ଅଦମ୍ୟ ସାହସ, ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ପାଇଁ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ । ସେ ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ମହିଳା ଅଟୋ ଡ୍ରାଇଭର ଶକୁନ୍ତଳା ପୂର୍ତ୍ତି ଓରଫ ଅଟୋ ଦିଦି । ଅଟୋ ଚଳାଇ ଭଲ ଦି ପଇସା ରୋଜଗାର କରି ଆଜି ସେ ଅନ୍ୟମାନଙ୍କପାଇଁ ଉଦାହରଣ ପାଲଟିଛନ୍ତି....
Published By: Rajalaxmi Sahoo
Last updated: 06 September 2023, 02:54 PM IST
ବର୍ତ୍ତମାନ ଚାଲିଛି ଏଆଇ ଆଉ ଡିଜିଟାଲ ଜମାନା । ଏହାକୁ ବ୍ୟବହାର କରି ବିକଳ୍ପ ସମାଧାନର ଉପାୟ ଆଣିଛନ୍ତି ଏହି ଯୁବକ । ଏହି ଯୁବକ ଆଣିଛନ୍ତି ଅଜବ ସେବା । ସେ ଏହାର ନାମ ଡିଜିଟାଲ୍ ଫଟୋ ସ୍ନାନ (ଫଟୋ ପାଇଁ ପବିତ୍ର ବୁଡ଼) ରଖିଛନ୍ତି ।