Prafulla Mallik
ଉତ୍ତର ଓଡ଼ିଶାର ପ୍ରାଚୀନ ତଥା ପ୍ରତିଷ୍ଠିତ ଯାନ୍ତ୍ରିକ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ବରପଦା ଇଞ୍ଜିନିୟରିଂ କଲେଜ ମହାଦୁର୍ନୀତି ମାମଲାରେ ପଶିଲା ଇଡି। ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୂର୍ନୀତି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରିଛି। ୨ ଦଶନ୍ଧିରୁ ଅଧିକ ସମୟ ଧରି କେମିତି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଲାସୁତୁରାରେ ଚାଲିଥିଲା ମହାଦୁର୍ନୀତି ? ଏହାପଛର ମୁଖ୍ୟ କାର୍ପଟଦାର୍ ସବୁ କିଏ ? ସେନେଇ ଇଡ଼ି ଖୋଳତାଡ଼ ଜାରି ରଖିଥିବାବେଳେ ନିର୍ବାଚନ ପୂର୍ବରୁ ଇଡ଼ି ରେଡ୍କୁ ନେଇ ତେଜିଛି ରାଜନୀତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)