• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Union Minister appeals, Odisha CM, NDA
BJDକୁ NDAରେ ମିଶିବାକୁ ଅଠାୱାଲେଙ୍କ ଆହ୍ୱାନ ପରେ ରାଜନୀତି ସରଗରମ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ NDAରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଆହ଼୍ବାନ ପରେ ଏବେ ରାଜ୍ୟ ରାଜନୀତି ସରଗରମ । ନବୀନଙ୍କୁ ଆଦୌ ବିଜେପି ଗ୍ରହଣ କରିବନି । ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

Embankment Breach
ଜଳପ୍ରବାହଠୁ ଅଧିକ ଘାଇଲା କରୁଛି ଦୁର୍ବଳ ନଦୀବନ୍ଧ, ବଢ଼ି ଆସୁ ଆସୁ ମହାନଦୀରେ ୭ ଘାଇ

ନଦୀରେ ଘାଇ ଯୋଗୁଁ ବିପନ୍ନ ହେଲା ଶହ ଶହ ଗାଁ ଗଣ୍ଡା । ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।

T Raja Singh
ପ୍ରଫେଟ ମହମ୍ମଦଙ୍କୁ ନେଇ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ, ଗିରଫ କଲା ପୋଲିସ

ବିସ୍ତୃତ ଉତ୍ତର ଦସ୍ତଖତ ସହିତ ସେପ୍ଟେମ୍ବର ୨ ସୁଦ୍ଧା ଦଳ ପାଖରେ ପହଞ୍ଚିବା ଦରକାର ବୋଲି ନୋଟିସରେ ଉଲ୍ଲେଖ ହୋଇଛି ।

ramdas athawale
BJDକୁ NDAରେ ମିଶିବାକୁ ଅଠାୱାଲେଙ୍କ ଆହ୍ୱାନ ପରେ ସରଗରମ ରାଜନୀତି, ଦେବି ମିଶ୍ର କହିଲେ..

ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

Mahanadi
ବ୍ୟାରେଜ୍‌ ତ କଲେନି ଏବେ ମହାନଦୀରେ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ପାଇଁ ସରକାରଙ୍କ ପ୍ଲାନ୍‌

ରାଜ୍ୟରେ ଦୁଇ ଦୁଇଟି ବନ୍ୟା ପାଇଁ ଦାୟୀ କିଏ ? ମହାନଦୀ ବନ୍ୟା ପାଇଁ ଛତିଶଗଡ଼, ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ଦାୟୀ କି ? ନା ନିଜ ଦୋଷ ଲୁଚାଇବାକୁ ଅନ୍ୟ ରାଜ୍ୟ ମୁଣ୍ଡରେ ଅଠା ବୋଳୁଛି ଓଡ଼ିଶା ?

AAP
ଓଡ଼ିଶାରେ ବିଜେପି-ବିଜେଡିର ବିକଳ୍ପ ହେବ କି ଆପ୍ ? ୨୦୨୪ରେ ସରକାର ଗଢିବାକୁ କରୁଛି ଯୋଜନା

ବିଜେପି କହିଲା ଦୁର୍ନୀତିଗ୍ରସ୍ତ ଦଳକୁ ଗ୍ରହଣ କରିବେନି ରାଜ୍ୟବାସୀ । ତୁଚ୍ଛା ବାହାସ୍ପୋଟ କହିଲେ ବିଜେଡି ଓ କଂଗ୍ରେସ ।

Mahanadi Flood
ମହାନଦୀ ବନ୍ୟାକୁ ନେଇ ତେଜିଲା ରାଜନୀତି, ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲା ବିଜେପି

ଦୁର୍ଗତଙ୍କୁ ରିଲିଫ୍ ମିଳୁନଥିବା କହି କଂଗ୍ରେସ୍ର ଟାର୍ଗେଟ୍ । ବନ୍ୟା ପରିଚାଳନା ନେଇ ବିଭାଗକୁ ରିପୋର୍ଟ ଦେବେ EIC ।

Rahul Gandhi
ଅଣଗାନ୍ଧି ପରିବାର ହାତକୁ ଯିବ କଂଗ୍ରେସ ! ରାହୁଲ-ସୋନିଆ ଅରାଜି, ପ୍ରିୟଙ୍କା ଫ୍ଲପ୍

ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉଥରେ ଦଳର ସଭାପତି ହେବାକୁ ଦାବି ହେଉଥିଲେ ବି ସେ ରାଜି ହେଉନାହାନ୍ତି ।

manish-sisodia
ED ରେଡ୍‌କୁ ଅସନ୍ତୋଷ ଜାହିର କଲେ ସିସୋଦିଆ, କହିଲେ ମୋଦି ଜି ଏସବୁ କି ଡ୍ରାମା ଚାଲିଛି..?

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏହାସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ସର୍କୁଲାର ଜାରି କରିଛି ସିବିଆଇ ।

Prithviraj Harichandan
'ଲୋକଙ୍କୁ ଭଗବାନ ଭରସାରେ ଛାଡ଼ିଦେଲେ ସରକାର'

ଛତିଶଗଡ଼ ସହିତ ସମନ୍ୱୟର ଅଭାବ, ହୀରାକୁଦ ଜଳ ପରିଚଳନା ନେଇ ରୁଲ୍ କର୍ଭର ଉଲ୍ଲଂଘନ ଓ ବନ୍ଧବାଡ଼ର ଠିକ୍ ସମୟରେ ମରାମତି ନ ହେବାରୁ ବନ୍ୟା ହୋଇଛି ।

Rahul Gandhi
୨୦୨୪ ନିର୍ବାଚନ ବୈତରଣୀରେ କଂଗ୍ରେସ ମଙ୍ଗ ଧରିବ କିଏ?

ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସର ଗୋଟିଏ ଗୋଷ୍ଠୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ ସଭାପତି ହୁଅନ୍ତି। ହେଲେ ଖୋଦ୍‌ ରାହୁଲ ସଭାପତି ଦାୟିତ୍ୱ ନେବା ପାଇଁ ଅରାଜି ହେଉଛନ୍ତି ଯାହାକୁ ନେଇ ଏବେ ବଢୁଛି ଚର୍ଚ୍ଚା

MP Aparajita Sarangi
'ସରକାର ରୋକ୍‌ ଲଗାନ୍ତୁ, ନଚେତ୍‌ ପରିଣାମ ଭଲ ହେବନି'

ବାଲିଅନ୍ତାରେ ବେଆଇନ ବାଲି ଚାଲାଣକୁ ନେଇ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Kashmir Voter
ଅଣ-କାଶ୍ମୀରୀ ଦେବେ ଭୋଟ ! ଭାରତ ସହ ଜାମ୍ମୁ-କାଶ୍ମୀରର ପୂର୍ଣ୍ଣ ବିଲୟ ଲାଗି କେନ୍ଦ୍ରର ବଡ଼ ପଦକ୍ଷେପ

ପରବର୍ତ୍ତୀ ନିର୍ବାଚନରେ ଭୋଟ୍ ଦେବେ ଅଣ-କାଶ୍ମୀରୀ । ଆରମ୍ଭ ହୋଇଛି ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟା ।

Relief
ବନ୍ୟା କ୍ଷତିଗ୍ରସ୍ତଙ୍କୁ ଦିଆଯିବ ୧୫ ଦିନର ରିଲିଫ୍‌

ବନ୍ୟା ଛାଡ଼ିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Nitin-shivraj
ବିଜେପି ସଂସଦୀୟ ବୋର୍ଡ ପୁନର୍ଗଠିତ, ବାଦ୍‌ ପଡ଼ିଲେ ଗଡ଼କରି-ଶିବରାଜ

ବୋର୍ଡ଼ରେ ନୂଆ ସଦସ୍ୟ ଭାବେ ୬ ଜଣଙ୍କୁ ସ୍ଥାନ । ବୋର୍ଡରେ ୟେଦୁରପ୍ପା, ସର୍ବାନନ୍ଦ ସୋନଓ୍ୱାଲ, କେ. ଲକ୍ଷ୍ମଣ ନୂଆ ସଦସ୍ୟ ।

Nitish Kumar + Kartikeya
ବଢ଼ୁଛି ନୀତୀଶଙ୍କ ଅଡ଼ୁଆ ! ଶପଥ ନେବାର ୨୪ ଘଣ୍ଟା ପରେ ଆଇନମନ୍ତ୍ରୀଙ୍କୁ ସରେଣ୍ଡର ପାଇଁ କୋର୍ଟ ନୋଟିସ୍‌

ଜଣେ ବିଲଡରଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଅପହରଣ କରିଥିବା ଅଭିଯୋଗ ତାଙ୍କ ନାଁରେ ରହିଛି ।

BJP
ବନ୍ୟା ସ୍ଥିତି ଗମ୍ଭୀର ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେପି

ସରକାରଙ୍କ ଅବହେଳାରୁ ବନ୍ୟାସ୍ଥିତି ସଂଗୀନ । ନଦୀବନ୍ଧର ସୁରକ୍ଷା ପାଇଁ ୩ ବର୍ଷ ହେଲା ବୈଠକ ନାହିଁ ।

Nitish Kumar
ନୀତୀଶଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଅଧିକାଂଶ ଦାଗି, ମନ୍ତ୍ରୀମାନଙ୍କ ନାଁରେ ରହିଛି ସାଂଘାତିକ ଅପରାଧିକ ମାମଲା

ଯେଉଁ ସବୁ ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା ।

Prime Ministers 5 calls to the countrymen from Lalkilla
‘ଆଗାମୀ ୨୫ ବର୍ଷରେ ଭାରତ ଏକ ଉନ୍ନତ ଦେଶର ମାନ୍ୟତା ହାସଲ କରିପାରିବ’

ସ୍ୱାଧୀନତାର ଅମୃତ କାଳରେ ବିକଶିତ ଭାରତ ସହ ଗୋଲାମୀର ଦୁଃସ୍ୱପ୍ନରୁ ମୁକ୍ତି, ନିଜ ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ ଅନୁଭବ କରିବା ସହ ଏକଜୁଟ୍ ହୋଇ ନାଗରିକମାନେ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି।

Special story
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ହଟହଟା : ହୋହଲ୍ଲା କରିବା ସହ ମୁର୍ଦ୍ଦାବାଦ୍ ନାରା ଦେଲେ ବିଜେଡି କର୍ମୀ

ଗୋପାଳପୁର କମଳାପୁର ଗାଁରେ ପ୍ରଦୀପଙ୍କ ଗସ୍ତକୁ ବିଜେଡି କର୍ମୀଙ୍କ ପ୍ରବଳ ବିରୋଧ

Ratna Bhandar
୧୬ଟି ହାତୀରେ ବୋହି ଆଣିଥିବା ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ?

ଶ୍ରୀମନ୍ଦିର ରତ୍ନଭଣ୍ଡାର କେବଳ ବାହାର,ମଝି କି ଭିତର ଭଣ୍ଡାରରେ ସୀମିତ ନୁହେଁ, ଏଥିରେ ଆହୁରି ଦୁର୍ଭେଦ୍ୟ କୋଠରୀ ରହିଛି।

Naveen At Mayurbhanj
ମୟୁରଭଞ୍ଜରେ ନବୀନ ଖେଳିଲେ ଆଦିବାସୀ କାର୍ଡ, ଟାର୍ଗେଟରେ ଜନଜାତି ଭୋଟ୍ ବ୍ୟାଙ୍କ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ ଜିଲ୍ଲା ଗସ୍ତରେ ଯିବା ସହ ୨ଟି ସେଚ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ।