବିଶୃଙ୍ଖଳିତ ଆଚରଣ । ଏସବୁ ନକରିବାକୁ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଅବଗତ କରିଛନ୍ତି ।

odisha assembly
ଏଣିକି ବିଧାନସଭାରେ ଆଉ ଚାଲିବ ନାହିଁ ବିରୋଧୀଙ୍କ ହୋହାଲ୍ଲା କି ମାଇକ୍‌ ଭଙ୍ଗା?

ଏଣିକି ବିଧାନସଭାରେ ଆଉ ଚାଲିବ ନାହିଁ ବିରୋଧୀଙ୍କ ହୋହାଲ୍ଲା କି ମାଇକ୍‌ ଭଙ୍ଗା? କେବଳ ଉନ୍ନତି ନେଇ କହିବେ ଓ ପ୍ରଶ୍ନ ପଚାରିବେ ସଦସ୍ୟ

Baijyant Panda
'ଆର ଥରକୁ ଆମେ ଶାସନକୁ ଆସିବୁ, କେହି ଅଟକାଇ ପାରିବେନି'

ପୂର୍ବରୁ ସତ୍ତା ନ ଥିଲେ ବି ଆସାମ ଓ ତ୍ରିପୁରାରେ ବିଜେପି କ୍ଷମତାକୁ ଆସିଲା.. ସେହିପରି ଓଡ଼ିଶାରେ ବି କିଛି ଅସମ୍ଭବ ନୁହେଁ.. ଟିମ୍ ଓ୍ୱାର୍କ ହୋଇ କାମ କଲେ ସବୁ ସମ୍ଭବ..ଆଗାମୀ ନିର୍ବାଚନରେ ଚିତ୍ର ବଦଳିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା