ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକାକୁ ନେଇ ତୀବ୍ର ହେଉଛି ଅସନ୍ତୋଷ। ଅନୁସୂଚିତ ଜନଜାତି ସଂରକ୍ଷଣ ତାଲିକାରେ ତ୍ରୁଟି ଥିବା ଦର୍ଶାଇ ବଲାଙ୍ଗିରରେ ଆଦିବାସୀଙ୍କ ବିରାଟ ମେଳି, ପୋଲିସ ସହ ଧସ୍ତାଧସ୍ତି ବି ହୋଇଛି। ତେଣେ ଅନୁସୂଚିତ ଜାତି ଓ ପଛୁଆବର୍ଗଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ଆଣି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ପ୍ରତିବାଦ କରିଛି।
ଟାର୍ଗେଟ୍ କେତେ ଫୁଲଫିଲ୍ କରିଛନ୍ତି ରାଜ୍ୟ ବିଜେପି ନେତା? ଆଗାମୀ ପଂଚାୟତ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଦଳ? ତାହାର ଚାଲିଛି ହିସାବ ଓ ନିକାଶ