Advertisment

ପାଣ୍ଡିଆନଙ୍କ ହାତରେ CMଙ୍କ ଅଡ଼ିଓକୁ ନେଇ ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଜନତାଙ୍କ ସୁଖଦୁଃଖ ବୁଝିବା ପାଇଁ 5T ସଚିବ ପାଣ୍ଡିଆନଙ୍କୁ ପଠାଇବା ଏବଂ ତାଙ୍କ ହାତରେ ରେକର୍ଡିଂ ଅଡ଼ିଓ ଜାରି କରିବା ପରେ ତେଜିଲା ରାଜନୀତି। ଅଡ଼ିଓର ସତ୍ୟତାକୁ ନେଇ ବିରୋଧୀ କେବଳ ପ୍ରଶ୍ନ ଉଠାଇନାହାଁନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ, ପ୍ରଶାସନିକ ଅଧିକାରୀଙ୍କ ଲକ୍ଷ୍ମଣରେଖା କଥା କହି ନିଶାନା କରିଛନ୍ତି।

author-image
Chandan Shishu

Naveen Patnaik CM VK Pandian
Advertisment
Advertisment