୫ ଦିନର ଘମାଘୋଟ କସରତ ଆଉ ୨୦ରୁ ଅଧିକ ବୈଠକ । ବେଙ୍ଗାଲୁରୁ ଦିଲ୍ଲୀ ଯାଏଁ ହଟଚମଟ । ଏସବୁର ଅବସାନ ଘଟାଇ ଶେଷରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ।
ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ହେଉଛି କି ?
ରାଜ୍ୟରେ କେମିତି ଚାଲିଛି ଶାସନ ? ମନ୍ତ୍ରୀ, ବିଧାୟକଙ୍କୁ ମିଳୁଛି କି ଉପଯୁକ୍ତ ସମ୍ମାନ ? ମନ୍ତ୍ରୀଙ୍କ ପାଖରେ କେଉଁ କେଉଁ ବିଭାଗ ଜାଣିଛନ୍ତି ତ ସଚିବ ?
ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କଲେ ମୁଖ୍ୟମନ୍ତ୍ରୀ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ଦାବି ।
ସାଢ଼େ ୬ କୋଟି କର୍ଣ୍ଣାଟକବାସୀଙ୍କ ମୁଖିଆ ସାଜିବେ ସିଦ୍ଦରମୈୟା ।
କର୍ଣ୍ଣାଟକ ସିଏମ୍ ରେସ୍ରେ ବାଜି ମାରିନେବେ କି ସିଦ୍ଦରମୈୟା? ସେ ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିବା ପରେ, ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହର ଲହରି ।
ସିଦ୍ଦରମୟା ମାରିନେବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୌକି ? ଦିଲ୍ଲୀରେ ହାଇକମାଣ୍ଡଙ୍କୁ ସାକ୍ଷାତ ପରେ ବି ଥମିନି ସସପେନସ୍
ଅଭିଯୋଗକୁ ଭିତ୍ତିହୀନ ବୋଲି କହିଲେ ବିଜେଡି ବିଧାୟକ ଶଶି , ଖଣ୍ଡେ ବେଡସିଟ୍ ଛଡ଼ା କିଛି ଆଣିନି
ମହିଳା ଭୋଟକୁ ନେଇ ବ୍ୟାକଫୁଟ୍ ରେ କି ବିଜେଡି? ମାଳମାଳ ଦଳୀୟ ନେତାଙ୍କ ନାଁରେ 'ମହିଳା ବିରୋଧୀ' ମାମଲା
ଦଳୀୟ ଗୋଷ୍ଠୀ କନ୍ଦଳ ଓ ଜିଲ୍ଲାରେ ନେତୃତ୍ୱବିହୀନ ସ୍ଥିତି ! ଚର୍ଚ୍ଚାରେ ପ୍ରଦୀପ ପାଣିଗ୍ରାହୀଙ୍କ ଅରେଞ୍ଜ ରିଭୋଲୁସନ୍ ମନ୍ତବ୍ୟ
କୁହାଯାଉଛି ଓଡ଼ିଶା ଭଳି ଦିଲ୍ଲୀରେ ମଧ୍ୟ ଚାଲିଛି ବାବୁ ରାଜ୍ । ନେତା ମନ୍ତ୍ରୀଙ୍କ ବଦଳରେ ସରକାର ଚଳାଉଛନ୍ତି ସଚିବ ।
ଶଶିଭୂଷଣଙ୍କ ପରିବାରର ୫ଜଣ ସଦସ୍ୟଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଥିଲେ ରୋନାଲି ।
ସିଂହଭାଗ କଂଗ୍ରେସ ବିଧାୟକଙ୍କର ସମର୍ଥନ ସିଦ୍ଦରମୈୟାଙ୍କ ପ୍ରତି ରହିିବା ସହ ରାହୁଲ ଗାନ୍ଧିଙ୍କ ପାଖ ଲୋକ ଭାବେ ଜଣାଶୁଣା।
ବୋହୂଙ୍କ ଅଭିଯୋଗ ପରେ ବିଧାୟକ ଶଶିଭୂଷଣ ବେହେରା କହିଲେ- ଅଭିଯୋଗକୁ ନେଇ ମର୍ମାହତ, ଦୁଃଖିତ ଓ ଆଶ୍ଚର୍ଯ୍ୟଚକିତ। ୨ ବର୍ଷ ତଳେ ତାଙ୍କ ବାପା ଆସି ଝିଅକୁ ନେଇ ଯାଇଥିଲେ।
ରିପୋର୍ଟ ଅନୁସାରେ ଦେଶର ୨୭ଟି ଆଂଚଳିକ ଦଳ ଅଜଣା ସୂତ୍ରରୁ ୧୧ଶହ ୬୫କୋଟିରୁ ଅଧିକ ଅର୍ଥ ପାଇଛନ୍ତି। ତାଲିକାର ଶୀର୍ଷରେ ରହିଛି ଡିଏମକେ।
ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ସେ ନିଷ୍ପତ୍ତି ଆଗକୁ ନିଆଯିବ।
ବାହାଘରର ଦଶ ବାର ଦିନ ପରଠୁ ୪୦ ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ବୋହୂଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି ।
୨୦୧୯ ବିଧାନସଭା ନିର୍ବାଚନରେ ବଲାଙ୍ଗିର ଏମଏଲଏ ପାଇଁ ଲଢୁଥିବା ସ୍ୱାମୀ ଅର୍କେଶଙ୍କ ପାଇଁ ପ୍ରଚାର ବି କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ , ତେଜିଲା ଆରୋପ ପ୍ରତ୍ୟାରୋପ
ବାଙ୍କୀ ଥାନାରେ ମାମଲା ରୁଜୁର ୨ ମାସ ପରେ ସାମ୍ନାକୁ ଆସିଲେ ବୋହୂ । ନିର୍ଯାତନାର କାହାଣୀ ବଖାଣିଲେ ବୋହୂ ରୋନାଲି, ଶଶି କହିଲେ ଭିତ୍ତିହୀନ ।
ସଂଗୀନ ଅଭିଯୋଗ ଆଣିଲେ ଅନଙ୍ଗ ଉଦୟଙ୍କ ବୋହୁ ଅଦ୍ରିଜା ସିଂଦେଓ । ଅର୍କେଶ ଡିଭୋର୍ସ ଦେବାକୁ ଚାହିଁବାର କାରଣ ଜାଣିପାରୁନି କହିଲେ ଅଦ୍ରିଜା । କୋର୍ଟରେ ମାମଲା ବିଚାରାଧୀନ ରହିଛି କହିଲେ ଅର୍କେଶ ସିଂଦେଓ ।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ କିଏ? ସିଦ୍ଧରମୈୟା ନା ଶିବକୁମାର? କାହା ମୁଣ୍ଡରେ ସୁନାକଳସ ଦେବେ ଖଡଗେ? ତେବେ ଏଭଳି କଳ୍ପନାଜଳ୍ପନା ଭିତରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା।
ଏମିତି ରାଜନେତାଙ୍କୁ କହିବ କଣ? ଦୁହେଁ ଝଗଡା ଲାଗିଲେ, ପଂଚାୟତର ବିକାଶ ବନ୍ଦ ହେଲା । ଏବେ ଗାଁ ଲୋକ ମିଟିଂ କରିବା ପରେ ମନମାଳିନ୍ୟ ଦୂର ହେଲା...ପଂଚାୟତର ବିକାଶ ନେଇ ଶପଥ ନେଲେ ଦୁଇ ନେତା
ରାଜ୍ୟରେ ଯେତୋଟି ବି ଉପ-ନିର୍ବାଚନ ହୋଇଛି । ସେଥିମଧ୍ୟରୁ ଦଳ ପ୍ରାୟତଃ ହାର୍ର ସାମନା କରିଛି, କେବଳ ବ୍ରଜାରାଜନଗର ଏବଂ ତିର୍ତ୍ତୋଲକୁ ଛାଡିଦେଲେ ଦଳ ଅନ୍ୟ ସବୁଠି ପ୍ରାୟତଃ ଅମାନତ ହରାଇଛି ।